Daily Archives

January 2, 2018

ବ୍ରାଜିଲ୍‌ ଜେଲ୍‌ରେ ଦଙ୍ଗା ୯ମୃତ, ୧୪ ଆହତ

ନୂଆଦିଲ୍ଲୀ: ବ୍ରାଜିଲ୍‌ର କଲୋନିଆ ଆଗ୍ରୋଇଣ୍ଡଷ୍ଟ୍ରିଆଲ୍‌ ଜେଲ୍‌ରେ ଦଙ୍ଗା ଘଟି ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି। ଅପରପକ୍ଷେ, ଏହି ସୁଯୋଗରେ ଜେଲ୍‌ରୁ ପାଖାପାଖି ୧୦୬ ଜଣ କଏଦୀ ଖସି ପଳାଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କୁ ପୁଲିସ ଗୋଡ଼େଇ ଗୋଡ଼େଇ ଧରିଛି।…
ଅଧିକ ଖବର ଦେଖନ୍ତୁ...

‘ଆମେରିକାର କଟକଣା ପାଇଁ ଭାରତ ଦାୟୀ’

ନୂଆଦିଲ୍ଲୀ: ପାକିସ୍ତାନକୁ ଆମେରିକା ଏହାର ବାର୍ଷିକ ସାଢ଼େ ୨୫ କୋଟି ସାମରିକ ଅନୁଦାନ ବନ୍ଦ କରିଦେବ ବୋଲି ଗତକାଲି ଟ୍ରମ୍ପ୍‌ କଡ଼ା ଆଭିମୁଖ୍ୟ ପୋଷଣ କରିବା ପରେ ଏହା ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଜମାତ ଉଦ୍‌ ଦାଓ୍ଵା ମୁଖ୍ୟ ହାଫିଜ ସୟିଦ ଆଜି…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ରୁ ଡେଇଁ ଡଚ୍‌ ପର୍ଯ୍ୟଟକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ରାଜସ୍ଥାନର ସାଓ୍ଵାଇ ମାଧପୁର ଜିଲ୍ଲାରେ ଏକ ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିବା ଫଳରେ ଜଣେ ୫୪ ବର୍ଷୀୟ ଡଚ୍‌ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଯାଇଛି। ନେଦରଲାଣ୍ଡର ଏରିକ୍‌ ଜୋହାନେସ ଏବଂ ତାଙ୍କ ବ୍ରିଟେନ୍‌ ବନ୍ଧୁ ଗତକାଲି ସାଓ୍ଵାଇ ମାଧପୁର ଆସିଥିଲେ। ସେମାନେ ଆଗ୍ରା ଯିବା ପାଇଁ ଏକ…
ଅଧିକ ଖବର ଦେଖନ୍ତୁ...

ଅଲ୍‌ ଓଡ଼ିଶା ଏଲିମେଣ୍ଟାରି ଟିଚର୍ସ ଆସୋସିଏସନର ଧାରଣା

ଭୁବନେଶ୍ୱର: ଏଲିମେଣ୍ଟାରି କ୍ୟାଡର ନିୟମ ଲାଗୁ, ଗଣଶିକ୍ଷା ବିଭାଗର ଅନୁରୂପ ଦରମା ପ୍ରଦାନ, ଆରଏସିପିରେ ଥିବା ଅସଂଗତି ଦୂର, ପ୍ରାଥମିକ ଶିକ୍ଷକ ସଂଘ ପଞ୍ଜୀକରଣ ପାଇଁ ଏନ୍‌ଓସି ଆଦି ଦାବି ନେଇ ଲୋୟର ପିଏମ୍‌ଜିରେ ଅଲ୍‌ ଓଡ଼ିଶା ଏଲିମେଣ୍ଟାରି ଟିଚର୍ସ ଆସୋସିଏସନ୍‌ (ଏସ୍‌.ସି/ଏସ୍‌.ଟି ଶିକ୍ଷକ…
ଅଧିକ ଖବର ଦେଖନ୍ତୁ...

ନାଟ୍ୟକାର ଅନନ୍ତ ଓଝାଙ୍କ ଶେଷକୃତ୍ୟ ସମ୍ପନ୍ନ

ଡେରାବିଶ: ବିଶିଷ୍ଟ ଯାତ୍ରା ନାଟ୍ୟକାର ଅନନ୍ତ ଓଝାଙ୍କର ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶହଶହ ଲୋକଙ୍କ ଉପସ୍ଥିତିରେ ତାଙ୍କ ମରଶରୀର ପଞ୍ଚଭୂତରେ ଲୀନ ହୋଇଛି। ଏହି ସମୟରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗତ ରବିବାର ଦିନ ନାଟ୍ୟକାର ଅନନ୍ତ ଓଝା ବାଙ୍ଗାଲୋରସ୍ଥିତ ଏଚ୍‌ସିଜି…
ଅଧିକ ଖବର ଦେଖନ୍ତୁ...

