Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Daily Archives

January 9, 2018

ଉତ୍ତରାଖଣ୍ଡରେ ବିଜେପି ପାଇଁ ଅଡ଼ୁଆ :ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟବସାୟୀ ଆଖି ବୁଜିଲେ

ନୂଆଦିିଲ୍ଲୀ: ବିମୁଦ୍ରାକରଣ ଏବଂ ଜିଏସ୍‌ଟି ପାଇଁ ବ୍ୟବସାୟରେ ବ୍ୟାପକ କ୍ଷତି ହୋଇଥିବାରୁ ମର୍ମାହତ ହୋଇ ଉତ୍ତରାଖଣ୍ଡର ଜଣେ ବ୍ୟବସାୟୀ ଗତ ୬ ତାରିଖରେ ଡେରାଡୁନ୍‌ ବିଜେପି କାର୍ଯ୍ୟାଳୟରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲୋ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛିା ପ୍ରକାଶ ପାଣ୍ଡେ ନାମକ ଏହି…
ଅଧିକ ଖବର ଦେଖନ୍ତୁ...

ଅନ୍ତର୍ଜାତୀୟ ହଓ୍ଵାଲା ର‍୍ୟାକେଟ୍‌ର ପର୍ଦ୍ଦାଫାସ:୫ ଲକ୍ଷ ଡଲାର ସହ ଧରାପଡ଼ିଲେ ଜେଟ୍‌ ବିମାନ ପରିଚାରିକା

ନୂଆଦିଲ୍ଲୀ: ରାଜସ୍ୱ ଗୁଇନ୍ଦା ବିଭାଗ ଏକ ଅନ୍ତର୍ଜାତୀୟ ହଓ୍ଵାଲା ର‍୍ୟାକେଟ୍‌ର ପର୍ଦ୍ଦାଫାସ କରିଛି। ଏ ବାବଦ ଚଢ଼ଉରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଜେଟ୍‌ ଏୟାରେଓ୍ଵଜ୍‌ର ଜଣେ ବିମାନ ପରିଚାରିକା (ଏୟାର ହୋଷ୍ଟେସ)ଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ପ୍ରାୟ ୫…
ଅଧିକ ଖବର ଦେଖନ୍ତୁ...

ବ୍ରାଉନସୁଗର ଜବତ, ଓ୍ଵାର୍ଡମେମ୍ବର ଗିରଫ

ଜଳେଶ୍ୱର: କିଛିମାସ ହେଲା ଜଳେଶ୍ୱରର ରାଜପୁର ଗାଁ ଡ୍ରଗ୍‌ସ ବେପାରର ପେଣ୍ଠସ୍ଥଳୀ ପାଲଟିଛି। ଆଜି ପୁଣି ସେଠାରୁ ୨୦ ଗ୍ରାମ ବ୍ରାଉନ ସୁଗର ଜବତ ହୋଇଛି। ଏହାର ମୂଲ୍ୟ ଆନ୍ତର୍ଜାତିକ ବଜାରରେ ୨ ଲକ୍ଷ ଟଙ୍କାରୁ ଊର୍ଧ୍ୱ ହେବ। ଏହି କାରବାରରେ ସମ୍ପୃକ୍ତ ଜଣେ ସ୍ଥାନୀୟ ନେତାଙ୍କୁ ଅବକାରୀ ବିଭାଗ…
ଅଧିକ ଖବର ଦେଖନ୍ତୁ...

‘ସମ୍ବିଧାନ ଉପରେ ସରକାରଙ୍କ ଭରସା ନାହିଁ’

ନୂଆଦିିଲ୍ଲୀ: ଦିଲ୍ଲୀରେ ଆଜି ଦଳିତ ନେତା ତଥା ଗୁଜରାଟ ବିଧାୟକ ଜିଗ୍ନେଶ ମେଓ୍ଵାନି ବ୍ୟାପକ ପୁଲିସ କଟକଣାକୁ ବେଖାତିର କରି ‘ଯୁବ ହୁଙ୍କାର ର‍୍ୟାଲି’ ସଫଳତାର ସହ ଆୟୋଜନ କରିଛନ୍ତି। ଜିଗ୍ନେଶଙ୍କ ଏହି ପଦକ୍ଷେପ ଦିଲ୍ଲୀ ରାଜନୀତିକୁ ସରଗରମ କରିଦେଇଥିବା ବେଳେ ଏଥିରେ ଜେଏନ୍‌ୟୁ…
ଅଧିକ ଖବର ଦେଖନ୍ତୁ...

