Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Daily Archives

December 3, 2017

ଟ୍ରକ୍‌-ବସ୍‌ ଧକ୍କା, ହେଲପର ଗୁରୁତର

ବୋରିଗୁମ୍ମା : କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଜୟନ୍ତୀଗିରି ନିକଟରେ ଏକ ଟ୍ରକ୍‌ ପଛ ପଟେ ପିଟି ହୋଇ ଘରୋଇ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବସ୍‌ ହେଲପର ଗୁରୁତର ହୋଇଥିବା ବେଳେ କଣ୍ଟକ୍ଟର ଆହତ ହୋଇଛନ୍ତି। ଉଭୟଙ୍କୁ କୋରାପୁଟ ମେଡିକାଲରେ ଭର୍ତି କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ଚାପାରେ ମହିଳା ମୃତ

ବୋଲଗଡ଼ : ଖୋର୍ଧା ଜିଲ୍ଲା ବୋଲଗଡ଼ ଥାନା ଅଧୀନ ୫୭ ନମ୍ବର ଜାତୀୟ ରାଜପଥର ରାଜସୁନାଖଳା ଗଣେଶ ବଜାର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଟ୍ରକ୍‌ ଚକା ତଳେ ଚାପି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଜଣଙ୍କ ହେଲେ, ବାଙ୍କୋଇ ପଞ୍ଚାୟତର ଗର୍ଭଣୀପଡ଼ା ଗ୍ରାମର ଭାବଗ୍ରାହୀ ପାଇକରାୟଙ୍କ ପତ୍ନୀ…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ

ଟାଙ୍ଗୀ : କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର ମଙ୍ଗୁଳିଛକରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇଙ୍କ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଏକ ହୁଣ୍ଡା ଆକ୍ଟିଭା (ଓଡି୦୫ଏଲ୍‌୭୬୫୪) ଯୋଗେ ଏହି ଦୁଇ ଯୁବକ ଟାଙ୍ଗୀ ଅଭିମୁଖେ ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କା…
ଅଧିକ ଖବର ଦେଖନ୍ତୁ...

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆହତ

ପୁରୀ : ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଜି କୋଣାର୍କ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲରେ ପ୍ରବଳ ଜନଗହଳି ହେତୁ ପ୍ରଶଂସକମାନଙ୍କ ଠେଲାପେଲାର ଶିକାର ହୋଇ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କର ଡାହାଣ ହାତର ହାଡ ମୋଡିହୋଇ ଯାଇଥିବାରୁ ସେ ପ୍ରବଳ ଯନ୍ତ୍ରଣା…
ଅଧିକ ଖବର ଦେଖନ୍ତୁ...

ବିନା ଭୋଜିରେ ଭିଆଇପି ବାହାଘର

ପାଟନା: ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦିଙ୍କ ପୁଅ ଉତ୍କର୍ଷ ମୋଦିଙ୍କ ବିବାହ ପାଟନାରେ ସଂପୂର୍ଣ୍ଣ ବୈଦିକ ରୀତିନୀତିରେ ସଂପନ୍ନ ହୋଇଛି। ଉତ୍କର୍ଷ ଓ ଯାମିନୀଙ୍କ ବିବାହକୁ ଏକ ଆଦର୍ଶ ବିବାହ ଭାବେ ଗ୍ରହଣ କରାଯାଇଛିି । ବିନା ଭୋଜି ଏବଂ ବିନା ବ୍ୟାଣ୍ଡ୍‌ବାଜାରେ ଏହି ବିବାହ ଉତ୍ସବ…
ଅଧିକ ଖବର ଦେଖନ୍ତୁ...

ଭାରତ ବିରୋଧରେ ପୁଣି ବିଷ ଓଗାଳିଲା ହାଫିଜ୍‌

ନୂଆଦିଲ୍ଲୀ: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜମାତ ଉଦ୍‌୍‌ ଦାଓ୍ଵାର ମୁଖିଆ ହାଫିଜ୍‌ ସୟିଦ ଭାରତ ବିରୋଧରେ ପୁଣି ବିଷୋଦଗାର କରିଛି। କଶ୍ମୀରକୁ ଖୁବ୍‌ ଶୀଘ୍ର ଭାରତ ହାତରୁ ଛଡ଼ାଇ ନେବାକୁ ଜୋରଦାର ଆନ୍ଦୋଳନ ଏବଂ କଶ୍ମୀରୀ ଯୁବକ ନିର୍ଣ୍ଣାୟକ ଲଢ଼େଇରେ ସାମିଲ ହେବେ ବୋଲି ସେ କହିଛି।…
ଅଧିକ ଖବର ଦେଖନ୍ତୁ...

