Daily Archives

November 19, 2017

୫୪ ଛାତ୍ରୀଙ୍କୁ ୨୫ ହଜାର ଲେଖାଏଁ ଜରିମାନା

ଦରଭଙ୍ଗା(ବିହାର): ବିହାରର ଦରଭଙ୍ଗା ସ୍ଥିତ ମେଡିକାଲ କଲେଜରେ ଜଣେ ପ୍ରଥମ ବର୍ଷ ଛାତ୍ରୀଙ୍କୁ ବରିଷ୍ଠ ଛାତ୍ରୀମାନେ ରାଗିଂ କରିବା ଘଟଣା ସାମନାକୁ ଆସିଛି। ଏହି ଘଟଣାରେ ମୋଟ ୫୪ ଜଣ ପ୍ରଥମ ବର୍ଷ ଏବଂ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା କରାଯିବା ଘଟଣା ଚର୍ଚ୍ଚାର…
ଅଧିକ ଖବର ଦେଖନ୍ତୁ...

ଋଷିଆରେ ଚର୍ଚ୍ଚା ରାଷ୍ଟ୍ରପତି ପୁଟିନ ଗାଦି ଛାଡ଼ିବେ!

ମସ୍କୋ: ଋଷିଆର ଲୋକପ୍ରିୟ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ୍‌ଙ୍କ ରାଜନୈତିକ ଅବସର ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଆଗାମୀ ନିର୍ବାଚନରେ ସେ ଲଢ଼ିଲେ ବିନା ଦ୍ୱିଧାରେ ଜିତିବେ ବୋଲି ତାଙ୍କ ଲୋକପ୍ରିୟତାରୁ ସ୍ପଷ୍ଟ ଅନୁମେୟ। ଏପରିକି ତାଙ୍କ ସପକ୍ଷରେ ୬୦ରୁ ୭୦ ପ୍ରତିଶତ ମତଦାନ ରହିବ ବୋଲି ରାଜନୀତି…
ଅଧିକ ଖବର ଦେଖନ୍ତୁ...

‘ରୟାଲ ଏନ୍‌ଫିଲ୍‌ଡ’ ଆଣିଲା ଦୁଇ ନୂଆ ବାଇକ୍‌

ପାନାଜୀ: ରୟାଲ ଏନ୍‌ଫିଲ୍‌ଡ ପକ୍ଷରୁ ଭାରତରେ ଆଜି ଦୁଇଟି ନୂଆ ମୋଟରସାଇକଲ୍‌ର ଉନ୍ମୋଚନ କରାଯାଇଛି। ସେହି ମୋଟରସାଇକଲ୍‌ ଦୁଇଟି ହେଲା ଇଣ୍ଟରସେପ୍ଟର ଓ କଣ୍ଟିନେଣ୍ଟାଲ ଜିଟି ୬୫୦। ଦୁଇଟି ଯାକ ମୋଟରସାଇକଲ୍‌ ୬୫୦ ସିସି ଇଞ୍ଜିନ୍‌ରେ ଆସିଛି। ଚଳିତମାସ ୭ ତାରିଖରେ ଇଟାଲୀର ମିଲନ୍‌ଠାରେ…
ଅଧିକ ଖବର ଦେଖନ୍ତୁ...

କଳିଙ୍ଗ ସେଲ୍‌ସରେ ଅଫର

ଭୁବନେଶ୍ୱର: କଳିଙ୍ଗ ସେଲ୍‌ସରେ ଆରମ୍ଭ ହୋଇଛି ସୁପର ସେଲ୍‌ସ ୨୦୧୭। ଏହି ଅଫରରେ ଗ୍ରାହକମାନେ ଏଲ୍‌ଇଡି ଟିଭି, ଫ୍ରିଜ୍‌, ଓ୍ଵାସିଂ ମେସିନ୍‌, ଏସି, ମାଇକ୍ରୋେଓ୍ଵଭ୍‌, ଓ୍ଵାଟର ପ୍ୟୁରିଫାୟର, ଏୟାର ପ୍ୟୁରିଫାୟର ଏବଂ ମୋବାଇଲ୍‌ ଫୋନ୍‌ ଉପରେ ପାଇପାରିବେ ଆକର୍ଷଣୀୟ ରିହାତି। ଭୁବନେଶ୍ୱରରେ…
ଅଧିକ ଖବର ଦେଖନ୍ତୁ...

