Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Daily Archives

January 8, 2018

ଜ୍ୟୋତିରାଦିତ୍ୟଙ୍କୁ ବିଜେପି ନେତାଙ୍କ ଧମକ : ବିରୋଧ କଲେ ହାତ ଭାଙ୍ଗି ଜିଭ କାଟିଦେବୁ

ଶିବପୁରୀ(ମଧ୍ୟପ୍ରଦେଶ,: ମଧ୍ୟପ୍ରଦେଶରେ ଜଣେ ବିଜେପି ନେତା ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପ୍ରାଣାନ୍ତକ ଧମକ ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ବିରୋଧରେ ସିନ୍ଧିଆ ଗୋଟିଏ ଅଙ୍ଗୁଳି ଉଠାଇଲେ ଆମେ ତାଙ୍କ ହାତ…
ଅଧିକ ଖବର ଦେଖନ୍ତୁ...

ଫିଲାଣ୍ଡର ଝଡ଼ରେ ଭାରତ ପରାସ୍ତ

କେପ୍‌ ଟାଉନ୍‌ : ରବିବାର ବର୍ଷା ଦେଇଥିବା ଆଶା ସୋମବାର ପାଣି ଫୋଟକା ଭଳି ଉଭେଇଗଲା। ଅଭିଜ୍ଞ ଷ୍ଟେନ୍‌ ଆହତ ହୋଇ ବୋଲିଂ କରି ନଥିଲେ, କିନ୍ତୁ ଭାରତକୁ ସମାନ ପୁରୁଣା ଯନ୍ତ୍ରଣା ମିଳିଥିଲା। ଅଠରର ଅଠାକାଠି ଲଢ଼େଇରେ ଗୋଟିଏ ଦିନ ୧୮ ଓ୍ଵିକେଟ୍‌ର ପତନ ଭିତରେ ଭାରତ କେପ୍‌ ଟାଉନ୍‌ ଟେଷ୍ଟ୍‍କୁ…
ଅଧିକ ଖବର ଦେଖନ୍ତୁ...

ବାପୁଜୀଙ୍କୁ ନାଥୁରାମ୍‌ ହିଁ ମାରିଥିଲେ:ସାନି ତଦନ୍ତ ଅନାବଶ୍ୟକ: ଆମିକସ୍‌ କ୍ୟୁରି

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାଣ୍ଡ ମାମଲାର ପୁନଃତଦନ୍ତର କୌଣସି ଆବଶ୍ୟକତା ନାହିଁ। ଗାନ୍ଧୀଙ୍କ ହତ୍ୟା ପଛରେ କୌଣସି ରହସ୍ୟମୟ ବ୍ୟକ୍ତି ନଥିବା ବେଳେ ତାଙ୍କୁ ହିନ୍ଦୁତ୍ୱବାଦୀ ନାଥୁରାମ ଗଡ୍‌ସେ ହିଁ ହତ୍ୟା କରିଛନ୍ତି ବୋଲି ଆଜି ସୁପ୍ରିମକୋର୍ଟରେ ଆମିକସ୍‌ କ୍ୟୁରି କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଶିବସେନା କର୍ପୋରେଟରଙ୍କୁ ହତ୍ୟା

ମୁମ୍ବାଇ: ପୂର୍ବତନ ଶିବସେନା ନେତା ଅଶୋକ ସାଓ୍ଵନ୍ତଙ୍କୁ ତାଙ୍କ କାନ୍ଦିବଲୀ ସ୍ଥିତ ବାସଭବନ ବାହାରେ ହତ୍ୟା କରାଯାଇଛିା ୬୨ ବର୍ଷୀୟ ସାଓ୍ଵନ୍ତ ତାଙ୍କର ଜଣେ ବନ୍ଧୁଙ୍କୁ ଭେଟ କରି ଘରକୁ ଫେରୁଥିବାବେଳେ କିଛି ଦୁବୃର୍ତ୍ତମାନେ ତାଙ୍କ ଘର ବାହାରେ ତାଙ୍କୁ ଛୁରା ମାଡ଼ କରି ହତ୍ୟା କରିଛନ୍ତିା…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ତାର ଲାଗି କପା ବୋଝେଇ ଟ୍ରକରେ ନିଆଁ

ନୂଆପଡ଼ା : ଆଜି ଅପରାହ୍ନରେ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ କାମପୁରରୁ ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଗଞ୍ଜିଆପଡ଼ା ଅଭିମୁଖେ ଯାଉଥିବା ଏକ କପା ବୋଝେଇ ଟ୍ରକ (ଓଆର ୧୫ପି- ୩୩୦୧) ଗଣ୍ଡାବାହାଲି ଗ୍ରାମପଂଚାୟତ ଅନ୍ତର୍ଗତ ଗମ୍ଭାରୀଗୁଡ଼ା ମୁଖ୍ୟ ରାସ୍ତାରେ ବିଦ୍ୟୁତ ତାର ଲାଗି କପା ବସ୍ତା…
ଅଧିକ ଖବର ଦେଖନ୍ତୁ...

