Daily Archives

November 13, 2017

ଫେସ୍‌ବୁକ୍‌ରେ ସ୍ୱୀକାର କଲା ଆତତାୟୀ

ଚଣ୍ଡିଗଡ଼: ଗତ ଅକ୍ଟୋବର ୩୦ ତାରିଖରେ ଅମୃତସରର ଭରତ ନଗର ମାର୍କେଟ୍‌ରେ ଜଣେ ହିନ୍ଦୁ ସଂଘର୍ଷ ସେନା ନେତା ବିପନ ଶର୍ମାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ତେବେ ଗ୍ୟାଙ୍ଗଷ୍ଟର ସରଜ ଶଣ୍ଢୁ ନିଜେ ହତ୍ୟାକାରୀ ବୋଲି ସ୍ୱୀକାର କରିଛି। ଏକ ଫେସବୁକ୍‌ ପୋଷ୍ଟ୍‍ ମାଧ୍ୟମରେ ସେ ଶର୍ମାଙ୍କୁ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଘଟଣାସ୍ଥଳରେ ମୃତ୍ୟୁ

ନୀଳଗିରି : ନୀଳଗିରି ଏନ୍‌ଏସି କଦମସାହିରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଯୋଗୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ସେ ହେଉଛନ୍ତି ନବଘନ ମଲ୍ଲିକଙ୍କ ପତ୍ନୀ ଶାନ୍ତିଲତା(୪୮)। ତାଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଅକ୍ରମଣ କରାଯାଇଥିଲା। ତାଙ୍କ ମୁଣ୍ଡ ଓ କାନମୂଳରେ ଗଭୀର ଆଘାତ…
ଅଧିକ ଖବର ଦେଖନ୍ତୁ...

କୋର୍ଟ ପରିସରରେ କଏଦୀଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ଉତ୍ତରପଶ୍ଚିମ ଦିଲ୍ଲୀର ରୋହିଣୀ କୋର୍ଟ ପରିସରରେ  ଜଣେ ବିଚାରାଧୀନ କଏଦୀକୁ ଗୁଳିକରି ହତ୍ୟା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ସୂଚନାନୁଯାୟୀ, ୧୦୦ରୁ ଊର୍ଦ୍ଧ୍ୱ ମାମଲା ରହିଥିବା ଜଣେ ବିଚାରାଧୀନ ବନ୍ଦୀକୁ  ରୋହିଣୀ କୋର୍ଟରେ ହାଜର କରାଯାଇଥିଲା। ଶୁଣାଣି ପରେ ସେ କୋର୍ଟରୁ…
ଅଧିକ ଖବର ଦେଖନ୍ତୁ...

ଭାଗବତ ସନ୍ଧାନରେ ଛୁରାମାଡ଼ : ଜଣେ ଆହତ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭାଗବତ ସନ୍ଧାନରେ ଆଜି ସନ୍ଧ୍ୟାରେ ଛୁରାମାଡରେ ଜଣେ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାରୁ ପ୍ରକାଶ ଯେ, କବିତା ମହାନ୍ତି (ଛଦ୍ମନାମ) ନାମକ ଜଣେ ଯୁବତୀଙ୍କ ବାପାଙ୍କୁ ଅଭିଯୁକ୍ତ ଶତ୍ରୁଘ୍ନ ନାୟକ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ ମରିଗଲେ ନାରୀକୁ ବିଧବା ବେଶ କରାଇବା ଉଚିତ ନୁହେଁ: ବାବା ବଳିଆ

ବୌଦ୍ଧ: ଜଣେ ନାରୀ ବିଧବା ହେଲେ ତାକୁ ଯେପରି ଭାବେ ଅବହେଳିତ, ନିର୍ଯାତିତ ଓ ଅସହାୟ ଅବସ୍ଥାରେ ବୈଧବ ଯନ୍ତ୍ରଣା ଭୋଗ କରିବାକୁ ପଡ଼ିିଥାଏ ତାହା ସୁସ୍ଥ ସମାଜ ପାଇଁ ଆଦୌ ଶୁଭଙ୍କର ନୁହେଁ। ଏଣୁ ଏ ଦିଗରେ ସାମାଜିକ ସଚେତନତା ସୃଷ୍ଟି କରିବା ନିତାନ୍ତ ଆବଶ୍ୟକ। ଆବଶ୍ୟକ ସ୍ଥଳେ ଏଥିପାଇଁ ଆଇନ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଯାଦୁଗର ମୋଦି ଲୋକଙ୍କ ସହ ଖେଳୁଛନ୍ତି

