Daily Archives

December 8, 2017

ଟ୍ରକ୍‌ ଧକ୍କାରେ ଗୋଟିଏ ପରିବାରର ୨ ମୃତ

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ସମ୍ମୁଖରେ ଆଜି ଟ୍ରକ ଧକ୍କାରେ ଗୋଟିଏ ପରିବାରର ୨ ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଓଡାପଡା ବ୍ଲକ ବଣିଆପଡା ଗ୍ରାମର ଅନାଦି ନାୟକ (୩୨) ନିଜ ହିରୋହୋଣ୍ଡା ମଟର ସାଇକେଲ୍‌ (ଓଡି୦୬ସି୦୭୭୬)ରେ ପତ୍ନୀ ପ୍ରଭାସିନୀ (୨୬), ୫ ବର୍ଷର ପୁଅ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସର କ୍ଷତି ହେଲେ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ: ମଣିଶଙ୍କର

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟରଙ୍କ ବିବାଦୀୟ ବୟାନ ଝଡ଼ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ରାଜନୀତି ଅଧିକ ସରଗରମ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀଙ୍କୁ ଆୟର ‘ନୀଚ’ ବୋଲି କହି ଏକ ବୟାନ ଜାରି କରିବା ପରେ ବିଜେପି ଏହାକୁ…
ଅଧିକ ଖବର ଦେଖନ୍ତୁ...

ନିଠାରି ହତ୍ୟାକାଣ୍ଡର ନବମ ମାମଲା: ମନିନ୍ଦର -ସୁରିନ୍ଦରଙ୍କୁ ମୃତ୍ୟୁଦଣ୍ଡ

ପାଟନା: ୨୦୦୫ ଓ ୨୦୦୬ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ନିଠାରି ଧାରାବାହିକ ହତ୍ୟାକାଣ୍ଡର ନବମ ମାମଲାରେ ଆଜି ସିବିଆଇର ଏକ ସ୍ୱତନ୍ତ୍ର ଅଦାଲତ ମୁଖ୍ୟ ହତ୍ୟାକାରୀ ମନିନ୍ଦର ସିଂହ ପାଣ୍ଢେର ଏବଂ ତା’ର ଘରୋଇ ସହାୟକ ସୁରିନ୍ଦର କୋଲିକୁ ମୃତ୍ୟୁ ଦଣ୍ଡାଦେଶ କରିଛନ୍ତି। ଜଣେ ୨୫ ବର୍ଷୀୟା ଘରୋଇ…
ଅଧିକ ଖବର ଦେଖନ୍ତୁ...

ଲଜ୍ଜା: ମହିଳାଙ୍କୁ ଉଲଗ୍ନ କରି ପିଟିଲେ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀ ନାରୀ ନିର୍ଯାତନାର ସହର ବୋଲି ପୁଣି ଥରେ ପ୍ରମାଣିତ ହୋଇଛି। ଦିଲ୍ଲୀ ଉପକଣ୍ଠ ନରେଲାରେ ଚୋରା ମଦ କାରବାର ର‍୍ୟାକେଟ୍‌କୁ ଧରାଇ ଦେବାରେ ସହଯୋଗ କରିଥିବା ଜଣେ ମହିଳାଙ୍କୁ ବିଚ୍‌ ରାସ୍ତାରେ ଉଲଗ୍ନ କରି ମାଡ଼ ମାରିବା ଘଟଣା ଆଲୋଡ଼ନ ଆଣିଛି। ଏହି ଘଟଣାକୁ…
ଅଧିକ ଖବର ଦେଖନ୍ତୁ...

ମା’ଙ୍କୁ ନୁହେଁ ତ କ’ଣ ଅଫଜଲ ଗୁରୁକୁ ପ୍ରଣାମ କରିବ: ଉପ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସମ୍ପ୍ରତି ବନ୍ଦେ ମାତରମ ପ୍ରସଙ୍ଗରେ ଲାଗି ରହିଥିବା ବିବାଦକୁ ନେଇ ଉପ ରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ବନ୍ଦେ ମାତରମର ଅର୍ଥ ,ମା’ ତୁଝେ ସଲାମ ବା ମା’ ଆପଣଙ୍କୁ ପ୍ରଣାମ । ତେଣୁ ମା’ଙ୍କୁ ପ୍ରଣାମ ଜଣାଇବାରେ କୌଣସି…
ଅଧିକ ଖବର ଦେଖନ୍ତୁ...

