Daily Archives

January 9, 2018

ଥଣ୍ଡା ପଡ଼ିଲା ଉତ୍ତରକୋରିଆ : ନିୟମିତ କଥାବାର୍ତ୍ତା ପାଇଁ ରାଜି

ସିଓଲ: ଦ୍ୱିପାକ୍ଷିକ କଥାବାର୍ତ୍ତା ମାଧ୍ୟମରେ ଉତ୍ତେଜନା ହ୍ରାସ କରିବା ଉପରେ ଗୁରୁତ୍ୱ ଦେବେ ଉତ୍ତର ଓ ଦକ୍ଷିଣ କୋରିଆ । ଏହା ସହିତ ସାମରିକ ସ୍ତରରେ ମଧ୍ୟ କଥାବାର୍ତ୍ତା ଆରମ୍ଭ କରିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି । ଆଜି ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ଦୀର୍ଘ ୧୧ ଘଣ୍ଟାର…
ଅଧିକ ଖବର ଦେଖନ୍ତୁ...

ଛାଡ଼ପତ୍ର ଦେବାକୁ ଅମଙ୍ଗ ହେବାରୁ ତୃତୀୟ ପତ୍ନୀଙ୍କ ଦେହରେ ନିଆଁ ଲଗାଇଲେ ଚତୁର୍ଥ ପତ୍ନୀ

ଭୋପାଳ: ମଧ୍ୟପ୍ରଦେଶର ଭୋପାଳ ସହରରେ ଘଟିଛି ଏକ ଜଘନ୍ୟ ଘଟଣା। ଜନୈକ ବ୍ୟକ୍ତିଙ୍କ ଚତୁର୍ଥ ପତ୍ନୀ ତାଙ୍କର ସଉତୁଣି ତଥା ସ୍ୱାମୀଙ୍କ ତୃତୀୟ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ଘର ଛାଡ଼ି ଚାଲିଯିବାକୁ କହିବା ପରେ ମଧ୍ୟ ସେ ଛାଡ଼ପତ୍ର ଦେଇ ନ ଯିବା କାରଣରୁ ଚତୁର୍ଥ ପତ୍ନୀ ଶେଷରେ କ୍ଷୁବ୍ଧ ହୋଇ ତୃତୀୟ…
ଅଧିକ ଖବର ଦେଖନ୍ତୁ...

୧୪ବର୍ଷର ପିଲା ପେଟରେ ପୋକ, ଶୋଷି ନେଲା ୨ବର୍ଷରେ ୨୨ଲିଟର ରକ୍ତ !

ନୂଆଦିଲ୍ଲୀ: ମଣିଷ ପେଟ ଭିତରେ ପୋକା ଥିବା ଘଟଣା ଅନେକ ଥର ସାମ୍ନାକୁ ଆସିଛି। କିନ୍ତୁ ଏମିତି କେବେ ଶୁଣିଛନ୍ତି କି, ଗୋଟିଏ ପୋକ ୧୪ବର୍ଷର ଏକ ପିଲା ପେଟରୁ ୨୨ଲିଟର ରକ୍ତ ଶୋଷି ନେଇଛି। ଏମିତି ଏକ ଘଟଣା ଉତ୍ତରାଖଣ୍ଡ ହଲଦ୍ୱାଦିରେ ଦେଖିବାକୁ ମିଳିଛି। ୧୪ବର୍ଷର ଏକ ପିଲା ପେଟରେ…
ଅଧିକ ଖବର ଦେଖନ୍ତୁ...

