Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Daily Archives

January 11, 2018

ଠିକାଦାରଙ୍କ ଘର ଉପରକୁ ବୋମାମାଡ଼

ନିଆଳି : ଅଶାନ୍ତ ହୋଇପଡୁଛି କଟକ ଜିଲ୍ଲାର ନିଆଳି ଥାନା ଅଂଚଳ। ୧୦ ଦିନରେ ଫୁଟିଲାଣି ୩ଥର ବୋମା। ଚାରି ମାସରେ ଦ୍ୱିତୀୟ ଥର ପାଇଁ ନିଆଳିର ଠିକାଦାର ରାଜକିଶୋର ରାଉତ୍‌ଙ୍କ ଘର ଉପରକୁ ବୋମାମାଡ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ବୋମାମାଡ଼ରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନଥିଲେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ବାହାରିଲା ୟୁପିଏସ୍‌ସି ମୁଖ୍ୟ ପରୀକ୍ଷା ଫଳ

ରାଞ୍ଚି: ସଂଯୁକ୍ତ ଲୋକ ସେବା ଆୟୋଗ(ୟୁପିଏସ୍‌ସି) ଦ୍ୱାରା ପରିଚାଳିତ କେନ୍ଦ୍ର ପ୍ରାଶାସନିକ ସେବା(ସିଭିଲ୍‌ ସର୍ଭିସେସ୍‌) ମୁଖ୍ୟ ଲିଖିିତ ପରୀକ୍ଷା-୨୦୧୭ର ଫଳାଫଳ ଗତକାଲି ପ୍ରକାଶ ପାଇଛି। ସେହିପରି ଗତ ଅକ୍ଟୋବର ୨୮ରୁ ନଭେମ୍ବର ୩ ଯାଏ ଅନୁଷ୍ଠିତ ଏହି ପରୀକ୍ଷାର କୃତୀ ଆଶାୟୀଙ୍କର…
ଅଧିକ ଖବର ଦେଖନ୍ତୁ...

ଅଳ୍ପକେ ବର୍ତ୍ତିଲେ ଫଡନାଭିସ୍‌, ଗଡ଼କରୀ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଓ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଆଜି ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ମୀରା ରୋଡସ୍ଥିତ ଏକ ସ୍କୁଲରେ ଆୟୋଜିତ ସଭାରେ ଯୋଗଦେବା ପାଇଁ ଏହି ଦୁଇ ବିଜେପି ନେତା ଏକ ହେଲିକପ୍ଟର ଯୋଗେ ଯାଇଥିଲେ। କିନ୍ତୁ ସ୍କୁଲ ହତାରେ…
ଅଧିକ ଖବର ଦେଖନ୍ତୁ...

ନିହତ ଆତଙ୍କବାଦୀମାନେ ସହିଦ!

ଶ୍ରୀନଗର: ନିହତ ଆତଙ୍କବାଦୀମାନେ ସହିଦ। ତେଣୁ ସେମାନଙ୍କ ମୃତ୍ୟୁରେ ଖୁସି ମନାଇବା ଅନୁଚିତ ବୋଲି ଜମ୍ମୁ କଶ୍ମୀରର ପିଡିପି ବିଧାୟକ ଐଜାଜ୍‌ ଅହମ୍ମଦ ପିର୍‌ ଦେଇଥିବା ବିବାଦୀୟ ବୟାନ ଝ଼ଡ଼ ସୃଷ୍ଟି କରିଛି। ଗଣମାଧ୍ୟମକୁ ଗୁରୁବାର ନିଜର ମତ ରଖିବା ଅବସରରେ ଐଜାଜ୍‌ କହିଥିଲେ ଯେ ଆମ ସାମଗ୍ରିିକ…
ଅଧିକ ଖବର ଦେଖନ୍ତୁ...

ବେଆଇନ୍‌ କଳାପଥର ଖାଦାନ ଉପରେ ଚଢ଼ାଉ

ଚଢ଼େଇଧରା : ଯାଜପୁର ଜିଲ୍ଲାରେ ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ବେଆଇନ୍‌ କଳାପଥର ଖାଦାନ ଉପରେ ଚଢ଼ାଉ କରାଯାଇଛି। ତହସିଲ୍‌ଦାର ଓ ସ୍ଥାନୀୟ ପୁଲିସ୍‌କୁ ନେଇ ଗଠିତ ସ୍ୱତନ୍ତ୍ର ସ୍କ୍ଵାଡ ଏହି ଚଢ଼ାଉ କରିବା ସହିତ ୬ଟି ହାଇଓ୍ଵା ଓ ଗୋଟିଏ ଟ୍ରାକ୍ଟର ଜବତ କରିଛନ୍ତି। ଏଠାରେ ରହିଥିବା ଖାଦାନରେ…
ଅଧିକ ଖବର ଦେଖନ୍ତୁ...

