Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Daily Archives

January 6, 2018

୧୨ ନାବାଳିକା ଉଦ୍ଧାର, ସିଡବ୍ଲୁସିକୁ ହସ୍ତାନ୍ତର

ମାଲକାନଗିରି : ଆଜି ମାଲକାନଗିରି ଚାଇଲ୍ଡ ଲାଇନ ତରଫରୁ ୧୨ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଏହି ୧୨ ନାବାଳିକାଙ୍କୁ ଆନ୍ଧ୍ର ଚାଲାଣ ବେଳେ ଉଦ୍ଧାର କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏମାନଙ୍କୁ ଚାରି ଜଣ ମହିଳା ନେଉଥିଲେ। ଘଟଣାରୁ ପ୍ରକାଶ ଯେ ମାଲକାନଗିରିସ୍ଥିତ…
ଅଧିକ ଖବର ଦେଖନ୍ତୁ...

ବାରଙ୍ଗରେ ଟ୍ରେନ୍‌ରୁ ଯାତ୍ରୀଙ୍କୁ ଠେଲିବା ଘଟଣା : ଦୁଇ ଫେରାର କିନ୍ନର ଗିରଫ

କଟକ : ବାରଙ୍ଗରେ ଜଣେ ଯାତ୍ରୀଙ୍କୁ ଟ୍ରେନ୍‌ରୁ ଠେଲିବା ଏବଂ ଗତକାଲି ଜଣେ ଯୁବକଙ୍କୁ ବଗି ଭିତରେ ଆକ୍ରମଣ କରିବା ଘଟଣାରେ ପୁଲିସ ଦୁଇ କିନ୍ନରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ରିଚା ସାହୁ ଏବଂ ଖୋର୍ଦ୍ଧାର ସୋନାକ୍ଷୀ ରଥ ।…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀଙ୍କ ଆଗରେ ବନ୍ଧୁକମୁନରେ ଗଣଦୁଷ୍କର୍ମ

ବାନ୍ଦା(ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ଚିତ୍ରକୁଟ ଜିଲ୍ଲା ଅନ୍ତର୍ଗତ ଭଦଓ୍ଵାଲ ଗାଁ ନିକଟରେ ୩ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଜଣେ ବିବାହିତା ମହିଳାଙ୍କୁ ତାଙ୍କ ସ୍ୱାମୀ ଏବଂ ଦିଅରଙ୍କ ସାମନାରେ ଗଣଦୁଷ୍କର୍ମ କରିବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି। ଅଭିଯୋଗ ପାଇ ବାନ୍ଦା ଥାନା ପୁଲିସ…
ଅଧିକ ଖବର ଦେଖନ୍ତୁ...

ଧାନକଳରେ ଚାପି ହୋଇ ମହିଳା ମୃତ

ଦାନଗଦି/ଡୁବୁରି : କଳିଙ୍ଗନଗର ଥାନା ଅନ୍ତର୍ଗତ ବାଘୁଆପାଳ ଗ୍ରାମରେ ଆଜି ସକାଳେ ଜଣେ ମହିଳା ଧାନକଳରେ ଚାପି ହୋଇ ପ୍ରାଣ ହରାଇଛି । ମହିଳାଙ୍କ ନାମ ସୁମିତ୍ରା କାଲୁଣ୍ଡିଆ(୨୨)। ମଙ୍ଗଲ ସିଂ କାଲୁଣ୍ଡିଆଙ୍କ ପତ୍ନୀ ସୁମିତ୍ରା ଧାନ ପେଷାଇବାକୁ ସିଙ୍ଗିରାଇ ଗାଗରାଇଙ୍କ ଧାନକଳକୁ ଯାଇଥିଲେ। ଧାନ…
ଅଧିକ ଖବର ଦେଖନ୍ତୁ...

ଅଭାବୀ ବିକ୍ରି: ଯୋଗୀଙ୍କ ଘର ଆଗରେ ଆଳୁ ଗଦାକଲେ କୃଷକ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବିଜେପି ଶାସିତ ଯୋଗୀ ଆଦିତ୍ୟନାଥଙ୍କ ସରକାର ଉତ୍ପାଦିତ କୃଷିଦ୍ରବ୍ୟର ସଂରକ୍ଷଣ ପାଇଁ କୌଣସି ବ୍ୟବସ୍ଥା କରୁନଥିବାରୁ ଏହାକୁ ବିରୋଧ କରି ଆଜି କୃଷକମାନେ ଅଭିନବ ଆନ୍ଦୋଳନ କରିଛନ୍ତି। ଭୋରରୁ ବିଧାନସଭା ସମ୍ମୁଖରେ ଥିବା ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ବାସଭବନ…
ଅଧିକ ଖବର ଦେଖନ୍ତୁ...

