Daily Archives

November 25, 2017

ରାଜଗାଙ୍ଗପୁର ଥାନା ଅଧିକାରୀଙ୍କ ବିରୋଧରେ ଗିରଫ ପରଓ୍ଵାନା

କଟକ : ରାଜଗାଙ୍ଗପୁର ଥାନା ଅଧିକାରୀଙ୍କ ବିରୋଧରେ ହାଇକୋର୍ଟ ଆଜି ଜାମିନଯୋଗ୍ୟ ଗିରଫ ପରଓ୍ଵାନା ଜାରି କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସେ ଆଜି ଏଫ୍‌.ମାଝିଙ୍କ ଜାମିନ ଆବେଦନର ଶୁଣାଣି ସମୟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ନଥିଲେ। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବିରୁ ସର୍ତ୍ତମୂଳକ ଡିସ୍‌ଚାର୍ଜ ହେବେ କୁନ୍ଦୁଲି ପୀଡ଼ିତା

କଟକ : ଏସ୍‌ସିବି ମେଡିକାଲ୍‌ରୁ ସର୍ତ୍ତମୂଳକ ଭାବେ କୁନ୍ଦୁଲି ପୀଡ଼ିତାଙ୍କୁ ଡିସ୍‌ଚାର୍ଜ କରାଯିବ। ତାଙ୍କର ମେଡିସିନ୍‌ କିମ୍ବା ସର୍ଜରୀରେ କୌଣସି ଚିକିତ୍ସାର ଆବଶ୍ୟକତା ନଥିବାବେଳେ ସାଇକାଟ୍ରିକ୍‌ ଥେରାପି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କନ୍ତୁ ମାନସିକ ରୋଗ ଓ୍ଵାର୍ଡକୁ ଯିବାକୁ…
ଅଧିକ ଖବର ଦେଖନ୍ତୁ...

ପୁଣି ତିନି ମେଣ୍ଢାଙ୍କ କଲିଜା ଖାଇଲା ଅଜଣା ଜନ୍ତୁ

ନିଆଳି : ଗତ ସପ୍ତାହ ମଧ୍ୟରେ ଅଜଣା ଜନ୍ତୁ ୧୮ଟି ମେଣ୍ଡାର ଜୀବନ ନେଲାଣି। ଗତକାଲି ଶୁକ୍ରବାର ରାତିରେ ଅଜଣା ଜନ୍ତୁ ନିଆଳି ବ୍ଲକ ଅନ୍ତର୍ଗତ ବିଳାସୁଣୀ (ବାଲିକୁଦ) ଗ୍ରାମର ତିନିଟି ଗୁହାଳ ମଧ୍ୟରେ ପଶିି ୩ଟି ମେଣ୍ଢାକୁ ମାରି କଲିଜା ଖାଇଯାଇଥିବା ବେଳେ ଅନ୍ୟ ଏକ ମେଣ୍ଢାକୁ ଆହତ ଅବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ପାରିବାରିକ କଳହରୁ ପତିପତ୍ନୀଙ୍କ ଆତ୍ମହତ୍ୟା

ବାଙ୍ଗିରିପୋଷି/କଳାବାଡ଼ିଆ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧୀନ ବ୍ରାହ୍ମଣଗାଁ ପଞ୍ଚାୟତ ସରବଣିଆ ଗାଁରେ ପାରିବାରିକ କଳହରୁ ପତିପତ୍ନୀ ଆତ୍ମହତ୍ୟା କରିଛନ୍ତି। ଏହି ଦମ୍ପତି ହେଲେ ଗୁଞ୍ଜୁ ଟୁଡୁ (୩୫) ଓ ତାଙ୍କ ଦ୍ୱିତୀୟ ପତ୍ନୀ ଡୁଲି ଟୁଡୁ (୨୫)। ଗୁଞ୍ଜୁ ପୂର୍ବରୁ ବିବାହ କରିଥିଲେ…
ଅଧିକ ଖବର ଦେଖନ୍ତୁ...

ଗିରଫ ଦାବି ଜୋର୍‌ ଧରିଲା : ପୀରହାଟରେ ମନମୋହନଙ୍କ କୁଶ ପୁତ୍ତଳିକା ଦାହ

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଠାରେ ଚାନ୍ଦବାଲି ନିର୍ବାଚନମଣ୍ଡଳୀ ସ୍ୱାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ ପୂର୍ବତନମନ୍ତ୍ରୀ ମନମୋହନ ସାମଲଙ୍କ ଗିରଫ ଦାବି କରି କୁଶ ପୁତ୍ତଳିକା ଦାହ କରାଯାଇଛି। ସ୍ଥାନୀୟ ପୁରୁଣା ବଜାରରୁ ଶହ ଶହ କର୍ମୀ ପୂର୍ବାହ୍ନରେ ବିଶାଳ ଶୋଭାଯାତ୍ରାରେ…
ଅଧିକ ଖବର ଦେଖନ୍ତୁ...

