Daily Archives

November 15, 2017

ପୋଲିସ ସହ ଗୁଳି ବିନିମୟ, ଜଣେ ନକ୍ସଲ ମୃତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ପୋଲିସ ସହ ଗୁଳି ବିନିମୟରେ ଜଣେ ନକ୍ସଲର ମୃତ୍ୟୁ ଘଟିଛି। ଆଜିି ମଧ୍ୟାହ୍ନରେ ଭେଜି ଥାନା ପୋଲିସ,ଡିଆରଜି,ଏସଟିଏଫ ଏବଂ ଜିଲ୍ଲା ପୁଲିସ ମିଳିତ ଭାବେ ବିରାଭଟ୍ଟି ଗ୍ରାମ ନିକଟସ୍ଥ ଜଂଗଲରେ କମ୍ବିଂ କରୁଥିଲେ। ଏହି ସମୟରେ ଆମ୍ବୁସ ଲଗାଇ…
ଅଧିକ ଖବର ଦେଖନ୍ତୁ...

ମଦ ବେପାରୀକୁ ୩ ବର୍ଷ କାରାଦଣ୍ଡ

ମାଲକାନଗିରି : ଚୋରା ମଦ କାରବାର ମାମଲାର ବିଚାର କରି ମାଲକାନଗିରି ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଡ.ଅନୀଲ କୁମାର ଦତ୍ତ ଅଭିଯୁକ୍ତକୁ ୩ ବର୍ଷ ଜେଲ ଦଣ୍ଡ  ଏବଂ ୨୦ ହଜାର ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।…
ଅଧିକ ଖବର ଦେଖନ୍ତୁ...

୮ ନକ୍ସଲ ଗିରଫ

ମାଲକାନଗିରି : ଛତିଶଗଡର ବିଭିନ୍ନ ସ୍ଥାନରୁ ପୁଲିସ ୮ଜଣ ନକ୍ସଲଙ୍କୁ ଗିରଫ କରିଛି। ନାରାୟଣପୁର ଜିଲ୍ଲାରେ ପୋଲିସ ୩ ଜଣ ନକ୍ସଲକୁ ଧରିବାରେ ସଫଳ ହୋଇଛି।ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୋଲିସ ଅରଛା ଅଂଚଳରେ ସର୍ଚ୍ଚ ଅପରେସନ କରୁଥିଲା।ଏହି ସମୟରେ ତିନି ଜଣ ନକ୍ସଲ ପୋଲିସକୁ ଦେଖି ଦୌଡି…
ଅଧିକ ଖବର ଦେଖନ୍ତୁ...

ଟିଡିଆର୍‌ ଚଞ୍ଚକତା : ୩ ଦିନିଆ ରିମାଣ୍ଡରେ ବଣ୍ଟି, ବାପା, ସ୍ତ୍ରୀ ଜେଲ୍‌ ଗଲେ

ନୂଆପଡ଼ା/ଖଡ଼ିଆଳ : ବହୁ ଚର୍ଚ୍ଚିତ ଟିଡିଆର୍‌ ଚଞ୍ଚକତା ମାମଲାରେ ନୂଆପଡ଼ା ପୁଲିସ ମୁଖ୍ୟ ଅଭିଯୁକ୍ତ ସୁପର କ୍ଲାସ ଠିକାଦାର ବଣ୍ଟି ଅଗ୍ରଓ୍ଵାଲଙ୍କୁ ବୁଧବାର ୩ ଦିନିଆ ରିମାଣ୍ଡରେ ଆଣିଛି। ଅନ୍ୟପକ୍ଷରେ ତାଙ୍କ ବାପା ରାଜେନ୍ଦ୍ର ପ୍ରସାଦ ଅଗ୍ରଓ୍ଵାଲ ଓ ପତ୍ନୀ ସବିତା ଅଗ୍ରଓ୍ଵାଲଙ୍କୁ ବିଚାର…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ ୨୦୧୮ରୁ ବିଏସ୍‌-୬ ଇନ୍ଧନ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ କମାଇବାକୁ ଯାନଗୁଡ଼ିକ ପାଇଁ ଏପ୍ରିଲ ୨୦୧୮ରୁ ବିଏସ୍‌-୬ ଇନ୍ଧନ ଉପଲବ୍ଧ ହେବ ବୋଲି ଆଜି ପେଟ୍ରୋଲିୟମ ମନ୍ତ୍ରାଳୟ ଘୋଷଣା କରିଛି। ୨୦୨୦ ଏପ୍ରିଲରୁ ବିଏସ୍‌-୬ ତେଲ ବିକ୍ରି ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଦିଲ୍ଲୀ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହାକୁ ଦୁଇବର୍ଷ…
ଅଧିକ ଖବର ଦେଖନ୍ତୁ...

