Daily Archives

January 11, 2018

୩,୫୦୦ କୋଟି ମୂଲ୍ୟର ୯୦୦ ବେନାମୀ ସଂପତ୍ତିକୁ ବାଜ୍ୟାପ୍ତ କଲା ଆୟକର ବିଭାଗ

ନୂଆଦିଲ୍ଲୀ: ଆୟକର ବିଭାଗ ୯୦୦ ବେନାମୀ ସଂପତ୍ତିକୁ ବାଜ୍ୟାପ୍ତ କରିଛି, ଯାହାର ମୂଲ୍ୟ ୩,୫୦୦ କୋଟି ଟଙ୍କା ହେବ ବୋଲି, ଆଜି ଆୟକର ବିଭାଗ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ୨୦୧୬ ନଭେମ୍ବର ୧ ତାରିଖରେ ଦେଶରେ ବେନାମୀ ସଂପତ୍ତି ନିଷେଧାଜ୍ଞା ଆଇନ୍‌ ଲାଗୁ ହେବା ପରଠାରୁ ବିଭାଗ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ବରଫରେ ଫସିଲେ ସୁଇଜର୍‌ଲାଣ୍ଡ୍‌କୁ ହନିମୁନ୍‌ ମନେଇବାକୁ ଯାଇଥିବା ‘ହେଟ୍‌ ଷ୍ଟୋରି’ ଅଭିନେତ୍ରୀ, ଉଦ୍ଧାର କଲା…

ନୂଆଦିଲ୍ଲୀ: ‘ହେଟ୍‌ ଷ୍ଟୋରି’ ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁ ଦେଖାଇଥିବା ବଲିଉଡ୍‌ ନାୟିକା ପାଓଲି ଦମ୍‌ ନିକଟରେ ସୁଇଜର୍‌ଲାଣ୍ଡ୍‌କୁ ହନିମୁନ୍‌ କରିବାକୁ ଯାଇ ବିପଦରେ ଫସି ଯାଇଥିବା ଜାଣିବାକୁ ମିଳିଛି। ପାଓଲି ତାଙ୍କ ସ୍ୱାମୀଙ୍କ ସହ ଯାଇଥିବା ହନିମୁନ୍‌ ସ୍ପଟ୍‌ରେ ପ୍ରବଳ ବରଫ ଥିବା…
ଅଧିକ ଖବର ଦେଖନ୍ତୁ...

ସୁପର୍ଣଖା ରାବଣକୁ କହିଥିଲେ: ଏହି ୬ ଜଣଙ୍କୁ ଆଦୌ ଦୁର୍ବଳ ଭାବନ୍ତୁ ନାହିଁ

ପ୍ରାୟତଃ ରାମାୟଣର କାହାଣୀ ସଂପର୍କରେ ସମସ୍ତେ ଅଳ୍ପେବହୁତେ ଅବଗତ। ଲଙ୍କେଶ ରାବଣୀ ଭଉଣୀ ସୁପର୍ଣଖା ପାଇଁ ହିଁ ରାମ-ରାବଣ ଯୁଦ୍ଧ ହୋଇଥିଲା। ସୂପର୍ନଖା ବଣରେ ବୁଲିବା ସମୟରେ ଶ୍ରୀରାମଙ୍କୁ ଦେଖି ଆକର୍ଷିତ ହୋଇଯାଇଥିଲେ । ଶ୍ରୀରାମ ତାଙ୍କର ଅଭିପ୍ରାୟ ସଂପର୍କରେ ଅବଗତ ହେବା ପରେ ସାନଭାଇ…
ଅଧିକ ଖବର ଦେଖନ୍ତୁ...

୬ଟି ତାରିଫ ପ୍ଲାନକୁ ଆହୁରି ଆକର୍ଷଣୀୟ କଲା ବିଏସଏନଏଲ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ ଟେଲିକମ ସେବା କମ୍ପାନି ବିଏସଏନଏଲ ପକ୍ଷରୁ ମଧ୍ୟ ଘରୋଇ ଟେଲିକମ କମ୍ପାନିମାନଙ୍କୁ ଟକ୍କର ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କମ୍ପାନି ପକ୍ଷରୁ ନିଜର ତାରିଫ ପ୍ଲାନଗୁଡ଼ିକରେ ବ୍ୟାପକ ପରିବର୍ତ୍ତନ ଅଣାଯାଇଛି । ୧୮୬ ଟଙ୍କିଆ ପ୍ଲାନଠାରୁ ଆରମ୍ଭ କରି ୬୬୬…
ଅଧିକ ଖବର ଦେଖନ୍ତୁ...

ହତ୍ୟା ଧମକ ପାଇଁ ‘ରେସ୍‌-୩’ର ସୁଟିଂ ଅଧାରୁ ବନ୍ଦ କରି ଘରକୁ ଗଲେ ସଲମାନ

ମୁମ୍ବାଇ : ବଲିଉଡର ଟାଇଗର ସଲମାନ ଖାନ କିଛି ଦିନ ପୂର୍ବେ ଯୋଧପୁରରେ ଚାଲିଥିବା ତାଙ୍କ ମାମଲାର ଶୁଣାଣି ପାଇଁ ର୍କୋଟରେ ହାଜର ହୋଇଥିଲେ । ଘଟଣାଚକ୍ରରେ ସେ ଦିନ କୋର୍ଟକୁ ଆସିଥିବା ଗ୍ୟାଙ୍ଗଷ୍ଟର୍‌ ଲରେନ୍ସ ବିଷ୍ଣୋଇ ତାଙ୍କୁ ହତ୍ୟ ଧମକ ଦେଇଥିଲା । ପରେ ସଲମାନଙ୍କୁ ଯୋଧପୁର କୋର୍ଟରୁ କଡ଼ା…
ଅଧିକ ଖବର ଦେଖନ୍ତୁ...

