Daily Archives

November 12, 2017

କଂଗ୍ରେସ କାଏମ ରଖିଲା ଆସନ

ଭୋପାଳ : ମଧ୍ୟପ୍ରଦେଶର ସତନା ଜିଲ୍ଲା ଅନ୍ତର୍ଗତ ଚିତ୍ରକୁଟ ବିଧାନସଭା ଉପନିର୍ବାଚନରେ କଂଗ୍ରେସ ନିଜ ଆସନ ବଜାୟ ରଖିବାରେ ସମର୍ଥ ହୋଇଛି । କଂଗ୍ରେସ ପ୍ରାର୍ଥୀ ନୀଲାଂଶୁ ଚତୁର୍ବେଦୀ ବିଜେପି ପ୍ରାର୍ଥୀ ଶଙ୍କରଦୟାଲ ତ୍ରିପାଠୀଙ୍କୁ ୧୪,୧୩୩ ଭୋଟ୍‌ରେ ପରାସ୍ତ କରିଛନ୍ତି। ଏହି ଉପନିର୍ବାଚନରେ ୯…
ଅଧିକ ଖବର ଦେଖନ୍ତୁ...

ପ୍ରଧାନ ବିଚାରପତିଙ୍କୁ ହାଇକୋର୍ଟରେ ସମ୍ବର୍ଧନା

କଟକ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଓ ତାଙ୍କ ଧର୍ମପତ୍ନୀ ସୁପ୍ରମା ମିଶ୍ରଙ୍କୁ ହାଇକୋର୍ଟରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆଜି ହାଇକୋର୍ଟ ସମ୍ବର୍ଦ୍ଧନା କକ୍ଷରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରନ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ ଧକ୍କାରେ ୧୭ ମଇଁଷି ମଲେ

ଗୋଳନ୍ଥରା : ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଷ୍ଟେସନ ନିକଟରେ ଟ୍ରେନ ଧକ୍କାରେ ୧୬ଟି ମଇଁଷି ସହ ଏକ ମଇଁଷି ଛୁଆର ମୃତ୍ୟୁ ହୋଇଛି। ଆଜି ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ ଟ୍ରେନ ବ୍ରହ୍ମପୁରରୁ ଇଚ୍ଛାପୁର ଷ୍ଟେସନ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବିରେ ଅକ୍ସିଜେନ୍‌ ଫ୍ଲୋ ମିଟର ଫାଟିଗଲା

କଟକ : ଏସ୍‌ସିବି ମେଡିକାଲ୍‌ ପୁରୁଣା ମେଡିସିନ୍‌ର ତୃତୀୟ ମହଲା ମହିଳା ଓ୍ଵାର୍ଡରେ ଆଜି ଏକ ଅକ୍ସିଜେନ୍‌ ସିଲିଣ୍ଡରର ଫ୍ଲୋ ମିଟର ଫାଟିଯିବାରୁ ରୋଗୀ ସମ୍ପର୍କୀୟ ଆତଙ୍କିତ ହୋଇପଡ଼ିଥିଲେ। ଜଣେ ରୋଗୀ ଦେହରେ ଲାଗିବାକୁ ଆସିଥିବା ସିଲିଣ୍ଡରର ଫ୍ଲୋ ମିଟର ଫାଟିବା ପରେ ଅକ୍ସିଜେନ୍‌ ପ୍ରବଳ…
ଅଧିକ ଖବର ଦେଖନ୍ତୁ...

ହାତୀ ନେଲା ଶ୍ରମିକଙ୍କ ଜୀବନ

ରାଇସୁଆଁ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ରାଇସୁଆଁ ପଞ୍ଚାୟତ ମାର୍ଦା ଗାଁ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଲକ୍ଷ୍ମଣ ପଧାନ (୫୨), ତାଙ୍କ ଘର ମାର୍ଦା ଭାଲୁଦରୀ ଜୁଆଙ୍ଗ ସାହିରେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଭାଲୁଦରୀ ଜୁଆଙ୍ଗ ସାହିର…
ଅଧିକ ଖବର ଦେଖନ୍ତୁ...

ଶିବ ମହିମା ଛକରେ ପୁଣି ଦୁର୍ଘଟଣା: ଜଣେ ମୃତ, ଆଉ ଜଣେ ଗୁରୁତର

ବ୍ରଜରାଜନଗର/ବେଲପାହାଡ଼ : ଜାତୀୟ ରାଜପଥ ୪୯ ବେଲପାହାଡ଼ ଶିବ ମହିମା ଛକରେ ପୁଣି ଏକ ଦୁର୍ଘଟଣାରେ ଜଣଙ୍କର ପ୍ରାଣ ଯାଇଛି। ଏହି ଛକଟି ଏକ ମରଣଯନ୍ତାରେ ଏବେ ପରିଣତ ହୋଇସାରିଛି। ସମୟ ବ୍ୟବଧାନରେ ଛୋଟବଡ଼ ଦୁର୍ଘଟଣା ଘଟିଚାଲିଛି। ଶନିବାର ରାତି ୩ଟାରୁ ୪ଟା ସମୟରେ ଏକ ଦୁର୍ଘଟଣାରେ ଯୁବକ ମନିଷ ସା…
ଅଧିକ ଖବର ଦେଖନ୍ତୁ...

