Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Daily Archives

December 8, 2017

ଚଢ଼େଇପାହାଡ଼ ଜଙ୍ଗଲରେ ମାଓବାଦୀ!

ଗୋରୁମହିଷାଣୀ : ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଚଢ଼େଇପାହାଡ଼ ଜଙ୍ଗଲରେ ମାଓବାଦୀ ବୁଲୁଥିବା ଜଣାପଡ଼ିଛି। ଏହାକୁ ନେଇ ଲୋକେ ଭୟଭୀତ ହୋଇଥିବା ବେଳେ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ବର୍ତମାନ ଥାନାରେ ଜଣେ ଥାନାଅଧିକାରୀ ଥିବା ବେଳେ ୪ ଜଣ ଏସ୍‌ଆଇ ଭିତରୁ ଜଣେ ବି…
ଅଧିକ ଖବର ଦେଖନ୍ତୁ...

ସୁକୁମାରେ ୨ ନକ୍ସଲ ଗିରଫ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ପୋଲିସ, ଡିଆଇଜି, ଏସଟିଏଫ ଏବଂ ସିଆରପିଏଫର ମିଳିତ ଚଢାଉରେ ଆଜି ଦୁଇ ଜଣ ନକ୍ସଲକୁ ଗିରଫ କରାଯାଇଛି। ଗିରଫ ନକ୍ସଲ ହେଲେ ଡିକେଏମଏସ ସଦସ୍ୟ ମୁଚାକି ମଙ୍ଗା(୪୫) ଏବଂ ମୁଚାକି ଦେବା(୨୫)। ଗତ ମାସ ୭ ତାରିଖ ଦିନ ଏହି ଦୁଇ ଜଣ…
ଅଧିକ ଖବର ଦେଖନ୍ତୁ...

ଡଙ୍ଗାବୁଡି ୨ ନିଖୋଜ

ଜୟପୁର/କୋରାପୁଟ : କୋଲାବ ଡ୍ୟାମରେ ବୁଡି କୋରାପୁଟ ବ୍ଲକ ବଡ କେରେଙ୍ଗା ଗ୍ରାମ ପଞ୍ଚାୟତର ୨ ଜଣ ନିଖୋଜ ଥିବା ଜଣାପଡିଛି। ସେମାନେ ହେଲେ ପୁଲସା ଗାଁର ଧର୍ନୁଜୟ ଖରା(୧୯) ଓ ମୁକୁନ୍ଦ ଖରା(୪୦)। ସେମାନେ ଆଜି ଦିନରେ ଗାଁରୁ ଏକ ହୁଲି ଡଙ୍ଗାରେ କୋଲାବ ଆରପଟେ ଥିବା ଡଙ୍ଗରକୁ ମଣ୍ଡିଆ ଆଣିବାକୁ…
ଅଧିକ ଖବର ଦେଖନ୍ତୁ...

ବିଦେଶୀ ମଦ ଦୋକାନ ଆଗରେ ସରବତ ବାଣ୍ଟିଲେ

ନୂଆପଡ଼ା : ଖରିଆର ରୋଡ଼ ଏନ୍‌ଏସିର ଓ୍ଵାର୍ଡ ନଂ ୯ ଶଙ୍କର ମନ୍ଦିର ଠାରେ ଖୋଲିଥିବା ବିଦେଶୀ ମଦ ଦୋକାନଙ୍କୁ ପଡ଼ାବାସୀ ଗୁରୁବାର ପୁଣି ବିରୋଧ କରିଛନ୍ତି। ସକାଳ ୧୦ଟାରେ ପଡ଼ାର ମହିଳାମାନେ ଉକ୍ତ ମଦ ଦୋକାନ ସାମନାରେ ଟେଣ୍ଟ ଲଗାଇ ରାସ୍ତାରେ ଯାଉଥିବା ଲୋକଙ୍କୁ ମଦ ପିଇବାକୁ ବାରଣ କରି ସରବତ…
ଅଧିକ ଖବର ଦେଖନ୍ତୁ...

ମାକ୍ସ ହସ୍ପିଟାଲ୍‌ର ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ: ଗତ ସପ୍ତାହରେ ଜଣେ ଅପରିପକ୍ୱ ନବଜାତ ଶିଶୁକୁ ଭୁଲ୍‌ରେ ମୃତ ଘୋଷଣା କରିଥିବା ଦିଲ୍ଲୀ ସାଲିମାରବାଗ ସ୍ଥିତ ମାକ୍ସ ହସ୍ପିଟାଲ୍‌ର ଲାଇସେନ୍ସକୁ ଦିଲ୍ଲୀ ସରକାର ରଦ୍ଦ କରି ଦେଇଛନ୍ତି। ସଂପୃକ୍ତ ହସ୍ପିଟାଲ୍‌ ନବଜାତଙ୍କ ପାଇଁ ଉଦ୍ଦିଷ୍ଟ ନିର୍ଦ୍ଦାରିତ ସ୍ୱାସ୍ଥ୍ୟ ପରିଚାଳନା…
ଅଧିକ ଖବର ଦେଖନ୍ତୁ...

