Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Daily Archives

January 5, 2018

‘ଆବାସ’ ଟାର୍ଗେଟ୍‌ ଫେଲ୍‌ : ୪ ଭିଏଲ୍‌ଡବ୍ଲ୍ୟୁ କାର୍ଯ୍ୟରୁ ନିଲମ୍ବିତ

ଅନୁଗୁଳ : ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍‌କା ଘର ଯୋଜନା କାର୍ଯ୍ୟାନ୍ଵୟନରେ ଅବହେଳା ପାଇଁ ଆଜି ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ୪ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ଅନୁଗୁଳ ବ୍ଲକ ଶରଧାପୁର ପଞ୍ଚାୟତର ସୋମନାଥ ଦାସ, ରନ୍ତଲେଇ ପଞ୍ଚାୟତର…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ବସ୍‌-ଟ୍ରକ୍‌ ମୁହାଁମୁହିଁ ୬ ଛାତ୍ରଛାତ୍ରୀଙ୍କ ସମେତ ୭ମୃତ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋର ଠାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣ ଛାତ୍ରଛାତ୍ରୀଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଛି । ଦିଲ୍ଲୀ ପବ୍ଲିକ୍‌ ସ୍କୁଲ ଛୁଟି ହେବା ପରେ ପିଲାଙ୍କୁ ନେଇ ଫେରୁଥିବା ସ୍କୁଲ ବସ୍‌ ସହ ଏକ ମାଲ ବୋଝେଇ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁକୁ ନ ଡରିବାକୁ ଚୀନ୍‌ ସେନାକୁ ଜିନ୍‌ ପିଙ୍ଗ୍‌ଙ୍କ ପରାମର୍ଶ

ବେଜିଂ: ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଯାଅ। ଦେଶକୁ ସୁରକ୍ଷା ଦେବାପାଇଁ ମୃତ୍ୟୁକୁ ଭୟ କରନା। ଚୀନ୍‌ ସାମରିକ ବାହିନୀକୁ ଏଭଳି ପରାମର୍ଶ ଦେଇଛନ୍ତି ଚୀନ୍‌ ରାଷ୍ଟ୍ରପତି ଜିନ୍‌ ଜିନପିଙ୍ଗ୍‌। ଅପରପକ୍ଷେ, ଏସିଆରେ ଏବେ ଭୂ-ରାଜନୈତିକ ବିଶୃଙ୍ଖଳା ବୃଦ୍ଧି ପାଇଥିବାବେଳେ ଜିନପିଙ୍ଗ୍‌ଙ୍କ ଏଭଳି ବୟାନ…
ଅଧିକ ଖବର ଦେଖନ୍ତୁ...

ଗୈରିକ ରଙ୍ଗ ହେଲା ଲକ୍ଷ୍ନୌ ହଜ୍‌ କାର୍ଯ୍ୟାଳୟ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ବିଜେପି ସରକାର ସମସ୍ତ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ଗୈରିକ ରଙ୍ଗ କରିବା ଅଭିଯାନ ଆରମ୍ଭ କରିଛନ୍ତି। ସଚିବାଳୟ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବରିଷ୍ଠ ପ୍ରଶାସକମାନଙ୍କ କାର୍ଯ୍ୟାଳୟକୁ ଗୈରିକ ରଙ୍ଗ କରିବା ପରେ ଆଜି ଲକ୍ଷ୍ନୌ ହଜ୍‌ କାର୍ଯ୍ୟାଳୟକୁ…
ଅଧିକ ଖବର ଦେଖନ୍ତୁ...

ଭିତରକନିକାରେ ବଉଳା କୁମ୍ଭୀର ଗଣନା

ରାଜନଗର : ବିଶ୍ୱର ଅନ୍ୟତମ ସରୀସୃପମାନଙ୍କର ନନ୍ଦନକାନନ କୁହାଯାଉଥିବା ଭିତରକନିକା ଜାତୀୟ ଉଦ୍ୟାନରେ ଆଜିଠାରୁ ବଉଳା କୁମ୍ଭୀର ଗଣନା ଆରମ୍ଭ ହୋଇଛି। ଜଣାଶୁଣା ବଉଳା କୁମ୍ଭୀର ଗବେଷକ ଡଃ. ସୁଧାକର କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ୧୨ଟି ଟିମ୍‌ ଏହି…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରକୁ ରାହୁଲଙ୍କ ସମାଲୋଚନା: ୪ ବର୍ଷ ପରେ ବି ଲୋକପାଳ ନିଯୁକ୍ତି ନାହିଁ

