Daily Archives

November 11, 2017

ଗମ୍ଭୀରଙ୍କ ନିଯୁକ୍ତିକୁ ନେଇ ବିବାଦ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟର ଗୌତମ ଗମ୍ଭୀର ଡିଡିସିଏ (ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍‌ ସଂଘ) ପରିଚାଳନା ସମିତିର ସଦସ୍ୟ ନିଯୁକ୍ତ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ ସେ ସମିତିରେ ସ୍ଥାନ ପାଇଛନ୍ତି। ହେଲେ ତାଙ୍କ ନିଯୁକ୍ତିିକୁ ନେଇ ବିବାଦର ସୂତ୍ରପାତ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ପୁରୀରେ ଯୁବକଙ୍କ ଆତ୍ମହତ୍ୟା ଘଟଣା : ପ୍ରେମିକକୁ ଉଠାଇନେଲା ପୁଲିସ୍‌

ଜଗତ୍‌ସିଂହପୁର ଟାଉନ : ଫେସ୍‌ବୁକ୍‌ରେ ଭିଡିଓ ଅପ୍‌ଲୋଡ- ପରେ ଯୁବକଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ପୁରୀ ପୁଲିସ୍‌ ଆଜି ଜଗତ୍‌ସିଂହପୁରରେ ପହଞ୍ଚଥିଲା। ତାଙ୍କ ପତ୍ନୀଙ୍କ ପ୍ରେମିକ କୁହାଯାଉଥିବା ଅମରେଶ ସ୍ୱାଇଁଙ୍କୁ ଉଠାଇ ନେଇଛି। ଅଧିକ ତଦନ୍ତ କରିବା ପାଇଁ ଅମରେଶଙ୍କ ମୋବାଇଲ୍‌କୁ ଜବତ…
ଅଧିକ ଖବର ଦେଖନ୍ତୁ...

ପ୍ରାଣ ହରାଇଲେ ଅସହାୟ ବୃଦ୍ଧ : ୨୦ ଘଣ୍ଟା ପଡ଼ିରହିଲା ଶବ

କେନ୍ଦ୍ରାପଡା : ସରକାରୀ ଯୋଜନାରୁ ବଞ୍ଚତ ଥିଲେ। ଚିକିତ୍ସା ପାଇଁ ବି ପଇସା ପାଉନଥିଲେ। ଏପରି ଅବସ୍ଥାରେ ଜଣେ ବୃଦ୍ଧ ପ୍ରାଣ ହରାଇଛନ୍ତି। ସ୍ଥାନୀୟ ଲୋକମାନେ ଏହାକୁ ଅନାହାର ମୃତ୍ୟୁର ଆଖ୍ୟା ଦେଇଛନ୍ତି। ଏହାର ପ୍ରତିବାଦରେ ବୃଦ୍ଧଙ୍କ ମୃତଦେହକୁ ରଖି ଆନ୍ଦୋଳନ କରିଥିଲେ। ପାଖାପାଖି ୨୦ ଘଣ୍ଟା…
ଅଧିକ ଖବର ଦେଖନ୍ତୁ...

ବିକାଶରେ ପ୍ରତିବନ୍ଧକ ସାଜୁଛି କଂଗ୍ରେସ: ଜାଭଡେକର

ନୂଆଦିଲ୍ଲୀ: ଗୁଜରାଟ୍‌ ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ପ୍ରଚାର ଅଭିଯାନ ଜେର୍‌ଦାର ହୋଇଛି। ବିଜେପି ଓ କଂଗ୍ରେସ ମଧ୍ୟରେ ପରସ୍ପରକୁ ଦୋଷାରୋପ ମଧ୍ୟ ତୀବ୍ର ହୋଇଛି। ଆଜି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭଡେକର କଂଗ୍ରେସକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ଏହି ଦଳ ସର୍ବଦା…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀ ମୂଳପୋଛ ହେବା ପର୍ଯ୍ୟନ୍ତ ଜାରି ରହିବ ‘ଅପରେସନ୍‌ ଅଲ୍‌ ଆଉଟ୍‌’

ଶ୍ରୀନଗର: କଶ୍ମୀରରେ ସୁରକ୍ଷା ବାହିନୀ ଚଳାଇଥିବା ଆତଙ୍କବାଦୀ ନିପାତ ଅଭିଯାନକୁ ଆଶାତୀତ ସଫଳତା ମିଳିଛି ଏବଂ ୧୭୦ରୁ ଅଧିକ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିପାତ ହୋଇଥିବାରୁ ‘ଅପରେସନ୍‌ ଅଲ୍‌ ଆଉଟ୍‌’ ଜାରି ରହିବ ବୋଲି ସିଆର୍‌ପିଏଫ୍‌ ଆଇଜି ରବିଦୀପ ସିଂହ କହିଛନ୍ତି। ଘାଟିରୁ ଆତଙ୍କବାଦୀଙ୍କୁ…
ଅଧିକ ଖବର ଦେଖନ୍ତୁ...

