Daily Archives

November 18, 2017

ବଣ୍ଟିଙ୍କୁ ପୁଣି ରିମାଣ୍ଡରେ ନେଲା ପୁଲିସ

ନୂଆପଡ଼ା : ଟିଡିଆର୍‌ ଚଞ୍ଚକତା କରି ୨୫ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ମାମଲାର ଠିକାଦାର ବଣ୍ଟି ଅଗ୍ରୱାଲଙ୍କୁ ପୁଣି ୫ ଦିନିଆ ରିମାଣ୍ଡରେ ନେଇଛି ନୂଆପଡ଼ା ପୁଲିସ। ଠିକାଦାର ବଣ୍ଟିଙ୍କଠାରୁ ଅଧିକ ତଥ୍ୟ ହାସଲ କରିବା ପାଇଁ ଶନିବାର ପୁଲିସ ରିମାଣ୍ଡ ପାଇଁ ସ୍ଥାନୀୟ ଏସ୍‌ଡିଜେଏମ୍‌ଙ୍କ…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ଗଣଦୁଷ୍କର୍ମ

ଛେଣ୍ଡିପଦା : ଜରପଡ଼ା ଥାନା ଅଞ୍ଚଳରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ଆଉ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ପୀଡ଼ିତାର ବାପା ଗତକାଲି ଥାନାରେ ଏ ସଂପର୍କରେ ଲିଖିତ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ବାନ୍ଦିପୁରାରେ ଏନ୍‌କାଉଣ୍ଟର:ଲଖଭି ପୁତୁରା ସମେତ ୬ ଆତଙ୍କବାଦୀ ନିପାତ

ଶ୍ରୀନଗର: ଶନିବାର ସନ୍ଧ୍ୟାରେ ଉତ୍ତର କଶ୍ମୀରର ବାନ୍ଦିପୁରା ଜିଲ୍ଲା ଅନ୍ତର୍ଗତ ଚନ୍ଦେରଗୀର ଗାଁରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଅପରପକ୍ଷେ, ଆତଙ୍କବାଦୀଙ୍କ ଗୁଳିରେ ଭାରତୀୟ ବାୟୁସେନାର ଜଣେ ଗରୁଡ଼ କମାଣ୍ଡୋ ସହିଦ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ…
ଅଧିକ ଖବର ଦେଖନ୍ତୁ...

ପାରୁଆଭାଡ଼ି ଲ୍ୟାମ୍ପସ ଲୋନ ମ୍ୟାନେଜରଙ୍କ ଘରେ ଭିଜିଲାନ୍‌ସ ଚଢ଼ଉ

କୁଚିଣ୍ଡା : କୁଚିଣ୍ଡା ନିକଟ ପାରୁଆଭାଡ଼ି ଲ୍ୟାମ୍ପସର ଲୋନ୍‌ ମ୍ୟାନେଜର ଉଜ୍ଜଲ ସିଂହଙ୍କ ଘର ଓ କାର୍ଯ୍ୟାଳୟରେ ଶନିବାର ଭିଜିଲାନ୍‌ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ତାଙ୍କ ଘରୁ ୬୦ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନାନୁସାରେ…
ଅଧିକ ଖବର ଦେଖନ୍ତୁ...

ଗୁଜରାଟ ନିର୍ବାଚନ :କଂଗ୍ରେସ ସହ ମେଣ୍ଟ କରିବ ଏନ୍‌ସିପି

ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଶରତ ପାଓ୍ଵାରଙ୍କ ଏନ୍‌ସିପି ପ୍ରତିଦ୍ୱନ୍ଦ୍ୱିତା କରିବ। ତେବେ ଦଳ କଂଗ୍ରେସ ସହ ମେଣ୍ଟ କରି ବିଜେପି ବିରୋଧରେ ଲଢ଼ିବ ବୋଲି ଏନ୍‌ସିପି ମହାସଚିବ ତାରିକ୍‌ ଅନଓ୍ଵାର ଆଜି ଘୋଷଣା କରିଛନ୍ତି। ରାଜ୍ୟରେ ୨୨ ବର୍ଷର ବିଜେପି ଶାସନକୁ ବିତାଡ଼ିତ କରିିିବା…
ଅଧିକ ଖବର ଦେଖନ୍ତୁ...