ରିଲ୍‌ ବନାମ ରିୟଲ: ‘ନାୟକ’ଚଳଚ୍ଚିତ୍ରରେ ଅନୀଲ ହୋଇଥିଲେ ଦିନିକିଆ ମୁଖ୍ୟମନ୍ତ୍ରୀ, ଛତିଶଗଡ଼ରେ ମେଧାବୀ ହେଲେ ଦିନିକିଆ…

ମୁମ୍ବାଇ: ଅନୀଲ କପୁର୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ନାୟକ’ ଦେଖିଛନ୍ତି। ଯଦି ଦେଖିଥାନ୍ତି ତେବେ ଜାଣିଥିବେ ଯେ କିଭଳି ଭାବେ ସେ ଦିନଟିଏ ପାଇଁ ମୁଖ୍ୟମନ୍ତ୍ରୀ ହୋଇ ରାଜ୍ୟର ଅବସ୍ଥା ସୁଧାରି ଦେଇଥିଲେ। ଏବେ ସେଭଳି ଏକ ଘଟଣା ବାସ୍ତବରେ ଦେଖିବାକୁ ମିଳିଛି। ମାତ୍ର ମୁଖ୍ୟମନ୍ତ୍ରୀ ନୁହେଁ…
ଅଧିକ ଖବର ଦେଖନ୍ତୁ...

ଦିନେ ଥିଲେ ଭାରତର ସବୁଠୁ କ୍ଷମତାଶାଳୀ ଅମଲା, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି

ଚେନ୍ନାଇ: ଭାରତର ମୁଖ୍ୟ ନିର୍ବାଚନ କମିଶନରମାନଙ୍କ ମଧ୍ୟରୁ ବୋଧହୁଏ ସବୁଠୁ ଲୋକପ୍ରିୟ କିଏ ବୋଲି ପ୍ରଶ୍ନ ହେଲେ, ବୋଧହୁଏ ଜଣେ ବ୍ୟକ୍ତିଙ୍କ ନାଁ ସମସ୍ତେ କହିବେ । ସେ ହେଉଛନ୍ତି ଟିଏନ ଶେଷାନ । ନବେ ଦଶକରେ ଭାରତର ମୁଖ୍ୟ ନିର୍ବାଚନ କମିଶନର ଥିବାବେଳେ ସେ ନିର୍ବାଚନ ସଂସ୍କାର ଲାଗି ଅନେକ…
ଅଧିକ ଖବର ଦେଖନ୍ତୁ...

ରନ୍‌େଓ୍ଵକୁ ପଶି ଆସିଲା ଗାଈ: ଅହମ୍ମଦାବାଦ ଆସୁଥିବା ବିମାନ ମୁମ୍ବାଇରେ ଅବତରଣ କଲା

ନୂଆଦିଲ୍ଲୀ : ଭାରତୀୟ ରାଜରାସ୍ତାରେ ଗାଈମାନଙ୍କ ଯିବାଆସିବା ଅତି ସାଧାରଣ କଥା । କିନ୍ତୁ ଏବେ ରାସ୍ତା ସହ ବିମାନବନ୍ଦରର ରନ୍‌େଓ୍ଵକୁ ଦଖଲ କଲେଣି। ଗୁରୁବାର ଦିନ ସକାଳେ ଗୁଜରାଟର ଅହମ୍ମଦାବାଦ ବିମାନ ବନ୍ଦରର ରନ୍‌େଓ୍ଵକୁ ଗାଈ ଚାଲି ଆସିବାରୁ ବିମାନ ଅବତରଣରେ ବାଧା ସୃଷ୍ଟି ହେବା…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କ୍‌ କର୍ମଚାରୀ ହେଲେ ଅନ୍‌ଲାଇନ୍‌ ଠକେଇର ଶିକାର, ଆଧାର ଲିଙ୍କ୍‌ କରାଇବାକୁ କହି ଲୁଟିଲେ ୯୯ ହଜାର

କୋଚି: ଅନ୍‌ଲାଇନ୍‌ ଜରିଆରେ ବ୍ୟାଙ୍କ୍‌ ଠକେଇ କରୁଥିବା ଠକମାନେ ଏବେ ଏକ ନୂଆ କୌଶଳ ଆପଣାଇଥିବା ଦେଖିବାକୁ ମିଳିଛି। ଖୋଦ୍‌ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ୍‌ କର୍ମଚାରୀ ଏପରି ଠକମାନଙ୍କର ଶିକାର ହୋଇ ୯୯,୦୦୦ ହଜାର ଟଙ୍କା ହରାଇବା ପରେ ଏଇ ଘଟଣା ଏବେ ଲୋକଲୋଚନକୁ ଆସିଛି। ଏହି ଠକ ଗୋଷ୍ଠୀ…
ଅଧିକ ଖବର ଦେଖନ୍ତୁ...

ନିଜ ପୋଷାକ ଖର୍ଚ୍ଚ ଦରମାରୁ ଭରଣା କରନ୍ତି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷାକ ପରିଚ୍ଛଦକୁ ନେଇ ଅନେକ ସମୟରେ ବିରୋଧୀ ଦଳ ତାଙ୍କୁ ସମାଲୋଚନା କରିଥାନ୍ତି । ବିଶେଷକରି ୨୦୧୫ରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ଭାରତ ଗସ୍ତ କାଳରେ ମୋଦି ପିନ୍ଧିଥିବା ତଥାକଥିତ ୧୦ ଲକ୍ଷ ଟଙ୍କିଆ ସ୍ୟୁଟ୍‌କୁ ନେଇ…
ଅଧିକ ଖବର ଦେଖନ୍ତୁ...