Daily Archives

December 6, 2017

ତାଜମହଲ ବିଶ୍ୱର ଦ୍ୱିତୀୟ ସର୍ବଶ୍ରେଷ୍ଠ ଐତିହ୍ୟ ସ୍ଥଳ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଗ୍ରାରେ ଥିବା ଧଳା ମୁଗୁନିପଥର ନିର୍ମିତ ସମାଧିସୌଧ ତାଜମହଲ ବିଶ୍ୱର ଦ୍ୱିତୀୟ ସର୍ବଶ୍ରେଷ୍ଠ ଐତିହ୍ୟସ୍ଥଳ ଭାବେ ମାନ୍ୟତା ଲାଭ କରିଛି । ସମଗ୍ର ବିଶ୍ୱରେ ଅନ୍‌ଲାଇନ୍‌ ଭୋଟିଂ ମାଧ୍ୟମରେ ୟୁନେସ୍କୋ ପକ୍ଷରୁ ଏହି ସର୍ଭେ କରାଯାଇଥିଲା । ପୂର୍ବରୁ ତାଜମହଲ ବିଶ୍ୱର…
ଅଧିକ ଖବର ଦେଖନ୍ତୁ...

ସିନେମାହଲରେ ନାବାଳିକାଙ୍କୁ ଗଣଦୁଷ୍କର୍ମ: ୟୁପିରେ ଆଲୋଡ଼ନ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମଓ୍ଵାନାରେ ଏକ ସିନେମା ହଲ୍‌ ଭିତରେ ଜଣେ ନାବାଳିକା(୧୬)ଙ୍କୁ ଗଣଦୁଷ୍କର୍ମ ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ଘଟଣାରେ ସଂପୃକ୍ତ ଦୁଇ ଜଣଙ୍କୁ ପୋଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି । ମିଳିଥିବା ଖବର ମୁତାବକ ମିରଟ ଜିଲ୍ଲାର ଜଣେ ନାବାଳିକାଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ବଳିଆରଗଡ଼ି ଗାଁରେ ୨୦ ବଖରା ପୋଡି ପାଉଁଶ

ପଣ୍ଡୁଆ/କାମାକ୍ଷାନଗର : କାମାକ୍ଷାନଗର ବ୍ଲକ୍‌ ବୁଢ଼ିବିଲି ପଞ୍ଚାୟତ ବଳିଆରଗଡ଼ି ଗାଁରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟି ୨୦ ବଖରା ଚାଳ ଘର ପୋଡି ପାଉଁଶ ହୋଇଯାଇଛି। ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ଏହି ବିପଦ ଗାଁର ୬ଟି ପରିବାରକୁ ସର୍ବସ୍ୱାନ୍ତ କରିଦେଇଛି। ମିଳିଥିବା ସୂଚନା ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ନୀତିଶଙ୍କ କାର୍ଯ୍ୟାନୁଷ୍ଠାନ: ବିଦା ହେବେ ୮୦ ହଜାର ସ୍ୱାସ୍ଥ୍ୟ କର୍ମଚାରୀ, ନିର୍ଦ୍ଦେଶ ଜାରି

ପାଟନା: ଠିକା ମାଧ୍ୟମରେ ନିଯୁକ୍ତ ପାଇଥିବା ୮୦,୦୦୦ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଚାକରିରୁ ବାହାର କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବୁଧବାର ବଡ଼ ପଦକ୍ଷେପ ନେଇଛନ୍ତି। ବିଗତ ୩ ଦିନ ହେବ ସ୍ୱାସ୍ଥ୍ୟ ସେବା ଛାଡ଼ି ଆନ୍ଦୋଳନରେ ବସିଥିବା କର୍ମଚାରୀଙ୍କୁ ଯଥା ଶୀଘ୍ର ବାହାର କରିବା…
ଅଧିକ ଖବର ଦେଖନ୍ତୁ...

ହକି ବିଶ୍ୱ ଲିଗ: ବେଲଜିୟମକୁ ହରାଇ ସେମିରେ ଭାରତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ବୁଧବାର ବେଜଲିୟମକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ସଡ଼ନ ଡେଥରେ ବେଲଜିୟମକୁ ଭାରତ ପରାସ୍ତ କରିଛି।
ଅଧିକ ଖବର ଦେଖନ୍ତୁ...

