Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Daily Archives

December 1, 2017

ପ୍ରଦୂଷଣ ନିୟନ୍ତ୍ରଣ ମାମଲା: କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ପ୍ରଦୂଷଣ ସ୍ଥିତି ନେଇ  ସୁପ୍ରିମ୍‌ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ କରିବା ଦିଗରେ କି କି ପଦକ୍ଷେପ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଗ୍ରହଣ କରିଛନ୍ତି ସେ ବାବଦରେ ଜବାବ ରଖିବାକୁ କୋର୍ଟ ନିର୍ଦ୍ଦେଶ…
ଅଧିକ ଖବର ଦେଖନ୍ତୁ...

ଗୁଜରାଟ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ଅପରାଧ ପୃଷ୍ଠଭୂମିର ୧୩୭ ପ୍ରାର୍ଥୀ

ଅହମଦାବାଦ: ଗୁଜରାଟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଥିବା ୯୭୭ ପ୍ରାର୍ଥୀଙ୍କ ମଧ୍ୟରୁ ୧୩୭ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ରହିଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ୧୫ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଗୁରୁତର ଅପରାଧ ମାମଲା ରହିଛି। ପ୍ରାର୍ଥୀପତ୍ର ଦାଖଲ…
ଅଧିକ ଖବର ଦେଖନ୍ତୁ...

ଆତ୍ମହତ୍ୟା ଭଳିି ମହାପାପ କରନି: ବାବା ବଳିଆ

ବରଗଡ଼: ତୋରା ନିକଟସ୍ଥ ସାହୁଟିକ୍ରାସ୍ଥିତ ଶିଶୁ ଅନନ୍ତ ଆଶ୍ରମଠାରେ ଗୀତା କଥାମୃତ କାର୍ଯ୍ୟକ୍ରମରେ ଯୋଗ ଦେଇ ବାବା ବଳିଆ ଚାଷୀ ଆତ୍ମହତ୍ୟା ଘଟଣା ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଚାଷୀମାନେ ଆତ୍ମହତ୍ୟା କରି ମହାପାପ କରନ୍ତୁ ନାହିଁ। ସରକାର ଯେତିକି କ୍ଷତିପୂରଣ ଦେଲେ ବି ଜୀବନ ପାଇଁ…
ଅଧିକ ଖବର ଦେଖନ୍ତୁ...

କାକାର ଟାଙ୍ଗିଆ ଚୋଟରେ ପୁତୁରା ମୃତ ଘଟଣା

ଭବାନୀପାଟଣା: କାକା କାନ୍ଦୁ ମାଝୀଙ୍କ ଟାଙ୍ଗିଆ ଚୋଟରେ ପୁତୁରା ସାନ୍ଦା ମାଝୀଙ୍କ ମୃତ୍ୟୁ ଘଟଣାର ଅଭିଯୁକ୍ତ କାନ୍ଦୁଙ୍କୁ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ପୁଲିସ ଗିରଫ କରି ଶୁକ୍ରବାର କୋର୍ଟର୍ ଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ବୁଧବାର ପୋଖରୀବନ୍ଧ ଗାଁର କାନ୍ଦୁ…
ଅଧିକ ଖବର ଦେଖନ୍ତୁ...

ଭାରତ ମହାସାଗର: ଚୀନ୍‌ ପଟୁ ବିପଦ ବଢ଼ୁଛି

ନୂଆଦିଲ୍ଲୀ: ଭାରତ ମହାସଗରରେ ଶକ୍ତିବୃଦ୍ଧି ପାଇଁ ଅହରହ ପ୍ରୟାସ ଚଳାଇଥିବା ଚୀନ୍‌ ଏବେ ଭାରତର ସୁରକ୍ଷା ପାଇଁ ଚିନ୍ତାର କାରଣ ହୋଇଛି। ଉଭୟ ବୁଡ଼ା ଜାହାଜ ଓ ଯୁଦ୍ଧ ଜାହାଜ ମୁତୟନ କରି ଏହି ବିଶାଳ କ୍ଷେତ୍ରରେ ଚୀନ୍‌ ନିଜ ଆଧିପତ୍ୟ ବିସ୍ତାର କରିବାକୁ ଚାହୁଥିବାରୁ ଏହାର ମୁକାବିଲା ପାଇଁ ଭାରତ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ମହିଳା ମୃତ୍ୟୁକୁ ନେଇ ଉତ୍ତେଜନା: ପୁଲିସ୍‌-ଜନତା ଧସ୍ତାଧସ୍ତି