ଗୁଜରାଟ ନିର୍ବାଚନ: ଜୟ ଶାହ, ରାଫେଲ ପ୍ରସଙ୍ଗ ଉଠାଇଲେ ରାହୁଲ

ଅହମଦାବାଦ୍‌: ଗୁଜରାଟ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଦୁଇ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ମଧ୍ୟରେ ପ୍ରଚାର ଯୁଦ୍ଧ ଘମାଘୋଟ ହୋଇଛି । କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଦ୍ୱିତୀୟ ଦିନର ନିର୍ବାଚନୀ ପ୍ରଚାରରେ ବିଭିନ୍ନ ର‍୍ୟାଲିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ହାଫିଜ୍‌ର ମୁକ୍ତିକୁ ପାକିସ୍ତାନର ସଫେଇ

ଇସଲାମାବାଦ: ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରିବାରେ ପାକିସ୍ତାନ ଆପଣେଇଥିବା ନିଜର ଦୋମୁହାଁ ନୀତିକୁ ପୁଣି ଥରେ ପ୍ରମାଣିତ କରିଛି। କାରଣ ସଂଯୁକ୍ତ ଜାତିସଂଘ ଏବଂ ଆମେରିକା ଦ୍ୱାରା ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ଘୋଷିତ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ହାଫିଜ୍‌ ସୟିଦ୍‌ ଗତକାଲି…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ବିକ୍ଷୋଭ: ସଂଘର୍ଷରେ ଜଣେ ମୃତ, ୧୩୦ ଆହତ

ଇସଲାମାବାଦ: ପାକିସ୍ତାନରେ ଇସ୍‌ଲାମ୍‌ ପ୍ରଦର୍ଶନକାରୀଙ୍କ ବିକ୍ଷୋଭ ଏବଂ ସରକାରଙ୍କ ଗଣମାଧ୍ୟମ ବିରୋଧୀ ଆଭିମୁଖ୍ୟ ବିରୋଧରେ ଆଜି ପୁଲିସର କାର୍ଯ୍ୟାନୁଷ୍ଠାନ ହିଂସାତ୍ମକ ରୂପ ନେଇଛି। ଭୀଷଣ ଜଳାପୋଡ଼ା ସାଙ୍ଗକୁ ସଂଘର୍ଷରେ ଅତି କମ୍‌ରେ ଜଣେ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩୦ରୁ…
ଅଧିକ ଖବର ଦେଖନ୍ତୁ...

ଇଜିପ୍ଟ ମସ୍‌ଜିଦ ଆକ୍ରମଣ: ମୃତ୍ୟୁ ସଂଖ୍ୟା ୩୦୫ରେ ପହଞ୍ଚିଲା

କାଇରୋ: ଉତ୍ତର ଇଜିପ୍ଟର ସିନାଇସ୍ଥିତ ଅଲ୍‌-ରାଓ୍ଵଦ୍‌ ମସଜିଦ୍‌ରେ ଶୁକ୍ରବାର ଆଇଏସ୍‌ ଆତଙ୍କବାଦୀଙ୍କ ଭୟଙ୍କର ଆକ୍ରମଣ ପରେ ମୃତ୍ୟୁ ସଂଖ୍ୟା ୩୦୫ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ୨୫ ଜଣ ଶିଶୁ ରହିଥିବା ସ୍ଥାନୀୟ ପ୍ରଶାସନ କହିଛି। ଏକ ସୁଫି ମସ୍‌୍‌ଜିଦ ଉପରେ ଏଭଳି ବର୍ବର ଆକ୍ରମଣ ସାରା…
ଅଧିକ ଖବର ଦେଖନ୍ତୁ...

ଝିଅର ସ୍ୱପ୍ନ ପୂରା କରିବା ପାଇଁ ରିକ୍ସା ଟାଣିବାକୁ ବି ପଛେଇଲେନି ମାଆ!

ଗୌହ୍ଵାଟୀ: ପ୍ରସିଦ୍ଧ ରୋମାନ୍‌ ଦାର୍ଶନିକ ସେନେକା ଥରେ କହିଥିଲେ, ‘କେତେକ ସମୟରେ ବଞ୍ଚି ରହିବା ବି ଏକ ସାହସିକ ଗୁଣ।’ ୫୫ ବର୍ଷୀୟା ଏହି ଆସାମୀ ମହିଳା ଦାର୍ଶନିକଙ୍କ ସେ କଥାର ଯଥାର୍ଥତା ପ୍ରତିପାଦନ କରିଛନ୍ତି। ଆସାମର ଭୋକାହାଟଠାରେ ଥିବା ରାଜାବାରି ଗ୍ରାମର ମହିଳା ମାମୋନି ଦାସ ଏକ…
ଅଧିକ ଖବର ଦେଖନ୍ତୁ...