ପୁଣି ଚୀନ୍‌ର ଓକିଲାତି:ପାକ୍‌କୁ ଆମେରିକା ଏପରି ଆଙ୍ଗୁଠି ନଦେଖାଉ

ବେଜିଂ: ପୁଣିଥରେ ବନ୍ଧୁ ପାକିସ୍ତାନ ସପକ୍ଷରେ ପାହାରି ଆମେରିକାକୁ ଚୀନ୍‌ ଚେତାବନୀ ଦେଇଛି। ଆଜି ଚୀନ୍‌ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ଏକ ବିବୃତିରେ କୁହାଯାଇଛି ଯେ,ଆତଙ୍କବାଦ ବିରୋଧରେ ଚୀନ୍‌ ସବୁବେଳେ ସଂଗ୍ରାମ ଜାରି ରଖିଛି,କିନ୍ତୁ ଆମେରିକା ଏଥିପାଇଁ କେବଳ ଗୋଟିଏ ଦେଶ…
ଅଧିକ ଖବର ଦେଖନ୍ତୁ...

ନବମଶ୍ରେଣୀ ଧନ୍ଦାମୂଳକ ପରୀକ୍ଷା ପାଇଁ ଫର୍ମପୂରଣ ୧୦ରୁ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତ ବର୍ଷ ପ୍ରଥମ ଥର ଆରମ୍ଭ ହୋଇଥିବା ନବମ ଶ୍ରେଣୀ ଧନ୍ଦାମୂଳକ ପରୀକ୍ଷା ପାଇଁ ଆସନ୍ତା ୧୦ ତାରିଖ ସକାଳ ୮ଟାରୁ ୧୯ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରାଯିବ। ଫର୍ମ ପୂରଣ ସମ୍ପର୍କିତ ସମସ୍ତ ନିର୍ଦ୍ଦେଶାବଳୀର…
ଅଧିକ ଖବର ଦେଖନ୍ତୁ...

କୁଳଭୂଷଣଙ୍କ ମା’ ଓ ପତ୍ନୀଙ୍କୁ ପାକିସ୍ତାନର ଅପମାନର ପ୍ରତିବାଦ:ଆମେରିକାରେ ପାକ୍‌ ଦୂତାବାସ ନିକଟରେ ବିକ୍ଷୋଭ

ନୂଆଦିଲ୍ଲୀ: ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ଭାରତର ପୂର୍ବ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଗତ ଡିସେମ୍ବର ୨୫ ତାରିଖରେ ସାକ୍ଷାତ ଅବସରରେ ତାଙ୍କ ପତ୍ନୀ ଓ ମା’ଙ୍କୁ ପାକିସ୍ତାନ ଦେଇଥିବା ଅପମାନ ପାଇଁ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗଛି। ତେବେ ପାକିସ୍ତାନର ଏଭଳି…
ଅଧିକ ଖବର ଦେଖନ୍ତୁ...

ଏଏମ୍‌ୟୁରେ ପୁଲିସ ଚଢ଼ାଉ: ପିଏଚ୍‌ଡି ଛାତ୍ର ହିଜବୁଲ୍‌ରେ ଯୋଗ ଦେଇଥିବା ସନ୍ଦେହ

ଆଲିଗଡ଼: ଆଲିଗଡ଼ ମୁସଲିମ ୟୁନିଭର୍ସିଟି (ଏଏମ୍‌ୟୁ)ର ଜଣେ ପିଏଚ୍‌ଡି ଛାତ୍ର ମନନ୍‌ ଓ୍ଵାନି ହିଜବୁଲ୍‌ ମୁଜାହିଦ୍ଦିନ୍‌ରେ ଯୋଗ ଦେଇଥିବା ଅଭିଯୋଗରେ ଆଜି ୟୁପି ପୁଲିସ ଏଏମ୍‌ୟୁରେ ଚଢ଼ାଉ କରିଛିା ଜମ୍ମୁ କଶ୍ମୀରର ମନନ୍‌ଙ୍କୁ ନିକଟରେ ଏକ ଫଟୋରେ ଏକେ ୪୭ ବନ୍ଧୁକ ଧରିଥିବାର ଦେଖିବାକୁ ମିଳିଥିଲା…
ଅଧିକ ଖବର ଦେଖନ୍ତୁ...

୮କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ

ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ପୁଲିସ ଦ୍ୱାରା ପ୍ରାୟ ୮କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ବାଲିମେଳା ଆଇଆଇସି ସୁମିତ୍ରା ଜେନାଙ୍କ ନେତୃତ୍ୱରେ ବାଲିମେଳା ଥାନା ଅନ୍ତର୍ଗତ କଣ୍ଡେଲବନ୍ଧ ଗ୍ରାମ ନିକଟରେ ଥିବା ସରକାରୀ ଜାଗାରେ ଲଗାଯାଇଥିବା ଗଂଜେଇ ଗଛକୁ ନଷ୍ଟ…
ଅଧିକ ଖବର ଦେଖନ୍ତୁ...