Daily Archives

November 21, 2017

ଆନ୍ଦୋଳନକାରୀଙ୍କ ଭଳି ବଂଶାଲି ବି ଦୋଷୀ :ଯୋଗୀ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫିଲ୍ମ ନିର୍ମାତା ବଂଶାଲିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ବଂଶାଲି ଲୋକଙ୍କ ଭାବନା ସହ ଖେଳିବାରେ ଅଭ୍ୟସ୍ତ। ତେଣୁ ଦୀପିକା ଏବଂ ବଂଶାଲିଙ୍କୁ କେହି ହତ୍ୟା ଧମକ ଦେଇ ଯେତିକି ଦୋଷୀ, ତାହାଠାରୁ ଉଭୟ ଦୀପିକା ଏବଂ ବଂଶାଲି ମଧ୍ୟ କିଛି କମ୍‌…
ଅଧିକ ଖବର ଦେଖନ୍ତୁ...

ମରାମତି ନାମରେ ବିଦ୍ୟୁତ କାଟ: ହନ୍ତସନ୍ତ ହେଉଛନ୍ତି ଉପଭୋକ୍ତା

ଜୟପୁର: ବିଭିନ୍ନ ଘରୋଇ ଅନୁଷ୍ଠାନ ଓ ସରକାରୀ ଦପ୍ତର ଉପରେ ପଡି ରହିଛି କୋଟି କୋଟି ଟଙ୍କାର ବକେୟା ବିଲ। ବାରମ୍ବାର ନୋଟିସ କଲେ ମଧ୍ୟ ବିଲ ପୈଠ କରୁନାହାନ୍ତି। ରାଜନେତାଙ୍କ ଚାପ ପକାଇ ଘରୋଇ ଅନୁଷ୍ଠାନ ଗୁଡିକ ବିଲ ପୈଠରେ ବିଳମ୍ବ କରୁଥିବା ବେଳେ ସରକାରୀ କାର୍ଯ୍ୟାଳୟକୁ ନୋଟିସ ଜାରି କରି…
ଅଧିକ ଖବର ଦେଖନ୍ତୁ...

ଥମୁନି ପଦ୍ମାବତୀ ବିବାଦ:ହଲ୍‌ରେ ନିଅାଁ ଲଗାଇବାକୁ ଧମକ

ନୂଆଦିଲ୍ଲୀ: ସଞ୍ଜୟ ଲୀଳା ବଂଶାଲିଙ୍କ ଫିଲ୍ମ ‘ପଦ୍ମାବତୀକୁ’ ନେଇ ବିବାଦ ଥମିବାର ନାଁ ନେଉନି କି କିଛି ସମାଧାନର ସୂତ୍ର ମଧ୍ୟ ବାହାରୁନି। ଫିଲ୍ମଟିକୁ ନେଇ ଦିନକୁ ଦିନ ରାଜନୈତିକ ବାକ୍‌ଯୁଦ୍ଧ ବଢ଼ିଚାଲିଥିବା ବେଳେ ଫିଲ୍ମ ବିରୋଧରେ ନୂଆ ନୂଆ ଧମକ ମଧ୍ୟ ମିଳିବାରେ ଆସିଛି। ତେବେ ସରକାର…
ଅଧିକ ଖବର ଦେଖନ୍ତୁ...

ବିହାର ବିଜେପି ମୁଖ୍ୟଙ୍କ ବିବାଦୀୟ ବୟାନ: ମୋଦିଙ୍କ ବିରୋଧରେ ଯିଏ ହାତ ଉଠାଇବ ତା’ ହାତ କାଟି ଦିଆଯିବ

ନୂଆଦିଲ୍ଲୀ,: ବିହାର ବିଜେପି ମୁଖ୍ୟ ନିତ୍ୟାନନ୍ଦ ରାୟ ଆଜି ଏକ ବିବାଦୀୟ ବୟାନ ନେଇ ଅଡ଼ୁଆରେ ପଡ଼ି ଯାଇଛନ୍ତି। ସେ କହିଛନ୍ତି ମୋଦିଙ୍କ ବିରୋଧରେ ଯେଉଁ ହାତ ବା ଅଙ୍ଗୁଳି ନିକ୍ଷେପ ହେବ ସେହି ହାତ ଓ ଅଙ୍ଗୁଳିକୁ ଭାଙ୍ଗି ଦିଆଯିବ ଏବଂ କାଟି ଦିଆଯିବ। ନିତ୍ୟାନନ୍ଦ କାନୁ ସମ୍ପ୍ରଦାୟ ଦ୍ୱାରା…
ଅଧିକ ଖବର ଦେଖନ୍ତୁ...

ରୋହିଙ୍ଗ୍ୟା ଶରଣାର୍ଥୀ ବିଦାହେବା ମାମଲା: ଶୁଣାଣି ଡିସେମ୍ବର ୫କୁ ଘୁଞ୍ଚିଲା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ରୋହିଙ୍ଗ୍ୟା ମୁସଲିମ୍‌ ଶରଣାର୍ଥୀଙ୍କୁ ଦେଶରୁ ବିଦା କରିବା ମାମଲାର ଶୁଣାଣି ହୋଇପାରିନାହିଁ। ମାମଲାର ଶୁଣାଣିକୁ କୋର୍ଟ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ରୋହିଙ୍ଗ୍ୟାମାନେ ବେଆଇନ ଶରଣାର୍ଥୀ ଏବଂ ସମାନେ ଦେଶର ସୁରକ୍ଷା…
ଅଧିକ ଖବର ଦେଖନ୍ତୁ...

