Daily Archives

January 12, 2018

ଚୋରା କୋଇଲା ଚାଲାଣ ଉପରେ ପୁଲିସ୍‌ ଚଢ଼ଉ

ବ୍ରଜରାଜନଗର : ଏମସିଏଲ ପରିଚାଳିତ ବ୍ରଜରାଜନଗର ଓ ବେଲପାହାଡ଼ ଖଣି ଅଂଚଳରେ ବ୍ୟାପକ କୋଇଲା ଚୋରା ଚାଲାଣ ନେଇ ବହୁ ଦିନରୁ ଅଭିଯୋଗ ରହିଛି। ଏ ବାବଦରେ ଲଖନପୁର ପୁଲିସ୍‌ ଏକ ରାକେଟ୍‌ର ପର୍ଦାଫାସ୍‌ କରିଛି। ଜାଲ୍‌ ଚାଲାଣ ପ୍ରସ୍ତୁତ କରି କୋଇଲା ଖଣିର ଷ୍ଟାମ୍ପ ମଧ୍ୟ ନକଲ କରି ସେମାନଙ୍କ କାରବାର…
ଅଧିକ ଖବର ଦେଖନ୍ତୁ...

ସୁକମାରେ ଏନକାଉଣ୍ଟର, ୩ ଯବାନ ଆହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ଆଜି ସକାଳେ ପୁଲିସ-ନକ୍ସଲ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ସିଆର୍‌ପିଏଫର ୩ ଜଣ ଯବାନ ଆହତ ହୋଇଛନ୍ତି। ଦୁଇ ଦିନ ପୂର୍ବେ ସିଆର୍‌ପିଏଫ ଯବାନ ଚିନ୍ତାଗୁମ୍ଫାଠାରୁ ୮ କିମି ଦୂରରେ ଥିବା ଜଂଗଲରେ ପଶିଥିଲେ।…
ଅଧିକ ଖବର ଦେଖନ୍ତୁ...

ପତ୍ରାପାଲି ଏନଏଚ ୪୯ ଉପରେ ଦୁର୍ଘଟଣା : ବିବାହ ପାଇଁ ଝିଅ ଦେଖିବାକୁ ଆସୁଥିଲେ, ସାଥୀ ମୃତ

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିକଟ ଏନଏଚ ୪୯ ଉପରେ ଶୁକ୍ରବାର ପୁଣି ଏକ ଦୁର୍ଘଟଣା ଘଟିଛି। ପତ୍ରାପାଲି ନିକଟରେ ଏହି ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ୍‌ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ, ଦେବଗଡ଼ ଜିଲ୍ଲା ରିଆମାଲ ବ୍ଲକ୍‌…
ଅଧିକ ଖବର ଦେଖନ୍ତୁ...

ମାଟି ଅତଡ଼ା ଧସି ଚାଷୀ ମୃତ

ରିଆମାଳ : ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଚଢ଼େଇମରା ଗାଁରେ ଶୁକ୍ରବାର ମାଟି ଅତଡ଼ା ଧସି ଚାଷୀ ଖାଦିଆନ ଟପ୍ନୋଙ୍କ ମୃତ୍ୟୁ ହୋଇଯାଇଛି। ମିଳିଥିବା ସୂଚନାନୁସାରେ ଖାଦିଆନ ଅତି ଗରିବ ହୋଇଥିବା ବେଳେ ଚାଷବାସ କରି ପରିବାର ଗୁଜରାଣ ମେଣ୍ଟାଉଥିଲେ। ତେବେ ଶୁକ୍ରବାର ସକାଳ ପ୍ରାୟ…
ଅଧିକ ଖବର ଦେଖନ୍ତୁ...

ଡୋକ୍‌ଲାମ୍‌ ପରେ ପଠାର୍‌ରେ ଚୀନ୍‌ର ସୈନ୍ୟ ଠୁଳ!

ନୂଆଦିଲ୍ଲୀ: ଡୋକ୍‌ଲାମ୍‌ରେ ଚୀନ୍‌ ସେନାର ଦାଦାଗିରି ଆପୋଷ ଆଲୋଚନାରେ ସମାଧାନ ହେବା ପରେ ଏବେ ତିବ୍ଦତ ସୀମରେ ଥିବା ‘ପଠାର’ରେ ପୁଣିଥରେ ଚୀନ୍‌ ସୈନ୍ୟ ଠୁଳ କରିଛି। ଯଦିଓ ଚୀନ୍‌ ସେନା ପିପୁଲ୍ସ ଲିବରେସନ ଆର୍ମିର ଖବରକାଗଜ ‘ପିଏଲଏ ଡେଲି’ଏହାକୁ ନିଜର ସମରାଭ୍ୟାସ ବୋଲି କହିଛି ତଥାପି ଚୀନ୍‌ର…
ଅଧିକ ଖବର ଦେଖନ୍ତୁ...