ନୂଆଦିଲ୍ଲୀ: ଦୁର୍ନୀତି ନିରୋଧ ଆଇନ ଅନୁଯାୟୀ ଲୋକପାଳ ନିଯୁକ୍ତ ହେବାରେ ବିଳମ୍ବ ହେଉଥିବାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ସଂସଦରେ ଲୋକପାଳ ବିଲ୍‌ ଗୃହୀତ ହେବାର ୪ ବର୍ଷ ବିତିଯାଇଥିଲେ ବି ସରକାର ଏଯାବତ୍‌ ଲୋକପାଳ ନିଯୁକ୍ତ କରିପାରିଲେନି…
ଅଧିକ ଖବର ଦେଖନ୍ତୁ...

ଏନ୍‌କାଉଣ୍ଟରରେ ୨ ନକ୍ସଲ ମୃତ

ମାଲକାନଗିରି : ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ସହ ଗୁଳି ବିନିମୟରେ ୨ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ବିଜାପୁର ଏସପି ମୋହିତ ଗର୍ଗଙ୍କ କହିବା ଅନୁଯାୟୀ ୨୦୪ କୋବ୍ରା ବାଟାଲିୟନର ଯବାନ ଏବଂ ଜିଲ୍ଲା ପୋଲିସ ମିଳିତ ସର୍ଚ୍ଚ ଅପରେସନରେ ବାହାରିଥିଲେ। କାବଡାଗାଁ ନିକଟରେ ନକ୍ସଲମାନେ…
ଅଧିକ ଖବର ଦେଖନ୍ତୁ...

ଉଦ୍ଦେଶ୍ୟମୂଳକ ଭାବେ ଟାର୍ଗେଟ୍‌ କରାଯାଉଛି : ଜିଗ୍ନେଶ

ନୂଆଦିଲ୍ଲୀ: ଗତ ୩୧ ତାରିଖରେ ଦଳିତ ନେତା ଜିଗ୍ନେଶ ମେବାନୀ ପୁନେଠାରେ ଦେଇଥିବା କ୍ରୋଧାତ୍ମକ ବକ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଥିବାବେଳେ ଆଜି ସେ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ତାଙ୍କ ବକ୍ତତାର କୌଣସି ଗୋଟିଏ ହେଲେ ଶବ୍ଦ ହିଂସା କିମ୍ବା ଉତ୍ତେଜନା ସୃଷ୍ଟି କରିବା…
ଅଧିକ ଖବର ଦେଖନ୍ତୁ...

ଏମଭିଆଇଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ବାଲେଶ୍ୱର : ବାଲେଶ୍ୱର ଆରଟିଓ ଅଫିସର ଜୁନିୟର ଏମଭିଆଇ ବିପିନ ବିହାରୀ ଦାସଙ୍କ ଘରେ ଆଜି ଭିଜିଲାନ୍ସ ଚଢଉ କରିଛି। ଏକକାଳୀନ ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସର ୪ଟି ଟିମ୍‌। ଭୁବନେଶ୍ୱରର ଗଙ୍ଗନଗରସ୍ଥିତ ଶ୍ରୀ ଦାସଙ୍କ ବାସଭବନ, ଏରସମାରେ ଥିବା ତାଙ୍କ ପୈତୃକ ଘର ସହ ବାଲେଶ୍ୱର ଅଫିସ…
ଅଧିକ ଖବର ଦେଖନ୍ତୁ...

ସରିଲା ଶୀତ ଅଧିବେଶନ: ଲୋକସଭାରେ ୭୮%, ରାଜ୍ୟସଭାରେ ୫୪ ପ୍ରତିଶତ କାମ

ନୂଆଦିଲ୍ଲୀ: ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିବା ସଂସଦର ଶୀତ ଅଧିବେଶନ ଆଜି ଶେଷ ହୋଇଛି। ଏହି ଅଧିବେଶନରେ ଲୋକସଭାର କାର୍ଯ୍ୟ ଗତ ମୌସୁମି ଅଧିବେଶନ ଅପେକ୍ଷା ଅଧିକ ଫଳପ୍ରଦ ହୋଇଥିବାରୁ ସରକାର ଅଶ୍ୱସ୍ତ ହୋଇଛନ୍ତି। ତେବେ ରାଜ୍ୟସଭାରେ ସରକାରଙ୍କୁ ନୈରାଶ୍ୟ ମିଳିଛି। ଲୋକସଭାରେ ତିନି…
ଅଧିକ ଖବର ଦେଖନ୍ତୁ...