Monthly Archives

December 2017

ପେଟରେ ମଲା ସନ୍ତାନ ଥିବା ଦର୍ଶାଇ ମହିଳାଙ୍କୁ ତଡ଼ି ଦେଲା ହସ୍‌ପିଟାଲ, ଖୋଲା ଆକାଶ ତଳେ ପୁତ୍ର ସନ୍ତାନକୁ ଜନ୍ମ ଦେଲେ…

ଭୋପାଳ: ସନ୍ତାନ ଜନ୍ମ ଦେବା ପ୍ରତ୍ୟେକ ମହିଳାଙ୍କ ପାଇଁ ଯେତିକି ଖୁସିର ମୁହୂର୍ତ୍ତ ଥାଏ ଯେତିକି ଯନ୍ତ୍ରଣାଦାୟକ ମଧ୍ୟ। ୁ ମଧ୍ୟପ୍ରଦେଶର ଦିନଦୋରି ଜିଲ୍ଲାରେ ବସବାସ କରୁଥିବା ୨୪ବର୍ଷୀୟ ସମରବତୀ ଦେବୀଙ୍କ ସହିତ ଏକ ଅଭାବନୀୟ ଘଟଣା ଘଟିଛି। ଯିଏକି ୮ମାସର ଅନ୍ତସତ୍ତ୍ୱା ଥିଲେ ଏବଂ ତାଙ୍କର…
ଅଧିକ ଖବର ଦେଖନ୍ତୁ...

ନୂଆବର୍ଷ ଖୁସିକୁ ପାଣିଚିଆ କଲା ବିଏସଏନଏଲ୍‌, କିପରି ଜାଣନ୍ତୁ

ନୂଆଦିଲ୍ଲୀ: ବିଏସଏନଏଲ ବ୍ରଡବ୍ୟାଣ୍ଡ ଉପଭୋକ୍ତାଙ୍କ ନୂଆବର୍ଷ ଖୁସିକୁ ପାଣିଚିଆ କଲା ଭଳି ଖବର । କାରଣ ନୂଆବର୍ଷଠାରୁ ଏହି ରାଷ୍ଟ୍ରାୟତ ଟେଲିକମ କମ୍ପାନି ନିଜର ମାଗଣା ନାଇଟ୍‌ କଲିଂ ସମୟରେ ପରବର୍ତ୍ତନ ଆଣିବା ବିଷୟରେ ଘୋଷଣା କରିଛି । ପୂର୍ବରୁ ଏହି ସମୟ ରାତି ୯ଟାରୁ ସକାଳ ୭ଟା ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଉତ୍ତର କୋରିଆକୁ ଯାଉଥିବା ତୈଳ ଜାହାଜ ଦକ୍ଷିଣ କୋରିଆ ଦ୍ୱାରା ଜବତ

ସିଓଲ: ଦକ୍ଷିଣ କୋରିଆ କର୍ତ୍ତୃପକ୍ଷ ରବିବାର ପାନାମା ପତାକା ଲାଗିଥିବା ଏକ ଜାହାଜକୁ ଜବତ କରିଛି। ଉତ୍ତର କୋରିଆ ଅଭିମୁଖେ ତୈଳ ଉତ୍ପାନଦ ସାମଗ୍ରୀ ବୋଝେଇ ହୋଇ ଯାଉଥିବା ସନ୍ଦେହରେ ଏହାକୁ କଷ୍ଟମ କାର୍ଯ୍ୟାଳୟ ପକ୍ଷରୁ ଜବତ କରାଯାଇଛି। ଅଳ୍ପ କିଛି ଦିନ ଭିତରେ ଏହା ହେଉଛି ୨ୟ ଘଟଣା। ନିକଟରେ…
ଅଧିକ ଖବର ଦେଖନ୍ତୁ...

କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ ଦୁର୍ଘଟଣାର ଚୂଡ଼ାନ୍ତ ରିପୋର୍ଟ ଦାଖଲ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁଜାଫରପୁର ନଗରସ୍ଥିତ ଖତୌଲିଠାରେ ଗତ ଅଗଷ୍ଟ ୧୯ରେ ଘଟିଥିବା କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଲାଇନ୍‌ଚ୍ୟୁତ ଘଟଣାର ଚୂଡ଼ାନ୍ତ ତଦନ୍ତ ରିପୋର୍ଟ ଶନିବାର ଉତ୍ତର ସର୍କିଲ ରେଳବାଇ କମିସନରନଙ୍କ ଦ୍ୱାରା ବୋର୍ଡଙ୍କ ନିକଟରେ ଦାଖଲ କରାଯାଇଛି। ଚୂଡ଼ାନ୍ତ ରିପୋର୍ଟରେ ରେଲେଓ୍ଵ…
ଅଧିକ ଖବର ଦେଖନ୍ତୁ...