ବୈତରଣୀ ନଦୀରେ ବୁଡ଼ିଲା ଟ୍ରଲର

ରାଜନଗର : କେନ୍ଦ୍ରାପଡ଼ା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନାର ୫୦ ମିଟର ଦୂର ବୈତରଣୀ ନଦୀରେ ଗତକାଲି ବିଳମ୍ବିତ ରାତିରେ ଏକ ମାଛଧରା ଟ୍ରଲର ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରଲରଟି ପାଣିରେ ବୁଡ଼ି ଯାଇଛି। ଏଥିରେ ଥିବା ମତ୍ସ୍ୟଜୀବୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନେ ପହଁରିପହଁରି…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଆନ୍‌ ଅଏଲ୍‌ ଖୋଲିଲା ପ୍ରଥମ ଚାର୍ଜିଂ ଷ୍ଟେସନ୍‌

ନାଗପୁର: ଭାରତୀୟ ତୈଳ ନିଗମ ଲିମିଟେଡ(ଆଇଓସିଏଲ୍‌) ପକ୍ଷରୁ ଭାରତରେ ପ୍ରଥମ ଇଲେକ୍‌ଟ୍ରିକ୍‌ ଯାନ ଚାର୍ଜିଂ ଷ୍ଟେସନ୍‌ ନାଗପୁରରେ ଖୋଲାଯାଇଛି। ଓଲା ସହଯୋଗରେ ଆଇଓସିଏଲ୍‌ର ଏକ ପେଟ୍ରୋଲ ପମ୍ପରେ ଏହି ଚାର୍ଜିଂ ଷ୍ଟେସନ୍‌ ଖୋଲିଛି। ନାଗପୁର ଦେଶର ପ୍ରଥମ ସହର ଭାବେ ଇଲେକ୍‌ଟ୍ରିକ ଯାନରେ ସାଧାରଣ…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବିରେ କୁନ୍ଦୁଲି ଦୁଷ୍କର୍ମ ପୀଡ଼ିତା

କଟକ : କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ପୀଡ଼ିତାଙ୍କୁ ଆଜି ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ପୀଡ଼ିତାଙ୍କର ବାନ୍ତିରେ ରକ୍ତ ପଡ଼ିଥିବାରୁ ତାଙ୍କୁ କୋରାପୁଟ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କର ଏଣ୍ଡୋସ୍କୋପି ହେବା ସୁବିଧା ନଥିବାରୁ କଟକ ବଡ଼ ମେଡିକାଲ୍‌ ଅଣାଯାଇଥିବା…
ଅଧିକ ଖବର ଦେଖନ୍ତୁ...

କଶ୍ମୀରରେ ଆଇଏସ୍‌ର ପ୍ରଥମ ଆକ୍ରମଣ ଦାବି

ଶ୍ରୀନଗର: କଶ୍ମୀର ଉପତ୍ୟକାରେ ପ୍ରଥମ ଥର ପାଇଁ ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ ଷ୍ଟେଟ୍‌ ନିଜର ଉପସ୍ଥିତି ଦାବି କରିବା ସହ ଶୁକ୍ରବାର ଘଟିଥିବା ଜାକୁରା ଏନ୍‌କାଉଣ୍ଟର ପାଇଁ ନିଜକୁ ଦାୟୀ କରିଛି। ଜାକୁରା ଆକ୍ରମଣରେ ଜଣେ ପୁଲିସ ଅଫିସର ସହିଦ ହୋଇଯାଇଥିବା ବେଳେ ସଂପୃକ୍ତ ଅଂଚଳରେ ୩ ଦିନ ଧରି…
ଅଧିକ ଖବର ଦେଖନ୍ତୁ...

ଗୁଜରାଟ ନିର୍ବାଚନ କଂଗ୍ରେସ ଛାଡ଼ିପାରୁନି ପ୍ରାର୍ଥୀ ତାଲିକା

ଅହମଦାବାଦ: ଗୁଜରାଟ ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ ତାରିଖ ଆଉ ଦୁଇ ଦିନ ବାକିଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ ଏଯାଏ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା ହୋଇପାରିନି। ବିଜେପି ତା’ର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବା ବେଳେ କଂଗ୍ରେସ ପାଇଁ ଦଳୀୟ ଅନ୍ତଃକନ୍ଦଳ…
ଅଧିକ ଖବର ଦେଖନ୍ତୁ...

ଘରୋଇ କୋଚିଂ ସେଣ୍ଟରରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଉଦଳା/ଉଦଳା(୧)/ଖୁଣ୍ଟା : ଉଦଳାସ୍ଥିତ ଏକ ଘରୋଇ କୋଚିଂ ସେଣ୍ଟର ହଷ୍ଟେଲରୁ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଉଦଳା ଥାନାରେ ଅଭିଯୋଗ କରିଛନ୍ତିସ। ଏହି ଘଟଣାର କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ପାଇଁ ସେମାନେ ଦାବି କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...