ମାର୍ଚ୍ଚ ସୁଦ୍ଧା କଟକରେ ପହଞ୍ଚିବ ବିଜୁଙ୍କ ‘ଡାକୋଟା’

କଟକ: ଆସନ୍ତା ଦୁଇମାସ ମଧ୍ୟରେ କଟକରେ ପହଞ୍ଚିବ ବିଜୁଙ୍କ ଡାକୋଟା । ଏ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିବା ପରେ ରାଜ୍ୟସରକାରଙ୍କ ପକ୍ଷରୁ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ,ବିଜୁଙ୍କ ଏହି ‘ଡାକୋଟା ଡିସି-୩’…
ଅଧିକ ଖବର ଦେଖନ୍ତୁ...

ପଡ଼ା ଗୁଳିକାଣ୍ଡ ଘଟଣା ୨ ଗିରଫ, ପିସ୍ତଲ ଜବତ

ବରଗଡ଼: ରବିବାର ରାତି ପ୍ରାୟ ୮ଟା ବେଳେ ବିଜେପୁର ବ୍ଲକ ପଡ଼ା ଗାଁରେ ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ମନୋରଂଜନ ମେହେରଙ୍କ ଘର ଉପରକୁ ୩ ରାଉଣ୍ଡ ଗୁଳି ଚାଳନା ହୋଇଥିଲା। ପୁଲିସ୍‌ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ ଘଟଣାର ମାଷ୍ଟରମାଇଣ୍ଡ ଅମ୍ବାପାଲିର ମହମ୍ମଦ ଅର୍ସଦ ଏବଂ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ : ମୃତ୍ୟୁଦଣ୍ଡର ଅନ୍ୟ ବିକଳ୍ପ କ’ଣ ରହିଛି?

ନୂଆଦିଲ୍ଲୀ: ମୃତ୍ୟୁଦଣ୍ଡ ମାନେ କେବଳ ଫାଶୀ କାହିଁକି? ଅନ୍ୟସବୁ ଦେଶରେ ମୃତ୍ୟୁଦଣ୍ଡର କ’ଣ ସବୁ ବିକଳ୍ପ ରହିଛି,ସେନେଇ ଅଦାଲତଙ୍କୁ ଅବଗତ କରାଇବାକୁ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ୍‌ ମିଶ୍ରାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ସ୍ପଷ୍ଟ…
ଅଧିକ ଖବର ଦେଖନ୍ତୁ...

ଅନନ୍ତନାଗରେ ଏନକାଉଣ୍ଟର :୨ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ କଶ୍ମୀରର ଅନନ୍ତନାଗରେ ଆଜି ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତିା ଅନନ୍ତନାଗ ଜିଲ୍ଲାର ଲାର୍ନୁ ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ୱାରା କମ୍ବିଂ ଅପରେସନ ଚାଲିଥିବା ବେଳେ ଏହି ଆତଙ୍କବାଦୀଙ୍କୁ ଠାବ କରାଯାଇଥିଲା…
ଅଧିକ ଖବର ଦେଖନ୍ତୁ...

ବର୍ଣ୍ଣବୈଷମ୍ୟ ଟୀପ୍ପଣୀ ଦେଇ ଅଡୁଆରେ ରାମଦେବ: କଳା ରଂଗକୁ ଏକ ରୋଗ କହି ଟୁଇଟରେ ଟାର୍ଗେଟ ପାଲଟିଲେ

ନୂଆଦିଲ୍ଲୀ: ‘କଳା ରଂଗରେ ସୌନ୍ଦର୍ଯ୍ୟ ନଥାଏ’ ବାବା ରାମଦେବଙ୍କ ପତଞ୍ଜଳୀର ଏକ କ୍ରିମ୍‌ରେ କଳା ରଂଗକୁ ଏକ ରୋଗ ବୋଲି ବର୍ଣ୍ଣନା କରାଯିବା ପରେ ଏହା ଏବେ ବିବାଦର ପରିସରକୁ ଆସିଛି। ପତଞ୍ଜଳିର କେତେକ କ୍ରିମ୍‌କୁ ବର୍ଣ୍ଣନା କରାଯିବା ବେଳେ ସେଠାରେ ସୁଷ୍କ ତ୍ୱଚା, କଳା ରଂଗ ଏବଂ ଟାଣୁଆ…
ଅଧିକ ଖବର ଦେଖନ୍ତୁ...