Daily Archives

January 10, 2018

ଦୁଷ୍କର୍ମ ଫଟୋ ଭାଇରାଲ : ଦୁଇ ଛାତ୍ର ଅଟକ

ବେତନଟୀ/ବୈଶିଙ୍ଗା : ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଗଡ଼ଗଡ଼ିଆ ଜଙ୍ଗଲରେ ଜନୈକା ଯୁବତୀଙ୍କୁ ଦୁଇଜଣ ଯୁବକ ଦୁଷ୍କର୍ମ କରି ଫଟୋ ଭାଇରାଲ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏହି ମାମଲାରେ ପୁଲିସ ସଂପୃକ୍ତ ଦୁଇ ଛାତ୍ରଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରୁ ଜଣେ ଡିପ୍ଲୋମା ଓ ଅନ୍ୟ ଜଣେ…
ଅଧିକ ଖବର ଦେଖନ୍ତୁ...

ଛାତ୍ରୀଙ୍କୁ ଅସଦାଚରଣ; ଶିକ୍ଷକ ଅଟକ

କପ୍ତିପଦା/ନୂଆସାହି : ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ କପ୍ତିପଦା ପୁଲିସ ଗିରଫ କରିଛି। ମୟୂରଭଞ୍ଜ ଜିଲ୍ଲା ଶରତ ସରକାରୀ ଉଚ୍ଚବିଦ୍ୟାଳୟରେ ଏଭଳି କଳଙ୍କିତ ଘଟଣା ଘଟିଛି। ପୁଲିସ ସଂପୃକ୍ତ ଶିକ୍ଷକ ଗୟାଧର ସାମଲଙ୍କୁ ଅଧିକ ପଚରାଉଚରା କରୁଛି। ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶରେ ଶୀତ ଲହରୀ ୨୪ ଘଣ୍ଟାରେ ୪୦ ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଅଧିକାଂଶ ସ୍ଥାନରେ ଶୀତ ଲହରୀ ହେତୁ ୨୪ ଘଣ୍ଟାରେ ୪୦ରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ସକାଳ ସମୟରେ ରାଜ୍ୟ ରାଜଧାନୀ ସମେତ ପଡୋଶୀ ଅଞ୍ଚଳଗୁଡ଼ିକରେ କୁହୁଡ଼ି ହେତୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ମିରଟ୍‌ରେ ତାପାମାତ୍ରା ୨.୯ ଡିଗ୍ରୀ…
ଅଧିକ ଖବର ଦେଖନ୍ତୁ...

ଏସ୍‌ଆଇଟି ତଦନ୍ତ ପାଇଁ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ

ନୂଆଦିଲ୍ଲୀ: ବିଶିଷ୍ଟ ଲେଖକ ତଥା ହେତୁବାଦୀ ଏମଏମ କଲବର୍ଗିଙ୍କ ପତ୍ନୀ ଆଜି ସ୍ୱାମୀଙ୍କ ହତ୍ୟା ମାମଲାର ଏସଆଇଟି ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କଲବର୍ଗିଙ୍କ ହତ୍ୟା ମାମଲାରେ ସଠିକ୍‌ ତଦନ୍ତ କରାଯାଇ ନଥିବା ଦର୍ଶାଇ କଲବର୍ଗିଙ୍କ ପତ୍ନୀ ଉମା ଦେବୀ ସୁପ୍ରିମକୋର୍ଟରେ…
ଅଧିକ ଖବର ଦେଖନ୍ତୁ...

ଥେରେସା ସରକାରରେ ମନ୍ତ୍ରୀ ହେଲେ ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ରିଷି ସୁନକ୍‌

ନୂଆଦିଲ୍ଲୀ: ବ୍ରିଟିଶ ପ୍ରଧାନମନ୍ତ୍ରୀ ଥେରେସା ମେ’ ତାଙ୍କ ସରକାରରେ ଦୁଇ ଜଣ ଭାରତୀୟ ବଂଶୋଦ୍ଭବ ସାଂସଦଙ୍କୁ ସାମିଲ କରିଛନ୍ତି। ଉକ୍ତ ଦୁଇ ସାଂସଦଙ୍କ ମଧ୍ୟରେ ରହିଛନ୍ତି ଇନଫୋସିସ୍‌ ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ରିଷି ସୁନକ୍‌ ଏବଂ ସୁଏଲା ଫର୍ଣ୍ଣାଣ୍ଡିସ୍‌। ଗତ ସୋମବାର…
ଅଧିକ ଖବର ଦେଖନ୍ତୁ...