ନୂଆଦିଲ୍ଲୀ: ଗୁଜରାଟ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର ରାଜନୀତି ବି ସରଗରମ ରହିଛି। ନିର୍ବାଚନୀ ପ୍ରଚାର ଲାଗି କଂଗ୍ରେସ ଉପାଧ୍ୟକ୍ଷ ରାହୁଲଙ୍କ ୩ ଦିନିଆ ଗୁଜରାଟ୍‌ ଗସ୍ତ ଆଜି ସରିଥିବା ବେଳେ ସେ ପୂର୍ବପରି ମୋଦିଙ୍କ ବିରୋଧରେ ପୁଣି ଗର୍ଜିଛନ୍ତି। ରାହୁଲ୍‌ ଆଜି ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଆସାମ ରାଇଫଲ୍ସର ୨ ଯବାନ ସହିଦ

ଇମ୍ଫାଲ: ଭାରତ-ମିଅାଁମାର ସୀମା ନିକଟ ମଣିପୁରର ଚାନ୍ଦେଲ ଜିଲ୍ଲାରେ ଆଜି ଆତଙ୍କବାଦୀଙ୍କ ବୋମା ବିସ୍ଫୋରଣରେ ୧୮ ଆସାମ ରାଇଫଲ୍ସର ୨ ଜଣ ଯବାନ ସହିଦ ହୋଇଛନ୍ତି। ଏଥିରେ ଅନ୍ୟ ୬ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି। ଆଜି ସକାଳ ୬ଟାରେ ଜିଲ୍ଲା କଲେକ୍ଟରେଟ୍‌ ନିକଟ ରାସ୍ତାକଡ଼ରେ ଆତଙ୍କବାଦୀମାନେ ଏକ…
ଅଧିକ ଖବର ଦେଖନ୍ତୁ...

ଛୁରାମାଡ଼ରେ ସରପଞ୍ଚଙ୍କ ସ୍ୱାମୀ ଗୁରୁତର

ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷଙ୍କ ୨ ପୁଅ ଥାନାରେ ଅଟକ କୋରେଇ/ରଗଡି : ଯାଜପୁର ଜିଲ୍ଲା ଅନ୍ତର୍ଗତ କୋରେଇ ନିର୍ବାଚନମଣ୍ଡଳୀରେ ବିଜେଡିରେ ଗୋଷ୍ଠୀ ବିବାଦରୁ ଆଜି ରକ୍ତାକ୍ତ ସଂଘର୍ଷ ଘଟିଛି। ଜଣେ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷଙ୍କ ପୁଅ ସଂଘବଦ୍ଧ ଆକ୍ରମଣ କରିବାରୁ କନ୍ତୋର ପଞ୍ଚାୟତ ସରପଞ୍ଚଙ୍କ…
ଅଧିକ ଖବର ଦେଖନ୍ତୁ...

ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର

ରେମୁଣା: ରେମୁଣା ଥାନା ଅଧୀନ ତେନ୍ତୁଳିଦା ପଞ୍ଚାୟତର ନଈଗୋପାଳପୁର(ଘସିପଦା) ଗ୍ରାମ ପୋଖରୀରୁ ଜଣେ ଆଦିବାସୀ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ନିକଟସ୍ଥ ବେଲଗଡ଼ିଆ ଆଦିବାସୀ ସାହିର ରୁହିଆ ସିଂଙ୍କ ପତ୍ନୀ ସରସ୍ୱତୀ(୫୨)ଙ୍କର ବୋଲି ଚିହ୍ନଟ ହୋଇଛି। ଖବରପାଇ ପୁଲିସ ଘଟଣାସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ଅଜଣାଗାଡ଼ି ଧକ୍କାରେ ବୃଦ୍ଧ ମୃତ

ଅମର୍ଦ୍ଦାରୋଡ୍‌: ବସ୍ତା ଥାନା ଅନ୍ତର୍ଗତ ୬୦ ନଂ ଜାତୀୟ ରାଜପଥ ଗୋଡ଼ିଖାଳ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସୂଚନାରୁ ଜଣାଯାଇଛି, ବଡ଼ଚାରିଗାଁ ଗ୍ରାମର ନିତ୍ୟାନନ୍ଦ ଭଦ୍ର(୬୫) ସାଇକଲ ଯୋଗେ ଗୋଡ଼ିଖାଳ ହାଟକୁ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇ…
ଅଧିକ ଖବର ଦେଖନ୍ତୁ...