Daily Archives

January 3, 2018

ମନ୍ତ୍ରୀଙ୍କୁ ବିଜେପିର କଳାପତାକା ପ୍ରଦର୍ଶନ, ୧୦ ଅଟକ

ସୋନପୁର : ବୁଧବାର ସୋନପୁରରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀଙ୍କୁ ଜିଲ୍ଲା ବିଜେପି ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଛି। ମନ୍ତ୍ରୀ ଶ୍ରୀ ମାଝୀ ସାର୍କିଟ ହାଉସରେ ଏକ ସମୀକ୍ଷା ବୈଠକ ସାରି ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପିତାଙ୍କ ଦ୍ୱାଦଶ…
ଅଧିକ ଖବର ଦେଖନ୍ତୁ...

୪ ମିଲିସିଆ ଗିରଫ

କୋରାପୁଟ : କୋରାପୁଟ ଜିଲ୍ଲା ପୁଲିସ ୪ଜଣ ମିଲିସିଆଙ୍କୁ ଗିରଫ କରିଛି। ସେମାନେ ସମସ୍ତେ ମାଛକୁଣ୍ଡ ଥାନା କୁମାରପୁଟ ଗ୍ରାମର। ମାଓବାଦୀଙ୍କୁ ସହାୟତା କରୁଥିବା ଅଭିଯୋଗରେ ମାଛକୁଣ୍ଡ ଥାନା ପୁଲିସ ଗତକାଲି ଦନା କୁମାର, ଝିନୁ କୁମ୍ଭାର, ବାଲବା କୁମ୍ଭାର ଓ ଲଇଛନ ହନ୍ତାଳଙ୍କୁ ଗିରଫ କରିଥିଲା।…
ଅଧିକ ଖବର ଦେଖନ୍ତୁ...

ଗୋଷ୍ଠୀ ସଂଘର୍ଷରେ ୬ ଆହତ

ଭଦ୍ରକ : ଜାଗାବାଡ଼ିି ବିବାଦକୁ ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଳଙ୍ଗାରେ ଆଜି ଗୋଷ୍ଠୀ ସଂଘର୍ଷ ଘଟିଛି। ଏହି ଘଟଣାରେ ଉଭୟ ପକ୍ଷରୁ ମୋଟ ୬ ଜଣ ଆହତ ହୋଇଛନ୍ତି। ଦୁଇ ପରିବାର ମଧ୍ୟରେ ଜମି ବିବାଦକୁ ନେଇ ଏହି ସଂଘର୍ଷ ଘଟିଥିବା ପୁଲିସ କହିିଛି। ସତର୍କତା ସ୍ୱରୂପ ପୁଲିସ ଉକ୍ତ ଗାଁରେ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ୍‌ ଟାଓ୍ଵାର୍‌ରେ ନିଆଁ

କେନ୍ଦୁଝର : କେନ୍ଦୁଝର ସହର ଜନ ଗହଳିପୂର୍ଣ୍ଣ ମାଗୁର ଗାଡ଼ିଆ ଅଞ୍ଚଳସ୍ଥିତ ଏୟାର୍‌ସେଲ୍‌ ମୋବାଇଲ୍‌ ଟାଓ୍ଵାର୍‌ରେ ଆଜି ରାତି ପ୍ରାୟ ୧୦ଟା ସମୟରେ ନିଆଁ ଲାଗି ଯାଇଛି। ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁ ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ…
ଅଧିକ ଖବର ଦେଖନ୍ତୁ...

ଘରେ ପଶିଗଲା ଟିପ୍ପର, ଅଳ୍ପକେ ବର୍ତ୍ତିଲେ ମହିଳା

କୋରାପୁଟ : ଦେହ ଭଲ ନ ଥିବାରୁ ବାରଣ୍ଡାରେ ଶୋଇ ପଡ଼ିଥିଲେ ଚମ୍ପା ଶଗରିଆ। ହଠାତ୍‌ ଭୂମିକମ୍ପ ପରି ଶବ୍ଦ ହେବାରୁ ଧଡପଡ ହୋଇ ଉଠିଲା ବେଳକୁ ଘରର ଅଧା ନାହିଁ। ଯେଉଁଟା ତାଙ୍କର ଶୋଇବା ଘର ଥିଲା ସେଠାରେ ଟିପ୍ପର ଛିଡା ହୋଇଛି। ଅବିଶ୍ୱାସ ଲାଗୁଥିଲେ ହେଁ, ଏମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି…
ଅଧିକ ଖବର ଦେଖନ୍ତୁ...