୨୦୧୮ରେ ଭାରତ ବିଶ୍ୱର ୪-ଜି ମହାଶକ୍ତି ହେବ

ନୂଆଦିଲ୍ଲୀ- ୨୦୧୮ରେ ଭାରତ ୪ଜି ସେବା ବ୍ୟବହାର କରୁଥିବା ବିଶ୍ୱର ଏକ ପ୍ରମୁଖ ଦେଶ ହେବ । ବିଶେଷକରି ରିଲାଏନ୍ସ ଜିଓ ପରି ଶସ୍ତା ସେବା ଯୋଗାଉଥିବା କମ୍ପାନି ବଜାରକୁ ଆସିବା ପରେ ଅଧିକରୁ ଅଧିକ ଲୋକ ୨ଜି ଓ ୩ଜି ସେବା ଛାଡିି ୪ଜି ସେବା ଗ୍ରହଣ କରିବେ ବୋଲି ଏକ ରିପୋର୍ଟରୁ ଜଣାପଡିଛି ।…
ଅଧିକ ଖବର ଦେଖନ୍ତୁ...

ଶାସନ ଭାର ନେବା ପରେ ମୋଦି ସରକାର ବିଜ୍ଞାପନରେ ଖର୍ଚ୍ଚ କରିଛନ୍ତି ୩,୭୫୫ କୋଟି

ନୂଆଦିଲ୍ଲୀ: ମିତବ୍ୟୟତାର ଦ୍ୱାହି ଦେଉଥିବା ମୋଦି ସରକାର ଶାସନଭାର ଗ୍ରହଣ କରିବା ପରେ ଅପ୍ରେଲ ୨୦୧୪ରୁ ଚଳିତ ବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ବିଜ୍ଞାପନ ବାବଦରେ ୩,୭୫୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସୂଚନା ଅଧିକାର ଆଇନ୍‌ (ଆର୍‌ଟିଆଇ) ବଳରେ ମଗା ଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ବିଭିନ୍ନ ସ୍ଥାନରେ ଶୁଖିଲା ପଡ଼ିଛି ମହାନଦୀ, ସାମ୍ନାକୁ ଆସିଲା ଅସଲ ସତ

ବାଙ୍କୀ: ବାଙ୍କୀର ବୈଦେଶ୍ୱର ଘାଟ। ଆପଣ ଯଦି ୪-୫ ବର୍ଷ ପୂର୍ବରୁ ଏହି ଘାଟକୁ ଦେଖିଥିବେ ତେବେ ସେଦିନ ଓ ଆଜିର ଦିନର ମହାନଦୀ ଭିତରେ ଏକ ବଡ଼ ଫରକ ଜାଣିପାରିବେ। ୫-୬ ବର୍ଷ ପୂର୍ବରୁ ଏହି ଘାଟରୁ ବଡ଼ମ୍ବା ନରସିଂହପୁର ଯିବାପାଇଁ ଡଙ୍ଗା ହିଁ ଏକମାତ୍ର ମାଧ୍ୟମ ଥିଲା। ବାଙ୍କୀରୁ ପରିବାପତ୍ର…
ଅଧିକ ଖବର ଦେଖନ୍ତୁ...

ହକି ବିଶ୍ୱ ଲିଗ୍‌ରେ ଭାରତକୁ ହରାଇ ଫାଇନାଲରେ ଆର୍ଜେଣ୍ଟିନା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଓଡ଼ିଶା ହକି ବିଶ୍ୱ ଲିଗ ଫାଇନାଲର ପ୍ରଥମ ସେମି ଫାଇନାଲରେ ଭାରତକୁ ୦-୧ ଗୋଲରେ ଆର୍ଜେଣ୍ଟିନା ପରାସ୍ତ କରିଛି। ଫଳରେ ଭାରତର ଫାଇନାଲ ମ୍ୟାଚ ଖେଳିବାର ସ୍ୱପ୍ନ ଶେଷ ହୋଇଛି। ଅର୍ଜେଣ୍ଟିନାର ପେଇଲଟ ଗୋଞ୍ଜଲୋ(୨) ୧୭ମିନିଟରେ ଭାରତ ବିପକ୍ଷରେ ଗୋଲ…
ଅଧିକ ଖବର ଦେଖନ୍ତୁ...

ଚଳଚ୍ଚିତ୍ରର କାହାଣୀ ଭଳି ବରକୁ ଛାଡ଼ି ପ୍ରେମିକ ହାତ ଧରି ଚାଲିଗଲେ କନ୍ୟା

ଆପଣ ହୁଏତ ଏପରି ଘଟଣା ଚଳଚ୍ଚିତ୍ରରେ ଦେଖିଥିବେ। ବିବାହ ଅଧା ହୋଇଥିବ ସମସ୍ତ ଅତିଥି ଉପସ୍ଥିତ ଥିବେ ଆଉ ଠିକ୍‌ ସେହି ସମୟରେ କନ୍ୟା ବରକୁ ବାହା ହେବାକୁ ମନା କରି ଚାଲିଯାଏ ନିଜ ପ୍ରେମିକ ସାଥିରେ। ଏହିପରି ଏକ ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ। ବିବାହ ଉତ୍ସବ ପାଇଁ…
ଅଧିକ ଖବର ଦେଖନ୍ତୁ...