Daily Archives

November 13, 2017

ଚିକିତ୍ସା ଅବହେଳାରୁ ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ

ଗାନ୍ଧିଛକ: ଚିକିତ୍ସା ଅବହେଳାରୁ ଜଣେ ଶିଶୁର ମୃତ୍ୟୁ ଘଟିଲା ବୋଲି ଅଭିଯୋଗ ହୋଇଛି। ଏ ନେଇ କିଛି ସମୟ ପାଇଁ ବସ୍ତା ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା। ସୂଚନା ଅନୁସାରରେ, ରାସଗୋବିନ୍ଦପୁର ବ୍ଲକ ଖୁଣ୍ଟା ଗ୍ରାମର ଗଣେଶ ଚନ୍ଦ୍ର ରାମଙ୍କ ୫ ବର୍ଷର ଶିଶୁପୁତ୍ର ସୁରଂଜନ ଅସୁସ୍ଥ ହେବାରୁ…
ଅଧିକ ଖବର ଦେଖନ୍ତୁ...

ଯତୀନ ଦାସଙ୍କ ପେଣ୍ଟିଂ ଚୋରି

ନୂଆଦିଲ୍ଲୀ: ପ୍ରସିଦ୍ଧ ଓଡ଼ିଆ ଚିତ୍ରଶିଳ୍ପୀ ‘ପଦ୍ମ ବିଭୂଷଣ’ ଯତୀନ ଦାସ ୧୯୯୧ରେ ‘ଏଆର୍‌ ଇଣ୍ଡିଆ’କୁ ଦେଇଥିବା ତାଙ୍କର ପ୍ରସିଦ୍ଧ ‘ଉଡ଼ନ୍ତା ଅପ୍‌ସରା’ ଶୀର୍ଷକ ଚିତ୍ରଟି ଚୋରି ହୋଇଯାଇଥିବା ନେଇ ଏୟାର ଇଣ୍ଡିଆର ଜଣେ ପ୍ରାକ୍ତନ ଅଧିକାରୀଙ୍କ ନାଁରେ ଏତଲା ହୋଇଛି। ସୂଚନାନୁଯାୟୀ, କନ୍‌ଟ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ କଶ୍ମୀରରେ ୯୦ ଭାଗ ପଥରଫିଙ୍ଗା କମିଛି

ନୂଆଦିଲ୍ଲୀ : କଶ୍ମୀର ସ୍ଥିତିରେ ବ୍ୟାପକ ସୁଧାର ଆସିଛି। କଶ୍ମୀର ବାସିନ୍ଦାଙ୍କ ମାନସିକତାରେ ଯଥେଷ୍ଟ ପରିବର୍ତ୍ତନ ହୋଇଛି। ଫଳସ୍ୱରୂପ ଚଳିତ ବର୍ଷ ଜମ୍ମୁ କଶ୍ମୀରରେ ବିଶୃଙ୍ଖଳ ଯୁବକମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପଥର ଫିଙ୍ଗି କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ସରକାରୀ ସମ୍ପତ୍ତି ନଷ୍ଟ…
ଅଧିକ ଖବର ଦେଖନ୍ତୁ...

ସେକ୍ସ ସିଡି ବିଜେପିର ପୁରୁଣା ରାଜନୀତି: ହାର୍ଦ୍ଦିକ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବଚନ ପାଖେଇ ଆସୁଥିବା ବେଳେ ସେଠାରେ ସବୁ ରାଜନୈତିକ ଦଳମାନଙ୍କର ପ୍ରଚାର ଏବେ ସରଗରମ ହୋଇଉଠିଛି। ପ୍ରଚାର କାଳରେ ସାମାନ୍ୟରୁ ସାମାନ୍ୟତମ ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି ରାଜନୈତିକ ଦଳଗୁଡ଼ିକ। ପ୍ରତିଦ୍ୱନ୍ଦ୍ୱୀ ରାଜନୈତିକ ଦଳରଗୁଡ଼ିକ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

