Yearly Archives

2018

ସଂଜୟ ଦତ୍ତଙ୍କୁ ମିଳିଗଲେ ଗର୍ଲଫ୍ରେଣ୍ଡ ନଂ-୩୦୯ , ଜାଣନ୍ତୁ ସେ କିଏ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଂଜୟ ଦତ୍ତ ଏବେ ଚର୍ଚ୍ଚାରେ ଅଛନ୍ତି। ଏବେ ଶୁଣିବାକୁ ମିଳୁଛି ଯେ ସଂଜୟ ଦତ୍ତଙ୍କ ଜୀବନରେ ଜଣେ ନୂଆ ଗର୍ଲଫ୍ରେଣ୍ଡ ଙ୍କର ଏଣ୍ଟ୍ରି ଘଟିଛି। ସେ ହେଉଛନ୍ତି ତାଙ୍କର ଗର୍ଲଫ୍ରେଣ୍ଡ ନଂ-୩୦୯ । ଏହି ପ୍ରେମିକାଙ୍କ ସହିତ ସଂଜୟଙ୍କର ଆଫେଆର୍‌କୁ ନେଇ ପତ୍ନୀ ମାନ୍ୟତା…
ଅଧିକ ଖବର ଦେଖନ୍ତୁ...

ସେପଟେ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାଁଙ୍କ ଶପଥ ଗ୍ରହଣ, ଏପଟେ ଏଲଓସିରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନ

ନୂଆଦିଲ୍ଲୀ: ଆଜି ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାଁ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ପୂର୍ବରୁ ଭାରତ ପାକିସ୍ତାନ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ଯୋର ଦେଉଥିବା ଇମ୍ରାନ ଖାଁ ଇସଲାମାବାଦ ଠାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରୁଥିବା ବେଳେ ଏପଟେ…
ଅଧିକ ଖବର ଦେଖନ୍ତୁ...

ପୁଅ ଜନ୍ମଦିନ ପାଳନର କିଛି ସମୟ ପରେ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ

ରୋହତକ୍‌: ଜିନ୍ଦସ୍ଥିତ ଘରେ ପୁଅ ଜନ୍ମଦିନ ପାଳିବାର କିଛି ସମୟ ପରେ ପ୍ରେମିକ ସହ ମିଶି ଜଣେ ସ୍ତ୍ରୀ ତାଙ୍କ ୨୮ ବର୍ଷିୟ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଥିବା କଥା ପୁଲିସ କହିଛି। ମୃତ ବ୍ୟକ୍ତିଙ୍କ ନାମ ଜୋଗିନ୍ଦର ସିଂହ ଓ ସେ ଜଣେ ଶ୍ରମିକ। ଜୋଗିନ୍ଦରଙ୍କୁ ଛୁରାମାରି…
ଅଧିକ ଖବର ଦେଖନ୍ତୁ...

ଯୁବ ସ୍ୱାଭିମାନ ଦିବସ ଅବସରରେ ରାଜ୍ୟର ୭୦ଟି ସ୍ଥାନରେ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର: ଆଜି ଯୁବ ସ୍ୱାଭିମାନ ଦିବସ ପାଳନ ଅବସରରେ ‘ସମ୍ବାଦ’ ଓ ‘ଆମ ଓଡ଼ିିଶା’ର ମିଳିତ ଆନୁକୂଲ୍ୟରେ ରାଜ୍ୟର ୭୦ଟି ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯାଉଛିି। ରକ୍ତ ଅଭାବରେ କାହାରିକୁ ମରିବାକୁ ଦିଆଯିବ ନାହିଁ ବୋଲି ଆହ୍ଵାନ ଦେଇ ସମଗ୍ର ରାଜ୍ୟରେ ରକ୍ତଦାନ ନେଇ ଏକ ବୈପ୍ଳବିକ…
ଅଧିକ ଖବର ଦେଖନ୍ତୁ...

କାହିଁକି ଘରେ ଗଙ୍ଗାଜଳ ରଖାଯାଇଥାଏ ?

ହିନ୍ଦୁମାନଙ୍କ ଘରେ ଗଙ୍ଗାଜଳ ତ ନିଶ୍ଚିତଭାବେ ରଖାଯାଇଥାଏ। କାରଣ ଏହା ଅତି ପବିତ୍ର। ଏହାର ପ୍ରୟୋଗ ବିଭିନ୍ନ ଅଶୌଚ ସମୟରେ କରାଯାଇଥାଏ। ଗଙ୍ଗାମାତା ଭାରତବର୍ଷର ଏକ ପବିତ୍ର ନଦୀ ନୁହଁନ୍ତି ,ବରଂ ଏହା ମୁକ୍ତିଦାୟିନୀ ମହାଶକ୍ତି ଅଟନ୍ତି। ଗଙ୍ଗାଜଳ ଶାରୀରିକ ଓ ମାନସିକ କ୍ଲେଶର ପୂର୍ଣ୍ଣତଃ…
ଅଧିକ ଖବର ଦେଖନ୍ତୁ...

