Daily Archives

January 10, 2018

ପୁନଃ ତଦନ୍ତ ପାଇଁ ନୂତନ ଏସଆଇଟି

ନୂଆଦିଲ୍ଲୀ: ୧୯୮୪ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ହୋଇଥିବା ଶିଖ୍‌ ବିରୋଧୀ ଦଙ୍ଗା ମାମଲାଗୁଡ଼ିକ ମଧ୍ୟରୁ ୧୮୬ଟି ମାମଲାର ପୁନଃ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାଗୁଡ଼ିକର ତଦନ୍ତ ପାଇଁ ପୂର୍ବରୁ ଗଠିତ ହୋଇଥିବା କେନ୍ଦ୍ର ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ହେଲା ମାରୁତି କାର, ବିଭିନ୍ନ ମଡେଲର ମୂଲ୍ୟ ୧୭ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ: ଭାରତର ବୃହତ୍ତମ କାର କମ୍ପାନି ମାରୁତି ସୁଜୁକୀ ପକ୍ଷରୁ ନିଜର ବିଭିନ୍ନ ମଡେଲର ଦରବୃଦ୍ଧି କରିବା ବିଷୟ ଘୋଷଣା କରାଯାଇଛି । ପ୍ରାୟ ୧୭ଶହ ଟଙ୍କାରୁ ୧୭ ହଜାର ଟଙ୍କା ପର୍ଯ୍ୟନ୍ତ ଏହି ଦରବୃଦ୍ଧି କରାଯିବ । ବିଭିନ୍ନ କଞ୍ଚାମାଲ ମହଙ୍ଗା ହେବା ଯୋଗୁଁ ଏହି ଦରବୃଦ୍ଧି କରାଯାଇଛି…
ଅଧିକ ଖବର ଦେଖନ୍ତୁ...

ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ, ଆଜି ପୁଣି ଶ୍ରୀମନ୍ଦିର ଭିତରୁ ୪ଟି ମୋବାଇଲ ଜବତ

ପୁରୀ: ଶ୍ରୀମନ୍ଦିର ପରିସରରେ ବାରମ୍ବାର ସେଲଫି ଉଠାଇବା ଘଟଣା ପରେ ମନ୍ଦିର ଭିତରକୁ ମୋବାଇଲ୍ ଫୋନ୍ ନ ନେବାକୁ କଡା ନିୟମ କରାଯାଇଛି ବୋଲି ସୂଚନା ମିଳିଥିଲା। ଏଥିପାଇଁ ପ୍ରତି ଦ୍ୱାରରେ ବି ନୋଟିସ୍‌ ଲଗା ଯାଇଥିଲା। କେବଳ ଏତିକି ନୁହେଁ, ଶ୍ରୀମନ୍ଦିର ଭିତରକୁ ଯାଉଥିବା ପ୍ରତିଟି ଭକ୍ତଙ୍କ…
ଅଧିକ ଖବର ଦେଖନ୍ତୁ...

ସଂଶୋଧନ ପରେ ବି ବଦଳିବନି କର୍ଣ୍ଣି ସେନା ନିଷ୍ପତ୍ତି: ‘ପଦ୍ମାବତ୍‌’ ରିଲିଜ୍‌ ତାରିଖରେ ଜାରି ହେବ ‘ଜନତା କର୍ଫ୍ୟୁ’

ନୂଆଦିଲ୍ଲୀ: ରାଜସ୍ଥାନର କର୍ଣ୍ଣି ସେନା ପକ୍ଷରୁ ବୁଧବାର କୁହାଯାଇଛି ଯେ ସେମାନେ ଚଳଚ୍ଚିତ୍ର ‘ପଦ୍ମାବତ୍‌’କୁ ନେଇ କୌଣସି ସାଲିସ୍‌ କରିବେ ନାହିଁ। ଏଥିପାଇଁ ସଞ୍ଜୟଲୀଲା ଭଂସାଲିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଯେଉଁଦିନ ମୁକ୍ତିଲାଭ କରିବ ସେଦିନ ‘ଜନତା କର୍ଫ୍ୟୁ’ ଜାରି ହେବ।…
ଅଧିକ ଖବର ଦେଖନ୍ତୁ...

ଆଧାର ନଥିବା ଲୋକଟିଏର କ’ଣ ଅସ୍ତିତ୍ୱ ନାହିଁ ? ସୁପ୍ରିମକୋର୍ଟଙ୍କ ପ୍ରଶ୍ନରେ ସରକାର ଘାଇଲା

ନୂଆଦିଲ୍ଲୀ: ସବୁ ସାମାଜିକ ସୁରକ୍ଷା ଯୋଜନା ପାଇଁ ଆଧାର ବାଧ୍ୟତାମୂଳକ କରିବାକୁ ଉଦ୍ୟମ କରୁଛ । କିନ୍ତୁ ଦେଶରେ ଥିବା ବାସହୀନ ଲୋକମାନେ କିପରି ଆଧାର କାର୍ଡ ପାଇବେ ? ବାସହୀନ ଲୋକମାନଙ୍କର ଆଧାର କାର୍ଡ ନାହିଁ, ତା ଅର୍ଥ କଣ ସରକାରଙ୍କ ଲାଗି ତାଙ୍କର ଅସ୍ଥିତ୍ୱ ହିଁ ନାହିଁ ? ଏପରି ପ୍ରଶ୍ନ…
ଅଧିକ ଖବର ଦେଖନ୍ତୁ...

ଯେଉଁଠି ଆମ୍ବୁଲାନ୍ସ ପହଞ୍ଚେ ନାହିଁ ସେଠି ପହଞ୍ଚନ୍ତି ‘ଆମ୍ବୁଲାନ୍ସ ଦାଦା’, ଜୀବନୀକୁ ନେଇ ତିଆରି ହେଉଛି ଫିଲ୍ମ

ମୁମ୍ବାଇ: କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ୨୪ ଘଣ୍ଟା ଭଗବାନଙ୍କୁ ବସି ପୂଜା କରିବା ଅପେକ୍ଷା ଯଦି ଜଣେ ମଣିଷକୁ ସାହାଯ୍ୟ କରାଯାଏ ତେବେ ତାହାର ମହତ୍ୱ ଅଧିକ ବୋଲି କୁହାଯାଏା ଏହି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ରହୁଥିବା ୫୩ ବର୍ଷିୟ କରିମୁଲ…
ଅଧିକ ଖବର ଦେଖନ୍ତୁ...