Daily Archives

November 16, 2017

ଡେଙ୍ଗୁରେ ମହିଳାଙ୍କ ମୃତ୍ୟୁ

କୁଚିଣ୍ଡା : କୁଚିଣ୍ଡା ଏନଏସି ଓ୍ଵାର୍ଡ ନଂ ୬ରେ କୁମୁଦିନୀ ସେଠ୍‌ (୬୦)ଙ୍କ ଗୁରୁବାର ବୁର୍ଲା ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ଶବ ତାଙ୍କ ଘରେ ପହଞ୍ଚିବା ପରେ ବହୁ ଲୋକ ଶେଷ ଦର୍ଶନ କରିଥିଲେ। ପୂର୍ବରୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

ପଦ୍ମପୁର : ସ୍ତ୍ରୀକୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୁକ୍ତକୁ ବୁଧବାର ପଦ୍ମପୁର ଏଡିଜେ ଶରତ ଦେହୁରୀ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଗାଇସିଲାଟ୍‌ ଥାନା ସନ୍ଧିବାହାଲ ଗ୍ରାମର ସୁବାସ ସାହୁ ୫୦ ବର୍ଷ ପୂର୍ବେ ସାହାଜବାହାଲର ଓକିଲ ସାହୁଙ୍କ ଭଉଣୀ କିଆ ସାହୁଙ୍କୁ ଜାତିପ୍ରଥା…
ଅଧିକ ଖବର ଦେଖନ୍ତୁ...

ରାତିଅଧିଆ ପାଞ୍ଚ ଅଭିଯୁକ୍ତଙ୍କୁ ଉଠାଇନେଲା ପୁଲିସ

ଥାନା ଘେରାଉ; ମୁଖ୍ୟ ଅଭିଯୁକ୍ତ ଫେରାର ଚୌଦ୍ୱାର-ଗୁରୁଡିଝାଟିଆ : ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇ କୁମାରପୁର ଗ୍ରାମରେ ଗୁରୁଡିଝାଟିଆ ଥାନା ଅଧିକାରୀ ବିଜୟ କୁମାର ବିଶି ଓ ଅନ୍ୟ ୩ଜଣ ପୁଲିସ କର୍ମଚାରୀ ଆକ୍ରମଣର ଶିକାର ହେବା ପରେ ଗତକାଲି ବିଳମ୍ବିତ ରାତିିରେ ୫ଜଣ ଅଭିଯୁକ୍ତଙ୍କୁ…
ଅଧିକ ଖବର ଦେଖନ୍ତୁ...

ସଇଁତଳା ଏସ୍‌ସି-ଏସ୍‌ଟି ବାଳିକା ହାଇସ୍କୁଲ ପ୍ରଧାନ ଶିକ୍ଷକ ଜେଲ୍‌ ଗଲେ

ବଲାଙ୍ଗୀର : ଗତ ୧୮ ଅକ୍ଟୋବର ଦିନ ସଇଁତଳା ଏସ୍‌ଟି ଏସ୍‌ସି ବାଳିକା ହାଇସ୍କୁଲର ପ୍ରଧାନଶିକ୍ଷକ ଭୂଗୋଳ ବନଗୁଲା ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ମାମଲାରେ ବଲାଙ୍ଗୀର ଭିଜିଲାନ୍ସ ଚଢ଼ଉ କରିଥିଲା। ଶ୍ରୀ ବନଗୁଲାଙ୍କ ପାଟଣାଗଡ଼, ସଇଁତଳାସ୍ଥିତ ଘର ଓ ଅଫିସରେ ଚଢ଼ଉ କରିଥିଲା। ଶ୍ରୀ ବନଗୁଲା…
ଅଧିକ ଖବର ଦେଖନ୍ତୁ...

ପ୍ରଶଂସକଙ୍କୁ ଅର୍ଥ ଫେରାଇବେ କମଲ ହାସନ

ଚେନ୍ନାଇ: ସାଉଥ୍‌ ସୁପରଷ୍ଟାର କମଲ ହାସଲ ରାଜନୈତିକ ଦଳ ଗଠନ କରିବେ ବୋଲି ଘୋଷଣା କରିବା ପରେ ତାଙ୍କର ପ୍ରଶଂସକମାନେ ପ୍ରାୟ ୩୦ କୋଟି ଟଙ୍କା ଏଥିପାଇଁ ଚାନ୍ଦା ଦେଇଥିଲେ। ତେବେ ଦଳ ଗଠନ ହେବା ପୂର୍ବରୁ ଏତେ ପରିମାଣର ଚାନ୍ଦା ଗ୍ରହଣୀୟ ନୁହେଁ ଏବଂ ଏହାକୁ ଖୁବ୍‌ଶୀଘ୍ର ସଂପୃକ୍ତ ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...