ଭୂମଧ୍ୟସାଗରରୁ ୫୦୦ ଶରଣାର୍ଥୀ ଉଦ୍ଧାର

ମାଦ୍ରିଦ(ସ୍ପେନ୍‌): ଆଫ୍ରିକା ମହାଦେଶର ଆଲଜେରିଆରୁ ଖସି ପଳାଇ ଆସୁଥିବା ପ୍ରାୟ ୫୦୦ ଜଣ ଶରଣାର୍ଥୀଙ୍କୁ ସ୍ପେନ୍‌ ନୌବାହିନୀ ଶନିବାର ଉଦ୍ଧାର କରିଛନ୍ତି। ଭୂମଧ୍ୟସାଗର ଦେଇ ଅତି ବିପଜ୍ଜନକ ଅବସ୍ଥାରେ ୪୬ଟି ଡଙ୍ଗାରେ ସ୍ୱଦେଶ ଛାଡ଼ିଥିବା ଏହି ଶରଣାର୍ଥୀମାନେ ନିଶ୍ଚିତ ମୃତ୍ୟୁମୁଖରେ ପଡୁଥିବା…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କୁ ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ଆଜୀବନ ସଶ୍ରମ କାରାଦଣ୍ଡ

ଝାରସୁଗୁଡ଼ା : ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ବିଚାର କରି ଶନିବାର ଝାରସୁଗୁଡ଼ା ସ୍ପେଶାଲ ଜଜ୍‌ ତଥା ଆଡିସନାଲ ଡିଷ୍ଟ୍ରିକ୍ଟ ଆଣ୍ଡ ସେସନ୍‌ ଜଜ୍‌ ସୌମେନ୍ଦ୍ର କୁମାର ରାଜଗୁରୁ ଅଭିଯୁକ୍ତ ତାଲପଟିଆ ଗାଁର ସରୋଜ ଘାସି ଓରଫ୍‌ ଗଟୁକୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା…
ଅଧିକ ଖବର ଦେଖନ୍ତୁ...

ଇଭାଙ୍କାଙ୍କୁ ସ୍ୱାଗତ ପାଇଁ ହାଇଦ୍ରାବାଦ ପ୍ରସ୍ତୁତ

ନୂଆଦିଲ୍ଲୀ: ଆସନ୍ତା ୨୮ ତାରିଖରୁ ହାଇଦ୍ରାବାଦଠାରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱ ଓଦ୍ୟୋଗିକ ସମ୍ମିଳନୀ (ଜିଇଏସ୍‌)-୨୦୧୭। ବିଶ୍ୱ ଓଦ୍ୟୋଗିକ ସପ୍ରାହ ଅବସରରେ ଏଠାରେ ତିନିଦିନିଆ କର୍ମଶାଳାର ଆୟୋଜନ କରାଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ତଥା ହ୍ଵାଇଟ ହାଉସ୍‌ର…
ଅଧିକ ଖବର ଦେଖନ୍ତୁ...

ଜୁନାଗଡ଼ ଓ ଥୁଆମୂଳ ରାମପୁର ବ୍ଲକ୍‌ରେ ମୃଦୁ ଭୂମିକମ୍ପ

ଜୁନାଗଡ଼/ଥୁଆମୂଳ ରାମପୁର : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକର ବୋରଗୁଡ଼ା, ଦେଦର ଗାଁରେ ଶୁକ୍ରବାର ରାତିରେ ମୃଦୁ ଭୂମିକମ୍ପ ହୋଇଥିଲା। ରାତି ୨ଟା ୫୫ ମିନଟିରେ ୪ ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି। ଲୋକେ ଶୋଇଥିବା ସମୟରେ ଭୟରେ ଘରୁ ପଦାକୁ ବାହାରି ଆସିଥିଲେ।…
ଅଧିକ ଖବର ଦେଖନ୍ତୁ...

ଭିତରକନିକାରେ ବିଦେଶୀ ପକ୍ଷୀ

ରାଜନଗର : ଭିତରକନିକାରେ ପାଦ ଥାପିଛନ୍ତି ବିଦେଶାଗତପକ୍ଷୀ। ୧୫ ଦିନ ମଧ୍ୟରେ ପ୍ରାୟ ପ୍ରାୟ ୧୦ ହଜାର ରଙ୍ଗବେରଙ୍ଗର ବିଦେଶାଗତ ପକ୍ଷୀ ଭିଡ ଜମାଇଛନ୍ତି। ଏହି ପକ୍ଷୀଙ୍କ କାକଳିରେ ଭିତରକନିକା ଏବେ ଫାଟିପଡୁଛି। ସୂଚନା ଅନୁସାରେ, ଏହି ଆଗନ୍ତୁକ ପକ୍ଷୀମାନେ ବଙ୍ଗୋପସାଗର ତଟବର୍ତ୍ତୀ ସାତଭାୟା…
ଅଧିକ ଖବର ଦେଖନ୍ତୁ...