Daily Archives

December 5, 2017

ଜେଇଇ ମେନ୍‌ ଲାଗି ଆଧାର ବାଧ୍ୟତାମୂଳକ

ଭୁବନେଶ୍ୱର: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ୨୦୧୮ ଏପ୍ରିଲରେ ହେବାକୁ ଥିବା ଜେଇଇ ମେନ୍‌ ଲାଗି ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଛି। ଅନ୍‌ଲାଇନ୍‌ରେ ଆବେଦନ କରିବା ସମୟରେ ଛାତ୍ରଛାତ୍ରୀ ନିଜର ଆଧାର ନମ୍ବର, ନାମ, ଜନ୍ମ ତାରିଖ ଏବଂ ଲିଙ୍ଗ ଲେଖିବାକୁ ପଡ଼ିବ। ଫଳରେ ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

କାର୍ଯ୍ୟକ୍ଷମ ହେଲା ନୂତନ ଟର୍ମିନାଲ

ପାରାଦୀପ: ପାରାଦୀପ ବନ୍ଦରକୁ ଆଉ ଏକ ସଫଳତା ମିଳିଛି। ନିର୍ମିତ ହୋଇଥିବା ଏକ ନୂଆ ଟର୍ମିନାଲ ଆଜି କାର୍ଯ୍ୟକ୍ଷମ ହୋଇଛି। ସୂଚନା ଅନୁସାରେ, ଏହି ଟର୍ମିନାଲ ନିର୍ମାଣ ପାଇଁ ୧୨୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିରେ ପଣ୍ୟଦ୍ରବ୍ୟର କାରବାର ହେବ। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଏହି…
ଅଧିକ ଖବର ଦେଖନ୍ତୁ...

ଆମେରିକା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଲାଗୁହେବ ଟ୍ରମ୍ପଙ୍କ ଭିସା କଟକଣା

ଓ୍ଵାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନଲ୍‌୍‌ଡ ଟ୍ରମ୍ପ୍‌ଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ଆଜି ସୁପ୍ରିମ୍‌ କୋର୍ଟ ମଂଜୁର କରିଛନ୍ତି। ୬ଟି ମୁସ୍‌ଲିମବହୁଳ ରାଷ୍ଟ୍ରର ନାଗରିକଙ୍କ ସମେତ ଉତ୍ତରକୋରିଆ ଏବଂ ଭେନେଜୁଏଲାର କିଛି ନିର୍ଦ୍ଧିଷ୍ଟ ଲୋକଙ୍କ ପାଇଁ ଆମେରକା ଭିସା ଆଉ ମିଳିପାରିବ ନାହିଁ ।…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କୁ ପ୍ରଶ୍ନରେ ରାହୁଲଙ୍କ ଭୁଲ୍‌ ଗଣିତ

ଅହମଦାବାଦ୍‌: ଗୁଜରାଟ ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ପ୍ରଶ୍ନ କରୁଛନ୍ତି। ଆଜିର ସପ୍ତମ ପ୍ରଶ୍ନରେ ରାହୁଲ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି ଯେ ବିଜେପି କ’ଣ କେବଳ ଧନୀଙ୍କ ଲାଗି…
ଅଧିକ ଖବର ଦେଖନ୍ତୁ...

ମୁସ୍‌ଲିମ୍‌ ଯୁବକଙ୍କ ହେପାଜତରେ ରାମଲାଲା:ସେବାରେ ଆନନ୍ଦ, ଈଶ୍ୱର ସମସ୍ତଙ୍କର

ଅଯୋଧ୍ୟା: ସାମ୍ପ୍ରଦାୟିକ ସଦ୍ଭାବର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଅଯୋଧ୍ୟାର ତିନି ମୁସ୍‌ଲିମ୍‌ ଯୁବକ। ବିବାଦୀୟ ବାବ୍ରି ମସ୍‌ଜିଦ୍‌ ସ୍ଥଳରେ ନିର୍ମିତ ଅସ୍ଥାୟୀ ମନ୍ଦିରରେ ପୂଜା ପାଉଥିବା ଭଗବାନ ଶ୍ରୀରାମଙ୍କ ସେବାରେ ଅପାର ଆନନ୍ଦ ଲାଭ କରୁଥିବା ଏହି ଯୁବକମାନେ ଈଶ୍ୱର ସମସ୍ତଙ୍କର ବୋଲି…
ଅଧିକ ଖବର ଦେଖନ୍ତୁ...

