Daily Archives

December 5, 2017

ତାଇଓ୍ଵାନ୍‌ରେ ରେକର୍ଡ :୯ଘଣ୍ଟାର ଇନ୍ଦ୍ରଧନୁ

ଇପେଇ: ମଙ୍ଗଳବାର ତାଇଓ୍ଵାନ ରାଜଧାନୀ ତାଇପେଇରେ ରେକର୍ଡ ୯ଘଣ୍ଟାର ଇନ୍ଦ୍ରଧନୁ ଦେଖିବାକୁ ମିଳିଛି । ପରିବେଶ ବିଭାଗର ସୂଚନା ମୁତାବକ ଏହି ବିରଳ ଇନ୍ଦ୍ରଧନୁ ସକାଳ ୬ ଟା ୫୭ ମିନିଟରୁ ଆରମ୍ଭ କରି ଅପରାହ୍ନ ୩ ଟା ୫୫ ମିନିଟ ଯାଏଁ ଦୃଶ୍ୟମାନ ହୋଇଥିଲା । ୨୩ ବର୍ଷ ପୂର୍ବେ ୧୯୯୪ ମସିହା ମାର୍ଚ୍ଚ…
ଅଧିକ ଖବର ଦେଖନ୍ତୁ...

ଆଶଙ୍କାରେ ଭାରତ-ଶ୍ରୀଲଙ୍କା ଦିନିକିଆ, ବିମାନ ବନ୍ଦରରୁ ଫେରିଲେ ଶ୍ରୀଲଙ୍କା ଖେଳାଳି

ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ୩ଟି ଦିନିକିଆ ମ୍ୟାଚ ଶୃଙ୍ଖଳାରେ ଆଶଙ୍କା ଦେଖାଯାଇଛି। ଆଗାମୀ ଡିସେମ୍ବର ୧୦ରୁ ଆରମ୍ଭ ହେବାକୁ ଥିବା ଶୃଙ୍ଖଳାର ପ୍ରଥମ ଦିନିକିଆ ହିମାଚଳ ପ୍ରଦେଶର ଧର୍ମଶାଳା ଠାରେ ଖେଳାଯିବାକୁ ଥିବା ବେଳେ ମଙ୍ଗଳବାର ଶ୍ରୀଲଙ୍କାର ଖେଳାଳିମାନେ ଭାରତ…
ଅଧିକ ଖବର ଦେଖନ୍ତୁ...

୭ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଯିବ ପ୍ରବଳ ବର୍ଷା

ଭୁବନେଶ୍ୱର: ଦକ୍ଷିଣ- ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅପରାହ୍ଣରେ ଅଧିକ ଘନୀଭୂତ ହୋଇଛି। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଅବପାତର ରୂପ ନେଇ ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୭ ତାରିଖରୁ ସମଗ୍ର ଦକ୍ଷିଣ…
ଅଧିକ ଖବର ଦେଖନ୍ତୁ...

ଚୀନରେ ଅଜବ ନାଁରେ ରିଲିଜ ହେଉଛି ବଜରଙ୍ଗୀ ଭାଇଜାନ୍‌

ଚୀନରେ ଖୁବଶୀଘ୍ର ରିଲିଜ୍‌ ହେବାକୁ ଯାଉଛି ସଲମାନ ଖାଁ ଙ୍କ ସୁପରହିଟ୍‌ ଫିଲ୍ମ ବଜରଙ୍ଗୀ ଭାଇଜାନ। ସ୍ୱାଭାବିକ ଭାବେ ଏହି ଫିଲ୍ମଟି ଚୀନା ଭାଷା ବା ମାଣ୍ଡାରିନରେ ରିଲିଜ୍‌ ହୋଇଛି । ତେବେ ଏହାର ଅଜବ ନାଁ କୁ ନେଇ ସବୁଆଡେ ଚର୍ଚ୍ଚା । ଏହାର ନାଁ ରହିଛି “ଲିଟିଲ୍‌ ଲୋଲିତା, ମଙ୍କିଗଡ୍‌…
ଅଧିକ ଖବର ଦେଖନ୍ତୁ...

‘ଶ୍ରୋତାଙ୍କ ମନରେ ଘର କରିବା ଭଳି ଗୀତ ଲେଖିବା ମୋର ଲକ୍ଷ୍ୟ’

ଭୁବନେଶ୍ୱର: ଚଳିତ ବର୍ଷ ଶ୍ରେଷ୍ଠ ଗୀତିକାର ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି ସୁବ୍ରତ ସ୍ୱାଇଁ । ୨୦୧୬ରେ ମୁକ୍ତିଲାଭ କରିଥିବା ‘ଅଗସ୍ତ୍ୟ’ ଛବିରେ ସ୍ଥାନିତ ‘ ଧୀରେ ଧୀରେ...’ ଗୀତ ଲାଗି ସୁବ୍ରତଙ୍କୁ ଏହି ପୁରସ୍କାର ଦିଆଯାଇଛି । ଏବର ଓଡ଼ିଆ ଛବିରେ ଜଣେ ଆଗଧାଡ଼ିର ଗୀତିକାର…
ଅଧିକ ଖବର ଦେଖନ୍ତୁ...

ଫସଲ ନଷ୍ଟ ଯୋଗୁଁ ଗଞ୍ଜାମରେ ଜୀବନ ହାରିଲେ ମହିଳା ଚାଷୀ

ବ୍ରହ୍ମପୁର: ଫସଲ ନଷ୍ଟ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ମଙ୍ଗଳବାର ଜଣେ ମହିଳା ଚାଷୀ ଆତ୍ମହତ୍ୟା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ପୁରୁଷୋତ୍ତମପୁର ବ୍ଲକ କୋଠିଆଳ ଗ୍ରାମର ବୁଲୁମା ଦୋରା ଆତ୍ୱହତ୍ୟା କରିଛନ୍ତି।
ଅଧିକ ଖବର ଦେଖନ୍ତୁ...