ଉତ୍ତର ଭାରତରେ ଭୂମିକମ୍ପ ଝଟକା

ନୂଆଦିଲ୍ଳୀ: ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ବୁଧବାର ସନ୍ଧ୍ୟାରେ ଭୂମିକମ୍ପ ଅନୁଭୂତ ହୋଇଛି। ସୂଚନା ଅନୁସାରେ ଏନ୍‌ସିଆର ଓ ଉତ୍ତର ଭାରତରେ ଭୂମିକମ୍ପ ଅନୁଭୂତ ହୋଇଛି। ଉତ୍ତରାଖଣ୍ଡର ଅନେକ ଜିଲ୍ଲାରେ ଭୂକମ୍ପ ଝଟକା ଦେଇଥିବାରୁ ଲୋକ ଭୟଭୀତ ହୋଇ ବାହାରକୁ ଦୌଡ଼ି ପଳାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମୋକଦ୍ଦମା ଲଢ଼ୁଥିବା ଓକିଲଙ୍କୁ ପାରିଶ୍ରମିକ ଦେବା ପାଇଁ ମୋ ପାଖରେ ଟଙ୍କା ନାହିଁ : ହନିପ୍ରୀତ

ସିରସା: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମରହିମଙ୍କ ପୋଷ୍ୟକନ୍ୟା ହନିପ୍ରୀତ ଇନ୍‌ସାଙ୍କୁ ଏକଦା ଶକ୍ତିଶାଳୀ ମହିଳା କୁହାଯାଉଥିଲା। ଏବେ ତାଙ୍କୁ ଆର୍ଥିକ ସଙ୍କଟର ଚିନ୍ତାଗ୍ରାସ କରିଛି। ଆର୍ଥାତ୍‌ ମୋକଦ୍ଦମା ଲଢ଼ୁଥିବା ଓକିଲଙ୍କୁ  ପାରିଶ୍ରମିକ ଦେବା ପାଇଁ ବି ହନିପ୍ରୀତଙ୍କ ପାଖରେ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଇଲେକଟ୍ରିକ୍‌ କାର କ୍ଷେତ୍ରରେ ଟାଟା ମୋଟର୍ସର ପ୍ରବେଶ

ସାନନ୍ଦ-ଟାଟା ମୋଟର୍ସ ଏବେ ପରିବେଶ ଅନୁକୂଳ ଇଲେକ୍ଟ୍ରିକ୍‌ କାର୍‌ ନିର୍ମାଣ କ୍ଷେତ୍ରରେ ପ୍ରବେଶ କରିଛି । କେବଳ ଟାଟା ମୋଟର୍ସ ନୁହେଁ, ଅନ୍ୟ ପ୍ରମୁଖ କମ୍ପାନି ମହିନ୍ଦ୍ରା ମଧ୍ୟ ଏ କ୍ଷେତ୍ରରେ ପ୍ରବେଶ କରିସାରିଛି । ବୁଧବାରଦିନ ଟାଟା ମୋଟର୍ସ ପକ୍ଷରୁ ଇ-ଟିଗର୍‌ ଇଲେକଟ୍ରିକ୍‌ କାରର ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ବିଦିତାଙ୍କ ପାଇଁ ଭଲ ବର୍ଷ : ଦ୍ୱିତୀୟ ଛବିରେ ମିଳିଲା ପୁରସ୍କାର

ଉଭୟ ବଲିଉଡ୍‌ ଓ ଓଲିଉଡରେ ଜଣେ ଦକ୍ଷ ଅଭିନେତ୍ରୀ ଭାବେ ବେଶ୍‌ ସୁନାମ ଅର୍ଜନ କରିଛନ୍ତି ବିଦିତା ବାଗ୍‌ । ସେ ଏଯାବତ୍‌ ମାତ୍ର ଦୁଇଟି ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି । କିନ୍ତୁ ଉଭୟ ଫିଲ୍ମ ପାଇଁ ଖୁବ୍‌ ଚର୍ଚ୍ଚିତା ହୋଇଛନ୍ତି । ବିଦିତା ଓଲିଉଡରେ ନେଇଥିଲେ ୨୦୧୪ରେ । ସେହି ବର୍ଷ…
ଅଧିକ ଖବର ଦେଖନ୍ତୁ...

ଗୁଜରାଟ ନିର୍ବାଚନ: ବିଜେପି-କଂଗ୍ରେସର ଫୋକସ୍‌ରେ ଗାଁ

ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମତଗ୍ରହଣ ଆଉ ୨ ଦିନ ପରେ ହେବ। ଏଥି ପାଇଁ ବିଜେପି ଓ କଂଗ୍ରେସ ପକ୍ଷରୁ ମାରାଥନ ନିର୍ବାଚନ ପ୍ରଚାର ଚାଲିଛି। ଉଭୟ ଦଳର ପ୍ରମୁଖ ନେତାମାନେ ଜାତୀୟ ପ୍ରସଙ୍ଗକୁ ଉଠାଇ ଲୋକଙ୍କର ନିକଟତର ହେବାକୁ ଉଦ୍ୟମ କରିଛନ୍ତି। ଗୁଜରାଟ…
ଅଧିକ ଖବର ଦେଖନ୍ତୁ...