Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Daily Archives

January 7, 2018

ୟୁପି ସରକାରଙ୍କ ନିର୍ଦ୍ଦେଶ: ଧାର୍ମିକସ୍ଥଳରେ ବାଜିପାରିବନି ଲାଉଡ ସ୍ପିକର

ଲକ୍ଷ୍ନୌ: ବିନା ଅନୁମତିରେ ରାଜ୍ୟର କୌଣସି ମନ୍ଦିର, ମସ୍‌ଜିଦ୍‌, ଗୀର୍ଜା, ଗୁରୁଦ୍ୱାର ଭଳି ଧାର୍ମିକ ଅନୁଷ୍ଠାନରେ ଲାଉଡ ସ୍ପିକର ବ୍ୟବହାର କରାଯାଇପାରିବ ନାହିଁ ବୋଲି ଆଜି ଉତ୍ତର ପ୍ରଦେଶ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଉଲ୍ଲେଖଯୋଗ୍ୟ ଲାଉଡ ସ୍ପିକର କାରଣରୁ ହେଉଥିବା ଶବ୍ଦ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ସହିତ ବନ୍ଧୁତା ପାଇଁ ଗୁରୁତ୍ୱ

ଶ୍ରୀନଗର: ପାକିସ୍ତାନକୁ ଭାରତ ଏକଘରିଆ କରିବାକୁ ଅନ୍ତର୍ଜାତୀୟସ୍ତରରେ ଜୋରଦାର ପ୍ରୟାସ ଚଳାଇଥିବା ବେଳେ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଏ ବାବଦରେ ଭିନ୍ନମତ ପୋଷଣ କରି ବିବାବ ସୃଷ୍ଟି କରିଛନ୍ତି। ପାକିସ୍ତାନ ସହ ଶାନ୍ତି ଓ ବନ୍ଧୁତା ଜରୁରୀ ବୋଲି ମେହବୁବା ଏକ ଜନସଭାରେ…
ଅଧିକ ଖବର ଦେଖନ୍ତୁ...

ପୋଲସରା ଗାଁରେ ବୋମାମାଡ଼

ସପ୍ତାହେରେ ଦୁଇଥର ଫୁଟିଲାଣି ବୋମା ନିଆଳି : ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଆଜି ରାତି ପ୍ରାୟ ୯ଟାରେ ପୋଲସରା ଗ୍ରାମର ଅଲେଖ ଖଟେଇଙ୍କ ବୋଲେରୋ ଗାଡି ଉପରକୁ ବୋମାମାଡ଼ କରିଛନ୍ତି ଅଜଣା ଦୁର୍ବୃତ୍ତ। ବାଇକ୍‌ରେ ଆସି ଦୁଇଜଣ ଦୁର୍ବୃତ୍ତ ବୋମାମାଡ କରି ଖସି ପଳାଇଛନ୍ତି। ଗୋଟିଏ ପଟେ…
ଅଧିକ ଖବର ଦେଖନ୍ତୁ...

ଦିନକୁ ୯୩ ଟଙ୍କାରେ କରିବେ ମାଳି କାମ

ରାଞ୍ଚି: ଗୋଖାଦ୍ୟ ଦୁର୍ନୀତି ମାମଲାରେ ସାଢ଼େ ତିନି ବର୍ଷ ଜେଲ୍‌ ଦଣ୍ଡାଦେଶ ପାଇଥିବା ବିହାରର ପୂର୍ବତନ ମୁଖ୍ୟନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବ ଏବେ ରାଞ୍ଚି ସ୍ଥିତ ବିର୍ଶର୍ା ମୁଣ୍ଡା କେନ୍ଦ୍ରୀୟ ଜେଲ୍‌ରେ କଏଦୀ ସାଜିଛନ୍ତି। ତେବେ ସେଠାରେ ବନ୍ଦୀ ଜୀବନ କାଟିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ତୀର୍ଥଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୧୫ ଆହତ

ରାୟଗଡ଼ା : ବରିଷ୍ଠ ନାଗରିକଙ୍କୁ ନେଇ ତୀର୍ଥଯାତ୍ରାରେ ଯାଇଥିବା ଗାଡ଼ି ଆଜି ଅପରାହ୍‌ଣରେ ଦୁର୍ଘଟଣାର ଶିକାର ହୋଇଛି। ରାୟଗଡ଼ାର ବରିଷ୍ଠ ନାଗରିକମାନେ ଏକ ବସ୍‌ରେ ଭେଲୋର ନିକଟସ୍ଥ ସ୍ୱର୍ଣ୍ଣ ମନ୍ଦିରକୁ ଏକ ବସ୍‌ରେ ଯାଇଥିଲେ। ବସ୍‌ ପଛରେ ଏକ ଟ୍ରକ୍‌ ଧକ୍କା ଦେବାରୁ ୧୫ଜଣ ସାମାନ୍ୟ ଆହତ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