ଘରେ ପଶି ଡକାୟତି: ପରିବାର ଲୋକଙ୍କୁ ବାନ୍ଧି ବନ୍ଧୁକ ଦେଖାଇ ଲୁଟ୍‌

ନିଶ୍ଚିନ୍ତକୋଇଲି/ନେମାଳ: କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ନାହାଳପୁର ଗ୍ରାମରେ ସୋମବାର ରାତି ପ୍ରାୟ ୨ଟାରେ ବଡ଼ ଧରଣର ଡକାୟତି ଘଟିଛି। ପରିବାର ଲୋକଙ୍କୁ ବନ୍ଧୁକ, ଭୁଜାଲି ଦେଖାଇ ଭୟଭୀତ କରାଇ ଗୋଟିଏ କୋଠରୀରେ ଅଟକ ରଖି ମୁହଁରେ କଳାପଟି ବାନ୍ଧିଥିବା ୭/୮ ଜଣ ଡକାୟତ ଲକ୍ଷାଧିକ ଟଙ୍କାର…
ଅଧିକ ଖବର ଦେଖନ୍ତୁ...

ତାମିଲନାଡ଼ୁ ଓ କେରଳରେ ୩୯ ମୃତ, ଏବେବି ୧୬୭ ମତ୍ସ୍ୟଜୀବୀ ନିଖୋଜ

ନୂଆଦିଲ୍ଲୀ: କେରଳ ଏବଂ ତାମିଲନାଡ଼ୁରେ ଆତଙ୍କ ଖେଳାଇ ଦେଇଥିବା ସାମୁଦ୍ରିକ ଝଡ଼ ଓଖି ହେତୁ ଉଭୟ ରାଜ୍ୟରେ ୩୯ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ତାମିଲନାଡ଼ୁରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କେରଳରେ ୨୯ ଜଣଙ୍କର ମୃତ୍ୟୁ ଘଟିଛି। ୧୬୯ ଜଣ ମତ୍ସ୍ୟଜୀବୀ…
ଅଧିକ ଖବର ଦେଖନ୍ତୁ...

ନେତାଙ୍କ ପରେ ଏବେ ସରକାରୀ କର୍ମଚାରୀଙ୍କୁ ଅଣ୍ଡାମାଡ଼

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ନେତାଙ୍କୁ ଅଣ୍ଡାମାଡ ଥମି ନଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ବିଦାୟୀ କର୍ଲାପାଟ ରେଞ୍ଜରଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିବା ଘଟଣା ଏଠାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ଦକ୍ଷିଣାଞ୍ଚଳ ବନ ବିଭାଗର କର୍ଲାପାଟ ବନ ବିଭାଗ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନକୁ ଝଟ୍‌କା: ୩ଟି ସିପିଇସି ପ୍ରକଳ୍ପକୁ ଚୀନ୍‌ ଅନୁଦାନ ବନ୍ଦ

ନୂଆଦିଲ୍ଲୀ: ଚୀନ୍‌ ପାକିସ୍ତାନ ଅର୍ଥନୈତିକ କରିଡର(ସିପିଇସି) ଅନ୍ତର୍ଗତ ପାକିସ୍ତାନରେ ହେବାକୁ ଥିବା ୩ଟି ରାସ୍ତା ପ୍ରକଳ୍ପର ଅନୁଦାନ ବନ୍ଦ କରିବାକୁ ଚୀନ ଘୋଷଣା କରିବା ଖବର ପାକିସ୍ତାନକୁ ଆଶ୍ଚର୍ଯ୍ୟ ଚକିତ କରିିଛି। ଏଥି ସହିତ ଚୀନ୍‌ ପ୍ରାୟୋଜିତ ଛଅ ହଜାର କୋଟି ଡଲାରର ସିପିଇସିରୁ ଭରପୂର…
ଅଧିକ ଖବର ଦେଖନ୍ତୁ...

ଗାଇସିଲାଟରେ ଚାଷୀ ଆତ୍ମହତ୍ୟା ମାମଲା

ଗାଇସିଲାଟ: ସୋମବାର ରାତିରେ ଲୋଇସିଂହା ଡାକ୍ତରଖାନାରେ ବିଷ ପିଇ ଦେଇଥିବା ଗାଇସିଲାଟ ବ୍ଲକ ଅନ୍ତର୍ଗତ ରାଇସଲପଦର ଗ୍ରାମର ଯୁବ ଚାଷୀ ଉମାକାନ୍ତ ସାହୁ (୩୫)ଙ୍କ ମୃତ୍ୟୁ ଘଟିଥିଲା। ମରୁଡ଼ି ଓ ଚକଡ଼ା ପୋକ ଯୋଗୁଁ ଫସଳ ନଷ୍ଟ ହେବା ପରେ ଋଣବୋଝ ସହ୍ୟ କରି ନପାରି ସେ ବିଷପାନ କରିଛନ୍ତି ବୋଲି…
ଅଧିକ ଖବର ଦେଖନ୍ତୁ...