Daily Archives

January 4, 2018

ଚାଲିଛି ବେଧଡ଼କ ପଶୁ ଶିକାର

ଚନ୍ଦାହାଣ୍ଡି : ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍‌ ଅନ୍ତର୍ଗତ ବିଭିନ୍ନ ଜଂଗଲରେ ବେଧଡକ ଚାଲିଛି ବନ୍ୟଜନ୍ତୁ ଶିକାର। ଶିକାର ପରେ ମାଂସକୁ ଖୋଲାଖୋଲି ବିକ୍ରି କରାଯାଉଛି। ଶିକାରୀଙ୍କ ଉପରେ ଅଙ୍କୁଶ ଲଗାଇବାରେ ବନ ବିଭାଗ ବିଫଳ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଆଜି ଏକ…
ଅଧିକ ଖବର ଦେଖନ୍ତୁ...

ନିର୍ଦ୍ଦେଶକ ନଗେନ୍‌ ରାୟଙ୍କ ପରଲୋକ

କଟକ-ମହାନଦୀବିହାର : ପ୍ରଥମ ଓଡ଼ିଆ ରଂଗୀନ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’ର ନିର୍ଦ୍ଦେଶକ ନଗେନ୍‌ ରାୟ ଆଉ ନାହାନ୍ତି। ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ୧୯୩୫, ଜୁଲାଇ ୧୬…
ଅଧିକ ଖବର ଦେଖନ୍ତୁ...

୨୫ ଇନ୍‌ସ୍ପେକ୍ଟରଙ୍କ ବଦଳି

କଟକ : ଓଡ଼ିଶା ପୁଲିସ ବିଭାଗରେ କାର୍ଯ୍ୟରତ ୨୫ ଜଣ ଇନ୍‌ସ୍ପେକ୍ଟରଙ୍କୁ ବଦଳି କରାଯାଇଛି। ଇନ୍‌ସ୍ପେକ୍ଟର ତପସ୍ୱିନୀ କହଁରଙ୍କୁ ବୌଦ୍ଧ, ଜୟ କୁମାର ପଟ୍ଟନାୟକଙ୍କୁ ବ୍ରହ୍ମପୁର, ଚିନ୍ତାମଣୀ ପ୍ରଧାନଙ୍କୁ ସମ୍ବଲପୁର, ଜୟନ୍ତ କୁମାର ବେହେରାଙ୍କୁ ବାଲେଶ୍ୱର, ଉମାଶଙ୍କର ନାୟକଙ୍କୁ କୋରାପୁଟ,…
ଅଧିକ ଖବର ଦେଖନ୍ତୁ...

ଚହଟାଖୋଲରେ ପୁଣି ବାଘ ଆତଙ୍କ

ଲଚ୍ଛିପୁର : ସୋନପୁର ବ୍ଲକ୍‌ ଛକୋରମାଲ ପଞ୍ଚାୟତ ଚହଟାଖୋଲ ଦଲଦଲି ଜଙ୍ଗଲରେ ପୁଣି କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି। ଏହି ଗାଁର ଅଚ୍ୟୁତ ମେଲ୍ଲୀଙ୍କ ଏକ ଗାଈ ଓ ଈଶ୍ୱର ମେଲ୍ଲୀଙ୍କ ଏକ ଛେଳି ମାରି ଦେଇଥିବା ଜଣାଯାଇଛି। ଏନେଇ ଆଖପାଖ ୩ଟି ଗାଁର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏନେଇ…
ଅଧିକ ଖବର ଦେଖନ୍ତୁ...

ଅଟୋ ଓଲଟିଲା: କ୍ରିକେଟ ଖେଳାଳି ମୃତ, ୨ ଗୁରୁତର

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସୁନାମାଲ ଗ୍ରାମର କିଛି ଯୁବକ ଏକ ଅଟୋରେ କ୍ରିକେଟ ଖେଳିବାକୁ ଯାଉଥିବା ବେଳେ ଦୁଃଖଦ ଘଟଣା ଘଟିଛି। ଖେଳାଳିମାନେ ଅଟୋ (ଓଡ଼ି ୮ଇ-୪୬୬୨) ଯୋଗେ କୋକସରା ପଂଚାୟତର ଚିଲିଗୁଡ଼ା ଗ୍ରାମକୁ ଯାଉଥିବା ବେଳ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ…
ଅଧିକ ଖବର ଦେଖନ୍ତୁ...

