Daily Archives

November 14, 2017

ହିଂସାର ରୂପନେଉଛି ବିରୋଧ :କୋଟା ସିନେମା ହଲ୍‌ରେ ଭଙ୍ଗାରୁଜା

କୋଟା: ପଦ୍ମାବତୀ ଫିଲ୍ମକୁ ନେଇ ଉଠିଥିବା ବିରୋଧର ସ୍ୱର ହିଂସାର ରୂପଧାରଣ କରିଛି। ମଙ୍ଗଳବାର ରାଜସ୍ଥାନର କୋଟା ସ୍ଥିତ ଆକାଶ ସିନେମା ହଲରେ ଏହି ଚଳଚ୍ଚିତ୍ରର ଟ୍ରେଲର ପ୍ରଦର୍ଶନ ହେବା ପରେ କରଣୀସେନା ଏଠାରେ ଭଙ୍ଗରୁଜା କରିଛନ୍ତି । ଏହି ହିଂସାକାଣ୍ଡର ସମସ୍ତ ଦୃଶ୍ୟ କ୍ୟାମେରାରେ ରେକର୍ଡ…
ଅଧିକ ଖବର ଦେଖନ୍ତୁ...

ଡିକି ଭାଙ୍ଗି ୮୦ ହଜାର ଟଙ୍କା ଚୋରି

ମାଲକାନଗିରି: ଆଜି ମାଲକାନଗିରିର ଜଣେ ବ୍ୟକ୍ତିଙ୍କ ବାଇକ୍‌ ଡିକି ଭାଙ୍ଗି ୮୦ ହଜାର ଟଂକା ଚୋରି ହୋଇଛି। ବରିଷ୍ଠ ନାଗରିକ ବିମଳ ମିସ୍ତ୍ରୀ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ବାଲିମେଳା ଛକ ନିକଟରେ କିଛି ସମୟ ରହି ବହି ଦୋକାନକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ଅନୁସରଣ କରୁଥିବା…
ଅଧିକ ଖବର ଦେଖନ୍ତୁ...

ମା’ ମୃତ, ଅଳ୍ପକେ ବର୍ତ୍ତିଲେ ଦୁଇ ଶିଶୁ

ବାଲେଶ୍ୱର/ଚାନ୍ଦିପୁର: ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ପାନ୍ଥନିବାସ ଛକରେ ଏକ ପିକ୍‌ଅପ ଭ୍ୟାନ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ଖବର ଅନୁଯାୟୀ, ଆଜି ପୂର୍ବାହ୍ନରେ ଖନ୍ତାପଡ଼ା ଥାନା ଇଞ୍ଚୁଡ଼ି କଳାମାଠିଆ ପାହି ଗାଁର…
ଅଧିକ ଖବର ଦେଖନ୍ତୁ...

ଓ୍ଵାକୋ ଓଡ଼ିଶା କିକ୍‌ବକ୍‌ସିଙ୍ଗ ଖେଳାଳିଙ୍କୁ ୩ଟି ସ୍ୱର୍ଣ୍ଣ ପଦକ

ନାଲକୋନଗର: ହଙ୍ଗେରୀର ବୁଡ଼ାପେଷ୍ଟଠାରେ ଚଳିତ ମାସ ୩ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୨ରେ ଶେଷ ହୋଇଥିବା ଓ୍ଵାକୋ କିକ୍‌ବକ୍‌ସିଙ୍ଗ ଚମ୍ପିଅନସିପ୍‌ରେ ଓଡ଼ିଶାର ଖେଳାଳି ୩ଟି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଭାରତରୁ ୧୩ଜଣ ଖେଳାଳି ଭାଗ ନେଇଥିବାଳେ ଓଡ଼ିଶାର ୪ଜଣ ସାମିଲ ଥିଲେ। ଏମାନଙ୍କ ମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...

ଅଗ୍ନିକୁ ସାକ୍ଷୀ ରଖି ଧର୍ମ ପରିବର୍ତ୍ତନ କରି ବିବାହ କଲେ,ହେଲେ ସାଥୀ ହୋଇ ରହିପାରିଲେ ନାହିଁ ଦମ୍ପତି

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ଏକ ବିବାହ ମାମଲାକୁ ନେଇ ଶୁଣାଣି କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ବିବାହ କାହାଣୀ ହେଉଛି ଟିକେ ଭିନ୍ନ। ଏହି ମାମଲାରେ ଜଣେ ମୁସଲମାନ ଯୁବକ ହିନ୍ଦୁ ଯୁବତୀଙ୍କ ସହିତ ବିବାହ ପାଇଁ ନିଜର ଧର୍ମ ବଦଳାଇ ଦେଇ ହିନ୍ଦୁ ହୋଇଯାଇଥିଲା କିନ୍ତୁ ଝିଅ…
ଅଧିକ ଖବର ଦେଖନ୍ତୁ...

ଶିଶୁ ଦିବସ ବିଶେଷ: ବିରାଟଙ୍କ ଠାରୁ ଧୋନି ପର୍ଯ୍ୟନ୍ତ ଏମିତି ଦେଖା ଯାଉଥିଲେ ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି

ଭୁବନେଶ୍ୱର: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ଅବସରରେ ମଙ୍ଗଳବାର ପୂରା ଦେଶରେ ‘ଶିଶୁ ଦିବସ’ ପାଳନ ହୋଇଛି। ଚାଚା ନେହେରୁଙ୍କୁ ମନେ ପକାଇ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସେହିଭଳି ବିଭିନ୍ନ ରାଜ୍ୟରେ ସମାରୋହକୁ ଆକର୍ଷଣୀୟ…
ଅଧିକ ଖବର ଦେଖନ୍ତୁ...