‘ବାହୁବଳୀ’ ଷ୍ଟଣ୍ଟ ମହଙ୍ଗା ପଡ଼ିଲା, ଯୁବକଙ୍କୁ ଶୂନ୍ୟକୁ ଫିଙ୍ଗିଲା ହାତୀ

କେରଳ: ‘ବାହୁବଳୀ’ ସିନେମାରେ ଅଭିନେତା ପ୍ରଭାସ ହାତୀ ସହିତ ଏକ ଚମତ୍କାର ଦୃଶ୍ୟରେ ଅଭିନୟ କରିଥିବାର ନଜର ଆସିଥିଲେ। ପ୍ରଭାସ ହାତୀ ଶୁଣ୍ଢରେ ଗୋଡ ଦେଇ ହାତୀ ଉପରେ ବସିବାର ଦୃଶ୍ୟ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା। ତେବେ କେରଳର ଜଣେ ଯୁବକଙ୍କର ଏଭଳି କିଛି କାରନାମା ହାତୀ ସହିତ କରିବା …
ଅଧିକ ଖବର ଦେଖନ୍ତୁ...

ନାସ୍ତ୍ରୋଦମସଙ୍କ ଭବିଷ୍ୟବାଣୀ: ୨୦୧୮ ହେବ ତୃତୀୟ ବିଶ୍ୱଯୁଦ୍ଧ, ୨୦୨୫ରେ ବିରାଜିବ ଶାନ୍ତି!

ଫ୍ରାନ୍‌ସର ଜଣାଶୁଣା ଭବିଷ୍ୟତବକ୍ତା ନାସ୍ତ୍ରୋଦମସଙ୍କ ଭବିଷ୍ୟତବାଣୀ ଆଜି ମଧ୍ୟ ସାରା ବିଶ୍ୱର  ଲୋକଙ୍କ ପାଇଁ ଏକ ଦ୍ୱନ୍ଦ୍ୱ ହୋଇ ରହିଯାଇଛି। ନାସ୍ତ୍ରୋଦମସ ଆଗାମୀ ୨୦ ଶତାଦ୍ଦୀ ପାଇଁ ୪୦୦ ବର୍ଷ ପୂର୍ବରୁ ଯେଉଁ ଭବିଷ୍ୟବାଣୀଗୁଡିକ କରିଥିଲେ ସେଗୁଡିକ ମଧ୍ୟରୁ ଅଧିକାଂଶ କଥା ଏବେ ସତ୍ୟ ଭାବେ…
ଅଧିକ ଖବର ଦେଖନ୍ତୁ...

୩୦ବର୍ଷର ଯୁବକ ଦେଖାଯାଉଛନ୍ତି ୨ବର୍ଷର ଶିଶୁ ଭଳି

ଚାଇନା: ଚାଇନାର ପୂର୍ବ ଗ୍ରାମୀଣ ଅଞ୍ଚଳରେ ଜନ୍ମ ନେଇଥିବା ଓ୍ଵାଙ୍ଗ ତିୟାନଫଙ୍ଗ ଏକ ଅଜବ ଧରଣର ରୋଗରେ ପୀଡିତ ହୋଇଛନ୍ତି। ଓ୍ଵାଙ୍ଗଙ୍କ ଜନ୍ମ ୧୯୮୭ ମସିହାରେ ହୋଇଥିଲା। ଜନ୍ମ ହେବାର ଦୁଇବର୍ଷ ପରେ ତାଙ୍କ ଉଚ୍ଚତା ଆଉ ବୃଦ୍ଧି ପାଇଲା ନାହିଁ। ଓ୍ଵାଙ୍ଗ ଏବେ ୩୦ବର୍ଷ ବୟସରେ ପଦାର୍ପଣ କରିଛନ୍ତି,…
ଅଧିକ ଖବର ଦେଖନ୍ତୁ...