ଜିଏସ୍‌ଟିକୁ ବିରୋଧ: ବିଷ ପିିିଇ ବିଜେପି କାର୍ଯ୍ୟାଳୟରେ ପଶିଲେ ବ୍ୟବସାୟୀ

ଡେରାଡୁନ: କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ଓ ଜିଏସ୍‌ଟି କାରଣରୁ ବ୍ୟବସାୟରେ ଅନେକ କ୍ଷତି ସହି ଋଣରେ ବୁଡ଼ି ରହିଥିବା ଉତ୍ତରାଖଣ୍ଡର ଜଣେ ପରିବହନ ବ୍ୟବସାୟୀ ଆଜି ଡେରାଡୁନ୍‌ସ୍ଥିତ ବିଜେପି କାର୍ଯ୍ୟାଳୟକୁ ବିଷ ପିଇ ପଶିଛନ୍ତି। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ଯୋଗୁଁ ବ୍ୟବସାୟରେ…
ଅଧିକ ଖବର ଦେଖନ୍ତୁ...

ଚମ୍ପୁଆରେ ହାଡ଼ଭଙ୍ଗା ଶୀତ, ଦୁଇ ଜଣଙ୍କ ମୃତ୍ୟୁ

ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଥିବା ବେଳେ ଏହାର ପ୍ରକୋପରେ ଦୁଇଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଚମ୍ପୁଆ ଅଞ୍ଚଳରେ ଏକ ସପ୍ତାହ ହେଲା ଶୀତ ଲହରି ଜାରି ରହିଛି। ଗତକାଲି ଚମ୍ପୁଆର ତାପମାତ୍ରା ୧୦…
ଅଧିକ ଖବର ଦେଖନ୍ତୁ...

ସୋପୋର୍‌ରେ ଆଇଇଡି ବିସ୍ଫୋରଣ: ୪ ପୁଲିସ୍‌ କର୍ମଚାରୀ ସହିଦ, ଜେଇଏମ୍‌ ନିଜକୁ ଦାୟୀ କଲା

ସୋପୋର୍‌(ଜମ୍ମୁ କଶ୍ମୀର): ଶନିବାର ସକାଳେ ଜମ୍ମୁ କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ସୋପୋର ଠାରେ ଆତଙ୍କବାଦୀମାନେ ଏକ ଆଇଇଡି(ବୋମା) ବିସ୍ଫୋରଣ କରିଛନ୍ତି। ସୋପୋରର ମୁଖ୍ୟ ବଜାରରେ ସକାଳ ପାଟ୍ରୋଲିଂ କରୁଥିବା ୪ଜଣ ପୁଲିସ କର୍ମଚାରୀ ଏହି ବିସ୍ଫୋରଣରେ ସହିଦ ହୋଇଥିବା ବେଳେ ୨ ଜଣ ଗୁରୁତର…
ଅଧିକ ଖବର ଦେଖନ୍ତୁ...

ଇମ୍‌ରାନ୍‌ ଖାନଙ୍କର ତୃତୀୟ ବିବାହ!

ଇସ୍‌ଲାମାବାଦ: ପୂର୍ବତନ ପାକିସ୍ତାନୀ କ୍ରିକେଟର ତଥା ପାକିସ୍ତାନ ତେହରିକ୍‌ ଏ ଇନ୍ସାଫ(ପିଟିଆଇ) ଦଳ ମୁଖ୍ୟ ଇମ୍‌ରାନ୍‌ ଖାନ୍‌ ନବ ବର୍ଷରେ ପୁଣିଥରେ ବିବାହ କରିଥିବା ଚର୍ଚ୍ଚା ହେଉଛି। ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ମୁତାବକ ଇମ୍‌ରାନ୍‌ ଖାନ୍‌ ଗତ ଜାନୁଆରି ୧ ତାରିଖରେ ଲାହୋରରେ ତାଙ୍କର…
ଅଧିକ ଖବର ଦେଖନ୍ତୁ...

ନାଳକୁ ବସ୍‌ ଓଲଟି ୬ ମୃତ, ୧୫ ଗୁରୁତର

ଉଧାମପୁର(ଜମ୍ମୁ କଶ୍ମୀର): ଜମ୍ମୁ କଶ୍ମୀରର ଉଧାମପୁର ଠାରୁ ୩୦ କିମି ଦୂର କରଓ୍ଵାଠାରେ ଆଜି ଏକ ବସ୍‌ ରାସ୍ତାରୁ ୧୦୦ ଫୁଟ ତଳ ନାଳ ଭିତରକୁ ଖସିପଡ଼ିବାରୁ ଅତି କମ୍‌ରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନାନୁଯାୟୀ, ଉକ୍ତ ଯାତ୍ରୀବାହୀ…
ଅଧିକ ଖବର ଦେଖନ୍ତୁ...