Daily Archives

January 12, 2018

ଏହା ନ୍ୟାୟପାଳିକାର ଏକ ଆଭ୍ୟନ୍ତରୀଣ ବ୍ୟାପାର,ଏଥିରେ ସରକାର ହସ୍ତକ୍ଷେପ କରିବାର ଆବଶ୍ୟକତା ନାହିଁ: ଆଇନ୍‌…

ନୂଆଦିଲ୍ଲୀ: ଏକ ଅଦ୍ଭୁତପୂର୍ଣ୍ଣ ଘଟଣା କ୍ରମରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌କୋର୍ଟରେ ଚାଲିଥିବା ଅନିୟମିତତା ସଂପର୍କରେ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ସୁପ୍ରିମ୍‌କୋର୍ଟର ଚାରି ବରିଷ୍ଠ ବିଚାରପତି ସେମାନଙ୍କର ଅଭିଯୋଗ ବଖାଣିବା ପରେ ସରକାରଙ୍କ ପକ୍ଷରୁ କେନ୍ଦ୍ର ଆଇନ୍‌…
ଅଧିକ ଖବର ଦେଖନ୍ତୁ...

ସୀମାରେ ଅନୁପ୍ରବେଶକାରୀଙ୍କ ମୁକାବିଲା ପାଇଁ ବିଏସ୍‌ଏଫ୍‌ର ନୂଆ ଅଭିଯାନ

ନୂଆଦିଲ୍ଲୀ: ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ିରେ ସୀମା ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଅନୁପ୍ରବେଶକାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ହେଉଥିବାରୁ ଏହାର ମୁକାବିଲା ପାଇଁ ଭାରତୀୟ ସୀମା ସୁରକ୍ଷା ବଳ(ବିଏସ୍‌ଏଫ) ନୁଆ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ଅନ୍ତର୍ଗତ ଆଜିଠାରୁ ‘ଅପରେସନ୍‌ ସର୍ଦ୍ଦ…
ଅଧିକ ଖବର ଦେଖନ୍ତୁ...

ଏୟାରଟେଲ୍‌ ପକ୍ଷରୁ ବର୍ଷେ ପାଇଁ ଆମାଜନ ପ୍ରାଇମ୍‌ ମେମ୍ବରସିପ୍‌ ମାଗଣା

ନୂଆଦିଲ୍ଲୀ : ରିଲାଏନ୍ସ ଜିଓର ମାଗଣା ସେବା ଜିଓଟିଭିର ମୁକାବିଲା କରିବା ପାଇଁ ଏୟାରଟେଲ ପକ୍ଷରୁ ଆଉ ଏକ ପଦକ୍ଷେପ ନିଆଯାଇଛି । ଏହି ପଦକ୍ଷେପ ଅନୁସାରେ ଏୟାରଟେଲ ପକ୍ଷରୁ ଆମାଜାନ ଇଣ୍ଡିଆ ସହ ଏକ ସହବନ୍ଧନ କରାଯାଇଛି । ଏହା ମାଧ୍ୟମରେ ଏୟାରଟେଲ ପୋଷ୍ଟପେଡ୍‌ ଗ୍ରାହକ ଓ ଭି-ଫାଇବର…
ଅଧିକ ଖବର ଦେଖନ୍ତୁ...

ଚିଲ୍‌ଡ୍ରେନ୍‌ ପାର୍କର ଗାର୍ଡ ରୁମ୍‌ରେ ନାବାଳିକାଙ୍କୁ ଗଣଦୁଷ୍କର୍ମ, ୬ ଗିରଫ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀର ମଣ୍ଡଓ୍ଵାଲି ଅଞ୍ଚଳରେ ଥିବା ଚିଲଡ୍ରେନ୍‌ ପାର୍କରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ୬ଜଣ ଗିରଫ ହୋଇଛନ୍ତି। ପୂର୍ବ ଦିଲ୍ଲୀରେ ଥିବା ଏହି ପାର୍କରେ ସନ୍ଧ୍ୟାରେ ବୁଲୁଥିବା ୯ମ ଶ୍ରେଣୀର ଛାତ୍ରୀଙ୍କୁ ଏକାକୀ ଦେଖି ସଚିନ ଗୁର୍ଜର,…
ଅଧିକ ଖବର ଦେଖନ୍ତୁ...

ପନିପରିବା ମହଙ୍ଗା, ଡିସେମ୍ବର ଖୁଚୁରା ମୁଦ୍ରାସ୍ପୀତି ୫.୨୧%କୁ ବୃଦ୍ଧି

ନୂଆଦିଲ୍ଲୀ: ଡିସେମ୍ବର ମାସରେ ଭାରତର ଖୁଚୁରା ମୁଦ୍ରାସ୍ପୀତି ହାର ବିଗତ ୧୭ ମାସର ସର୍ବୋଚ୍ଚ ସ୍ତର ୫.୨୧ ପ୍ରତିଶତରେ ପହଞ୍ଚିଛି । ମୁଖ୍ୟତଃ ଖାଦ୍ୟ ସାମଗ୍ରୀ ମହଙ୍ଗା ହେବା କାରଣରୁ ଖୁଚୁରା ମୁଦ୍ରାସ୍ପୀତି ବଢିଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ଡିସେମ୍ବରରେ ଖାଦ୍ୟ ମୁଦ୍ରାସ୍ପୀତି ୪.୯୬…
ଅଧିକ ଖବର ଦେଖନ୍ତୁ...

ଏହି ଧନୀ ଓ ସଫଳ ବ୍ୟକ୍ତିମାନେ ଏକଦା ମାକ୍‌ଡୋନାଲ୍‌ଡ ରେଷ୍ଟୁରାଣ୍ଟରେ କାମ କରି ରୋଜଗାର କରୁଥିଲେ

ଯେଉଁମାନେ ଦିନେ ଏକ ରେସ୍ତୋରାଁରେ କାମ କରୁଥିଲେ ସେମାନେ ଆଜି ପାଲଟିଛନ୍ତି ଦେଶର ଜଣାଶୁଣା ବ୍ୟକ୍ତି । ପଢ଼ା ସହ ନିଜର ଖର୍ଚ୍ଚ ଉଠାଇବା ପାଇଁ ମାକ୍‌-ଡ଼ୋନାଲଡ୍‌ ରେଷ୍ଟୁରାଣ୍ଟରେ ଏହି ବ୍ୟକ୍ତିମାନେ କାମ କରୁଥିଲେ । ଏହି କାମ ସେମାନଙ୍କୁ ଟଙ୍କା ଦେବା ସହ ସବୁ ପରିସ୍ଥିତିକୁ କିପରି…
ଅଧିକ ଖବର ଦେଖନ୍ତୁ...