ଅଯୋଧ୍ୟା ବିବାଦଏବେ କଥାବର୍ତ୍ତାର କିଛି ଅର୍ଥ ନାହିଁ: ଆଦିତ୍ୟନାଥ

ଲକ୍ଷ୍ନୌ: ଅଯୋଧ୍ୟା ବିବାଦର ସମାଧାନ କ୍ଷେତ୍ରରେ ଏବେ କଥାବାର୍ତ୍ତାର କିଛି ବିଶେଷ ଭୂମିକା ନାହିଁ । କଥାବାର୍ତ୍ତା କରିବାର ସମୟ ଅତିକ୍ରାନ୍ତ ହୋଇଯାଇଛି ଏବଂ ବର୍ତ୍ତମାନର ସ୍ଥିତିରେ ଏହାର କିଛି ଅର୍ଥ ନାହିଁ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଗତକାଲି…
ଅଧିକ ଖବର ଦେଖନ୍ତୁ...

ଶିମିଳିପାଳରେ ପୁଣି ହାତୀ ମୃତ୍ୟୁ

କପ୍ତିପଦା/ନୂଆସାହି/ଶାଳଚୁଆ : ଶିମିଳିପାଳରେ ପୁଣି ଏକ ହାତୀର ମୃତ୍ୟୁ ହୋଇଛି। ଦୁଇ/ତିନିଦିନ ପୂର୍ବରୁ ହାତୀଟି ମରିଥିବା ଅନୁମାନ କରାଯାଉଛି। ଆଜି ବନ ବିଭାଗ ଏହାକୁ ଠାବ କରିଛି। ହାତୀର ମୃତ୍ୟୁ ସ୍ୱାଭାବିକ ବୋଲି ବାରିପଦା ଏସିଏଫ୍‌ ସୂଚନା ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା…
ଅଧିକ ଖବର ଦେଖନ୍ତୁ...

କାର୍‌ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଅମିତାଭ

କୋଲକାତା: କୋଲକାତା ସହରରେ ହିନ୍ଦୀ ସୁପରଷ୍ଟାର ଅମିତାଭ ବଚନ ଏକ କାର୍‌ରେ ଯାତ୍ରା କରୁଥିବା ବେଳେ ଗାଡ଼ିର ଗୋଟିଏ ପଛ ଚକ ବାହାରିଯାଇଥିଲା। ସୌଭାଗ୍ୟବଶତଃ ବଚନ ଏକ ବଡ଼ ଧରଣର ଅଘଟଣରୁ ନିଶ୍ଚିତ ବର୍ତ୍ତିଯାଇଥିବା ବେଳେ ସଂପୃକ୍ତ କାର୍‌ଟିକୁ ଯୋଗାଇଥିବା ଟ୍ରାଭେଲ୍‌ ଏଜେଣ୍ଟ୍‌ ବିରୋଧରେ ମାମଲା…
ଅଧିକ ଖବର ଦେଖନ୍ତୁ...

ପୁରୁଣାବନ୍ଧ ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୮ ଆହତ

ଛତ୍ରପୁର: ଆଜି ସନ୍ଧ୍ୟାରେ ଗଞ୍ଜାମ ଥାନା ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ମତ୍ସ୍ୟଜୀବୀ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ୮ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ସୁଧାକର ବେହେରା, ରବୀନ୍ଦ୍ର ବେହେରା, ବିଦ୍ୟାଧର ବେହେରା,…
ଅଧିକ ଖବର ଦେଖନ୍ତୁ...

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା

ଓ୍ଵାସିଂଟନ୍‌: ଆମେରିକାରେ ଜଣେ ଭାରତୀୟ ଛାତ୍ରଙ୍କୁ ଆଜି ଗୁଳି କରି ହତ୍ୟା କରାଯାଇଛି। କାଲିଫର୍ଣ୍ଣିଆର ଫ୍ରେସ୍ନୋ ସହରରେ ଏକ ଗ୍ରୋସରି ଷ୍ଟୋର୍‌ରେ କାର୍ଯ୍ୟରତ ଥିବା ଉକ୍ତ ଭାରତୀୟ ଛାତ୍ର ଧର୍ମପ୍ରୀତ ସିଂହ ଜାସେରଙ୍କୁ କେତେକ ଲୁଟେରା ଗୁଳି କରି ହତ୍ୟା କରଥିବା ଜଣାପଡ଼ିଛି। ଜାସେର୍‌ଙ୍କ ଘର…
ଅଧିକ ଖବର ଦେଖନ୍ତୁ...