Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Daily Archives

December 4, 2017

ପୁଣି ୨ ଗିରଫ, ୮ ଜଣଙ୍କୁ ଜେଲ୍‌ ପଠାଗଲା

ପଦ୍ମପୁର : ବରଗଡ଼ ଜିଲ୍ଲା ପାଇକମାଲ ଥାନା ଖଇରା ଡ୍ୟାମ୍‌ ନିକଟରେ ଜଣେ ଛାତ୍ରୀ ଓ ଯୁବକଙ୍କୁ ଅସଦାଚରଣ ଘଟଣାରେ ପୁଲିସ୍‌ ସୋମବାର ପୁଣି ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ବୁକୁରାମୁଣ୍ଡା ଗାଁର ଜିତୁ ବେହେରା ଓ ମୁରଲୀ ବାରିକ। ସୂଚନାଥାଉ କି ଉକ୍ତ ଘଟଣାର ଭିଡିଓ ଭାଇରାଲ୍‌ ହେବା…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସର ନିର୍ବାଚନୀ ଇସ୍ତାହାର :ବେକାରୀ ଭତ୍ତା, ପଟିଦାରଙ୍କ ସଂରକ୍ଷଣ

ନୂଆଦିଲ୍ଲୀ: ଗୁଜରାଟରେ ଦୀର୍ଘ ୨୨ ବର୍ଷ ଧରି କ୍ଷମତାଠାରୁ ଦୂରରେ ଥିବା କଂଗ୍ରେସ ଏଥର ବିଧାନସଭା ନିର୍ବାଚନ ଜିତିବା ଲାଗି ସବୁ ଉଦ୍ୟମ ଲଗାଇ ଦେଇଛି। ରାଜ୍ୟ ପିସିସି ମୁଖ୍ୟ ଭରତସିଂହ ସୋଲାଙ୍କି ଆଜି ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି। ଏଥିରେ ମୁଖ୍ୟତଃ ପଟିଦାର ସମ୍ପ୍ରଦାୟକୁ…
ଅଧିକ ଖବର ଦେଖନ୍ତୁ...

ପୁଣି ଶିମିଳିପାଳରୁ କ୍ୟାମେରା ଚୋରି

ଖୁଣ୍ଟା : ଜାତୀୟ ଅଭୟାରଣ୍ୟ ‘ଶିମିଳିପାଳ’ରେ ଶିକାରୀ ସକ୍ରିୟ। ବନ ବିଭାଗର କ୍ୟାମେରା ଟ୍ରାପ୍‌ ଅଭିଯାନକୁ ଚାଲେଞ୍ଜ୍‌ କରି ଦିନରାତି ଚାଲିଛି ଶିକାର। ଏଣୁ ସେମାନଙ୍କ ଉପରେ ଆଖି ରଖୁଥିବା କ୍ୟାମେରାକୁ ପ୍ରଥମେ ଟାର୍ଗେଟ କରୁଛନ୍ତି। ମାତ୍ର ୧୩ ଦିନ ଭିତରେ ପୁଣି କ୍ୟାମେରା ଚୋରି ହୋଇଛି।…
ଅଧିକ ଖବର ଦେଖନ୍ତୁ...

ହାଦିୟାଙ୍କ ସ୍ୱାମୀ ସାଫିନ୍‌ ଆଇଏସ୍‌ ସହ ଜଡ଼ିତ:ଏନ୍‌ଆଇଏ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ କେରଳ ଲଭ୍‌ ଜିହାଦ ମାମଲାର ଶିକାର ହୋଇଥିବା ଅଖିଳା ଅଶୋକାନ୍‌ ଓରଫ ହାଦିୟାଙ୍କ ସ୍ୱାମୀ ସାଫିନ ଜାହାନଙ୍କର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ ସହ ସଂପୃକ୍ତି ରହିଛି। ଏହି ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ଆଜି ଏଭଳି ଆଶଙ୍କା ପ୍ରକଟ…
ଅଧିକ ଖବର ଦେଖନ୍ତୁ...

ପ୍ରଦୂଷଣ ପାଇଁ ଦିଲ୍ଲୀ ସରକାରଙ୍କୁ ବର୍ଷିଲେ ଏନ୍‌ଜିଟି :କ’ଣ ପଦକ୍ଷେପ ନେଇଛ ତୁରନ୍ତ ଜଣାଅ

ନୂଆଦିଲ୍ଲୀ: ପ୍ରଦୂଷଣ ସ୍ତର ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି) ଦିଲ୍ଲୀ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଦୂଷଣ ହେତୁ ଦିଲ୍ଲୀରେ ଗତକାଲି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହୋଇଥିବା କ୍ରିକେଟ୍‌ ମ୍ୟାଚ୍‌ ବାରମ୍ବାର…
ଅଧିକ ଖବର ଦେଖନ୍ତୁ...