ଫେବ୍ରୁଆରି ୨୩ରେ ଆମେରିକାରେ ପ୍ରଥମ ଭାରତୀୟଙ୍କୁ ମୃତ୍ୟୁଦଣ୍ଡ

ଓ୍ଵାସିଂଟନ: ଆସନ୍ତା ଫେବ୍ରୁଆରି ୨୩ ତାରିଖରେ ଆମେରିକାରେ ପ୍ରଥମ କରି ଜଣେ ଭାରତୀୟଙ୍କୁ ଫାଶୀ ଦିଆଯିବ। ଏକ ହତ୍ୟା ମାମଲାରେ ସମ୍ପ୍ରତି ବନ୍ଦୀ ଥିବା ରଘୁନନ୍ଦନ ୟାନ୍ଦାମୁରି ନାମକ ଏହି ଭାରତ-ଆମେରିକୀୟଙ୍କୁ ୨୦୧୪ ମସିହାରେ ମୃତ୍ୟୁଦଣ୍ଡ ମିଳିଥିଲା। ଜଣେ ୬୧ ବର୍ଷୀୟା ମହିଳା ଏବଂ ତାଙ୍କ ୧୦…
ଅଧିକ ଖବର ଦେଖନ୍ତୁ...

ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ

ବାଲେଶ୍ୱର : ଏକ ହତ୍ୟା ମାମଲାର ବିଚାର କରି ବାଲେଶ୍ୱର ଜିଲ୍ଲା ଦୌରାଜଜ୍‌ ରାମଶଙ୍କର ହୋତା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେସନ୍‌ ଟ୍ରାଏଲ ନମ୍ବର ୩୭୦/୧୬ ତଥା ଆଇପିସି ଧାରା ୩୦୨ ଓ ୪୯୮(ଏ) ଆଧାରରେ ଅଦାଲତ ଆସାମୀକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ଓ ୫…
ଅଧିକ ଖବର ଦେଖନ୍ତୁ...

ଭାଲୁ ଆକ୍ରମଣରେ ୫ ଆହତ

କୁଆମରା/ଉଦଳା : ଗୋପବନ୍ଧୁନଗର ବ୍ଲକ ପୁରୁଣାବାରିପଦା ପଞ୍ଚାୟତର ଚତୁରୀ ଓ ମାଙ୍କଡ଼କେନ୍ଦା ଗ୍ରାମରେ ଭାଲୁ ଆକ୍ରମଣରେ ଆଜି ୫ ଜଣ ଗୁରୁତର ହୋଇଛନ୍ତି। ଆଜି ପୂର୍ବାହ୍ନ ପ୍ରାୟ ୧୦ଟାରେ ଚତୁରୀ ଗାଁର ଅନୀଲ ଦାସଙ୍କ ବାଡ଼ିରେ ଏକ ଭାଲୁ ପଶିଥିଲା। ଲୋକେ ତାକୁ ଗୋଡ଼ାଇବାରୁ ଅନ୍ୟଏକ ବାଡ଼ିରେ…
ଅଧିକ ଖବର ଦେଖନ୍ତୁ...

ଭାରତର ଏହି ରେଳ ଷ୍ଟେସନରେ ସବୁ କର୍ମଚାରୀ ମହିଳା

ମୁମ୍ବାଇ : ଆପଣ ଜାଣନ୍ତି କି ଭାରତରେ ଏପରି ରେଳ ଷ୍ଟେସନ ଅଛି ଯାହାର ପ୍ରତି କର୍ମଚାରୀ ମହିଳା । ଏହି ଷ୍ଟେସନଟି ହେଉଛି ମୁମ୍ବାଇର ମାତୁଙ୍ଗା ଷ୍ଟେସନ । ଏହି ଷ୍ଟେସନରେ ମୋଟ ୪୧ ଜଣ କର୍ମଚାରୀ ଅଛନ୍ତି ଓ ସମସ୍ତେ ହେଉଛନ୍ତି ମହିଳା । ନିକଟରେ ଏହି ଷ୍ଟେସନ ରେକର୍ଡ ବୁକରେ ସ୍ଥାନ ପାଇଛି ।…
ଅଧିକ ଖବର ଦେଖନ୍ତୁ...

ଏବେ ବି ଚାଲୁଛି ପଟିଆଲା ରାଜାଙ୍କ ୧୦୮ ବର୍ଷର ପୁରୁଣା ମନୋରେଲ

ନୂଆଦିଲ୍ଲୀ : ଚାଣକ୍ୟପୁରୀ ସ୍ଥିତ ଜାତୀୟ ରେଳ ସଂଗ୍ରହାଳୟ ପରିସର ଭାରତୀୟ ରେଳବାଇର ଐତିହ୍ୟ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇଛି । ସଂଗ୍ରହାଳୟରେ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇଛି ୧୦୮ ବର୍ଷ ତଳେ ପଟିଆଲାର ମହାରାଜା ସ୍ୱର୍ଗତ ଭୂପିନ୍ଦର ସିଂହ ବ୍ୟବହାର କରୁଥିବା ମନୋରେଲ । ଏବେ…
ଅଧିକ ଖବର ଦେଖନ୍ତୁ...