Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Daily Archives

December 7, 2017

ଏନ୍‌ଆଇଏ ଜେରାରୁ ଛାଡ଼ ପାଇଲେ ଅଖ୍‌ତାର

କଟକ/କିଶନନଗର : ନ୍ୟାସନାଲ୍‌ ଇନଭେଷ୍ଟିଗେସନ୍‌ ଏଜେନ୍ସି (ଏନ୍‌ଆଇଏ) କବଳରୁ ମୁକ୍ତି ପାଇଛନ୍ତି ସାମନ୍ତରାପୁରର ଅଖତର୍‌ ହୁସେନ୍‌ ଖାଁ। ଡିସେମ୍ବର ୨୯ ତାରିଖରେ କିଶନନଗର ଥାନା ଅନ୍ତର୍ଗତ ସାମନ୍ତରାପୁରସ୍ଥିତ ଘର ଓ ଏସ୍‌ପିଙ୍କ କାର୍ଯ୍ୟାଳୟରେ ୧୨ଘଣ୍ଟାର ମାରାଥନ୍‌ ଜେରା ପରେ ଅଖ୍‌ତରଙ୍କୁ…
ଅଧିକ ଖବର ଦେଖନ୍ତୁ...

୨ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଲମ୍ବିତ

ଯାଜପୁରଟାଉନ : କାର୍ଯ୍ୟରେ ଅବହେଳା ପାଇଁ ଯାଜପୁର ଜିଲ୍ଲାର ୨ ପଞ୍ଚାୟତ ନିର୍ବାହୀ ଅଧିକାରୀ (ଭିଏଲ୍‌ଡବ୍ଲୁ)ଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ଦୁଇ ଅଧିକାରୀ ହେଲେ ରସାନନ୍ଦ ଜେନା ଓ ରାମଚନ୍ଦ୍ର ପାଲ। ଅଭିଯୋଗ ଅନୁଯାୟୀ ୨୦୧୭-୧୮ ଆର୍ଥିିକ ବର୍ଷରେ ବ୍ଲକ୍‌ର ୨୬ଟି ପଞ୍ଚାୟତରେ…
ଅଧିକ ଖବର ଦେଖନ୍ତୁ...

ଦୂରତମ କୃଷ୍ଣଗର୍ତ୍ତ ଠାବ

ନୂଆଦିଲ୍ଳୀ: ଅନ୍ତରୀକ୍ଷର ଅନ୍ୟତମ ମହାଜାଗତିକ ବସ୍ତୁ କୃଷ୍ଣଗର୍ତ୍ତର ଅବସ୍ଥିତି ଏବଂ ତାହାର ଆଚରଣରେ ରହିଥିବା ଚମତ୍କାରିତା ବର୍ଷ ବର୍ଷ ଧରି ମହାକାଶ ବିଜ୍ଞାନୀମାନଙ୍କୁ ଆଲୋଡ଼ିତ କରି ରଖି ଆସିଛି। କୋଟି କୋଟି ଆଲୋକବର୍ଷ ଦୂରରେ ବିଭିନ୍ନ ଛାୟାପଥରେ ରହିଥିବା ଏହି ମହାକର୍ଷଣ ଆକର୍ଷକ…
ଅଧିକ ଖବର ଦେଖନ୍ତୁ...

ବୁର୍ଲା ଡାକ୍ତରଙ୍କ ଆତ୍ମହତ୍ୟା ଅଭିଯୋଗ

ସମ୍ବଲପୁର/କଟକ: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ଓ ହସ୍ପିଟାଲର ଜଣେ ଡାକ୍ତର ଗୁରୁବାର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ମେଡିକାଲ କଲେଜର ଆସୋସିଏଟ ପ୍ରଫେସର ସସ୍ମିତା ବିଶ୍ୱାଳ ଆତ୍ମହତ୍ୟା କରିଛନ୍ତି । ର୍ଫାମା କଲେଜ ବିଭାଗରେ ଆସୋସିଏଟ ଡାକ୍ତର…
ଅଧିକ ଖବର ଦେଖନ୍ତୁ...

ହଜାରରୁ ଊର୍ଦ୍ଧ୍ୱ ଶାଳ ଗଛ କାଟିନେଲେ, ଟେର୍‌ ପାଉନି ବନବିଭାଗ

କରଂଜିଆଗୋଲେଇ : ଗ୍ରାମ ଜଙ୍ଗଲରୁ ହଜାରରୁ ଊର୍ଦ୍ଧ୍ୱ ଶାଳ ଗଛ କଟା ହୋଇ ଲୁଟ୍‌ ହୋଇଗଲା। ୬ ଦିନ ଯାଏ ଏହି ଗଛ କଟା ପ୍ରକିୟା ଚାଲିଲା। ମୟୂରଭଞ୍ଜ କରଂଜିଆ ବନଖଣ୍ଡ ଅଧିନ ବଡ଼ଦେଉଳି ପଞ୍ଚାୟତର ଭଉଁରା ଗ୍ରାମ ହୁଡିସାହି ଗ୍ରାମ୍ୟ ଜଙ୍ଗଲରୁ ଏହି ଅବାଧ ଗଛ କଟା ହୋଇଛି। କିନ୍ତୁ ବନ ବିଭାଗ କୌଣସି…
ଅଧିକ ଖବର ଦେଖନ୍ତୁ...