ଇସ୍ରାଏଲ ସହିତ ୫୦୦ ନିୟୁତ ଡଲାରର ପ୍ରତିରକ୍ଷା ଚୁକ୍ତି ରଦ୍ଦ

ନୂଆଦିଲ୍ଲୀ: ଭାରତ ସରକାର ଇସ୍ରାଏଲ ସହିତ କରିଥିବା ଏକ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତିକୁ ରଦ୍ଦ କରିଛନ୍ତି। ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର ‘ସ୍ପାଇକ୍‌’ କ୍ରୟ କରିବା ପାଇଁ ଇସ୍ରାଏଲୀ କମ୍ପାନି ସହ ଭାରତ ୫ ଶହ ନିୟୁତ ଡଲାରର ଚୁକ୍ତି ସଂପନ୍ନ କରିଥିବା ବେଳେ ଆଜି ସରକାର ଏ…
ଅଧିକ ଖବର ଦେଖନ୍ତୁ...

ଗିରଫ ନକ୍ସଲର ଆତ୍ମହତ୍ୟା ଘଟଣା : ମାନବାଧିକାର କମିଶନ ରିପୋର୍ଟ ତଲବ

ମାଲକାନଗିରି : ମାଲକାନଗିରି ପୁଲିସ ଦ୍ୱାରା ଗିରଫ ହୋଇଥିବା ଜଣେ ନକ୍ସଲର ଆତ୍ମହତ୍ୟା ଘଟଣାରେ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ୪ ସପ୍ତାହ ମଧ୍ୟରେ ଘଟଣା ସଂପର୍କରେ ରିପୋର୍ଟ ଦେବାକୁ ମାଲକାନଗିରି ଏସପିଙ୍କୁ ନିର୍ଦେଶ ଦିଆଯାଇଛି। ତେବେ ଏନେଇ ଏସପି ଜଗମୋହନ ମୀନାଙ୍କୁ…
ଅଧିକ ଖବର ଦେଖନ୍ତୁ...

ସତ କହି ସହିଦ୍‌ ହୋଇଗଲି: କୁମାର ବିଶ୍ୱାସ

ନୂଆଦିଲ୍ଲୀ: ଆମ୍‌ ଆଦ୍‌ମି ପାର୍ଟି (ଆପ୍‌) ଆଜି ଦଳ ପକ୍ଷରୁ ରାଜ୍ୟସଭା ପାଇଁ ୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଟିକଟ ଦୌଡ଼ରେ ସବୁଠାରୁ ଆଗରେ ଥିବା ଦଳର ଟାଣୁଆ ନେତା କୁମାର ବିଶ୍ୱାସଙ୍କୁ ନିରାଶ ହେବାକୁ ପଡ଼ିଛି। ରାଜ୍ୟସଭାରୁ ବଞ୍ଚିତ ହେବାପରେ ବିଶ୍ୱାସ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଅଟୋ ଓଲଟି ଜଣେ ମୃତ

ବନ୍ଧୁଗାଁ : ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଅଲମଣ୍ଡା ଗ୍ରାମଦେବୀ କୋଣ୍ଡାନ୍ନା ମନ୍ଦିର ଗଡାଣିରେ ଅଟୋ ଓଲଟି ଚାଳକଙ୍କ ମୃତ୍ୟୁ ଘଟିିଛି। ମୃତ ଅଟୋ ଚାଳକ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ମାରୁଗୁକାତୁଲୁ ଗ୍ରାମର ଆପ୍ପଲ ନାଇଡୁ(୨୫) ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଆପ୍ପଲ…
ଅଧିକ ଖବର ଦେଖନ୍ତୁ...

୭କୋଟି ଟଙ୍କାର ଗଂଜେଇ ଗଛ ପୋଡ଼ାଗଲା

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଏବଂ ଚିତ୍ରକୋଣ୍ଡା ପୁଲିସର ମିଳିତ ଚଢାଉରେ ପ୍ରାୟ ୭କୋଟି ଟଙ୍କାର ଗଂଜେଇ ଗଛ ନଷ୍ଟ କରାଯାଇଛି। ଜିଲ୍ଲା ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ଏବଂ ବାଲିମେଳା ଏସଡିପିଓଙ୍କ ନେତୃତ୍ୱରେ ପୁଲିସ କର୍ମଚାରୀ…
ଅଧିକ ଖବର ଦେଖନ୍ତୁ...