ଗଜପତି ଜିଲ୍ଲାରେ ୧,୧୦,୦୦୦ ଗଞ୍ଜେଇ ଗଛ ନଷ୍ଟ

ମୋହନା: ଅବକାରୀ ଇନ୍ସପେକ୍ଟର ପଦ୍ମ ଚରଣ ସାହୁ ଓ ଆର ଉଦୟଗିରି ଏସଡିପିଓ ଅନିଲ କୁମାର ପ୍ରଧାନଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ରବିବାର ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ୫୫ ଏକର ଜମିରେ ହୋଇଥିବା ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଅବକାରୀ ଓ ପୁଲିସ ବିଭାଗ…
ଅଧିକ ଖବର ଦେଖନ୍ତୁ...

ଅଭିଶପ୍ତ ଭୋପାଳ : ଗ୍ୟାସ୍‌ ଦୁର୍ଘଟଣାର ୩୩ ବର୍ଷ ପରେ ବି ପିଛା ଛାଡୁନି ଦୁର୍ଭାଗ୍ୟ

୧୯୮୪ ଡିସେମ୍ବର ୩ ତାରିଖର ଶୀତ ରାତି । ମାତ୍ର ୧୩ ବର୍ଷର ବାଳକ ରାମସ୍ୱରୂପ ଓ ତାଙ୍କ ମାତ୍ର ବର୍ଷକର ସାନ ଭାଇ ମୁକେଶ ଖାଇପିଇ ଶୋଇବାକୁ ଗଲେ । ରାତିରେ ହଠାତ୍‌ ଏକ ଅଜବ ଗନ୍ଧ ବାରିପାରିଲେ ଓ କିଛି ସମୟପରେ ତାଙ୍କ ପରିବାର ଓ ଆଖପାଖ ଲୋକଙ୍କ ଆକୁଳ ଚିତ୍କାର ଶୁଣାଗଲା । ଏବଂ ତା ପରେ ଆଉ କିଛି…
ଅଧିକ ଖବର ଦେଖନ୍ତୁ...

ଏଣିକି ଘରେ ବସି କରିପାରିବେ ଏଲ୍‌ଆଇସି ପଲିସିକୁ ଆଧାର ସହ ସଂଯୋଗ

ନୂଆଦିଲ୍ଲୀ: ଭାରତର ସର୍ବ ବୃହତ ଜୀବନ ବୀମାକୁ ଆଧାର ଏବଂ ପ୍ୟାନରେ ସଂଯୋଗ କରିବା ପାଇଁ ୱେବସାଇଟ ପ୍ରସ୍ତୁତ କରାଯାଇଛି ବୋଲି ଲାଇଫ ଇନସ୍ୟୁରାନ୍‌ସ ପକ୍ଷରୁ କୁହାଯାଇଛି । ଏଲଆଇସିଧାରକଙ୍କ ପାଇଁ ଆଧାରକୁ ଅନଲାଇନ ଜରିଆରେ ସଂଯୋଗ କରିବା ପାଇଁ ଏକ ନୂଆ ଯୋଜନା ପ୍ରସ୍ତୁତ କରିଯାଇଛି । ଯାହାକୁ…
ଅଧିକ ଖବର ଦେଖନ୍ତୁ...

ଆଜି ସମସ୍ତେ ଖାଲି ଆଖିରେ ଦେଖିପାରିବେ ‘ସୁପରମୁନ’

ଭୁବନେଶ୍ୱର: ଆଉ କିଛି ସମୟ ପରେ ଆପଣମାନେ ଦେଖିପାରିବେ ‘ସୁପରମୁନ’। ଏହାକୁ ସମସ୍ତେ ଖାଲି ଆଖିରେ ଦେଖନ୍ତୁ ବୋଲି ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକ ତଥା ବୁର୍ଲାସ୍ଥିତ ଡ. ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ଶୁଭେନ୍ଦୁ…
ଅଧିକ ଖବର ଦେଖନ୍ତୁ...