Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Daily Archives

January 1, 2018

କୋଷ୍ଟାରିକାରେ ବିମାନ ଦୁର୍ଘଟଣା, ୧୦ ଆମେରିକୀୟ ସମେତ ୧୨ ମୃତ

ସାନଜୋସ୍‌ : କୋଷ୍ଟାରିକା ଗୁଆନାକାଷ୍ଟା ଅଞ୍ଚଳରେ ଏକ ଛୋଟ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଘଟି ବିମାନରେ ଥିବା ସମସ୍ତ ୧୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୦ ଜଣ ଆମେରିକୀୟ ଥିବା ବେଳେ ଅନ୍ୟ ଦୁଇ ଜଣ ବିମାନ ପରିଚାଳନା କର୍ମୀ ଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ଏଯାବତ୍‌…
ଅଧିକ ଖବର ଦେଖନ୍ତୁ...

ଇଣ୍ଡୋନେସିଆରେ ଡଙ୍ଗା ବୁଡି ୮ ମୃତ, ୪ ନିଖୋଜ

ଜାକାର୍ତ୍ତା: ଇଣ୍ଡୋନେସିଆର ବୋର୍ଣ୍ଣିଆ ସମୁଦ୍ରରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡି ଅନ୍ୟୁନ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ସୁଦ୍ଧା ୪ ଜଣ ନିଖୋଜ ଥିବା ଜଣାପଡ଼ିଛି। ମିଳିଥିବା ଖବର ମୁତାବକ, ଉତ୍ତର ବୋର୍ଣ୍ଣିଆର ତନ୍‌ଜୁଗ ସେଲର ଉପକୂଳରୁ ପ୍ରାୟ ୪୫ ଜଣ ଯାତ୍ରୀଙ୍କୁ ନେଇ ସମୁଦ୍ର ଯାତ୍ରା…
ଅଧିକ ଖବର ଦେଖନ୍ତୁ...

ବନ୍ଦ ହେଲା କେନ୍ଦୁଝର ଜିଲ୍ଲାର ୩ଟି ବଡ ଖଣି

ହଜାର ହଜାର ଶ୍ରମିକଙ୍କ ଦାନାପାଣି ବନ୍ଦ ଯୋଡା : ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଜୋରିମାନା ଟଙ୍କା ଦେଇ ନ ପାରିବାରୁ ଯୋଡା ଖଣି ମଣ୍ଡଳର ୩ଟି ଖଣିକୁ ବନ୍ଦ କରିବା ପାଇଁ ଆଜି ଖଣି ବିଭାଗ ପକ୍ଷରୁ ନୋଟିସ୍‌ ଦିଆଯାଇଛି। ଏହି ଖଣିଗୁଡିକ ହେଲା ବଳଦାରେ ଥିବା ସିରାଜୁଦ୍ଦିନ୍‌ ଖଣି,…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଙ୍କ ନାମ, ଷ୍ଟାମ୍ପ୍‌ ନଥିଲେ ମାଗଣା ପରୀକ୍ଷା ହେବନି

କଟକ : ଘରୋଇ ସଂସ୍ଥାରେ ଚିକିତ୍ସିତ ହେଉଥିବା ରୋଗୀ ଜାଲ୍‌ ଟିକଟ ବଳରେ କଟକ ବଡ଼ ମେଡିକାଲରୁ ନେଉଥିଲେ ମାଗଣା ଓ ରିହାତି ରୋଗ ପରୀକ୍ଷା ସୁବିଧା। କଟକ ବଡ଼ ମେଡିକାଲ୍‌ ଆଉଟଡୋର ଟିକେଟ ଭଳି ନକଲି ପ୍ରେସ୍‌କ୍ରିପ୍‌ସନ୍‌ ପ୍ରସ୍ତୁତ କରି କେତେକ ଘରୋଇ ନର୍ସିଂ ହୋମ୍‌ ସେମାନଙ୍କ ରୋଗୀଙ୍କ ପାଇଁ କମ୍‌…
ଅଧିକ ଖବର ଦେଖନ୍ତୁ...

ପୁଣି ହେବ ସର୍ଜିକାଲ ଷ୍ଟ୍ରାଇକ୍‌!

ନୂଆଦିଲ୍ଲୀ: ପାକିସ୍ତାନ ଆତଙ୍କବାଦୀଙ୍କ ଆକ୍ରମଣରେ ୫ଜଣ ଭାରତୀୟ ଯବାନ୍‌ ସହିଦ୍‌ ହେବା ପରେ ବିରୋଧୀଦଳ କେନ୍ଦ୍ର ସରକାରଙ୍କ ଆତଙ୍କବାଦୀ ଦମନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ତେବେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଓ ତମାମ୍‌ କେନ୍ଦ୍ର ମନ୍ତ୍ରୀଙ୍କର ଏହି ଘଟଣା ଉପରେ…
ଅଧିକ ଖବର ଦେଖନ୍ତୁ...

