Daily Archives

November 24, 2017

ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳୀ ବନ୍ଦ ଶାନ୍ତିପୂର୍ଣ୍ଣ

ବଲାଙ୍ଗୀର/ସୋନପୁର : କୋଶଲ ରାଜ୍ୟ ସମନ୍ଵୟ ସମିତି ପକ୍ଷରୁ ବଲାଙ୍ଗୀର ସଂସଦୀୟ କ୍ଷେତ୍ରରେ ଶୁକ୍ରବାର ବନ୍ଦ ପାଳନ କରାଯାଇଛି। କୋଶଲ ରାଜ୍ୟ ପ୍ରତିଷ୍ଠା ଦାବିରେ ବଲାଙ୍ଗୀର- ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଥିବା ବେଳେ ଉଭୟ ଜିଲ୍ଲାରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଥିଲା। ସବୁ…
ଅଧିକ ଖବର ଦେଖନ୍ତୁ...

ପାରାଦୀପ ରିଫାଇନାରୀକୁ କଳିଙ୍ଗ ନିରାପତ୍ତା ପୁରସ୍କାର

ପାରାଦୀପ: ନିକଟରେ ଶେଷ ହୋଇଥିବା ଓଡ଼ିଶା ରାଜ୍ୟ ନିରାପତ୍ତା ସମ୍ମିଳନୀ-୨୦୧୭ରେ ଇଣ୍ଡଆନ୍‌ ଅଏଲ୍‌ର ପାରାଦୀପ ବିଶୋଧନାଗାରକୁ ସମ୍ମାନଜନକ କଳିଙ୍ଗ ନିରାପତ୍ତା ପୁରସ୍କାର ପ୍ରଦାନ କରାଯାଇଛି। ରାଜ୍ୟପାଳ ଏସ୍‌. ସି. ଜମିରଙ୍କଠାରୁ ଏହି ପୁରସ୍କାର ଇଣ୍ଡିଆନ୍‌ ଅଏଲ୍‌ ପକ୍ଷରୁ ଏଲ୍‌. ଏନ୍‌.…
ଅଧିକ ଖବର ଦେଖନ୍ତୁ...

ୟାମାହାର ନୂଆ ୧୧ ଲକ୍ଷ ଟଙ୍କିଆ ବାଇକ୍‌

ନୂଆଦିଲ୍ଲୀ, ଇଣ୍ଡିଆ ୟାମାହା ମୋଟର ପ୍ରାଇଭେଟ ଲିମିଟେଡ ପକ୍ଷରୁ ଆଜି ନୂଆ ସୁପରବାଇକ୍‌ ଏମ୍‌ଟି-୦୯ର ଉନ୍ମୋଚନ କରାଯାଇଛି। ଦିଳ୍ଲୀରେ ଏହି ସୁପରବାଇକ୍‌ର ଏକ୍ସସୋରୁମ୍‌ ମୂଲ୍ୟ ୧୦ ଲକ୍ଷ ୮୮ ହଜାର ଟଙ୍କା ରହିଛି। ଏହି ବାଇକ୍‌ରେ ୮୪୭ସିସି ଯୁକ୍ତ ୩ ସିଲିଣ୍ଡିର ଇଞ୍ଜିନ୍‌ ଏବଂ ଆଣ୍ଟି ଲକ୍‌…
ଅଧିକ ଖବର ଦେଖନ୍ତୁ...

ବଡ଼ ମେଡିକାଲ୍‌ରେ କୁନ୍ଦୁଲି ତାତି : ମାନସିକ ରୋଗ ଓ୍ଵାର୍ଡକୁ ସ୍ଥାନାନ୍ତର ହେବେ ପୀଡ଼ିତା

କଟକ : କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ପୀଡ଼ିତାଙ୍କ ସମସ୍ତ ମେଡିକାଲ୍‌ ରିପୋର୍ଟ ନେଗେଟିଭ୍‌ ଆସିଥିଲାବେଳେ ତାଙ୍କର ସାଇକାଟ୍ରିକ୍‌ ଥେରାପିର ଆବଶ୍ୟକତା ଥିବା ଡାକ୍ତରୀ ବୋର୍ଡ ନିଷ୍ପତ୍ତି ନେଇଛି। ତେଣୁ ଆସନ୍ତାକାଲି ତାଙ୍କୁ ମେଡିସିନ୍‌ ଆଇସିୟୁରୁ ମାନସିକ ରୋଗ ଓ୍ଵାର୍ଡକୁ ସ୍ଥାନାନ୍ତର…
ଅଧିକ ଖବର ଦେଖନ୍ତୁ...