ଲେବାନନ ପ୍ରଧାନମନ୍ତ୍ରୀଙ୍କୁ ଅପହରଣ!

ବିରୁଟ୍‌(ଲେବାନନ୍‌): ଗତ ୩ ତାରିଖରେ ଲେବାନନ୍‌ ପ୍ରଧାନମନ୍ତ୍ରୀ ସାଦ-ଅଲ୍‌-ହାରିରି ନିୟମିତ ଗସ୍ତ କ୍ରମରେ ତାଙ୍କ ରାଜନୈତିକ ପୃଷ୍ଠପୋଷକ ଦେଶ ସାଉଦି ଆରବ ଯାଇ ଆଉ ନିଜ ଦେଶକୁ ଫେରିନାହାନ୍ତି। ଅପରପକ୍ଷେ, ତାହା ପରଦିନ ସାଉଦୀ ରାଜଧାନୀ ରିୟାଦରୁ ସେ ଅପ୍ରତ୍ୟାଶିତ ଭାବେ ଏକ ଭିଡିଓ…
ଅଧିକ ଖବର ଦେଖନ୍ତୁ...

ପାରାଚ୍ୟୁଟ୍‌ ଡ୍ରପିଙ୍ଗ ପ୍ରଶିକ୍ଷଣ ବେଳେ ଅଘଟଣ : ବାୟୁସେନା ଯବାନଙ୍କ ମୃତ୍ୟୁ

ଚୌଦ୍ୱାର-ଗୁରୁଡିଝାଟିଆ : ଚୌଦ୍ୱାର ଚାରବାଟିଆସ୍ଥିତ ବିମାନ ଉଡାଣ ଗବେଷଣା କେନ୍ଦ୍ର (ଏଆର୍‌ସି) ଅଧୀନରେ ପାରାଚ୍ୟୁଟ୍‌ ଡ୍ରପିଙ୍ଗ୍‌ ପ୍ରଶିକ୍ଷଣ ଚାଲିଥିବା ବେଳେ ନିଖୋଜ ହୋଇଯାଇଥିବା ଜଣେ ବାୟୁସେନା ଯବାନଙ୍କ ମୃତଦେବ ଗଭୀର ପାଣି ମଧ୍ୟରୁ ଉଦ୍ଧାର କରାଯାଇଛି । ମୃତ ଯବାନ ହେଉଛନ୍ତି…
ଅଧିକ ଖବର ଦେଖନ୍ତୁ...

ବିଜୟଓ୍ଵାଡ଼ାରେ ଡଙ୍ଗା ବୁଡ଼ି ୨୬ ମୃତ!

ବିଜୟଓ୍ଵାଡ଼ା: କୃଷ୍ଣା ନଦୀର ପବିତ୍ର ସଙ୍ଗମ ଘାଟରେ ଆଜି ଏକ ଡଙ୍ଗା ବୁଡ଼ିଯିବାରୁ ଅତି କମ୍‌ରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଭବାନୀ ଦ୍ୱୀପରୁ ୪୦ ଜଣ ଯାତ୍ରୀଙ୍କୁ ଧରି କୃଷ୍ଣା ଏବଂ ଗୋଦାବରୀ ନଦୀର ସଙ୍ଗମ ସ୍ଥଳକୁୁ ଯାଉଥିବା ଏହି ଛୋଟ ଡଙ୍ଗାଟି ଭାରସାମ୍ୟ ହରାଇ…
ଅଧିକ ଖବର ଦେଖନ୍ତୁ...

ପାକ୍‌ ତଟରକ୍ଷୀ ଦ୍ୱାରା ୫୫ ଭାରତୀୟ ମତ୍ସ୍ୟଜୀବୀ ଗିରଫ

କରାଚି: ପାକିସ୍ତାନ ସମୁଦ୍ର ସୀମା ଭିତରେ ମାଛ ମାରୁଥିବା ଅଭିଯୋଗରେ ୫୫ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଆଜି ପାକିସ୍ତାନର ତଟରକ୍ଷୀ ବାହିନୀ ଗିରଫ କରିଛି। ଏଥି ସହିତ ୯ଟି ଭାରତୀୟ ମାଛମରା ଡଙ୍ଗାକୁ ମଧ୍ୟ ପାକ୍‌ ତଟରକ୍ଷୀମାନେ ଜବତ କରିଛନ୍ତି। ଉଲ୍ଲେଖଥାଉ କି, ଆରବ ସାଗରରେ ପାକିସ୍ତାନ ଓ…
ଅଧିକ ଖବର ଦେଖନ୍ତୁ...