ହାଫିଜ ସହ ମେଣ୍ଟ କରିବେ ମୁସାରଫ

ନୂଆଦିଲ୍ଲୀ: ଏଲଇଟି ଏବଂ ଜମାତ ଉଦ୍‌ ଦାଓ୍ଵା ସପକ୍ଷରେ ପ୍ରାରମ୍ଭରେ ବିବୃତି ବାଢ଼ିଥିବା ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରବେଜ ମୁସାରଫ ଆଜି ଏଲଇଟି ମୁଖ୍ୟ ତଥା ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସହ ମେଣ୍ଟ କରିବେ ବୋଲି କହିଛନ୍ତି। ୨୦୧୮ ନିର୍ବାଚନ ଲାଗି ୨୩ ଦଳଙ୍କୁ ନେଇ…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କିରାଣି ଭିଜିଲାନ୍ସ ଦ୍ୱାରା ଗିରଫ

ଠାକୁରମୁଣ୍ଡା : ଲାଞ୍ଚନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବରିଷ୍ଠ କିରାଣି ବିଭୀଷଣ ବେହେରା। ସ୍ୱାସ୍ଥ୍ୟକେନ୍ଦ୍ରର ଏଏନ୍‌ଏମ ଅନିତା ସାହୁଙ୍କ ଠାରୁ ସେ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ପ୍ରକାଶ ଯେ, ଅନିତା ଅଗଷ୍ଟ…
ଅଧିକ ଖବର ଦେଖନ୍ତୁ...

ଆମେରିକା-ଦକ୍ଷିଣ କୋରିଆ ବାୟୁସେନା ସମରାଭ୍ୟାସ

ସିଓଲ(ଦକ୍ଷି କୋରିଆ): ସୋମବାରଠାରୁ ଦକ୍ଷିଣକୋରିଆ ଓ ଆମେରିକା ବାୟୁସେନା ପକ୍ଷରୁ ପାଞ୍ଚଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ଏଥିରେ ଏଫ୍‌-୨୨ ରାଫ୍ଟର ଷ୍ଟିଲ୍ଥ ଲଢ଼ୁଆ ବିମାନ ସମେତ ଉଭୟ ଦେଶର ପ୍ରାୟ ୨୩୦ଟି ବିମାନ ଭାଗ ନେଇଛନ୍ତି। ଏଥି ସହିତ ୧୨ ହଜାର ସୈନିକ ମଧ୍ୟ ଏହି ସମରାଭ୍ୟାସରେ…
ଅଧିକ ଖବର ଦେଖନ୍ତୁ...

ମନମୋହନ-ମୋଦି ଲୋକପାଳ ଆଇନକୁ ଦୁର୍ବଳ କରିଦେଇଛନ୍ତି: ଆନ୍ନା ହଜାରେ

ନୂଆଦିଲ୍ଲୀ: କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଲୋକପାଳ ଆଇନକୁ ଦୁର୍ବଳ କରିଦେଇଛନ୍ତି ବୋଲି ବିଶିଷ୍ଟ ସମାଜସେବୀ ତଥା ଦୁର୍ନୀତି ବିରୋଧୀ ଆନ୍ଦୋଳନ ନେତା ଆନ୍ନା ହଜାରେ କହିଛନ୍ତି। ସେହିପରି ଏହି ଆଇନର ରୂପରେଖ ପ୍ରସ୍ତୁତି ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡ. ମନମୋହନ…
ଅଧିକ ଖବର ଦେଖନ୍ତୁ...

ମାତ୍ର ୧ ଟଙ୍କା ଦେଇ ସାଇକେଲ ଚଢନ୍ତୁ

ସାଇକେଲ ରାଇଡିଂ ଆପ୍‌ ଉପରେ ବିଭିନ୍ନ କମ୍ପାନି କାମ କରିବା ଆରମ୍ଭ କରିଦେଇଛନ୍ତି । ପୂର୍ବରୁ ଓଲା ପକ୍ଷରୁ ପେଡାଲ ନାମକ ସାଇକେଲ ସେବା ଆରମ୍ଭ କରାଯିବା ସଂପର୍କରେ ଘୋଷଣା କରାଯାଇଥିବାବେଳେ ଏବେ ମୋବିକ୍ୱିକ୍‌ର ପୂର୍ବତନ ମାର୍କେଟିଂ ମୁଖ୍ୟ ଆକାଶ ଗୁପ୍ତା ମଧ୍ୟ ମୋବିସାଇ ନାମକ ସାଇକ୍ଲିଂ ଆପ୍‌…
ଅଧିକ ଖବର ଦେଖନ୍ତୁ...