କଟକରେ ପୁଣି ଏନ୍‌କାଉଣ୍ଟର

କଟକ : ସଦରଥାନା ଗୋପାଳପୁର ବଢ଼େଇ ସାହିରେ ଆଜି ପୁଣି ପୋଲିସ ଏନ୍‌କାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧି ବୁଦ୍ଧିଆ ନାହାକ ଆହତ ହୋଇଛି। ଏନ୍‌କାଉଣ୍ଟର ଫଳରେ ବୁଦ୍ଧିଆ ନାହକର ଜଙ୍ଘରେ ଗୁଳି ବାଜିଛି। ତାକୁ ଚିକିତ୍ସା ଲାଗି ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ତା’ ନିକଟକୁ ୨ଟି…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ୨ମୃତ 

ଦାନଗଦୀ/ଡୁବୁରୀ : ଆଜି ରାତିରେ କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରୀ-ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥର ମିରିଗିଚରା ଛକ ନିକଟରେ ରାସ୍ତା ଦୁର୍ଘଟଣାରେ ଦୁଇଜଣ ବାଇକ ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି।  ଅନ୍ୟ ଜଣେ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ମୃତ ବ୍ୟକ୍ତି ଦ୍ୱୟ ହେଲେ…
ଅଧିକ ଖବର ଦେଖନ୍ତୁ...

ଲାଲୁଙ୍କ ଲୋକେ ବହୁତ ଫୋନ୍‌ କରିଛନ୍ତି

ରାଞ୍ଚି: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ଲାଲୁପ୍ରସାଦଙ୍କ ଦଣ୍ଡାଦେଶକୁ ଆସନ୍ତାକାଲି ଯାଏ ସ୍ଥଗିତ ଘୋଷଣା କରିବା ପରେ ସିବିଆଇର ସ୍ୱତନ୍ତ୍ର ଜଜ୍‌ ଶିବ ପାଲ ସିଂହ ଏକ ରୋଚକ ସୂଚନା ଦେଇଥିଲେ। ଏହି ଦଣ୍ଡବିଧାନ ସମ୍ପର୍କରେ ଲାଲୁଙ୍କ ସମର୍ଥକମାନେ ତାଙ୍କୁ ବାରମ୍ବାର ଫୋନ୍‌…
ଅଧିକ ଖବର ଦେଖନ୍ତୁ...

ଭାରତର ଜଣେ ମୁଖ୍ୟମନ୍ତ୍ରୀ ଉତ୍ତରକୋରିଆ ଶାସକ କିମ୍‌ଙ୍କ ବଡ଼ ସମର୍ଥକ, ସେ କିଏ ଜାଣନ୍ତୁ

କୋଜିକୋଡ୍‌(କେରଳ): ଭାରତରେ ଥିବା ବାମପନ୍ଥୀ ମାନଙ୍କର ଅନ୍ୟ କମ୍ୟୁନିଷ୍ଟ ଶାସିତ ଦେଶ ଯଥା ଚୀନ, ଉତ୍ତର କୋରିଆ ଆଦି ପ୍ରତି କିଛିଟା ସମର୍ଥନ ରହିଥିବା ବେଶ ଜଣାଶୁଣା କଥା । ବିଦେଶୀ କମ୍ୟୁନିଷ୍ଟ ଶାସକମାନେ ଯେତେ କୁଖ୍ୟାତ ହୁଅନ୍ତୁ ବା ଏକଛତ୍ରବାଦୀ ହୁଅନ୍ତୁ ସେମାନଙ୍କର କିଛି ଫରକ ପଡେନାହିଁ…
ଅଧିକ ଖବର ଦେଖନ୍ତୁ...

ଚେନ୍ନାଇ ସୁପର କିଙ୍ଗ୍‌ସକୁ ଫେରିଲେ ଧୋନି-ଜାଦେଜା, ଆରସିବିର ନେତୃତ୍ୱ ନେବେ କୋହଲି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୧୮ ପାଇଁ ଗୁରୁବାର ରିଟେନ୍‌ସ ସେରିମନିର ଆୟୋଜନ ହୋଇଯାଇଛି। ଏପ୍ରିଲ ୪ରୁ ମଇ ୨୭ ମଧ୍ୟରେ ହେବାକୁ ଥିବା ଆଇପିଏଲ୍‌ର ଚେନ୍ନାଇ ସୁପର କିଙ୍ଗ୍‌ସକୁ ମହେନ୍ଦ୍ର ସିଂହ ଧୋନି ଫେରିଛନ୍ତି। ତାଙ୍କ ସାଥୀରେ ରବୀନ୍ଦ୍ର ଜଦେଜା ମଧ୍ୟ ଟିମ୍‌କୁ…
ଅଧିକ ଖବର ଦେଖନ୍ତୁ...