୨୦୧୯ରେ ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ-୧’

ନୂଆଦିଲ୍ଲୀ: ମଙ୍ଗଳ ଓ ଚନ୍ଦ୍ରରେ ସଫଳତା ମିଳିବା ପରେ (ଇସ୍ରୋ) ଆସନ୍ତା ବର୍ଷ ଅର୍ଥାତ୍‌ ୨୦୧୯ରେ ଭାରତ ପ୍ରଥମ କରି ସୂର୍ଯ୍ୟକୁ ଏହାର ଉପଗ୍ରହ‘ଆଦିତ୍ୟ-୧’ ପ୍ରେରଣ କରିବ। ୨୦୧୨-୧୩ ମସିହାରେ ଏହି ଉପଗ୍ରହ ପ୍ରେରଣର ଯୋଜନା ରହିଥିଲେ ସୁଦ୍ଧା ସମ୍ଭବ ହୋଇପାରିନଥିଲା ବୋଲି ଇସ୍ରୋ ଅଧ୍ୟକ୍ଷ ଏଏସ୍‌…
ଅଧିକ ଖବର ଦେଖନ୍ତୁ...

୨୦୧୮ରେ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରାୟନ-୨’

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଆଜି ୧୦୦ତମ ଉପଗ୍ରହ ମହାକାଶକୁ ପ୍ରେରଣ କରି ମହାକାଶ ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡି ଦେଇଥିବା ବେଳେ ଚଳିତବର୍ଷ ଦେଶର ବହୁ ପ୍ରତିକ୍ଷୀତ ଚନ୍ଦ୍ରୟାନ-୨ ଚନ୍ଦ୍ର ପୃଷ୍ଠକୁ ଛଡାଯିବାର ଯୋଜନା ରହିଛି। ଚନ୍ଦ୍ରପୃଷ୍ଠର ଗବେଷଣା ପାଇଁ…
ଅଧିକ ଖବର ଦେଖନ୍ତୁ...

ଗଂଜେଇ ଜବତ,୧୧ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ପୁଲିସ ଆଜି ୬ କ୍ୱିଣ୍ଟାଲ ଗଂଜେଇ ଜବତ କରିବା ସହ ୧୧ ଜଣକୁ ଗିରଫ କରିଛି। ଚିତ୍ରକୋଣ୍ଡା ଅଂଚଳରୁ ଏକ ସ୍କର୍ପିଓ ଏବଂ ଏକ ମାର୍ସଲରେ ଗଂଜେଇ ଚାଲାଣ ହେଉଥିବା ସଂପର୍କରେ ଖବରପାଇ ପୁଲିସ ଗୋବିନ୍ଦପାଲୀ ନିକଟରେ ଅପେକ୍ଷା କରି ରହିଥିଲେ।…
ଅଧିକ ଖବର ଦେଖନ୍ତୁ...

୧୪ ଏକର ଜମିର ଗଂଜେଇ ଗଛ ନଷ୍ଟ କଲା ପୁଲିସ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଓର୍କେଲ ପୋଲିସ ଆଜି ପ୍ରାୟ ୧୪ ଏକର ଜମିର ଗଂଜେଇ ଗଛକୁ ନଷ୍ଟ କରିଛି। ଓର୍କେଲ ଥାନା ଆଇଆଇସି ସୁମିତ୍ରା ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏସଆଇ ତୃପ୍ତୀ ରଂଜନ ଦାସ,ଏସଆଇ ସରୋଜ କୁମାର ସେଠୀ ସମେତ ଅନ୍ୟ କର୍ମଚାରୀ ତାରଲାକୋଟା ପଞ୍ଚାୟତର ଖିଲଗୁଡା…
ଅଧିକ ଖବର ଦେଖନ୍ତୁ...

୩୨ ବର୍ଷପରେ ପୁଣିଥରେ ଚର୍ଚ୍ଚାରେ ନୀରଜା ଭନୋଟ

ନୂଆଦିଲ୍ଲୀ: ଆଜି ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ(ଏଫ୍‌ବିଆଇ) ୧୯୮୬ ସେପ୍ଟେମ୍ବର ୫ ତାରିଖରେ ମୁମ୍ବାଇ-ଆମେରିକା ପେନ୍‌ ଏମ-୭୩କୁ ଅପହରଣ କରିଥିବା ଅବ୍ଦୁ ନିଦଲ ସଂଗଠନର ୪ଜଣ କୁଖ୍ୟାତ ଆତଙ୍କବାଦୀଙ୍କର ସ୍କେଚ୍‌ ଜାରି କରିଛି। ଏହି ସ୍କେଚ୍‌ରେ ମହମ୍ମଦ ହାଫିଜ୍‌ ଅଲ୍‌…
ଅଧିକ ଖବର ଦେଖନ୍ତୁ...