Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Daily Archives

December 2, 2017

ଚିହ୍ନଟ ହେଲେ ୫୦ ସଂସ୍ଥାର କ୍ଷୁଦ୍ର ଜମାକାରୀ

ଜଷ୍ଟିସ ଏମ୍‌.ଏମ୍‌. ଦାସ କମିସନ କଟକ : ରାଜ୍ୟରେ ଚିଟ୍‌ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ଜଷ୍ଟିସ ମଦନ ମୋହନ ଦାସ କମିସନ ଆଉ ୫୦ଟି ଚିଟଫଣ୍ଡ ସଂସ୍ଥାର କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ଏଥି ମଧ୍ୟରେ ଅଧିକାଂଶ ସଂସ୍ଥାକୁ ବାରମ୍ବାର ନୋଟିସ୍‌ ଜାରି କରାଯାଇଥିଲେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ!

ଯାଜପୁରଟାଉନ:ଯାଜପୁର ସଦର ମହକୁମା ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଜଣେ ନବଜାତକର ମୃତ୍ୟୁ ଘଟିଛି। ମୃତ୍ୟୁ ପରେ ବି ମେଡ଼ିକାଲର କେତେକ କର୍ମଚାରୀ ୫ ଶହ ଟଙ୍କା ଦାବି କରିଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି। ଏନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ମଙ୍ଗଳପୁର…
ଅଧିକ ଖବର ଦେଖନ୍ତୁ...

ଆସିଷ୍ଟାଣ୍ଟ ପିପି ପରୀକ୍ଷା ଫଳ ପ୍ରକାଶ

କଟକ : ଓପିଏସସି ପକ୍ଷରୁ ଆସିଷ୍ଟାଣ୍ଟ ପବ୍ଲିକ୍‌ ପ୍ରସିକ୍ୟୁଟର ନିଯୁକ୍ତି ପରୀକ୍ଷା ଫଳ ପ୍ରକାଶ ପାଇଛି। ୧୯୨ ଜଣଙ୍କ ନାମ ଚୂଡାନ୍ତ ତାଲିକାରେ ସ୍ଥାନ ପାଇଛି। ସ୍ନାତକୀ ଦାଶ ପ୍ରଥମ ସ୍ଥାନରେ ରହିଥିବା ବେଳେ ସ୍ମିତା ପଟ୍ଟନାୟକ ଓ ତପନ କୁମାର ପାଲ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ…
ଅଧିକ ଖବର ଦେଖନ୍ତୁ...

ମାଟ୍ରିକ ପାସ୍‌ କଲେ ବାଲିଗୁଡ଼ା ବିଧାୟକ

ତୁମୁଡ଼ିବନ୍ଧ : ମାଟ୍ରିକ ପରୀକ୍ଷାରେ ପାସ୍‌ କରିଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ରାଜୀବ ପାତ୍ର । ବୋର୍ଡ ଅଫ ସେକେଣ୍ଡାରୀ, ଓଡ଼ିଶା ଦ୍ୱାରା ପରିଚାଳିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ଅଧିନରେ ସେ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି । ଫଳରେ ବିଧାନସଭାରେ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ଔଦ୍ୟୋଗିକ ସମ୍ମିଳନୀ ନେଇ ଟ୍ରମ୍ପ୍‌-ମୋଦି ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଜି ବିଶ୍ୱ ଔଦ୍ୟୋଗିକ ସମ୍ମିଳନୀ ନେଇ ଫୋନ୍‌ରେ କଥାବାର୍ତ୍ତା ହୋଇଛନ୍ତି। ବିଶ୍ୱ ଔଦ୍ୟୋଗିକ ସମ୍ମିଳନୀର ସଫଳତା ନେଇ ଉଭୟ ନେତା ସନ୍ତୋଷବ୍ୟକ୍ତ କରିଥିବା ଜଣାଯାଇଛି। ନିକଟରେ ହାଇଦ୍ରାବାଦ୍‌ରେ…
ଅଧିକ ଖବର ଦେଖନ୍ତୁ...

ଆଇଏମଓ କାଉନସିଲ୍‌ରେ ଭାରତର ବିଜୟ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସାମୁଦିକ ସମ୍ମିଳନୀ (ଆଇଏମଓ) କାଉନସିଲ୍‌ର ସଦସ୍ୟ ପଦ ପାଇଁ ହୋଇଥିବା ନିର୍ବାଚନରେ ଭାରତ ପୁଣିଥରେ ବିଜୟ ହାସଲ କରିଛି । ୧୯୫୯ ମସିହାରୁ ଆଇଏମଓର ସଦସ୍ୟ ଥିବା ଭାରତ ଏଥର ଦ୍ୱିତୀୟ ସର୍ବାଧିକ ଭୋଟ୍‌ରେ ନିର୍ବାଚନ ଜିତି କ୍ୟାଟେଗୋରି-ବି ଅଧିନରେ ଆଇଏମଓରେ ପ୍ରବେଶ…
ଅଧିକ ଖବର ଦେଖନ୍ତୁ...

