Daily Archives

November 15, 2017

ସିବିଆଇ ତଦନ୍ତ ଦାବିରୁ ଓହରିଯିବାକୁ ହରିୟାଣା ସରକାର କହିଥିଲେ: ର‍୍ୟାନ୍‌ ସ୍କୁଲ ଛାତ୍ର ହତ୍ୟା ମାମଲା

ଚଣ୍ଡିଗଡ଼: ଗୁରୁଗ୍ରାମର ର‍୍ୟାନ୍‌ ଇଣ୍ଟରନ୍ୟାସନାଲ ସ୍କୁଲରେ ସେପ୍‌ଟେମ୍ବର ୮ ତାରିଖରେ ହତ୍ୟାର ଶିକାର ହୋଇଥିବା ୭ ବର୍ଷୀୟ ଛାତ୍ର ପ୍ରଦ୍ୟୁମ୍ନର ପିତା କହିଛନ୍ତି ଯେ ଏହି ମାମଲାରେ ସିବିଆଇ ତଦନ୍ତ ଦାବିରୁ ଓହରିଯିବାକୁ ତାଙ୍କୁ ରାଜ୍ୟ ସରକାର କହିଥିଲେ। ପୁଅକୁ ହତ୍ୟା କରାଯିବା ପରେ ପୁଲିସର…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର ବିମାନବନ୍ଦରରୁ ୨୦ଲକ୍ଷ ଟଙ୍କାର ସୁନା ଜବତ, ଜଣେ ଗିରଫ

ଭୁବନେଶ୍ୱର: ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କଷ୍ଟମ ଅଧିକାରୀମାନେ ବୁଧବାର ୩୩ଟି ସୁନା ବିସ୍କୁଟ ଜବତ କରିବା ସହିତ ଜଣକୁ ଗିରଫ କରିଛନ୍ତି। ସୁନା ଚାଲାଣ ବିଷୟରେ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ କଷ୍ଟମ ବିଭାଗର ଅଧିକାରୀମାନେ ଚଢ଼ାଉ କରି ଚାଲାଣକାରୀକୁ ଗିରଫ କରିଥିଲେ। ଜବତ…
ଅଧିକ ଖବର ଦେଖନ୍ତୁ...

ବୁଲା ଷଣ୍ଢ ଆକ୍ରମଣରେ ସିଆରପିଏଫ୍‌ ଯବାନ ମୃତ

ରାଉରକେଲା: ପୁରୀ ଭଳି ଷ୍ଟିଲ ସିଟିରେ ମଧ୍ୟ ବୁଲା ଷଣ୍ଢଙ୍କର ଦୌରାତ୍ମ ବଢ଼ିବାରେ ଲାଗିଛି। ପୁରୀ ଟାଉନ ଥାନା ଅନ୍ତର୍ଗତ କାଳିକାଦେବୀ ସାହିର ଗଚ୍ଛକାଳୀ ଲେନ୍‌ରେ ଗତ ନଭେମ୍ବର ୧୨ ଅପରାହ୍ଣରେ ବୁଲା ଷଣ୍ଢ ଆକ୍ରମଣରେ ଜଣେ ଅନ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ବୁଧବାର ରାଉରକେଲାର ବିଶ୍ରା ଛକରେ ଜଣେ…
ଅଧିକ ଖବର ଦେଖନ୍ତୁ...