୫ ସହରରେ ଶୁଭିବ ଘରୋଇ ଏଫ୍‌ଏମ୍‌ର ସ୍ୱର

ସମ୍ବଲପୁର: ଓଡ଼ିଶାର ଆଉ ୫ଟି ସହରରେ ଘରୋଇ ବ୍ୟବସାୟିକ ଏଫ୍‌ଏମ୍‌ ରେଡିଓ ଷ୍ଟେସନ୍‌ କାର୍ଯ୍ୟକାରୀ ହେବ। ପୂର୍ବରୁ ଓଡ଼ିଶାର ଭୁବନେଶ୍ୱର-କଟକ ଟ୍ଵିନ୍‌ ସିଟି ତଥା ରାଉରକେଲାରେ ଘରୋଇ ଏଫ୍‌ଏମ୍‌ ରେଡିଓ ଚାଲୁଥିଲା ବେଳେ ଆଗକୁ ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ୱର, ବାରିପଦା ଓ ପୁରୀରେ ୩ଟି ଲେଖାଏଁ…
ଅଧିକ ଖବର ଦେଖନ୍ତୁ...

ଧର୍ମଘଟରୁୁ ଓହରିଲେ ଡାକ୍ତରୀ ସଂଘ: ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ପଠାଗଲା ଏନ୍‌ଏମ୍‌ସି ବିଲ୍‌

ମୁମ୍ବାଇ: ଭାରତୀୟ ଭେଷଜ ପରିଷଦ ବା ମେଡିକାଲ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ(ଏମ୍‌ସିଆଇ)କୁ ପରିବର୍ତ୍ତନ କରି ଜାତୀୟ ଭେଷଜ ଆୟୋଗ ବା ନ୍ୟାସନାଲ୍‌ ମେଡିକାଲ କମିସନ୍‌(ଏନ୍‌ଏମ୍‌ସି) ଗଠନ କରିବା ଲାଗି ପ୍ରସ୍ତୁତ ହୋଇଥିବା ବିଲ୍‌କୁ ବିରୋଧ କରି ଭାରତୀୟ ଡାକ୍ତର ସଂଘ(ଆଇଏମ୍‌ଏ) ଦ୍ୱାରା ଆହୂତ ୧୨…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଜଣେ ମୃତ, ଜଣେ ବୁର୍ଲା ମେଡିକାଲରେ ଭର୍ତ୍ତି

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଭାଲୁଚୂଅାଁ ଗାଁର ଉମେଶ ନାଏକ (୨୦)ଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ତାଙ୍କ ସହ ବାଇକ୍‌ (ଓଆର ୧୫କ୍ୟୁ ୪୫୮୬)ରେ ଆସୁଥିବା ଚୂଡ଼ାପୁଡ଼ୁଗ ଗାଁର ଆଉ ଜଣେ ଯୁବକ ରମେଶ ପାତ୍ର (୨୬) ଗୁରୁତର ଆହତ ହୋଇ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବୌଦ୍ଧ…
ଅଧିକ ଖବର ଦେଖନ୍ତୁ...

ସହିଦଙ୍କ ପ୍ରତି ବିବାଦୀୟ ବୟାନ: କ୍ଷମା ମାଗିଲେ ବିଜେପି ସାଂସଦ

ନୂଆଦିଲ୍ଲୀ : ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ବିବାଦୀୟ ବୟାନ ଦେଇଥିବା ଉତ୍ତରପ୍ରଦେଶ ରାମପୁର ଲୋକସଭାମଣ୍ଡଳୀ ସାଂସଦ ନେପାଳ ସିଂ ଶେଷରେ ସେଥିପାଇଁ କ୍ଷମା ମାଗିଛନ୍ତି। ସୂଚନାଯୋଗ୍ୟ, ଜମ୍ମୁକଶ୍ମୀରର ପୁଲଓ୍ଵାମାରେ ସଂଘଟିତ ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ତେବେ…
ଅଧିକ ଖବର ଦେଖନ୍ତୁ...

ହୀରାକୁଦ ବନ୍ଧ ସୁରକ୍ଷା..

ସମ୍ବଲପୁର: ହୀରାକୁଦ ବନ୍ଧ ସୁରକ୍ଷା ନିମନ୍ତେ ପ୍ରସ୍ତାବିତ ଅତିରିକ୍ତ ସ୍ପିଲ୍‌ େଓ୍ଵ ର ନିର୍ମାଣ ଦାୟିତ୍ୱ ଟାଟା କଂପାନିକୁ ମିଳିଛି। କଂପାନିର ଏକ ଶାଖା ଟାଟା ଇନ୍‌ଫ୍ରା ପ୍ରଜୋକ୍ଟ ଲିମିଟେଡ୍‌ ଇରାନର ଏକ ପ୍ରସିଦ୍ଧ କଂପାନି‘ଏଜ୍‌’ ସହିତ ମିଳିତ ଭାବେ ଅତିରିକ୍ତ ସ୍ପିଲ୍‌ େଓ୍ଵ ନିର୍ମାଣ…
ଅଧିକ ଖବର ଦେଖନ୍ତୁ...