Daily Archives

November 20, 2017

ବିକ୍ରି ହେବ ଭୂଷଣ, ଠେଲ୍‌କୁଲିରେ ଟାଟା ଷ୍ଟିଲ୍‌ ଟିମ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଠେଲ୍‌କୁଲିସ୍ଥିତ ଭୂଷଣ ପାଓ୍ଵାର ଆଣ୍ଟ ଷ୍ଟିଲ୍‌ ଲିମିଟେଡ ବିକ୍ରି ହେବ। ଟାଟା ଷ୍ଟିଲ୍‌ର ପରିଚାଳନା ନିର୍ଦେଶକ ଟି.ଭି.ନରେନ୍ଦ୍ରନଙ୍କ ନେତୃତ୍ୱରେ ଏକ ୨୫ଜଣିଆ ଟିମ୍‌ ସୋମବାର ଭୂଷଣ କାରଖାନା ନିରୀକ୍ଷଣ କରିଛନ୍ତି। ପରିଚାଳନା ନିର୍ଦେଶକ ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ କାରା ଦଣ୍ଡାଦେଶ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଦୈାରାଜଜ ଶୁଚିସ୍ମିତା ମିଶ୍ର ସୋମବାର ଏକ ଗଞ୍ଜେଇ ଚାଲାଣ ମାମଲାର ବିଚାର କରି ତାଙ୍କ ରାୟରେ ଜଣେ ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡାଦେଶ ସହିତ ୧ ଲକ୍ଷଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ କରା ଦଣ୍ଡାଦେଶର ରାୟ ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଥାନା ଘେରିଲେ ଛାତ୍ରଛାତ୍ରୀ

ଉଦଳା/ଖୁଣ୍ଟା : ଉଦଳା କଲେଜର ଯୁକ୍ତ ୨ ବିଜ୍ଞାନ ଦ୍ୱିତୀୟ ବର୍ଷର ଛାତ୍ର ଅନିମେଶ କୁମାର ଦାଶଙ୍କ ମୃତ୍ୟୁ ରହସ୍ୟ ଉପରୁ ପୁଲିସ ଏଯାଏ ପରଦା ହଟାଇ ପାରିନି। ପୁଲିସର ଅପାରଗତା ତଥା ଦୋଷୀକୁ ଧରିବା ଦାବିରେ ଆଜି ଉଦଳା କଲେଜର ଛାତ୍ରଛାତ୍ରୀମାନେ ଉଦଳା ଥାନାକୁ ଘେରିଛନ୍ତି। ସେ ୟୁନିକ ଷ୍ଟଡି…
ଅଧିକ ଖବର ଦେଖନ୍ତୁ...

ସିପିଇସିକୁ କ୍ଷତି ପହଞ୍ଚାଉନି ଭାରତ

ନୂଆଦିଲ୍ଲୀ: ଚୀନ୍‌-ପାକିସ୍ତାନ ଇକୋନୋମିକ କରିଡର(ସିପିଇସି) ପ୍ରସଙ୍ଗରେ ପାକିସ୍ତାନ ଜେନେରାଲଙ୍କ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ଚୀନ୍‌ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଲୁ କାଂ। ଏନେଇ ଚୀନ୍‌ ପାଖରେ କୌଣସି ପ୍ରମାଣ ନଥିବାରୁ ଏଭଳି ଅଭିଯୋଗକୁ ଗ୍ରହଣ କରାଯାଇପାରିବ ନାହିଁ…
ଅଧିକ ଖବର ଦେଖନ୍ତୁ...

ଶିମିଳିପାଳ ଅଭୟାରଣ୍ୟରୁ କ୍ୟାମେରା ଚୋରି

ଖୁଣ୍ଟା : ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳରେ ବନ୍ୟଜନ୍ତୁ ଓ ଅପରାଧୀଙ୍କ ଗତିବିଧିକୁ ନଜର ରଖିବା ପାଇଁ ଖଞ୍ଜା ଯାଇଥିବା ଏକ କ୍ୟାମେରାକୁ କେହି ଦୁର୍ବୃତ୍ତ ଚୋରି କରିନେଇଛନ୍ତି। ଏ ସମ୍ପର୍କରେ ବନ ବିଭାଗ ପକ୍ଷରୁ ପୁଲିସ ନିକଟରେ ଅଭିଯୋଗ ହୋଇଛି। ଅଭୟାରଣ୍ୟର ଜେନାବିଲ ରେଞ୍ଜ ଅଧୀନ…
ଅଧିକ ଖବର ଦେଖନ୍ତୁ...

କୋଠା ଭୁଶୁଡ଼ି ୪ମୃତ,୨୦ ଆହତ

ଲୁଧିଆନା: ସୋମବାର ଲୁଧିଆନାର ସୋଫିଆନା ଛକ ନିକଟ ଶିଳ୍ପାଞ୍ଚଳ ସ୍ଥିତ ଏମରସନ ପଲିମର ନାମକ ଏକ ପ୍ଲାଷ୍ଟିକ କମ୍ପାନି ଜଳିଯାଇଛି। କମ୍ପାନିର ୪ମହଲା ବିଶିଷ୍ଠ କୋଠାଘର ନିଆଁଲାଗି ଭୁଶୁଡ଼ିପଡ଼ିବା ଫଳରେ ଜଣେ ଅଗ୍ନିଶମ ବିଭାଗ କର୍ମଚାରୀ ସମେତ ୪ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ…
ଅଧିକ ଖବର ଦେଖନ୍ତୁ...

ଗୁଣି ସନ୍ଦେହରେ ଜଣକୁ ହତ୍ୟା, ୫ ଗିରଫ

ରାୟଗଡା : ଗୁଣି ଗାରେଡି ସଂଦେହରେ ରାୟଗଡା ଜିଲ୍ଲାରେ ଘଟିଛି ଆଉ ଏକ ହତ୍ୟାକାଣ୍ଡ । ଏହି ହତ୍ୟାକାଣ୍ଡ ଘଟିଛି ଶେଷ୍‌ଖାଲ ଥାନା ଅନ୍ତର୍ଗତ ଦୁର୍ଗମ ଚାଞ୍ଚଡା ଗ୍ରାମରେ । ପୋଲିସ ସୂତ୍ରରୁ ପ୍ରକାଶ ଯେ ଗତ ୧୮ ତାରିଖ ରାତିରେ ଦେଖିନା ତାଡିଙ୍ଗି (୪୭ ବର୍ଷ) ଓ ସ୍ତ୍ରୀ ଆନ୍ଦୁରୀ ତାଡିଙ୍ଗି ଧାନ…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତିଙ୍କ ଅରୁଣାଚଳ ଗସ୍ତରେ ଚୀନ୍‌ ଖପା

ବେଜିଂ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ୪ଦିନିଆ ଅରୁଣାଚଳ ପ୍ରଦେଶ ଗସ୍ତକୁ ନେଇ ଚୀନ୍‌ ଆପତ୍ତି ଜାହିର କରିଛି। ବିବାଦୀୟ ସୀମା ଯୋଗୁଁ ସେଠାରେ ସମ୍ବେଦନଶୀଳ ପରିସ୍ଥିତି ଥିବା ବେଳେ ଭାରତ ରାଷ୍ଟ୍ରପତିଙ୍କ ଏପରି ଅରୁଣାଚଳ ପ୍ରଦେଶ ଗସ୍ତ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଚୀନ୍‌ ବୈଦେଶିକ…
ଅଧିକ ଖବର ଦେଖନ୍ତୁ...