ଶିଶୁ ମୃତ୍ୟୁକୁ ନେଇ ହଙ୍ଗାମା

ଅପରେସନ୍‌ ପାଇଁ ଡାକ୍ତର ଲାଞ୍ଚ ନେଇଥିବା ଅଭିଯୋଗ ବାଲେଶ୍ୱର : ଚିକିତ୍ସା ଅବହେଳାରୁ ଶିଶୁର ମୃତ୍ୟୁକୁ ନେଇ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଆଜି ହଙ୍ଗାମା ହୋଇଛି। ଅପରେସନ ପାଇଁ ଲାଂଚ ନେଲେ, ଅଥଚ ନବଜାତ ଶିଶୁର ଉଚିତ୍‌ ଚିକିତ୍ସା କଲେନି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ୨୫ରେ କୁଳଭୂଷଣଙ୍କୁ ଭେଟିବେ ପତ୍ନୀ, ମା’

ନୂଆଦିଲ୍ଲୀ: ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ଭାରତର ପୂର୍ବ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ତାଙ୍କ ପତ୍ନୀ ଓ ମା’ ଆସନ୍ତା ଡିସେମ୍ବର ୨୫ ତାରିଖରେ ସାକ୍ଷାତ କରିବେ। ଏନେଇ ପାକିସ୍ତାନ ସରକାର ଆଜି ଅନୁମତି ପ୍ରଦାନ କରିଛନ୍ତି ଏବଂ ଉଭୟ କୁଳଭୂଷଣଙ୍କ ମା’ ଅବନ୍ତିକା ଯାଦବ ଏବଂ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଜେରୁଜେଲମ, ଓ୍ଵଷ୍ଟ ବ୍ୟାଙ୍କରେ ସଂଘର୍ଷ

ଜେରୁଜେଲମ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଜେରୁଜେଲମକୁ ଇସ୍ରାଏଲର ରାଜଧାନୀ ମାନ୍ୟତା ଦେବାପରେ ଏହାକୁ ନେଇ ତୀବ୍ର ଉତ୍ତେଜନା ଲାଗି ରହିଛି। ଆଜି ଜେରୁଜେଲମ ଏବଂ ଅଧିକୃତ ଓ୍ଵଷ୍ଟ ବ୍ୟାଙ୍କରେ ପାଲେଷ୍ଟାଇନ ନାଗରିକମାନେ ହିଂସାତ୍ମକ ବିକ୍ଷୋଭ କରିଛନ୍ତି। ଇସ୍ରାଏଲ ସୁରକ୍ଷା…
ଅଧିକ ଖବର ଦେଖନ୍ତୁ...

ବିକାଶ ପ୍ରସଙ୍ଗରେ ମୋଦିଙ୍କୁ ଘେରିଲେ ରାହୁଲ

ଅହମଦାବାଦ୍‌: ଗୁଜରାଟରେ ବିକାଶ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରତିଦିନ ଗୋଟିଏ ପ୍ରଶ୍ନ କରୁଥିବା କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଆଦିବାସୀ ପ୍ରସଙ୍ଗରେ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି। ରାଜ୍ୟରେ ଆଦିବାସୀମାନଙ୍କ ସ୍ଥିତି ଆଦୌ ଭଲନାହିଁ ଏବଂ ବନବନ୍ଧୁ ଯୋଜନା…
ଅଧିକ ଖବର ଦେଖନ୍ତୁ...

ମତେ ହଟାଇବାକୁ ଆୟର ପାକିସ୍ତାନରେ ‘ସୁପାରି’ ଦେଇଥିଲେ : ମୋଦି

ଅହମଦାବାଦ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ‘ନୀଚ’ ଶବ୍ଦର ବ୍ୟବହାର କରି ଗୁଜରାଟ ରାଜନୀତିରେ ଝଡ଼ ସୃଷ୍ଟି କରିଥିବା କଂଗ୍ରେସ ନେତା ମଣି ଶଙ୍କର ଆୟରଙ୍କ ବିରୋଧରେ ମୋଦି ଆଜି ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ଲାଗିି ଆୟର ପାକିସ୍ତାନରେ…
ଅଧିକ ଖବର ଦେଖନ୍ତୁ...