Daily Archives

January 3, 2018

ଆପ୍‌ରୁ ସୁଶୀଲ, ନାରାୟଣ ଏବଂ ସଞ୍ଜୟ ଯିବେ ରାଜ୍ୟସଭା

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୧୬ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ଆପ୍‌ ଆଜି ଏହାର ୩ ପ୍ରାର୍ଥୀଙ୍କୁ ମନୋନୀତ କରିଛି। ପ୍ରତିଷ୍ଠିତ ଚାର୍ଟାଡ ଆକାଉଣ୍ଟାଣ୍ଟ୍‌ ତଥା ଇନଷ୍ଟିଚ୍ୟୁଟ୍‌ ଅଫ ଚାର୍ଟାଡ ଆକାଉଣ୍ଟାଣ୍ଟ୍‌ସ ଅଫ ଇଣ୍ଡିଆର ସଭାପତି ନାରାୟଣଦାସ ଗୁପ୍ତା, ବ୍ୟବସାୟୀ ଏବଂ…
ଅଧିକ ଖବର ଦେଖନ୍ତୁ...

ନୂଆ ଇଣ୍ଟରକନେକ୍ସନ ନିୟମାବଳୀ ଜାରି କଲା ଟ୍ରାଇ, ଉଲ୍ଲଙ୍ଘନ କଲେ ଜୋରିମାନା

ନୂଆଦିଲ୍ଲୀ: ଇଣ୍ଟରକନେକ୍ସନ ସଂପର୍କରେ ଭାରତୀୟ ଟେଲିକମ ରେଗୁଲେଟରୀ ଅଥରିଟି ବା ଟ୍ରାଇ ପକ୍ଷରୁ କେକେତ ନୂଆ ନିୟମାବଳୀ ପ୍ରଣୟନ କରାଯାଇଛି । ନୂଆ ନିୟମ ଅନୁସାରେ ଏକ ଟେଲିକମ ଅପରେଟର ଅନ୍ୟଏକ ଅପରେଟରଠାରୁ କନେକ୍ଟିଭିଟି ଆବେଦନ ପାଇବାର ୩୦ ଦିନ ମଧ୍ୟରେ କୌଣସି ବାଛବିଚାର ବିନା ତା ସହିତ…
ଅଧିକ ଖବର ଦେଖନ୍ତୁ...

ଉତ୍ତରକୋରିଆକୁ ଟ୍ରମ୍ପଙ୍କ ଜବାବ୍‌: ଆମେରିକା ପାଖରେ ତମଠୁ ବଡ଼ ଓ ଶକ୍ତିଶାଳୀ ପରମାଣୁ ଅସ୍ତ୍ର ରହିଛି

ଓ୍ଵାସିଂଟନ:ଉତ୍ତରକୋରିଆ ରାଷ୍ଟ୍ରପତି କିମ୍‌ ଜଙ୍ଗ ଉନ୍‌ ଆମେରିକାକୁ ପରମାଣୁ ଅସ୍ତ୍ରର ଧମକ ଦେବା ପରେ ଦୁଇ ଦେଶର ରାଷ୍ଟ୍ରପତିଙ୍କ ଟ୍ଵିଟରରେ ଶକ୍ତି ପ୍ରଦର୍ଶନ ଆରମ୍ଭ ହୋଇଯାଇଛି। କିମ୍‌ଙ୍କୁ ପ୍ରତି ଜବାବ୍‌ ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ନ କହିଛନ୍ତି ଯେ, ଆମେରିକା ପାଖରେ…
ଅଧିକ ଖବର ଦେଖନ୍ତୁ...

ମୁସାରଫ ମାନିଲେ, ମୋଦିଙ୍କ ସାମନା କରିପାରୁନାହିଁ ପାକିସ୍ତାନ

ଦୁବାଇ: ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ଏକ ବଦନାମ ଦେଶ । ବିଶ୍ୱର କୌଣସି ଦେଶର ପାକିସ୍ତାନ ପ୍ରତି ତିଳେମାତ୍ର ସମ୍ମାନ ନାହିଁ । ଭାରତର ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଉପରେ ଆଧିପତ୍ୟ ବିସ୍ତାର କରି ରହିଛନ୍ତି । ମୋଦି ସରକାରର ବିଚକ୍ଷଣ କୂଟନୀତିର ସାମନା କରିନପାରି ପାକିସ୍ତାନ…
ଅଧିକ ଖବର ଦେଖନ୍ତୁ...