୧୧ ପୂର୍ବତନ ସାଂସଦଙ୍କ ବିରୋଧରେ ଚାର୍ଜ ଫ୍ରେମ୍‌ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ସଂସଦରେ ଲାଞ୍ଚ ବିନିମୟରେ ପ୍ରଶ୍ନ ମାମଲାରେ ଆଜି ଦିଲ୍ଲୀ ହାଇକୋର୍ଟ ୧୧ ପୂର୍ବତନ ସାଂସଦଙ୍କ ବିରୋଧରେ ଦୁର୍ନୀତି ଏବଂ ଅପରାଧିକ ଷଡ଼ଯନ୍ତ୍ର ନେଇ ଚାର୍ଜ ଫ୍ରେମ୍‌ କରିଛନ୍ତି। ସ୍ୱତନ୍ତ୍ର ବିଚାରପତି କିରନ ବନସାଲ ୧୧ ପୂର୍ବତନ ସାଂସଦଙ୍କ ବିରୋଧରେ ରହିଥିବା ମାମଲାର ବିଚାର ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଶ୍ରମିକଙ୍କୁ ଜିଅନ୍ତା ଜାଳିଦେଲେ, ଅଭିଯୁକ୍ତ ଗିରଫ

ଜୟପୁର(ରାଜସ୍ଥାନ): ତଥାକଥିତ ‘ଲଭ୍‌ ଜିହାଦ’ ବ୍ୟାପାରରୁ ନିଜ ଭଉଣୀକୁ ଖସାଇ ଆଣିବା ପାଇଁ ରାଜସ୍ଥାନର ରାଜସମନ୍ଦ ଜିଲ୍ଲାରେ ଜଣେ ଯୁବକ ପଶ୍ଚିମବଙ୍ଗର ଜଣେ ଭିନ୍ନ ସମ୍ପ୍ରଦାୟ ଯୁବକକୁ ଟାଙ୍ଗିଆରେ ଆକ୍ରମଣ କରି ଜିଅନ୍ତା ଜାଳିଦେବା ଘଟଣା ଆଲୋଡ଼ନ ଆଣିଛି। ଏପରିକି ଅଭିଯୁକ୍ତ ହତ୍ୟାକାରୀ ଜଣକ ଏହି…
ଅଧିକ ଖବର ଦେଖନ୍ତୁ...

କେରଳରେ ମଦ ପିଇବାର ସର୍ବନିମ୍ନ ବୟସ ୨୩କୁ ବୃଦ୍ଧି

ତିରୁଅନନ୍ତପୁରମ୍‌-କେରଳର ବାମପନ୍ଥୀ ସରକାର ମଦ ପିଇବାର ସର୍ବନିମ୍ନ ବୟସସୀମାକୁ ୨୧ ବର୍ଷରୁ ୨୩ ବର୍ଷକୁ ବଢାଇଦେଇଛନ୍ତି । ଏ ନେଇ କେରଳ ସରକାର ଘୋଷଣା କରିବା ସହ ଖୁବ ଶୀଘ୍ର ମଦ ଆଇନରେ ଆବଶ୍ୟକ ସଂଶୋଧନ କରାଯାଇ ଏକ ଅଧ୍ୟାଦେଶ ଜାରି କରାଯିବ ବୋଲି କହିଛନ୍ତି । କେରଳର ପୂର୍ବତନ କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସାରୁ ବଞ୍ଚିତ ଏଡସ୍‌ ଆକ୍ରାନ୍ତ ଡାକ୍ତରଙ୍କ ବିରୋଧରେ ଅଭିଯୋଗ ଆଣି ଅନଶନରେ ବସିଲେ

ନୂଆଦିଲ୍ଲୀ: ସରକାରୀ ହସ୍‌ପିଟାଲ ଚିକିତ୍ସାରୁ ବଞ୍ଚିତ ଜଣେ ୨୨ବର୍ଷିଅ ଏଡସ୍‌ ଆକ୍ରାନ୍ତ ଯୁବକ ଅମରଣ ଅନଶନରେ ବସିଛନ୍ତି। ତାଙ୍କର ଏହି ବିକ୍ଷୋଭରେ ଅନ୍ୟ ଏଡସ୍‌ ଆକ୍ରାନ୍ତ ବ୍ୟକ୍ତ ବି ସାମିଲ ହୋଇଥିଲେ। ଏଚଆଇଭି ଆକ୍ରାନ୍ତ ହୋଇଥିବା ଏହି ବ୍ୟକ୍ତି କହନ୍ତି, ନିକଟରେ ମୋର ବାମ ଗୋଡ଼ରେ…
ଅଧିକ ଖବର ଦେଖନ୍ତୁ...

ଜାନୁୟାରୀ ୧ରୁ ମହଙ୍ଗା ହେବ ବିଦେଶୀ କମ୍ପାନିର କାର୍‌

ଭାରତୀୟ କାର ବଜାରରେ ବେଶ୍‌ ସଫଳତାର ସହ ବ୍ୟବସାୟ କରୁଥିବା ଦୁଇଟି ଜାପାନୀ କାର୍‌ କମ୍ପାନି ଟୟୋଟା ଓ ହୋଣ୍ଡା ଆସନ୍ତା ଜାନୁୟାରୀ ମାସରୁ ଦର ବଢାଇବେ । କଞ୍ଚାମାଲ, ପରିବହନ ବ୍ୟୟ ଓ ଅନ୍ୟ ଆନୁଷଙ୍ଗିକ ବ୍ୟୟ ବୃଦ୍ଧି କାରଣରୁ ଏହି ଦରବୃଦ୍ଧି ହେବ ବୋଲି ଉଭୟ କମ୍ପାନି କହିଛନ୍ତି । ଟୟୋଟା…
ଅଧିକ ଖବର ଦେଖନ୍ତୁ...