ଭାଗ୍ୟ ମାଝୀଙ୍କୁ ମିଳିଲା ସହାୟତା

ଦେବଗଡ଼: ଅସହାୟ ଅବସ୍ଥାରେ ପର କୁଡ଼ିଆରେ ଆଶ୍ରା ନେଇଥିବା ଦେବଗଡ଼ ପୌରାଞ୍ଚଳ ଓ୍ଵାର୍ଡ ନଂ.୭ ଗୋବିନ୍ଦପୁର ନିବାସୀ ଭାଗ୍ୟ ମାଝୀଙ୍କୁ ମିଳିଛି ସହାୟତା। ତାଙ୍କର କେହି ନିଜର ନ ଥିବା ବେଳେ ଜଣେ ଜଣେ ବ୍ୟକ୍ତିଙ୍କ ଭଙ୍ଗା କୁଡ଼ିଆରେ ଆଶ୍ରା ନେଇଥିଲେ। ପୂର୍ବରୁ ମିଳୁଥିବା ଚାଉଳ ମୁଠାଏ ବି ବନ୍ଦ…
ଅଧିକ ଖବର ଦେଖନ୍ତୁ...

ପୁଲିସ କବ୍‌ଜାରେ ୨ ଗାଡ଼ି ଚୋର:ଚୋରା ଗାଡ଼ିରେ କାଠ ଚୋରି ବେଳେ ଧରାପଡ଼ିଲେ

ଝାରସୁଗୁଡ଼ା: ଜଙ୍ଗଲରୁ କାଠ ଚୋରି କରୁଥିବା ବେଳେ ବନ ବିଭାଗ ହାତରେ ଧରାପଡ଼ିଛନ୍ତି ଦୁଇ ମାଫିଆ। ଏହି କାଠ ଚୋରି ପାଇଁ ବ୍ୟବହାର କରିବାକୁ ସେମାନେ ବଲେରୋ ପିକ୍‌ଅପ୍‌କୁ ମଧ୍ୟ ଚୋରି କରିଥିବା ଜଣାପଡ଼ିଛି। ବଲେରୋ ପିକ୍‌ଅପ୍‌ (ଓଆର୍‌ ୨୩ସି ୫୫୮୦)ଟି ଝାରସୁଗୁଡ଼ା ମଙ୍ଗଳବଜାର ଅଞ୍ଚଳର ଦେବେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଆକାଶମାର୍ଗରୁ କେରଳ ବନ୍ୟା ପରିସ୍ଥିତି ସର୍ଭେ କରି ପୀଡ଼ିତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶ ମାର୍ଗରୁ କେରଳ ବନ୍ୟା ପରିସ୍ଥିତି ବୁଲି ଦେଖିବା ସହ ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଏବଂ ସାଙ୍ଘାତିକ ଆହତମାନଙ୍କ ଚିକିତ୍ସା ନିମନ୍ତେ ୫୦ ହଜାର ଟଙ୍କା ସହାୟତା ରାଶି…
ଅଧିକ ଖବର ଦେଖନ୍ତୁ...

୧୪ ମୋବାଇଲ ଜବତ, ୨ ଲୁଟେରା ଗିରଫ

ସମ୍ବଲପୁର: ମହନଗର ଅଂଚଳରେ ସକ୍ରିୟ ଥିବା ୨ଜଣ ମୋବାଇଲ ଫୋନ୍‌ ଲୁଟେରାଙ୍କୁ ଧରିବାରେ ଧନୁପାଲି ଥାନା ପୁଲିସ ସଫଳ ହୋଇଛି। ଗିରଫ ଦୁଇ ଅଭିଯୁକ୍ତ ଧନୁପାଲି ଭୂତାପଡ଼ା ନିବାସୀ ଅଶୋକ ମହାନନ୍ଦ ଓରଫ ବୁଲୁ ଓ ଦାନିବନ୍ଧ ସାଲିଆବଗିଚାର ଚିନ୍ମୟ ଘୋଷଠାରୁ ୧୪ଟି ମୋବାଇଲ ଫୋନ୍‌ ଓ ନଗଦ ୧୯୦୫ ଟଙ୍କା ଜବତ…
ଅଧିକ ଖବର ଦେଖନ୍ତୁ...

ଚିପ୍‌ସ ବୋଝେଇ ହାଇଓ୍ଵା ଓଲଟିଲା

ଅମ୍ବାଭୋନା: ଅମ୍ବାଭୋନା ଥାନା ସାହ୍ଲେପାଲି ଗାଁ ଆମ୍ବବୁରେଇ ପଡ଼ାରେ ଏକ ଚିପ୍‌ସ ବୋଝଇ ହାଇଓ୍ଵା ଓଲଟି ପଡ଼ିଥିଲା। ତେବେ ସୌଭାଗ୍ୟ ବଶତଃ ପାଖରେ ଥିବା ବିଦ୍ୟୁତ୍‌ ଟ୍ରାନ୍‌ସଫର୍ମର୍‌ ସଂସ୍ପର୍ଶରେ ନ ଆସିବାରୁ ଗାଡ଼ିର ଚାଳକ ଓ ଖଲାସିଙ୍କ ସହ ଉକ୍ତ ରାସ୍ତାରେ ଯାଉଥିବା ବାଟୋଇମାନେ ଅଳ୍ପକେ…
ଅଧିକ ଖବର ଦେଖନ୍ତୁ...