କରନ୍‌ ଜୋହରଙ୍କ ‘ଧଡ଼କ’ର ପୋଷ୍ଟର ରିଲଜ୍‌ : ଜାହ୍ନବୀ-ଇଶାନ୍‌ ଯୋଡ଼ିଙ୍କ ପ୍ରଥମ ଫିଲ୍ମ

ମୁମ୍ବାଇ:ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନଙ୍କ ଡେବ୍ୟୁ ଫିଲ୍ମ 'କେଦାରନାଥ' ଆସିବା କଥା ସ୍ଥିର ହେବା ପରେ ଶ୍ରୀଦେବୀ ତନୟା ଜାହ୍ନବୀଙ୍କର ଡେବ୍ୟୁକୁ ନେଇ ଚାଲିଥିଲା ଚର୍ଚ୍ଚା। ତେବେ ଅପେକ୍ଷାର ଅନ୍ତ ହୋଇଛି । କରନ୍‌ ଜୋହର ଆସନ୍ତା ବର୍ଷ ରିଲିଜ ହେବାକୁ ଥିବା 'ଧଡ଼କ'ରେ ଜାହ୍ନବୀ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ସମ୍ବଲପୁର: ସମ୍ବଲପୁରସ୍ଥିତ କୁଟରା ନିକଟରେ ବୁଧବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ୍‌ ଚାଳକଙ୍କ ନାମ ରଞ୍ଜିତ ସମନ୍ଦିଆ(୨୮) ଓ ତାଙ୍କ ଘର ତେଲିଘନାର ଜିନ୍ଦାପଡ଼ା ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ମୃତ ରଞ୍ଜିତ ତାଙ୍କ ଘର ଜିନ୍ଦାପଡ଼ାକୁ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ: ପ୍ରଦୂଷଣକୁ ନିୟନ୍ତ୍ରଣ ପାଇଁ ଏପ୍ରିଲ୍‌ରୁ ବ୍ୟବହାର ହେବ ୟୁରୋ-୬ ଇନ୍ଧନ

ନୂଆଦିଲ୍ଲୀ: ଦିଲ୍ଲୀରେ ଦିନକୁ ଦିନ ପ୍ରଦୂଷଣର ସ୍ତର ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀକୁ ଏକ ପ୍ରଦୂଷଣ ଚାଦର ଘୋଡ଼ାଇ ଦେଲା ଭଳି ଦୃଶ୍ୟମାନ ହେଉଛି। ତେବେ ଏହାକୁ ଦୃଷ୍ଟିରେ ରଖି ଡାକ୍ତରମାନେ ଲୋକମାନଙ୍କୁ କେବଳ ଜରୁରୀକାମରେ ହିଁ ବାହାରକୁ ବାହାରିବା ପାଇଁ କହିଛନ୍ତି। ବାହାରକୁ ବାହାରିବା…
ଅଧିକ ଖବର ଦେଖନ୍ତୁ...

ରସଗୋଲାର ଜିଆଇ ମାନ୍ୟତା ପାଇଁ ଖୁବ୍‌ ଶୀଘ୍ର ଆବେଦନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ପଶ୍ଚିମବଙ୍ଗକୁ ବାଂଲା ରସଗୋଲାର ଜିଆଇ ମାନ୍ୟତା ମିଳିବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି । ଓଡ଼ିଶା ରସଗୋଲା ପାଇଁ ଜିଆଇ ମାନ୍ୟତା ପାଇଁ ରାଜ୍ୟ ସରକାର ଆବେଦନ କରିବେ ବୋଲି କହିଛନ୍ତି ଏମଏସଏମଇ ବିଭାଗ ସଚିବ ଏଲ.ଏନ.ଗୁପ୍ତା । ଏହି ଆବଦେନ ପାଇଁ ସବୁ ତଥ୍ୟ ଏକାଠି କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ପୁଣି ବିନା ସୂଚନାରେ ଆଉ ଏକ ସୋ’ର ସୁଟିଂ ବାତିଲ୍‌ କଲେ କପିଲ୍‌ : ୪ ଘଣ୍ଟା ଅପେକ୍ଷା କଲେ ଅକ୍ଷୟ କୁମାର

ମୁମ୍ବାଇ: ଅଭିନେତା- ହାସ୍ୟକଳାକାର କପିଲ ଶର୍ମା ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ‘ଫିରଙ୍ଗି’ର ରିଲିଜକୁ ନେଇ ଉତ୍ସୁକ ଥିବା ବେଳେ ଏଥିରେ ତାଙ୍କ ସ୍ୱାସ୍ଥ୍ୟ ସାଥ ଦେଉନାହିଁ। ଅଭିନେତା ଅକ୍ଷୟ କୁମାରଙ୍କ ଦ୍ୱାରା ଉପସ୍ଥାପିତ 'ଦ ଗ୍ରେଟ ଇଣ୍ଡିଆନ ଲାଫଟର ଚ୍ୟାଲେଞ୍ଜ'ରେ ଅତିଥି ଭାବେ ଆସି…
ଅଧିକ ଖବର ଦେଖନ୍ତୁ...