ଏସ୍‌ବିଆଇ ଜମା ଖାତାରୁ ଲକ୍ଷାଧିକ ଟଙ୍କା ଉଭାନ, ପ୍ରତିବାଦରେ ଜମାକାରୀଙ୍କ ବ୍ୟାଙ୍କ ଘେରଉ

ରାଇରଙ୍ଗପୁର: ଚିଟ୍‌ଫଣ୍ଡ ଦୁର୍ନୀତି ପରେ ମୟୂରଭଞ୍ଜ ଜିଲ୍ଲାରେ ଏବେ ବ୍ୟାଙ୍କ ମହାଦୁର୍ନୀତି ପଦାକୁ ଆସିଛି। ବ୍ୟାଙ୍କ ଜମାକାରୀଙ୍କ ପାସ୍‌ବୁକ୍‌ରୁ ଲକ୍ଷାଧିକ ଟଙ୍କା ଉଭାନ ହୋଇଯାଇଛି। କୁସୁମୀ ବ୍ଲକ ଅନ୍ତର୍ଗତ କୁଲଡିହା ଷ୍ଟେଟ୍‌ ବ୍ୟାଙ୍କର ଜମାକାରୀଙ୍କ ଅଗୋଚରରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ…
ଅଧିକ ଖବର ଦେଖନ୍ତୁ...

ମୃତ ଡେଙ୍ଗୁ ଆକ୍ରାନ୍ତ ଶିଶୁର ୧୫ ଦିନର ମେଡିକାଲ୍‌ ବିଲ୍‌ ୧୬ ଲକ୍ଷ!

ନୂଆଦିଲ୍ଲୀ : ଗୁଡ଼ଗାଓଁ ସ୍ଥିତ ଫର୍ଟିସ୍‌ ହସ୍ପିଟାଲ୍‌ରେ ଜଣେ ଡେଙ୍ଗୁ ଆକ୍ରାନ୍ତ ଶିଶୁ ପାଇଁ ୧୫ ଦିନର ମେଡିକାଲ୍‌ ବିଲ୍‌ ୧୬ ଲକ୍ଷ ଟଙ୍କା ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଅପରପକ୍ଷେ, ୭ ବର୍ଷର ଉକ୍ତ ଶିଶୁକନ୍ୟାକୁ ଫର୍ଟିସ୍‌ରୁ ଅନ୍ୟତ୍ର ସ୍ଥାନାନ୍ତର ବେଳେ ସେ ଆଖି ବୁଜିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଗବେଷଣା କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ଗୁରୁତ୍ୱ ଦିଅନ୍ତୁ: ପ୍ରଣବ ମୁଖାର୍ଜୀ

କଟକ: ଆଜିର ବିଶ୍ୱବିଦ୍ୟାଳୟ ଓ ଛାତ୍ରଛାତ୍ରୀ ଗବେଷଣା କରି କିଛି ନୂଆ ଉଦ୍ଭାବନ କରିବା କ୍ଷେତ୍ରରେ ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି। ଦେଶର ସ୍ୱାଧୀନତା ପରେ ଆମେ ଉଚ୍ଚଶିକ୍ଷା କ୍ଷେତ୍ରରେ ଅନେକ ଆଗକୁ ଯାଇଛୁ। ଦେଶରେ ୭୬୭ଟି ବିଶ୍ୱବିଦ୍ୟାଳୟ ଓ ୩୭ ହଜାରରୁ ଅଧିକ ସ୍ନାତକ କଲେଜ ରହିଛି।…
ଅଧିକ ଖବର ଦେଖନ୍ତୁ...

ବିଜେପି ରାଜ୍ୟ ସଭାପତିଙ୍କୁ ବନ୍ଧୁକ ଦେଖାଇବା ଘଟଣା: ଗିରଫ ପିନାକୀ ମହାନ୍ତି ବିଜେପି ମଣ୍ଡଳ ଉପସଭାପତି

କଟକ:ସୋମବାର ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଖେଳନା ବନ୍ଧୁକ ଦେଖାଇଥିବା ଦୁଇ ଯୁବକ କେଉଁ ଦଳର? ଏହାକୁ ନେଇ ଲାଗିରହିଛି ସସ୍‌ପେନ୍ସ। ଉକ୍ତ ଦୁଇ ଯୁବକ ଆଦୌ ବିଜେପିର ନୁହନ୍ତି ବୋଲି ଦଳ ପକ୍ଷରୁ ଦର୍ଶାଯାଇଛି। ମାତ୍ର ‘ସମ୍ବାଦ’କୁ ମିଳିଥିବା ବିଜେପିର ସଦସ୍ୟତା ଫର୍ମ ଓ ଫଟୋରୁ ଗିରଫ…
ଅଧିକ ଖବର ଦେଖନ୍ତୁ...

ହଣ୍ଡଓ୍ଵାରାରେ ଏନ୍‌କାଉଣ୍ଟର: ୩ ଲସ୍କର ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ହଣ୍ଡଓ୍ଵାରା ଅଞ୍ଚଳରେ ଆଜି ସୁରକ୍ଷା କର୍ମୀଙ୍କୁ ବଡ଼ ଧରଣର ସଫଳତା ମିଳିଛି। ପାକିସ୍ତାନର ୩ ଜଣ ଲସ୍କର-ଏ-ତୋଏବା ଆତଙ୍କବାଦୀ ଆଜି ସୁରକ୍ଷା ବାହିନୀର ଗୁଳି ମାଡ଼ରେ ନିହତ ହୋଇଛନ୍ତି। ଉତ୍ତର କଶ୍ମୀରର କୁପଓ୍ଵାରା ଜିଲ୍ଲା ଅନ୍ତର୍ଗତ ହଣ୍ଡଓ୍ଵାରା ଅଞ୍ଚଳର…
ଅଧିକ ଖବର ଦେଖନ୍ତୁ...