ଇରାନ୍‌ରେ ସରକାର ବିରୋଧୀ ଆନ୍ଦୋଳନ, ୧୨ ମୃତ

ତେହରାନ୍‌: ଇରାନ୍‌ରେ ସରକାରଙ୍କ ଅର୍ଥନୀତି ଓ କରକୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ ତୀବ୍ରରୂପ ଧାରଣ କରିଛି। ଗତ ୪ ଦିନ ହେଲା ମସଦ୍‌ ସହରରେ ଚାଲିଥିବା ଏହି ଆନ୍ଦୋଳନ ଏକ ବ୍ୟାଧି ପରି ସାରା ଦେଶକୁ ବ୍ୟାପି ଚାଲିଛି। ଏହି ଆନ୍ଦୋଳନକୁ ଦମନ କରିବାକୁ ଯାଇ ପୁଲିସ କାର୍ଯ୍ୟାନୁଷ୍ଠାନରେ…
ଅଧିକ ଖବର ଦେଖନ୍ତୁ...

ନବବର୍ଷରେ ଘଟଗାଁ ତାରିଣୀ ପୀଠରେ ଲକ୍ଷାଧିକ ଭକ୍ତ

ଘଟଗାଁ : ଇଂରାଜୀ ନବବର୍ଷ ଉପଲକ୍ଷେ ରାଜ୍ୟର ଅନ୍ୟତମ ଶକ୍ତିପୀଠ ଘଟଗାଁ ତାରିଣୀ ପୀଠରେ ଆଜି ଲକ୍ଷାଧିକ ଭକ୍ତ ମାଆଙ୍କ ସୁନାବେଶ ଦର୍ଶନ କରିଛନ୍ତି। ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପ୍ରତ୍ୟୁଷରେ ପୂଜକ ମୋହନ ଦେହୁରୀ,…
ଅଧିକ ଖବର ଦେଖନ୍ତୁ...

ନୂଆବର୍ଷରେ କିମ୍‌ ଜଙ୍ଗଙ୍କ ନୂଆ ଧମକ: ହାତ ପାଆନ୍ତାରେ ପରମାଣୁ ଅସ୍ତ୍ର ବଟନ୍‌

ନୂଆଦିଲ୍ଲୀ: ସାରା ବିଶ୍ୱକୁ ନିଜର ପରମାଣୁ କାର୍ଯ୍ୟକ୍ରମ ଦ୍ୱାରା ବାରମ୍ବାର ଧମକ ଓ ଚେତାବନୀ ଦେଇ ଚାଲିଥିବା ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ ଉନ୍‌ ଆଜି ନୂଆ ଧମକ ଦେଇଛନ୍ତି। ଉତ୍ତର କୋରିଆ ନିଜର ପରମାଣୁ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିବା ସହ ଅଧିକରୁ ଅଧିକ ବାଲିଷ୍ଟିକ୍‌…
ଅଧିକ ଖବର ଦେଖନ୍ତୁ...

ମଥୁରା ଜେଲ୍‌ରୁ ୩ କଏଦୀ ଚମ୍ପଟ, ୪ ଅଧିକାରୀ ନିଲମ୍ବିତ

ମଥୁରା: ଭୋର୍‌ରୁ ମଥୁରା ଜେଲର କଡ଼ା ସୁରକ୍ଷା ବଳୟ ଭାଙ୍ଗି ୩ ଜଣ ବିଚାରାଧୀନ କଏଦୀ ଫେରାର୍‌ ହୋଇଯାଇଛନ୍ତି। ଅନ୍ୟ ଜଣେ କଏଦୀର  ଦୌଡ଼ିବା ସମୟରେ ଗୋଡ଼ ଭାଙ୍ଗିଯିବାରୁ ସେ ଧରାପଡ଼ିଯାଇଛି। ଅପରପକ୍ଷେ, କାର୍ଯ୍ୟରେ ଅବହେଳା ପାଇଁ ଉକ୍ତ ଜେଲ୍‌ର ୪ ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଫେରାର…
ଅଧିକ ଖବର ଦେଖନ୍ତୁ...

ସିଡନିରେ ସାଗର ବିମାନ ଦୁର୍ଘଟଣା: କମ୍ପାସ ଗ୍ରୁପ୍‌ ମୁଖ୍ୟଙ୍କ ସମେତ ୬ ମୃତ

ମେଲବୋର୍ଣ୍ଣ: ଆଜି ବର୍ଷ ଅବସରରେ ସିଡନିର ଏକ ସୁଗଭୀର ନଦୀରେ ଅବତରଣ ବେଳେ ଏକ ସାଗର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବିଶ୍ୱର ସର୍ବବୃହତ୍‌ ଖାଦ୍ୟଯୋଗାଣକାରୀ ସଂସ୍ଥା ‘କମ୍ପାସ୍‌’ର ସିଇଓ ରିଚାର୍ଡ କଜିନ୍ସଙ୍କ ସମେତ ୬ଜଣ ପରିବାର ସଦସ୍ୟଙ୍କର ମୃତ୍ୟୁ ଘଟିଛି। ବିମାନଟି ଅବତରଣ କରୁଥିବା…
ଅଧିକ ଖବର ଦେଖନ୍ତୁ...