ଏହି ବ୍ୟକ୍ତି ପ୍ରତିଦିନ ୫୦୦ଲୋକଙ୍କୁ ୫ଟଙ୍କାରେ ଗୁଣବତ୍ତା ଖାଦ୍ୟ ପରଷୁଛନ୍ତି

ନୋଏଡା: ନୋଏଡାର ଏହି ବ୍ୟକ୍ତିଙ୍କୁ ଦେଖିଲେ ମାନବିକତା ଏବେ ବି ବଞ୍ଚି ରହିଛି ବୋଲି ଆମେ କହିବା। ଏହି ଅନ୍ୟକୁ ସାହାଯ୍ୟ କରିବାରେ ହିଁ ଶାନ୍ତି ପାଆନ୍ତି ବୋଲି କହନ୍ତି। ଏହି ବ୍ୟକ୍ତିଙ୍କ ନାମ ହେଉଛି ଅନୁପ୍‌ ଖନ୍ନା। ଯିଏକି ‘ଦାଦି କି ରୋଷେଇ’ ନାମରେ ଏକ ଖାଦ୍ୟ ବିତରଣ କେନ୍ଦ୍ରର ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଉତ୍ତର-ପୂର୍ବାଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବ ଉଡ଼ନ୍ତା ଡାକ୍ତରଖାନା

ନୂଆଦିଲ୍ଲୀ: ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଏବେ ମଧ୍ୟ ଏପରି ଅଞ୍ଚଳ ରହିଛି ଯେଉଁଠାକୁ ଏପର୍ଯ୍ୟନ୍ତ ମୌଳିକ ସୁବିଧା ପହଞ୍ଚିନାହିଁ । ଏପରିକି ସେସବୁ ସ୍ଥାନକୁ ରେଳସଂଯୋଗ ତ ଦୂର ସାଧାରଣ ସଡ଼କ ସୁବିଧା ମଧ୍ୟ ନାହିଁ । ସ୍ୱାଧୀନତାର ୭୦ ବର୍ଷ ପରେ ବି ସେଭଳି ସ୍ଥାନରେ ଆଧୁନିକ…
ଅଧିକ ଖବର ଦେଖନ୍ତୁ...

ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ଅନନ୍ତ ଓଝାଙ୍କ ପରଲୋକ

କେନ୍ଦ୍ରାପଡ଼ା: ଓଡ଼ିଆ ଯାତ୍ରା ଦୁନିଆର ବିଶିଷ୍ଟ ନାଟ୍ୟକାର ଅନନ୍ତ ଓଝାଙ୍କର ୫୯ ବର୍ଷ ବୟସରେ ପରଲୋକ ହୋଇ ଯାଇଛି। ବେଙ୍ଗାଲୁରର ଏଚ୍‌ସିଜି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ଓଝାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଓଝା ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନମେଣ୍ଟରେ…
ଅଧିକ ଖବର ଦେଖନ୍ତୁ...

ଜାନୁଆରି ପହିଲାରୁ ସରକାରଙ୍କ ଲାଗୁ ହେବାକୁ ଥିବା ଏହି ନୂଆ ନିୟମ ସମ୍ପର୍କରେ ଜାଣନ୍ତୁ

ନୂଆଦିଲ୍ଲୀ: ରାତି ପାହିଲେ ନୂଆ ବର୍ଷ। ପୁରୁଣାବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତେ ଅନେଇ ବସିଛନ୍ତି । ତେବେ ନୂଆବର୍ଷ ଆରମ୍ଭରୁ ସରକାର କେତେଟି ନୂଆ ନିୟମକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାର ଫାଇଦା ଗ୍ରାହକଙ୍କୁ ମିଳିବ । ଆସନ୍ତୁ ଜାଣିବା ନୂଆ…
ଅଧିକ ଖବର ଦେଖନ୍ତୁ...

୨୦୧୮ ସୁଦ୍ଧା ସୁସ୍ଥ ହୋଇ ଘରକୁ ଫେରିଯିବେ ଜଗାବଳିଆ: ଏମ୍ସ ଡାକ୍ତର

ନୂଆଦିଲ୍ଲୀ: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳର ଯୋଡ଼ାମୁଣ୍ଡ ଶିଶୁ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଅପରେସନ ପରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ଏମ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସ୍କିଲ ଗ୍ରାଫ୍‌ଟିଙ୍ଗ ପରେ ଜଗା ଉପରେ…
ଅଧିକ ଖବର ଦେଖନ୍ତୁ...

ପୁଣି ଜଣେ ନୀଳତିମିର ଶିକାର: ମୁହଁରେ ପ୍ଲାଷ୍ଟିକ୍‌ ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ: ନୀଳତିମି ଖେଳର ଶିକାର ହୋଇ ନିକଟରେ ଅନେକ ଯୁବକ ଓ ପିଲାଙ୍କର ମୃତ୍ୟୁ ହୋଇଥିବାର ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ତେବେ ରବିବାର ନୀଳ ତିମି ଖେଳର ଶିକାର ହୋଇ ହାଇଦ୍ରାବାଦର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ପିତା ଏହି ଘଟଣା ସମ୍ପର୍କରେ…
ଅଧିକ ଖବର ଦେଖନ୍ତୁ...