ଭୟଙ୍କର ରୂପ ନେଲା ଓଖି ବାତ୍ୟା, ମୃତ୍ୟୁ ସଂଖ୍ୟା ୧୬ ଛୁଇଁଲା

ନୂଆଦିଲ୍ଲୀ: କେରଳ ଏବଂ ତାମିଲନାଡ଼ୁରେ ବିପର୍ଯ୍ୟୟ ଆଣିଥିବା ‘ଓଖି’ ବାତ୍ୟା ଆସନ୍ତା ୨୪ ଘଣ୍ଟା ଭିତରେ ଅତି ଭୟଙ୍କର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୁତ୍ରରୁ ପ୍ରକାଶ । ଓଖି ହେତୁ ଉଭୟ ରାଜ୍ୟରେ ଏବେ ମୃତ୍ୟୁସଂଖ୍ୟା ୧୬ରେ ପହଞ୍ଚିଛି। ଲଗାଣ ବର୍ଷା ସାଙ୍ଗକୁ ପବନ ହେତୁ ସାଧାରଣ…
ଅଧିକ ଖବର ଦେଖନ୍ତୁ...

ୟୁପିଏ ଅମଳର ଅଭିବୃଦ୍ଧି ହାରକୁ ଟପି ପାରିବେନି ମୋଦି : ମନମୋହନ

ସୁରତ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଏକ ବଡ଼ ଆକ୍ରମଣ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ । ସୁରତରେ ଏକ ଜନସଭାରେ ସେ କହିଛନ୍ତି ଯେ ମୋଦି ସାଧାରଣ ଲୋକଙ୍କ କଷ୍ଟକୁ ବୁଝିବାରେ ବିଫଳ ହୋଇଛନ୍ତି । ବିମୁଦ୍ରାୟନ ପରି ଏକ ତ୍ରୁଟିପୂର୍ଣ୍ଣ ପଦକ୍ଷେପ ଓ ଜିଏସଟି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ହକି ବିଶ୍ୱ ଲିଗ ଫାଇନାଲ: ଭାରତ ୨-୩ରେ ଇଂଲଣ୍ଡ ଠାରୁ ପରାସ୍ତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଶନିବାର ଖେଳା ଯାଇଥିବା ମ୍ୟାଚରେ ଭାରତ ପରାସ୍ତ ହୋଇଛି। ଭାରତ ୨-୩ ଗୋଲରେ ଇଂଲଣ୍ଡ ଠାରୁ ପରାସ୍ତ ହୋଇଛି। ଓଡ଼ିଶା ପୁରୁଷ ହକି ବିଶ୍ୱ ଲିଗର ୬ଷ୍ଠ ମ୍ୟାଚରେ ଭାରତ ପକ୍ଷରୁ ୪୭ମିନିଟରେ ଅକ୍ଷରଦୀପ ସିଂହ(ଜର୍ସି ୨୭) ଓ ୫୦ ମିନିଟରେ…
ଅଧିକ ଖବର ଦେଖନ୍ତୁ...

ଘୁମାଉଥିବା ରେଳ ଡ୍ରାଇଭରଙ୍କ ଉପରେ ନଜର ରଖିବ ଏହି ଭିଡିଓ ଗେମ୍‌

ଆଇଆଇଟି ଖଡ଼ଗପୁରର ଜଣେ ପ୍ରଫେସର ଏପରି ଏକ ଭିଡିଓ ଗେମ୍‌ର ବିକାଶ କରିଛନ୍ତି ଯାହାକି ରେଳ ଡ୍ରାଇଭରମାନଙ୍କ ଉପରେ ନଜର ରଖିବ। ଅର୍ଥାତ ସେମାନେ ସତେଜ ଅଛନ୍ତି, ହାଲିଆ ହୋଇପଡିଛନ୍ତି ବା ଘୁମଉଛନ୍ତି ତାହା ଧରିପାରିବ । ଏହା ଦ୍ୱାରା ସେ ଆଗାମୀ କିଛି ଘଣ୍ଟା ଧରି ଟ୍ରେନ ଚଳାଇବାକୁ ସକ୍ଷମ କି ନା…
ଅଧିକ ଖବର ଦେଖନ୍ତୁ...