Daily Archives

November 22, 2017

କମ୍ବିଂ ବେଳେ ମିଳିଲା ବିପୁଳ ବିସ୍ଫୋରକ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ କୋହ୍ଲକାଣ୍ଡୁଳି ଜଙ୍ଗଲରୁ ଆଜି ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି। ସିଆର୍‌ପିଏଫ୍‌ ଓ ଡିଭିଏଫ୍‌ ଯବାନଙ୍କ ମିଳିତ କମ୍ବିଂ ଅପରେସନ୍‌ ବେଳେ ଏହିସବୁ ବିସ୍ଫୋରକ ଜବତ ହୋଇଛି। ଜଙ୍ଗଲରୁ ଏତେ ପରିମାଣର ବିସ୍ଫୋରକ ମିଳିବା ପରେ…
ଅଧିକ ଖବର ଦେଖନ୍ତୁ...

ସ୍ମାର୍ଟଫୋନ୍‌ ମିଳିଲାନି : ଜୀବନ ହାରିଲେ ଯୁବକ

ମହାକାଳପଡ଼ା : ମା’ ସ୍ମାର୍ଟଫୋନ୍‌ କିଣି ନ ଦେବାରୁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଳକ୍‌ ଅନ୍ତର୍ଗତ କରଞ୍ଜ ଗ୍ରାମରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗ୍ରାମର ଜଣେ ମହିଳା ହେଉଛନ୍ତି ପ୍ରମିଳା ସାହୁ। ପରିବାର କହିଲେ ଗୋଟିଏ ବୋଲି ପୁଅ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆଖୁ ବୋଝେଇ ଟ୍ରକ୍‌ : ଡ୍ରାଇଭର ଜିଅନ୍ତା ଜଳିଗଲେ

ଧର୍ମଶାଳା/ଚଡେଇଧରା : ଧର୍ମଶାଳା ଥାନା ଅନ୍ତର୍ଗତ ବମ୍ଫୁଠାରେ ଏକ ଆଖୁ ବୋଝେଇ ଟ୍ରକ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଯିବାରୁ ଡ୍ରାଇଭର ଜିଅନ୍ତା ଜଳିଯାଇଛନ୍ତି। ବଡବାରିସାହିରୁ (ଓଆର୦୪ ଏଚ୍‌ ୦୮୮୫) ନମ୍ବର ବିଶିଷ୍ଟ ଦଶଚକିଆ  ଟ୍ରକ ମଙ୍ଗଳବାର ରାତିରେ ଆଖୁ ବୋଝେଇ କରି ଢେଙ୍କାନାଳ ଚିନି କଳକୁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଖଣି ଦୁର୍ନୀତି ମାମଲା: ନିୟମ ୩୭ର ଉଲ୍ଲଂଘନ ନେଇ ସ୍ୱତନ୍ତ୍ର କମିଟି ଗଠନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଖଣିଜ ରିହାତି ଆଇନ ୧୯୬୦ର ନିୟମ ୩୭ର ଉଲ୍ଲଂଘନ ମାମଲାର ଅନୁଧ୍ୟାନ କରି ଏ ସଂକ୍ରାନ୍ତରେ ବିସ୍ତତ ରିପୋର୍ଟ ଦାଖଲ କରିବାପାଇଁ ଆଜି ସୁପ୍ରିମକୋର୍ଟର ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ସ୍ୱତନ୍ତ୍ର କମିଠି ଗଠନ ନିର୍ଦ୍ଦେଶ ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବ୍ରିଟେନରେ ବିମାନ ଦୁର୍ଘଟଣା: ୨ ଭାରତୀୟଙ୍କ ସମେତ ୪ ମୃତ

ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ଇଂଲଣ୍ଡର ମଧ୍ୟ ଆକାଶରେ ଏକ ହେଲିକପ୍ଟର ଏବଂ ବିମାନ ପରସ୍ପରକୁ ଧକ୍କା ଦେବାଦ୍ୱାରା ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ଜଣ ପ୍ରବାସୀ ଭାରତୀୟ ରହିଥିବା ଜଣାଯାଇଛି। ସୂଚନାଯୋଗ୍ୟ ଜଣେ ୧୮ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ପ୍ରଶିକ୍ଷାର୍ଥୀ ପାଇଲଟ୍‌ଙ୍କ ସହ…
ଅଧିକ ଖବର ଦେଖନ୍ତୁ...

କୁପଓ୍ଵାଡ଼ା ଏନକାଉଣ୍ଟର: ଯବାନ ସହିଦ, ଜଣେ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ କଶ୍ମୀରର କୁପଓ୍ଵାଡ଼ା ଜିଲ୍ଲାର କେରନ ସେକ୍ଟର ନିୟନ୍ତ୍ରଣ ରେଖା ନିକଟରେ ଆଜି ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଛି ସୁରକ୍ଷାବାହିନୀ। ନିୟନ୍ତ୍ରଣ ରେଖା ନିକଟରେ ଆଜି ପ୍ରତ୍ୟୁଷରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...