Daily Archives

November 10, 2017

‘ସୁଦକ୍ଷା’ କାର୍ଯ୍ୟକ୍ରମକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ପାଇଁ ଶୁକ୍ରବାର ‘ସୁଦକ୍ଷା’ କାର୍ଯ୍ୟକ୍ରମକୁ ଅନୁମୋଦନ କରିଛନ୍ତି। ଏହି ଯୋଜନାରେ ମହିଳା ଓ ଛାତ୍ରୀଙ୍କୁ ତାଲିମ ମିଳିବ। ଏହା ଦ୍ୱାରା ବହୁ ସଂଖ୍ୟାରେ ମହିଳା ଓ ଛାତ୍ରୀ ଉପକୃତ ହେବେ। ୧୦ମ ଶ୍ରେଣୀ ପାସ କରିଥିବା ଛାତ୍ରୀ ଓ ମହିଳା…
ଅଧିକ ଖବର ଦେଖନ୍ତୁ...

ଭାରତର ନୂତନ ସାମରିକ ଘାଟି ନିର୍ମାଣ ଘୋଷଣାରେ ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ: ଗୁଜୁରାଟରେ ଭାରତ-ପାକ୍‌ ସୀମାର ଅନତି ଦୂରରେ ଭାରତୀୟ ବାୟୁସେନାର ଏକ ସାମରିକ ଘାଟି ନିର୍ମାଣ ପାଇଁ ନିକଟରେ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ତେବେ, ଭାରତ ସରକାରଙ୍କ ପକ୍ଷରୁ ସୀମାନ୍ତରେ ସାମରିକ ଘାଟି ନିର୍ମାଣ ଘୋଷଣା ଶୁଣିବା ପରେ ପାକିସ୍ତାନ ଛାନିଆ ହୋଇଯିବା…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ଟ୍ରେନ ଆଗକୁ ଡେଇଁ ମା-ଝିଅଙ୍କ ଆତ୍ମହତ୍ୟା

ବାଲେଶ୍ୱର: ସୋର ରେଳଷ୍ଟେସନରେ ଶୁକ୍ରବାର ଅପରାହ୍ଣରେ ମାଲଗାଡ଼ି ଟ୍ରେନ୍‌ ଆଗକୁ ଡେଇଁ ମା-ଝିଅ ଆତ୍ମହତ୍ୟା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ କଟକ ସିଡିଏରେ ରହୁଥିବା ଦୀନେଶ ପାଣ୍ଡେଙ୍କ ପତ୍ନୀ ଉର୍ମିଲା ପାଣ୍ଡେ ଓ ୫ବର୍ଷର ଝିଅ କଟକରୁ ଧଉଳି ଏକ୍ସପ୍ରେସରେ ଚଢ଼ିଥିଲେ। ସେମାନେ ବାଲେଶ୍ୱର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ସରକାରଙ୍କ ଘୋଷଣା: ଚକଡ଼ା ପୋକରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ୧୩୭.୫୨ କୋଟି ସହାୟତା

ଭୁବନେଶ୍ୱର: ଚକଡ଼ା ପୋକରେ କ୍ଷତିଗ୍ରସ୍ତ ସମ୍ମୁଖୀନ ହୋଇଥିବା ୨୪ଟି ଜିଲ୍ଲାର ଚାଷୀଙ୍କୁ ୧୩୭.୫୨ କୋଟି ଟଙ୍କା ସହାୟତା ଦେବାକୁ ଶୁକ୍ରବାର ରାଜ୍ୟ ସରକାର ଘୋଷଣା କରିଛନ୍ତି। ବାଲେଶ୍ୱର, କଟକ, ଜଗତସିଂହପୁର, କନ୍ଧମାଳ, କେନ୍ଦ୍ରାପଡ଼ା ଓ ମାଲକାନଗିରି ଜିଲ୍ଲାରେ ଚକଡ଼ା ପୋକର ପ୍ରଭାବ ପଡ଼ି ନାହିଁ।…
ଅଧିକ ଖବର ଦେଖନ୍ତୁ...

ଏଣିକି ପ୍ରବେଶିକା ପରୀକ୍ଷା ଏନଟିଏ କରିବ, ସିବିଏସ୍‌ଇ ନୁହେଁ

ସିବିଏସଇ ଦ୍ୱାରା ପରିଚାଳିତ ସମସ୍ତ ପ୍ରବେଶିକା ପରୀକ୍ଷା କରିବ ଏନଟିଏ ବା ନ୍ୟାସନାଲ ଟେଷ୍ଟିଂ ଏଜେନ୍‌ସି। କେନ୍ଦ୍ର କ୍ୟାବିନେଟରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ସିବିଏସଇ ଦ୍ୱାରା ପରିଚାଳିତ ହେଉଥିବା ନିଟ ଓ ଜେଇଇ ମେନ ପରୀକ୍ଷା କରିବ…
ଅଧିକ ଖବର ଦେଖନ୍ତୁ...

୨୫ ନିୟୁତ ପ୍ରବାସୀ ଭାରତୀୟଙ୍କୁ ସରକାର ଦେବେ ପ୍ରକ୍ସି ଭୋଟିଂ ଅଧିକାର!

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ପ୍ରାନ୍ତଃରେ ରହୁଥିବା ପ୍ରାୟ ୨୫ ନିୟୁତ ପ୍ରବାସୀ ଭାରତୀୟ(ଏନ୍‌ଆର୍‌ଆଇ)ଙ୍କୁ ସରକାର ପ୍ରକ୍ସି ଭୋଟିଂ ଅଧିକାର ପ୍ରଦାନ କରିବା ନିଷ୍ପତ୍ତି ନେଇଛନ୍ତି ବୋଲି ଆଟର୍ଣ୍ଣି ଜେନେରାଲ୍‌ କେକେ ଭେନୁଗୋପାଲ ଶୁକ୍ରବାର ସୁପ୍ରିମ୍‌କୋର୍ଟଙ୍କୁ ଜଣାଇଛନ୍ତି। ସଂସଦରେ…
ଅଧିକ ଖବର ଦେଖନ୍ତୁ...