‘ସିଓଏ’ର ନୂଆ ଫର୍ମୁଲା ପରେ କ’ଣ ହେବ ଧୋନିଙ୍କ କଣ୍ଟ୍ରାକ୍ଟ ଗ୍ରେଡ!

ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ବିସିସିଆଇର ଶ୍ରେଷ୍ଠ ଗ୍ରେଡ କଣ୍ଟ୍ରାକ୍ଟରେ ସ୍ଥାନ ମିଳିବା ନେଇ ସନ୍ଦେହ କରାଯାଉଛି। କୁହାଯାଉଛି ଯେ, କ୍ରିକେଟ ପ୍ରଶାସକ ସମିତି(ସିଓଏ) ବୁଧବାର କଣ୍ଟ୍ରାକ୍ଟ ପାଇଁ ନୂଆ ଫର୍ମୁଲା ପ୍ରସ୍ତୁତ କରୁଛନ୍ତି। ସିଓଏ ଏ+, ଏ, ବି, ସି ଫର୍ମୁଲା ହିସାବରେ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମକାରୀକୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତା ମହିଳାଙ୍କୁ ଦୋଷମୁକ୍ତ ଘୋଷଣା କଲେ କୋର୍ଟ

ମୁମ୍ବାଇ: ଜନୈକ ବ୍ୟକ୍ତିର ତଣ୍ଟି କାଟି ହତ୍ୟା କରିବା ଅପରାଧରେ ଅଭିଯୁକ୍ତ ଥିବା ଜନୈକା ମହିଳାଙ୍କୁ ମୁମ୍ବାଇର ଏକ ସେସନ୍ସ କୋର୍ଟ ଆଜି ଦୋଷମୁକ୍ତ ଘୋଷଣା କରିଛନ୍ତି। ନିଜକୁ ଦୁଷ୍କର୍ମରୁ ବଞ୍ଚାଇବାକୁ ଯାଇ ନିଜର ସୁରକ୍ଷା ପାଇଁ ମହିଳା ଜଣକ ଦୁଷ୍କର୍ମକାରୀକୁ ହତ୍ୟା କରିଥିବାରୁ ଦୃଷ୍ଟିରୁ…
ଅଧିକ ଖବର ଦେଖନ୍ତୁ...

ବୟସ ଗଡ଼ିଯାଉଛି, ଗ୍ଲାମର କମିଯାଉଛି: କାହିଁକି ବାହା ହେଉନାହାନ୍ତି ଏହି ନାୟିକାମାନେ?

ପୂର୍ବରୁ ବଲିଉଡ୍‌ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବଂ ଉର୍ମିଳା ମାତୁନକର ବୟସ ଗଡ଼ିଯିବା ସତ୍ୱେ ଅବିବାହିତ ରହିଥିଲେ ବୋଳି ଚର୍ଚ୍ଚା ପାଲଟିଥିଲେ। ଯାହା ହେଉ ଶେଷରେ ପ୍ରୀତି ଜିଣ୍ଟା ୪୧ ବର୍ଷ ବୟସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ବେଳେ ୪୨ ବର୍ଷ ବୟସରେ ବିବାହ କରିଥିଲେ ଉର୍ମିଳା। ଏବେ ବି…
ଅଧିକ ଖବର ଦେଖନ୍ତୁ...

ଦୁର୍ଦ୍ଦାନ୍ତ ଅପରାଧୀ ରାଜା ଆଚାର୍ଯ୍ୟର ଭାଇଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧୀ ରାଜା ଆଚାର୍ଯ୍ୟର ଭାଇ ଦୀପକଙ୍କୁ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ବୁଧବାର ସଂଘବଦ୍ଧ ଭାବରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଦୀପକଙ୍କ ହାତ ଓ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ରହିଛି। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ମେଡିକାଲରେ…
ଅଧିକ ଖବର ଦେଖନ୍ତୁ...