ଗିତମ୍‌ରେ ସିଏସ୍‌ଆଇ ରାଜ୍ୟ ବିଦ୍ୟାର୍ଥୀ ସମ୍ମିଳନୀ

ବିଶାଖାପାଟଣା: ଗିତମ ବିଶ୍ୱବିଦ୍ୟାଳୟର ଗିତମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜିର କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ବିଭାଗର ମିଳିତ ସହଯୋଗରେ କମ୍ପ୍ୟୁଟର ସୋସାଇଟି ଅଫ୍‌ ଇଣ୍ଡିଆ ପକ୍ଷରୁ ଦୁଇ ଦିନିଆ ସିଏସ୍‌ଆଇ ଏପିଏସ୍‌ସି ସମ୍ମିଳନୀ ଆୟୋଜନ କରାଯାଇଛି। ଗିତମ ଛାତ୍ରଛାତ୍ରୀ ଶାଖା…
ଅଧିକ ଖବର ଦେଖନ୍ତୁ...

ନୂଆ ସ୍ୱାଦରେ ପାସ୍‌ ପାସ୍‌ ପଲସ୍‌

ନୂଆଦିଲ୍ଲୀ: ଡିଏସ୍‌ ଗ୍ରୁପ୍‌ ପକ୍ଷରୁ ଏହାର ଲୋକପ୍ରି୍ରୟ ଚକ୍‌ଲେଟ୍‌ ପାସ୍‌ ପାସ୍‌ ପଲସ୍‌କୁ ନୂତନ ସ୍ୱାଦରେ ବଜାରରେ ଉପଲବ୍ଧ କରାଯାଇଛି। ଗ୍ରାହକମାନେ ଆଗାମୀ ଦିନରେ ସପୁରୀ ସ୍ୱାଦର ପଲସ୍‌ ଚକ୍‌ଲେଟ୍‌ ଖରିଦ କରିପାରିବେ। ପୂର୍ବରୁ କଞ୍ଚା ଆମ୍ବ, ପିଜୁଳି ଏବଂ କମଳା ସ୍ୱାଦରେ ଏହି ଚକୋଲେଟ୍‌…
ଅଧିକ ଖବର ଦେଖନ୍ତୁ...

ନିଆଁ ପୁଇଁବା ବେଳେ ବାଳିକା ଜୀବନ୍ତ ଦଗ୍ଧ

ବାଲିଗୁଡ଼ା/ତୁମୁଡ଼ିବନ୍ଧ : ଶୀତ ଆସୁ ଆସୁ କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଗିଡୁବାଡ଼ି ଗ୍ରାମରେ ଘଟିଛି ଅଘଟଣ। ଶୀତରୁ ରକ୍ଷା ପାଇବା ପାଇଁ ଚୁଲି ମୁଣ୍ଡରେ ନିଆଁ ପୁଇଁ ହେଉଥିବା ଜଣେ ୫ ବର୍ଷୀୟ ବାପଛେଉଣ୍ଡ ବାଳିକା ଜିଅନ୍ତା ପୋଡ଼ିହୋଇଯାଇଛି। ବାଳିକାର ନାମ ସଂଗୀତା ପ୍ରଧାନ। ନିଆଁ ପୁଇଁ…
ଅଧିକ ଖବର ଦେଖନ୍ତୁ...

୧୧୨କିଲୋ ଗଞ୍ଜେଇ ଜବତ, ୩ଗିରଫ

ବାଲିମେଳା : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ଛକରୁ ଓର୍କେଲ ପୁଲିସ ଏକ କାର୍‌ରୁ ୧୧୨କିଲୋ ଗଞ୍ଜେଇ ଜବତ କରିଛି। ସେହିପରି ଗଞ୍ଜେଇ କାରବାର ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢେ ୭ଟାରେ ବାଲିମେଳା-ଜୟପୁର ମୁଖ୍ୟ ରାସ୍ତାର…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ୧୫ରୁ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହେବ ଏବଂ ଏହା ଜାନୁଆରି ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ଆଜି ଏ ସଂପର୍କରେ ଔପଚାରିକ ଭାବେ ଘୋଷଣା କରିଛନ୍ତି। ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସଂସଦ ଭବନ…
ଅଧିକ ଖବର ଦେଖନ୍ତୁ...

ନିଆଁ ଲାଗି ଜଳିଗଲା ଟ୍ରକ୍‌

ଇବ୍‌ଥର୍ମାଲ/ବେଲପାହାଡ଼ : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଶୁକ ପଟ୍ଟନାୟକ ଛକ ଲେଭଲ୍‌ କ୍ରସିଂ ନିକଟରେ ଶୁକ୍ରବାର ଛିଡ଼ା ହୋଇଥିବା ଏକ ୧୦ ଚକିଆ ଟ୍ରକ୍‌ (ଓଆର୍‌ ୨୩ଡି- ୪୧୪୪) ନିଆଁ ଲାଗି ଜଳିଯାଇଛି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନଥିଲେ ହେଁ ସର୍ଟ ସର୍କିଟ୍‌ରୁ ଏହା ଘଟିଥିବା…
ଅଧିକ ଖବର ଦେଖନ୍ତୁ...