Daily Archives

November 11, 2017

ଜିଓର ୩୯୯ଟଙ୍କା ରିଚାର୍ଜରେ ମିଳିବ ୭୫ ପ୍ରତିଶତ ରିହାତି

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ନିଜର ବ୍ୟବହାରକାରୀଙ୍କ ପାଇଁ ଏକ ନୂତନ ଅଫରର ଘୋଷଣା କରିଛି। ଜିଓ ୩୯୯ଟଙ୍କାର ରିଚାର୍ଜ ଉପରେ ଏକ ସତନ୍ତ୍ର ଅଫର ଆରମ୍ଭ କରିଛି। ଏହି ଅଫର ଜରିଆରେ ୩୯୯ଟଙ୍କାର ରିଚାର୍ଜ କଲେ ୭୫ ପ୍ରତିଶତ ରିହାତି ମିଳିବ। ଏହି ରିଚାର୍ଜରେ ଜିଓ ବ୍ୟବହାରକାରୀ ୩୦୦ଟଙ୍କା ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଆଡମିନ୍ ବ୍ଲକ୍‌ ବାହାରେ ବିରିୟାନୀ ରୋଷେଇ ଜେଏନ୍‌ୟୁ ଛାତ୍ରଙ୍କୁ ମହଙ୍ଗା ପଡ଼ିଲା, ଦେଲେ ୬୦୦୦ଟଙ୍କାର ଜୋରିମାନା

ନୂଆଦିଲ୍ଲୀ:ଜବାହାର୍‌ଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ୧୦ ଜଣ ଛାତ୍ରଙ୍କୁ ଦେବାକୁ ପଡ଼ିଛି ୬୦୦୦ଟଙ୍କା ଜରିମାନା । ବିଶ୍ୱବିଦ୍ୟାଳୟର ଆଡ଼୍‍ମିନିଷ୍ଟ୍ରଟିଭ୍‌ ବିଲ୍‌ଡ଼ିଙ୍ଗ୍‌ ସମ୍ନାରେ ବିରିୟାନୀ ରୋଷେଇ କରି ଖାଇବା ସେମାନଙ୍କୁ ପଡ଼ିଛି ମହଙ୍ଗା । ଏହି ଘଟଣାଟି ଜୁନ୍‌ ୨୭ରେ ଘଟିଥିବା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସ୍ତରୀୟ ଖଖୋ ଓ ତୀରନ୍ଦାଜୀ ପ୍ରତିଯୋଗିତା ଉଦ୍‌ଘାଟିତ

କୁଚିଣ୍ଡା(ସମ୍ବଲପୁର): କେନ୍ଦ୍ର ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜୁଏଲ ଓରାମ ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ରାଜ୍ୟସ୍ତରୀୟ ଖଖୋ ଓ ତୀରନ୍ଦାଜୀ ପ୍ରତିଯୋଗିତାକୁ ଶନିବାର ଉଦ୍‌ଘାଟନ କରିଛନ୍ତି। ଦୁଇ ଦିବସୀୟ ପ୍ରତିଯୋଗିତାରେ ୧୬ଟି ଜିଲ୍ଲାରୁ ୩୨୪ଜଣ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଅଢ଼େଇ ଘଣ୍ଟା ମଧ୍ୟରେ ୨୮୯ଟି ମାମଲାର ଶୁଣାଣି କରି ଇତିହାସ ରଚିଲେ ଜଷ୍ଟିସ ରାଜେନ୍ଦ୍ର ମେନନ୍‌

ପାଟନା: ପାଟନା(ବିହାର) ହାଇକୋର୍ଟର ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ୍‌ ବୁଧବାର ମାତ୍ର ଅଢ଼େଇ ଘଣ୍ଟା ମଧ୍ୟରେ ୨୮୯ଟି ମାମଲାର ଶୁଣାଣି କରି ଇତିହାସ ରଚିଛନ୍ତି। ସେହିପରି ଅନ୍ୟ ୧୧ଟି ମାମଲାର ଆଇନଜୀବୀ ନଥିବାରୁ ଶୁଣାଣି ହୋଇ ପାରି ନ ଥିଲା। ଏତଦ୍‌ବ୍ୟତୀତ ପାଟନା ହାଇକୋର୍ଟରେ ସାଢ଼େ ୭ ମାସ…
ଅଧିକ ଖବର ଦେଖନ୍ତୁ...

୩୦୧୭ ବେଳକୁ ଏମିତି ହୋଇଯିବ ପୃଥିବୀ ! ଜାଣନ୍ତୁ କେମିତି ହୋଇଥିବ ମଣିଷର ସ୍ୱରୂପ!

ଏବେ ଦିଲ୍ଲୀରେ ବାୟୁ ପ୍ରଦୂଷଣ କାରଣରୁ ଲୋକେ ତ୍ରାହି ତ୍ରାହି ଡ଼ାକିଲେଣି । ଏଥି ପାଇଁ ବହୁତ ଦୁର୍ଘଟଣା ମଧ୍ୟ ହେବାରେ ଲାଗିଛି । ଲୋକଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିବା ବେଳେ ସେମାନେ ମାସ୍କ ପିନ୍ଧି ବାହାରକୁ ବହାରୁଛନ୍ତି । ଏତେ ସବୁ ଘଟିବା ପରେ ଲୋକମାନେ ସାବଧାନ ହେବା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ମୋ ପୁଅକୁ ଓଲଟା ଝୁଲାଇ ନିର୍ଯାତନା ଦିଆଯାଉଛି: ପ୍ରଦ୍ୟୁମ୍ନ ହତ୍ୟା ମାମଲାରେ ଜଡ଼ିତ ଥିବା ଅଭିଯୁକ୍ତର ପିତା

ଗୁରୁଗ୍ରାମ: ପ୍ରଦ୍ୟୁମ୍ନ ହତ୍ୟା ମାମଲାରେ ଗିରଫ ହୋଇଥିବା ର‍୍ୟାନ୍‌ ଇଣ୍ଟରନ୍ୟାସନାଲ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ରର ପିତା ନିଜ ପୁଅକୁ ଓଲଟା ଝୁଲାଇ ନିର୍ଯାତନା ଦେଉଥିବା ଶନିବାର ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ପିତା ଶନିବାର ଗଣମାଧ୍ୟମକୁ ସାକ୍ଷାତ କରି କହିଛନ୍ତି, ‘ମୋ ପୁଅକୁ ଓଲଟା…
ଅଧିକ ଖବର ଦେଖନ୍ତୁ...