Monthly Archives

January 2018

ଥରିଲା ଉତ୍ତର ଭାରତ

ନୂଆଦିଲ୍ଲୀ: ଦକ୍ଷିଣ ଆଫଗାନିସ୍ତାନର ହିନ୍ଦୁକୁଶ ଅଂଚଳରେ ଆଜି ୬.୧ ତୀବ୍ରତାର ଭୂକମ୍ପ ଆତଙ୍କ ଖେଳାଇ ଦେଇଛି। ଏହି ଭୂକମ୍ପ ପାକିସ୍ତାନ ଏବଂ ଉତ୍ତର ଭାରତକୁ ମଧ୍ୟ ଥରାଇ ଦେଇଛି। ଆଫଗାନିସ୍ତାନର ଉତ୍ତର ସୀମା ତାଜିକିସ୍ତାନର ହିନ୍ଦୁକୁଶ ପର୍ବତମାଳାର ୧୯୨ କିମି ଗଭୀରରେ ଏହି ଭୂକମ୍ପର…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ତଦାରଖ ପାଇଁ ଏମ୍ସକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗତକାଲି ଏକ ଅଭାବନୀୟ ଘଟଣାକ୍ରମରେ ଏକ ୮ ମାସର ଶିଶୁ ନିଜ ସଂପର୍କୀୟ ଭାଇ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲା ଏବଂ ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ରହିଛି। ଆଜି ଏହି ଘଟଣାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଏବେ ଦିଲ୍ଲୀର କଳାବତୀ ସରନ…
ଅଧିକ ଖବର ଦେଖନ୍ତୁ...

୧୨ରୁ ୧୭ ତାରିଖ ମଧ୍ୟରେ ମାଟ୍ରିକ୍‌ ଭୋକେସ୍‌ନାଲ୍‌ ପ୍ରାକ୍ଟିକାଲ୍‌ ପରୀକ୍ଷା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତବର୍ଷ ଦଶମ ଶ୍ରେଣୀ ଭୋକେସନାଲ୍‌ ପ୍ରାକ୍ଟିକାଲ୍‌ ପରୀକ୍ଷା ଫେବ୍ରୁଆରି ୧୨ରୁ ୧୭ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଏହି ପ୍ରାକ୍ଟିକାଲ୍‌ ପରୀକ୍ଷା ପରିଚାଳନା ପାଇଁ ବୋର୍ଡ ପକ୍ଷରୁ ଏକ୍ସଷ୍ଟରନାଲ୍‌ମାନଙ୍କୁ ନିଯୁକ୍ତି ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ଶାହରୁଖ୍‌ଙ୍କ ଫାର୍ମ୍‌ହାଉସ ବ୍ୟାଜ୍ୟାପ୍ତି କଲା ଆୟକର ବିଭାଗ

ଭୋପାଳ: ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ଙ୍କ ଏକ ଫାର୍ମ୍‌ର୍ହାଉସକୁ ଆଜି ଆୟକର ବିଭାଗ ବ୍ୟାଜ୍ୟାପ୍ତି କରିଛି। ଆଲିବଗ୍‌ରେ ଚାଷ ଉଦ୍ଦେଶ୍ୟରେ କିଣାଯାଇଥିବା ଏକ ଚାଷଜମିକୁ ଶାହରୁଖ୍‌ ବ୍ୟକ୍ତିଗତ ବ୍ୟବହାର ପାଇଁ ଫାର୍ମହାଉସ୍‌ରେ ପରିଣତ କରିଥିବାରୁଏହାକୁ ଆୟକର ବିଭାଗ ଜବତ କରିଛନ୍ତି। ନୂଆ…
ଅଧିକ ଖବର ଦେଖନ୍ତୁ...