ଜମିବାଡି ବିବାଦ : ଯବାନଙ୍କ ଗୁଳିମାଡ଼ରେ ୩ ଗୁରୁତର

ଧର୍ମଶାଳା/ଚଢ଼େଇଧରା : ଜମିବାଡି ବିବାଦକୁ କେନ୍ଦ୍ରକରି ଆଜି ଯାଜପୁରର ଜେନାପୁର ଅଞ୍ଚଳରେ ଗୁଳି ଫୁଟିଛି। ଜଣେ ଯବାନଙ୍କ ଗୁଳିମାଡ଼ରେ ପରିବାରର ୩ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ଏହି ୩ ଜଣ ହେଲେ, କମାଗଡ଼ ପଞ୍ଚାୟତ ଭରତପୁର ଗ୍ରାମର କ୍ଷୀରୋଦଙ୍କ ପତ୍ନୀ ସୁଜାତା ପ୍ରଧାନ (୫୦), ପୁଅ ବିବେକ…
ଅଧିକ ଖବର ଦେଖନ୍ତୁ...

ଭାରତର କାର୍ଯ୍ୟାନୁଷ୍ଠାନରେ ୧୩୮ ପାକ୍‌ ସୈନିକ ନିହତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପର ମୁକାବିଲା କରିବା ପାଇଁ ଭାରତୀୟ ସେନାବାହିନୀ ଗତବର୍ଷ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତର କାର୍ଯ୍ୟାନୁଷ୍ଠାନରେ ଗତବର୍ଷ ଜମ୍ମୁ କଶ୍ମୀର ନିୟନ୍ତ୍ରଣ ରେଖା ନିକଟରେ ୧୩୮ ପାକ୍‌…
ଅଧିକ ଖବର ଦେଖନ୍ତୁ...

ଭିତରକନିକାରେ ୧୨ଟି ଧଳା କୁମ୍ଭୀର

ରାଜନଗର : ଭିତରକନିକାରେ ଗୋରୀ ଭଳି ଶଙ୍ଖ ମଲମଲ ଧଳା ରଙ୍ଗର ୧୨ଟି କୁମ୍ଭୀର ଅଛନ୍ତି। ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ କୁମ୍ଭୀର ଗଣନା ସମୟରେ ଧଳା ରଙ୍ଗର ଶଙ୍ଖୁଆ କୁମ୍ଭୀର ଦେଖିବାକୁ ମିଳିଛି। ଚଳିତମାସ ୩ ତାରିଖରୁ ୧୦ ତାରିଖ ଯାଏଁ ଭିତରକନିକାରେ କୁମ୍ଭୀର ଗଣନା…
ଅଧିକ ଖବର ଦେଖନ୍ତୁ...

ବ୍ରିଟେନ୍‌ରେ ଭାରତୀୟଙ୍କୁ ହତ୍ୟା

ଲଣ୍ଡନ: ଆଇନ ପାଳନ କରିବାକୁ ଯାଇ ବ୍ରିଟେନ୍‌ରେ ଜଣେ ଭାରତୀୟ ବ୍ୟବସାୟୀ ନିର୍ମମ ହତ୍ୟାର ଶିକାର ହୋଇଛନ୍ତି। ଉତ୍ତର ଲଣ୍ଡନର କୋଲିଣ୍ଡେଲରେ ଦୋକାନ କରିଥିବା ଭାରତୀୟ ବ୍ୟବସାୟୀ ବିଜୟ ପଟେଲ(୪୯) ଜଣେ ନାବାଳକକୁ ସିଗାରେଟ ଦେବା ପାଇଁ ମନା କରିବାରୁ ତାଙ୍କୁ ହତ୍ୟା କରାଯାଇଛି। ବୁଧବାର ଏହି…
ଅଧିକ ଖବର ଦେଖନ୍ତୁ...

କେ ଶିବନ୍‌ ଇସ୍ରୋ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି କେ ଶିବନ୍‌। ଇସ୍ରୋର ବର୍ତ୍ତମାନ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଏଏସ୍‌ କିରନ କୁମାରଙ୍କ ସ୍ଥାନ ଗ୍ରହଣ କରିବେ କେ ଶିବନ୍‌। କେରଳର ବିକ୍ରମ ସରାଭାଇ ମହାକାଶ କେନ୍ଦ୍ରରେ ବର୍ତ୍ତମାନ ନିର୍ଦ୍ଦେଶକ…
ଅଧିକ ଖବର ଦେଖନ୍ତୁ...