Daily Archives

January 6, 2018

୩ ନକ୍ସଲ ଗିରଫ

ମାଲକାନଗିରି : ପୁଲିସକୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଆସିଥିବା ୩ଜଣ ନକ୍ସଲଙ୍କୁ ପଡୋଶୀ ଛତିଶଗଡର କୋଣ୍ଡାଗାଓଁ ପୁଲିସ ଧରିବାରେ ସଫଳ ହୋଇଛି। ଏହି ଜିଲ୍ଲାର ନବାଗାଓଁ ନିକଟରେ ନିର୍ମାଣଧୀନ ରାସ୍ତାକୁ ସୁରକ୍ଷା ଦେବା ପାଇଁ ଆସିଥିବା ଆଟିବିପି ୪୧ବାଟାଲିୟନ ଯବାନଙ୍କ ଉପରେ ଆକ୍ରମଣ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଗଂଜେଇ ଜବତ,୨ ଗିରଫ

ମାଲକାନଗିରି : ମାଲକାନଗିରି ଅବକାରୀ ବିଭାଗ ତରଫରୁ ଗଂଜେଇ ଜବତ କରାଯିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠଙ୍କ ନିର୍ଦେଶକ୍ରମେ ଚିତ୍ରକୋଣ୍ଡାର ନୂଆଗୁଡାରେ ଚଢାଉ କରାଯାଇ ଗଂଜେଇ ଜବତ କରାଯାଇଥିଲା। ଆରଏସି-୧ରୁ ଏକ ଇଣ୍ଡିକା କାର ଗଂଜେଇ ଆସୁଥିବା ଖବର ପାଇ…
ଅଧିକ ଖବର ଦେଖନ୍ତୁ...

ଜିଏସ୍‌ଟି ପରେ ଜିଡିପିକୁ ରାହୁଲଙ୍କ କଟାକ୍ଷ

ନୂଆଦିଲ୍ଲୀ: ଜିଏସ୍‌ଟିକୁ ଗବ୍ଦର ସଂହ ଟ୍ୟାକ୍ସ ନାମ ଦେବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ଜିଡିିପିକୁ କଟାକ୍ଷ କରି ନୂତନ ସଜ୍ଞା ବାହାର କରିଛନ୍ତି। ଆଚି ରାହୁଲ ଟ୍ଵିଟ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଓ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଦେଶର ଅର୍ଥ ବ୍ୟବସ୍ଥାକୁ…
ଅଧିକ ଖବର ଦେଖନ୍ତୁ...

ପ୍ରଭାବିତ ହେବେ ସାଢେ ୭ଲକ୍ଷ ଭାରତୀୟ

ଓ୍ଵାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନୀ ଇସ୍ତାହାରରେ ଥିବା ‘ବାୟ ଆମେରିକାନ,ହାୟର ଆମେରିକାନ’ ପଲିସିକୁ କାର୍ଯ୍ୟକାରୀ କରିବାକୁ ଯାଇ ଏଚ୍‌-୧ବି ଭିସା ନିୟମରେ ପରିବର୍ତ୍ତନ କରାଯାଉଛି। ଏହି ନୂତନ ନିୟମ କାର୍ଯ୍ୟକାରୀ ହେଲେ ଆମେରିକାରେ କାର୍ଯ୍ୟରତ ସାଢେ ୭ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ଥରୁଛି ଉତ୍ତର ଭାରତ: ୨୪ ଘଣ୍ଟାରେ ୭୦ ମୃତ

ନୂଆଦିଲ୍ଲୀ: ସମଗ୍ର ଉତ୍ତର ଭାରତରେ ଏବେ ଶୀତ ଲହରୀର ପ୍ରକୋପ ଜାରି ରହିଛି। ପ୍ରବଳ ଥଣ୍ଡା ଯୋଗୁଁ ବିଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶରେ ୭୦ ଜଣ ବେସାହାରା ଲୋକଙ୍କ ମୃତ୍ୟୁ ଘଟିଛି । ଶୀତ ଲହରି ଯୋଗୁଁ ପୂର୍ବାଞ୍ଚଳରେ ୨୨ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଆହ୍ଲାବାଦ ଡିଭିଜନରେ ୧୧ ଜଣ,…
ଅଧିକ ଖବର ଦେଖନ୍ତୁ...

୨୩,୮୯୭ ଟି ବାଇକ୍‌ ଫେରସ୍ତ ନେବ ୟାମାହା

ନୂଆଦିଲ୍ଲୀ: ୟାମାହା ମୋଟର୍ସ ଇଣ୍ଡିଆ ତରଫରୁ ନିଜର ଦୁଇଟି ଲୋକପ୍ରିୟ ବାଇକ୍‌ ମଡେଲ ଏଫଜେଡ୍‌ ୨୫ ଓ ଫେଜର ୨୫ ର ପ୍ରାୟ ୨୩,୮୯୭ ଟି ବାଇକ୍‌ ଫେରସ୍ତ ନିଆଯିବାକୁ ଘୋଷଣା କରାଯାଇଛି । ଏସବୁ ବାଇକର ହେଡ କବର ବୋଲ୍ଟ ଢିଲା ହେବା କାରଣରୁ କମ୍ପାନି ତରଫରୁ ଏହି ପଦକ୍ଷେପ ନିଆଯାଇଛି । କମ୍ପାନି…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନକୁ ପଇସାଟିଏ ବି ଦେବେନି ଟ୍ରମ୍ପ : ସବୁ ଅନୁଦାନ ଉପରେ ଲାଗିବ ରୋକ୍

ଓ୍ଵାସିଂଟନ: ଯାହା ଲାଗୁଛି କେବଳ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୁହେଁ, ଆମେରିକାର ସବୁ  ସିନେଟର ଓ କଂଗ୍ରେସମ୍ୟାନ ପାକିସ୍ତାନ ଉପରେ ପୁରାପରି ଖପ୍ପା ଅଛନ୍ତି । ଆମେରିକାର ସିନେଟର ରାଣ୍ଡ ପଲ୍‌ ଶୁକ୍ରବାର ଦିନ ଏକ ଟ୍ଵିଟ୍‌ କଲେ ଯେ ପାକିସ୍ତାନକୁ କିଛି ଅନୁଦାନ ନୁହେଁ, ସବୁ …
ଅଧିକ ଖବର ଦେଖନ୍ତୁ...

ସାମନ୍ତରାପୁରରେ ଗୋଷ୍ଠୀ ସଂଘର୍ଷ, ଭୁବନେଶ୍ୱର-ପୁରୀ ଯାତାୟତ ପ୍ରଭାବିତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଥିବା ସାମନ୍ତରାପୁର ଗାଁରେ ଶନିବାର ସନ୍ଧ୍ୟାରେ ବ୍ୟାପକ ହିଂସା ଦେଖାଯାଇଛି। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଥିବା ସାମନ୍ତରାପୁର ଓ ଶିଶୁପାଳ ଗାଁ ମଧ୍ୟରେ ସାମୁହିକ କାମକୁ ନେଇ ହୋଇଥିବା ଗଣ୍ଡଗୋଳ ଯୋଗୁଁ ଦୋକାନ ବଜାର ଭଙ୍ଗାରୁଜା ହୋଇଛି।…
ଅଧିକ ଖବର ଦେଖନ୍ତୁ...