୨୩ ଦଳକୁ ନେଇ ମହାମେଣ୍ଟ ଗଠନ କଲେ ମୁସାରଫ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫ ୨୩ଟି ରାଜନୈତିକ ଦଳକୁ ନେଇ ଏକ ମହାମେଣ୍ଟ ଗଠନ କରିଛନ୍ତି। ଏହି ମହାମେଣ୍ଟର ନାଁ ରହିଛି ପାକିସ୍ତାନ ଆଓ୍ଵାମି ଇତ୍ତେହାଦ୍‌ (ପିଏଆଇ)। ଏହାର ମୁଖ୍ୟ ଆବାହକ ରହିଛନ୍ତି ୭୪ ବର୍ଷୀୟ ମୁସାରଫ। ଇକବଲ୍‌ ଦାର ପିଏଆଇର ସାଧାରଣ ସଚିବ…
ଅଧିକ ଖବର ଦେଖନ୍ତୁ...

ଫାରୁକ୍‌ଙ୍କ ବିବାଦୀୟ ବୟାନ

ଶ୍ରୀନଗର: ଜମ୍ମୁ କଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ନ୍ୟାନସାଲ କନ୍‌ଫରେନ୍‌ସ ନେତା ଫାରୁକ୍‌ ଅବଦୁଲ୍ଲୀ ପାକ୍‌ ଅଧିକୃତ କଶ୍ମୀରକୁ ନେଇ ଆଜି ବିବାଦୀୟ ବୟାନ ଦେଇଛନ୍ତି। ଫାରୁକ୍‌ କହିଛନ୍ତି ଯେ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ପାକିସ୍ତାନର ଏକ ଅଂଶ ଏବଂ ଏହା ପାକିସ୍ତାନଠାରୁ କେହି…
ଅଧିକ ଖବର ଦେଖନ୍ତୁ...

ଭାଟିକାନ୍‌ରେ ସିଗାରେଟ୍‌ ନିଷିଦ୍ଧ

ଭାଟିକାନ୍‌ ସିଟି: ଏଣିକି ଭାଟିକାନ୍‌ ସିଟିରେ ଆଉ ସିଗାରେଟ୍‌ ମିଳିବନାହିଁ। ସିଗାରେଟ୍‌ ମଣିଷର ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଏହା ଯୋଗୁଁ ସାରା ବିଶ୍ୱରେ ବାର୍ଷିକ ସତୁରି ଲକ୍ଷ ମଣିଷଙ୍କ ପ୍ରାଣ ଯାଉଛି। ତେଣୁ, ପୋପ୍‌ ଫ୍ରାନ୍‌ସିସ୍‌ଙ୍କ ନିର୍ଦେଶରେ, ଏହାର ବିକ୍ରି ବନ୍ଦ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଭାରତୀୟଙ୍କ ହାରାହାରି ବିବାହ ବୟସ: ୨୨.୮ ବର୍ଷ

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ ହାରାହାରି ବିବାହ ବୟସ ଭିନ୍ନ ଭିନ୍ନ। ଏକ ଅଧ୍ୟୟନ ଫଳାଫଳରୁ ପ୍ରକାଶ ଯେ ବିଶ୍ୱରେ ହାରାହାରି ବିବାହ ବୟସ ୨୧-୩୩ ବର୍ଷ। ଭାରତୀୟମାନେ ହାରାହାରି ୨୨.୮ ବର୍ଷରେ ବିବାହ କରନ୍ତି। ଅନ୍ୟ ଦେଶ ଭଳି ଆମ ଦେଶରେ ମଧ୍ୟ ପୁରୁଷମାନେ, ମହିଳାଙ୍କ ତୁଳନାରେ ବିଳମ୍ବରେ ବିବାହ…
ଅଧିକ ଖବର ଦେଖନ୍ତୁ...

ରଣଜୀ ମ୍ୟାଚ୍‌: ଗରଜିଲା ଗମ୍ଭୀରଙ୍କ ବ୍ୟାଟ୍‌, କର୍ଣ୍ଣାଟକ ବିରୋଧରେ ଶାନଦାର ଶତକ

ବେଙ୍ଗାଲୁରୁ: ଭାରତୀୟ ଟିମ୍‌କୁ ଫେରିବା ପାଇଁ ସଙ୍ଘର୍ଷ କରୁଥିବା ଓପନର ବ୍ୟାଟ୍ସମ୍ୟାନ୍‌ ଗୌତମ ଗମ୍ଭୀର ଅପରାଜିତ ୧୩୫ ରନ୍‌ ବଳରେ ଦିଲ୍ଲୀ, ରଣଜୀ ଟ୍ରଫିର ଏକ ମ୍ୟାଚରେ କର୍ଣ୍ଣାଟକ ବିରୋଧରେ ୪ଓ୍ଵିକେଟ ହରାଇ ୨୭୭ ରନ୍‌ ସଂଗ୍ରହ କରିଛି। ଦିଲ୍ଳୀ ପ୍ରଥମ ପାଳି ଆଧାରରେ କର୍ଣ୍ଣାଟକ ଠାରୁ ୩୭୨…
ଅଧିକ ଖବର ଦେଖନ୍ତୁ...