୧୪୭ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଛାଡ଼ିଲା ପାକିସ୍ତାନ

ଇସ୍‌ଲାମାବାଦ: ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ୧୪୭ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଆଜି ସରକାର ଖଲାସ କରିଛନ୍ତି। ୮ ମାସ ତଳେ ଏହି ମତ୍ସ୍ୟଜୀବୀଙ୍କୁ ପାକିସ୍ତାନ ତଟରକ୍ଷୀ ବାହିନୀ ବନ୍ଦୀ କରି କରାଚୀ ଜେଲ୍‌ରେ ରଖିଥିଲା। ମତ୍ସ୍ୟଜୀବୀମାନେ ଅନ୍ତର୍ଜାତୀୟ ଜଳସୀମା ଉଲ୍ଲଂଘନ କରିଥିବା…
ଅଧିକ ଖବର ଦେଖନ୍ତୁ...

ଦଳି ଦେଲା ଦନ୍ତା : ଜଣେ ମୃତ, ଜଣେ ଗୁରୁତର 

କଣିହାଁ/ପବିତ୍ରନଗର/ଖମାର : ପାଳଲହଡ଼ା ବ୍ଲକ୍‌ ଖମାର ଓ କଣିହାଁ ବ୍ଲକ୍‌ ବୁରୁକୁନା ଅଞ୍ଚଳରେ ହାତୀ ଉତ୍ପାତରେ ଲୋକେ ତ୍ରାହି ତ୍ରାହି ଡାକିଲେଣି। ଆଜି ଏକ ଦନ୍ତାହାତୀ ବୁରୁକୁନା ପଞ୍ଚାୟତ ବାଦିବାହାଳ ଗାଁର ଗୋପବନ୍ଧୁ ବେହେରା(୪୫)ଙ୍କୁ ଦଳି ମାରି ଦେଇଥିବାବେଳେ ଗତକାଲି ରାତିରେ  ଆଉ ଏକ ଦନ୍ତା…
ଅଧିକ ଖବର ଦେଖନ୍ତୁ...

ଧକ୍କା ଖାଇ ଜଳିଗଲା ଇରାନ ତୈଳ ଜାହାଜ, ୩୨ ମୃତ!

ବେଜିଂ: ସାଂଘାଇ ଠାରୁ ୧୬୦ନଟିକାଲ୍‌ ମାଇଲ୍‌ ଦୂର ଚୀନ୍‌ର ପୂର୍ବ ଉପକୂଳରେ ଶନିବାର ରାତିରେ ଏକ ଇରାନୀ ତୈଳବାଦୀ ଜାହାଜ ଅନ୍ୟ ଏକ ପରିବହନ ଜାହାଜ ସହ ଧକ୍କା ଖାଇ ଜଳିଯାଇଛି। ଫଳରେ ଜାହାଜରେ ଥିବା ୨ ଜଣ ବାଂଳାଦେଶୀ ଏବଂ ୩୦ ଜଣ ଇରାନୀ ନାବିକ ନିଖୋଜ ହୋଇଯାଇଛନ୍ତି। ଦୁର୍ଘଟଣା ପରେ ଜାହାଜଟି…
ଅଧିକ ଖବର ଦେଖନ୍ତୁ...

ନୟନଜୋରିକୁ ଓଲଟିଲା କାର : ବୃଦ୍ଧ ବଞ୍ଚାଇଲେ ୫ ଜୀବନ

ସୋର : ସୋର ଟାଉନ୍‌ ନିକଟ ଜାତୀୟ ରାଜପଥ ଛପୋଲିଆ ଠାରେ ଆଜି ଭୋରରୁ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ କାର୍‌ଟି ରାସ୍ତାକଡ଼ ନୟନଯୋରୀକୁ ଖସିପଡ଼ିଛି। ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଆହତମାନଙ୍କ ଜୀବନ…
ଅଧିକ ଖବର ଦେଖନ୍ତୁ...

ରାଜେନୈତିକ ଚାନ୍ଦାକୁ ସ୍ୱଚ୍ଛ କରିବ ନିର୍ବାଚନୀ ବଣ୍ଡ୍‌: ଜେଟ୍‌ଲି

ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ଆର୍ଥିକ ସହାୟତା ବା ଚାନ୍ଦାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ କରିବା ଦିଗରେ ନିର୍ବାଚନୀ ବଣ୍ଡ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଛନ୍ତି। ବର୍ତ୍ତମାନର ବ୍ୟବସ୍ଥାରେ ରାଜନୈତିକ ଦଳ ଗୁଡ଼ିକ…
ଅଧିକ ଖବର ଦେଖନ୍ତୁ...