ପାକ୍‌ ପ୍ରଧାନମନ୍ତ୍ରୀଙ୍କ ଫୋନ୍‌କୁ ପ୍ରତ୍ୟାଖ୍ୟାନ କଲେ ଆଫଗାନ୍‌ ରାଷ୍ଟ୍ରପତି

କାବୁଲ: ଆଫାଗାନିସ୍ତାନ ରାଷ୍ଟ୍ରପତି ଅସରଫ ଗନି ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହିଦ ଖକାନ ଅଓ୍ଵାସୀଙ୍କ ସହ ଟେଲିଫୋନ୍‌ରେ କଥା ହେବାକୁ ମନା କରିଦେଇଛନ୍ତି। ଅନ୍ୟପକ୍ଷରେ ଆପଗାନ ରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆତଙ୍କବାଦ ପ୍ରସଙ୍ଗରେ ମନଖୋଲା କଥାବାର୍ତ୍ତା…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ଆର୍‌ଆଇ, ୨ହଜାର ଲାଂଚ ନେଉଥିବା ବେଳେ ଧରାପଡ଼ିଲେ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ପରିସରରେ ଆଜି ଜଣେ ଆର୍‌ଆଇଙ୍କୁ ଭିଜିଲାନ୍ସ ଟ୍ରାପ୍‌ କରିଛି। ସେ ହେଉଛନ୍ତି ସାରଣା ଆରଆଇ ପ୍ରହ୍ଲାଦ ସାମନ୍ତ। ଜମି ନାମଜାରି କରାଇବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା।…
ଅଧିକ ଖବର ଦେଖନ୍ତୁ...

ରାଜଧାନୀ ଏକ୍ସପ୍ରେସରେ ନିଆଁ, ଦେଢ ଘଣ୍ଟା ବିଳମ୍ବରେ ଛାଡ଼ିଲା

ଛତିଆ : ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସ(୭୭୧୧)ରେ ଆଜି ନିଆଁ ଲାଗିଯାଇଥିଲା। ଫଳରେ ଯାତ୍ରୀଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଥିଲା। ମାତ୍ର ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଧରଣର ବିପଦରୁ ରକ୍ଷା ପାଇଯାଇଥିଲା। ପରେ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବରେ ଗାଡ଼ିଟି…
ଅଧିକ ଖବର ଦେଖନ୍ତୁ...

ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କ ସଂପର୍କରେ ନିଷ୍ପତ୍ତି କାର୍ଯ୍ୟପାଳିକା ଉପରେ ଛାଡ଼ିଦିଆଯାଉ : ସରକାର

ନୂଆଦିଲ୍ଲୀ : ରୋହିଙ୍ଗ୍ୟା ଶରଣାର୍ଥୀ ମାନଙ୍କ ବାବଦରେ କଣ କରାଯିବ ତାହାର ନିଷ୍ପତ୍ତି ନେବାର ଦାୟିତ୍ୱ କାର୍ଯ୍ୟପାଳିକା ଉପରେ ଛାଡିଦିଆଯାଉ ବୋଲି କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟରେ ମତ ରଖିଛନ୍ତି । ଅନ୍ୟପକ୍ଷରେ ରୋହିଙ୍ଗ୍ୟା ମାନଙ୍କର ପକ୍ଷ ରଖୁଥିବା ଓକିଲ କହିଛନ୍ତି ଏହି…
ଅଧିକ ଖବର ଦେଖନ୍ତୁ...

ପାରାଦୀପ ବନ୍ଦର ଭିତରେ ମାଟି ଧସିଲା, ୫୦ ଫୁଟ ଗଭୀରର ଗର୍ତ୍ତ ସୃଷ୍ଟି

ପାରାଦୀପ : ପାରାଦୀପ ବନ୍ଦରର ଏକ ନିଷିଦ୍ଧାଞ୍ଚଳ ମଧ୍ୟରେ ଆଜି ମାଟି ଧସିଛି। ବନ୍ଦର ଅନ୍ତର୍ଗତ ଅଠରବାଙ୍କୀ-ନେହେରୁବଙ୍ଗଳା ରାସ୍ତା କଡ଼ରେ ୫୦ ଫୁଟର ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି। ଏହାକୁ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ଫଳରେ, ବହୁ ସମୟ ଧରି ଉଭୟପଟୁ ଶହଶହସଂଖ୍ୟାରେ ଗାଡ଼ିମୋଟର ଅଟକି…
ଅଧିକ ଖବର ଦେଖନ୍ତୁ...

ଟ୍ରମ୍ପ୍‌ଙ୍କ ଘୋଷଣା: କେବଳ ଯୋଗ୍ୟତା ଭିତ୍ତିରେ ଭିସା ମିଳିବ, ଭାରତୀୟଙ୍କୁ ଫାଇଦା

ଓ୍ଵାସିଂଟନ: ଆମେରିକାରେ ରିପବ୍ଲିକାନ ସରକାରର ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଆଜି କଂଗ୍ରେସରେ ପ୍ରଥମ ‘ଷ୍ଟେଟ୍‌ ଅଫ୍‌ ଦି ୟୁନିଅନ୍‌ ସମ୍ବୋଧନ’ ଦେଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଟ୍ରମ୍ପ୍‌ କହିଛନ୍ତି ଯେ ଆମେରିକାରେ ଏଣିକି ଭିସା ଲଟେରି ବ୍ୟବସ୍ଥାର…
ଅଧିକ ଖବର ଦେଖନ୍ତୁ...