ବ୍ୟାସନଗର: ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ବ୍ୟାସନଗର ସହରରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ହଜାରହଜାର ଲୋକ କେନ୍ଦୁଝର-ଯାଜପୁରରୋଡ ରାସ୍ତାକୁ ଅବରୋଧ କରିଥିଲେ। ଉତ୍ତ୍ୟକ୍ତ ଲୋକ ଓ ପୁଲିସ୍‌ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ରାସ୍ତାର ଉଭୟ ପଟେ ଶହ ଶହ ଗାଡ଼ି ମଟର ଅଟକି ରହିଥିଲା।…
ଅଧିକ ଖବର ଦେଖନ୍ତୁ...

ଟ୍ରକ-କାର୍‌ ଧକ୍କା, ୩ ମୃତ, ୫ ଗୁରୁତର

ସମ୍ବଲପୁର: ଗୁରୁବାର ରାତି ଅଢ଼େଇଟାରେ ସମ୍ବଲପୁର ଟାଂଗରପାଲି ରେଲେଓ୍ଵ ବ୍ରିଜ୍‌ ପାଖରେ ଏକ କାର୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ହୀରାକୁଦ ଲରିଆପଡ଼ାର କୃଷ୍ଣ କନଓ୍ଵର(୧୯), ରାଜାପଡ଼ାର ସତ୍ୟବ୍ରତ ନାୟକ(୨୭) ଓ ସାହାଜବାହାଲର ସନାତନ ମହାନନ୍ଦ(୨୨)ଙ୍କ ଘଟଣାସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ଅପରାଜିତା ମହାନ୍ତି ପାଇବେ ସ୍ୱାଦିଷ୍ଟ ବାଇସ୍କୋପ୍‌ ଆଓ୍ଵାର୍ଡ

କଟକ: ଓଡ଼ିଆ ସିନେମା ଜଗତର ଲୋକପି୍ରୟ ଅଭିନେତ୍ରୀ ଅପରାଜିତା ମହାନ୍ତି ଚଳିତବର୍ଷର ମର୍ଯ୍ୟାଦାଜନକ ସ୍ୱାଦିଷ୍ଟ ବାଇସ୍କୋପ ଆଓ୍ଵାର୍ଡ ପାଇବାକୁ ମନୋନୀତ ହୋଇଛନ୍ତି। ହୋମ୍‌ ଭିଡିଓ ଏଣ୍ଟରଟେନ୍‌ମେଣ୍ଟ ପକ୍ଷରୁ ଡିସେମ୍ବର ୧୦ତାରିଖ ରବିବାର ସଂଧ୍ୟା ୬ଟାରେ ସହିଦଭବନରେ ଆୟୋଜିତ ପୂଜ୍ୟପୂଜା…
ଅଧିକ ଖବର ଦେଖନ୍ତୁ...

ରାଜନଗରରେ ଅଜଣା ଜନ୍ତୁ ଆତଙ୍କ

ରାଜନଗର: ନିଆଳି ଭଳି କେନ୍ଦ୍ରାପଡା ଜିଲ୍ଲାର ରାଜନଗରରେ ଅଜଣା ଜନ୍ତୁ ଆତଙ୍କ ଦେଖିବାକୁ ମିଳିଛି। ଅଜଣା ଜନ୍ତୁଟି ଗୁହାଳ ଭାଙ୍ଗି ମେଣ୍ଢାକୁ ମାରିପକାଉଛି। ୨ ଦିନ ୯ଟି ମେଣ୍ଢା ମରିସାରିଲେଣି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସୂଚନା ଅନୁସାରେ, ରାଜନଗର ବ୍ଲକ୍‌ ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ଧର୍ମ ଭିତ୍ତିରେ ଭାରତ ଭାଗ ଭାଗ ନହେଉ: ଓବାମା

ନୂଆଦିଲ୍ଲୀ: କୌଣସି ଦେଶକୁ ଧର୍ମ ଭିତ୍ତିରେ ବିଭକ୍ତୀକରଣ କରାନଯାଉ। ଏ ପରିପ୍ରେକ୍ଷୀରେ ଭାରତ ମଧ୍ୟ ଧର୍ମକୁ ନେଇ ଭାଗ ଭାଗ ହେବା ଉଚିତ ନୁହେଁ। ଏଭଳି ଆଶା ପୋଷଣ କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲା ବେଳେ ସେ…
ଅଧିକ ଖବର ଦେଖନ୍ତୁ...