ଜିଏସ୍‌ଟିକୁ ବିରୋଧ କରି ବିଜେପି ଅଫିସରେ ବିଷ ପିଇଥିବା ବ୍ୟବସାୟୀଙ୍କର ମୃତ୍ୟୁ

ଡ଼େରାଡ଼ୁନ : ଉତ୍ତରାଖଣ୍ଡର ହଲଦଓ୍ଵାନି ଅଞ୍ଚଳର ଜଣେ ବ୍ୟବସାୟୀ ଗତ ଜାନୁଆରି ୬ ତାରିଖ ଦିନ ଡ଼େରାଡ଼ୁନର ବିଜେପି କାର୍ଯ୍ୟଳୟରେ ଅତ୍ମହତ୍ୟା ଉଦ୍ୟମ କରି ବିଷ ପିଇବା ପରେ ତାଙ୍କୁ ଏକ ବେସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମଙ୍ଗଳବାର ଦିନ ସେହି ଡ଼ାକ୍ତରଖାନାରେ ବ୍ୟବସାୟୀ ଜଣଙ୍କର…
ଅଧିକ ଖବର ଦେଖନ୍ତୁ...

ପତ୍ନୀ ଟିଭି ରିମୋଟ୍‌ ଦେବାକୁ ମନା କରିବାରୁ ଆତ୍ମହତ୍ୟା କଲେ ପତି

ଭୋପାଳ: ଭୋପାଳର ଅଶୋକ ଗାର୍ଡେନ ଅଞ୍ଚଳରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ପତ୍ନୀ ଟିଭି ରିମୋଟ୍‌ ଦେବାକୁ ମନା କରିବାରୁ ଆତ୍ମହତ୍ୟା କରିଛନ୍ତି ୩୦ ବର୍ଷିଅ ବ୍ୟକ୍ତି। ଆତ୍ମହତ୍ୟା କରିଥିବା ମୃତକ ଜଣକ ହେଉଛନ୍ତି ଶଙ୍କର ବିଶ୍ୱକର୍ମା। ସେ ଏକ ଛୋଟ ହୋଟେଲ୍‌ରେ କାମ କରୁଥିଲେ। ଶଙ୍କର…
ଅଧିକ ଖବର ଦେଖନ୍ତୁ...

ଖେଳ ଖେଳରେ ଚାଲିଗଲା ଜୀବନ: ଚିକିତ୍ସା ନ ପାଇ ମୃତ୍ୟୁ ବରଣ କଲେ ବାଳକ

ହାଇଦ୍ରାବାଦ୍‌ : ହାଇଦ୍ରାବାଦ୍‌ରେ ଘଟିଛି ଏକ ଦୁଃଖଦ ଘଟଣା । ଖେଳ ଖେଳରେ ଚାଲି ଯାଇଛି ଜୀବନ। ଏକ ନିର୍ବନ୍ଧରେ ଖଣ୍ଡା ଖେଳ ହେଉଥିବା ବେଳେ ଖେଳାଳି ଜଣକ ନିୟନ୍ତ୍ରଣ ହରାଇବାରୁ ଜଣେ ୧୬ ବର୍ଷିୟ ବାଳକଙ୍କ ବେକରେ ବାଜି ଥିଲା । ଡ଼ାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ଠିକ୍‌ ସମୟରେ ଚିକିତ୍ସା କରା ନ…
ଅଧିକ ଖବର ଦେଖନ୍ତୁ...

ଦିନରେ ଏମିତି କାର୍ଯ୍ୟ କରିଥିବା ବ୍ୟକ୍ତି ରାତିରେ ନିଶ୍ଚୟ ପଶ୍ଚାତାପ କରନ୍ତି!

ବ୍ୟସ୍ତବହୁଳ ଜୀବନରେ ମଣିଷ ଏମିତି ବୁଡ଼ିଯାଏ ଯେ ସେ କେତେବେଳେ କ’ଣ କରେ ତାହା ନିଜେ ବି ଜାଣିପାରେନା। ବେଳେ ବେଳେ ଅଜାଣତରେ ଅନେକ ଭୁଲ୍‌ କରି ବସେ। ଯେତେ ଖରାପ ଲୋକ ହେଲେ ବି ଭୁଲ୍‌ ଜାଣିବାର କ୍ଷମତା ଭଗବାନ ସଭିଙ୍କୁ ଦେଇଛନ୍ତି, ତାହା ଭିନ୍ନ କଥା ଯେ କିଏ ଭୁଲ ସ୍ୱୀକାର କରନ୍ତି ତ କିଏ…
ଅଧିକ ଖବର ଦେଖନ୍ତୁ...