ବାରବାଟୀରେ ସଶସ୍ତ୍ର ଡକାୟତି

ବାରବାଟୀ : କୁଆଖିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ସନ୍ତୋଷ ନାୟକଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି । ଡକାୟତମାନେ ସନ୍ତୋଷଙ୍କୁ ପିଟି ତାଙ୍କ ମୁଣ୍ଡ ଫଟାଇ ଦେଇଥିବା ବେଳେ ଘରୁ ନଗଦ ୮୦ ହଜାର ଟଙ୍କା ଏବଂ ୩୫୦ ଗ୍ରାମରୁ ଅଧିକ ଓଜନର…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ନେଇ ବ୍ଲକ୍‌ ପଞ୍ଚାୟତ ଅଧିକାରୀ ଗିରଫ

ଯାଜପୁରସଦର : ଲୋକଙ୍କୁ ସହାୟତା କରିବା ପାଇଁ ସରକାରଙ୍କ ଠାରୁ ଦରମା ମିଳୁଥିଲେ ମଧ୍ୟ ଅଧିକ ଅର୍ଥ ଲୋଭରେ ଲାଞ୍ଚ ନେଇ ଯାଜପୁର ବ୍ଲକ୍‌ ପଞ୍ଚାୟତ ଅଧିକାରୀ ଭିଜିଲାନସ ଦ୍ଵାରା ଗିରଫ ହୋଇଛନ୍ତି। ସୂଚନା ଅନୁସାରେ ଯାଜପୁର ବ୍ଲକ୍‌ ଅଧୀନ ରୁଦ୍ରପୁର ପଞ୍ଚାୟତର ବଳରାମ ସାହୁଙ୍କ ବିବାହ ପଞ୍ଜୀକରଣ…
ଅଧିକ ଖବର ଦେଖନ୍ତୁ...

ସେକ୍ସ ସିଡି ମାମଲା: ବିଜେପି ବିରୋଧରେ ହାର୍ଦ୍ଦିକଙ୍କ ଆଇନଗତ କାର୍ଯ୍ୟାନୁଷ୍ଠାନ ଧମକ

ନୂଆଦିଲ୍ଲୀ: ଗୁଜରାଟ ନିର୍ବାଚନ ପାଖେଇ ଆସୁଥିବା ବେଳେ ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି। ଗତକାଲି ହାର୍ଦ୍ଦିକଙ୍କୁ ନେଇ ଏକ ସେକ୍ସ କ୍ଲିପ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାପରେ ଆଜି ଆହୁରି ୪ଟି କ୍ଲିପ୍‌ ମଧ୍ୟ ଭାଇରାଲ୍‌ ହୋଇଛି। ସମସ୍ତ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ପ୍ରଦୂଷଣ ରୋକିବାକୁ କେଜ୍ରିଓ୍ଵାଲ-ଖଟ୍ଟରଙ୍କ ମିଳିତ ଯୋଜନା

ନୂଆଦିଲ୍ଲୀ: ଦିଲ୍ଲୀର ଭୟଙ୍କର ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ମଧ୍ୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଉଭୟ ରାଜ୍ୟ ସରକାର ଏ ବାବଦରେ ମିଳିତ ଯୋଜନା କାର୍ଯ୍ୟକାରୀ…
ଅଧିକ ଖବର ଦେଖନ୍ତୁ...

ଚୌଦ୍ୱାର ଜେଲ୍‌ରେ ଭିଜିଲାନ୍ସ ଚଢ଼ଉ

ଚୌଦ୍ୱାର-ଗୁରୁଡିଝାଟିଆ : ବାଲେଶ୍ୱର ଜିଲ୍ଲା ଭିଜିଲାନ୍ସ ବିଭାଗ ପକ୍ଷରୁ ଚୌଦ୍ୱାର ଜେଲ୍‌ ଉପରେ ଆଜି ସକାଳୁ ଚଢଉ କରାଯାଇଛି। ଭିଜିଲାନ୍ସ ଇନ୍‌ସପେକ୍ଟର ତପନ କୁମାର ଦାସ ଓ ଅନିରୁଦ୍ଧ ନାୟକଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ୍‌ ଏହି ଚଢଉରେ ସାମିଲ ହୋଇଥିଲେ। ଗତ କିଛିଦିନ ତଳେ ଭଦ୍ରକ ଜେଲର…
ଅଧିକ ଖବର ଦେଖନ୍ତୁ...