Daily Archives

January 13, 2018

ଡଙ୍ଗା ବୁଡ଼ି, ଜଣେ ନିଖୋଜ

ଇବ୍‌ଥର୍ମାଲ : ଡଙ୍ଗାବୁଡ଼ି ଯିବାରୁ ବନହରପାଲି ଥାନା କୁମ୍ଭାରବନ୍ଧ ଫାଣ୍ଡି ତିଲିଆ ପଞ୍ଚାୟତ ଅନ୍ତର୍ଗତ ନୁଆଁପଡ଼ା ଗାଁର ରଘୁମଣି ବିଶ୍ୱାଳ (୪୮) ନିଖୋଜ ହୋଇଯାଇଛନ୍ତି। ରଘୁମଣି ତିଲିଆ ମୌଜାରେ କାମ କରୁଥିବା ଓପିଜିସି ଆସପଣ୍ଡରେ କାମ କରୁଥିବା ବାଲାଜୀ ଠିକା ସଂସ୍ଥାରେ ରାତ୍ରି ଜଗୁଆଳି  ଭାବେ…
ଅଧିକ ଖବର ଦେଖନ୍ତୁ...

କାର୍‌ରୁ ୫୦ ଲକ୍ଷ ଟଙ୍କା ଜବତ୍‌ ଘଟଣା : ବ୍ୟାଙ୍କ ମ୍ୟାନେଜର୍‌ଙ୍କ ସହ ୩ ଗିରଫ

କେନ୍ଦୁଝର : ଶୁକ୍ରବାର ସଂଧ୍ୟାରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ବାସୁଦେବପୁର ଛକ ନିକଟରୁ ଏକ କାର (ଓଆର-୦୨ବିଭି-୮୦୦୭)ରୁ ୫୦ ଲକ୍ଷ ଟଙ୍କା ଜବତ ଘଟଣାରେ ଅଟକ ଇଣ୍ଡସଇଣ୍ଡ୍‌ ବ୍ୟାଙ୍କ୍‌, ଯୋଡ଼ା ଶାଖା ମ୍ୟାନେଜର ମାନସ ରାଉତ, ସିକ୍ୟୁରିଟି ଗାର୍ଡ ଲକ୍ଷ୍ମଣ ପ୍ରଧାନ ଏବଂ କର୍ମଚାରୀ ସରୋଜ…
ଅଧିକ ଖବର ଦେଖନ୍ତୁ...

ପିଲା ଖେଳରୁ ଫୁଟିଲା ଗୁଳି : ନାବାଳକ ଛାତ୍ର ଗୁରୁତର, ୩ ଅଟକ

କଟକ : ପିଲା ଖେଳରୁ ଗୁଳି ଫୁଟି ଜଣେ ନାବାଳକ ଛାତ୍ର ଗୁରୁତର ଆହତ ହୋଇଛି। ନାବାଳକର ମୁଣ୍ଡରେ ଗୁଳି ଫୁଟି ବାହାରି ଯାଇଥିବା ବେଳେ ତାକୁ ସିଡିଏର ଏକ ନର୍ସିଂହୋମରେ ଭର୍ତ୍ତି କରାଯାଇଛି। ତା’ର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଦାମବାଡି…
ଅଧିକ ଖବର ଦେଖନ୍ତୁ...

ଧାର୍ମିକ ଶିବିରରେ ୩ ଜଳିଗଲେ, ୧୫ ଗୁରୁତର

ରାଜକୋଟ୍‌: ରାଜକୋଟ୍‌ର ପ୍ରାଂସାଳା ଗ୍ରାମରେ ସ୍ୱାମୀ ଧର୍ମବନ୍ଧୁଙ୍କ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଅଗ୍ନିକାଣ୍ଡ ଘଟି ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି। ‘ରାଷ୍ଟ୍ର କଥା ଶିବିର’ରେ ଧର୍ମବନ୍ଧୁଙ୍କ ପ୍ରବଚନ କାର୍ଯ୍ୟକ୍ରମ ଚାଲିଥିବା ସମୟରେ କୌଣସି କାରଣରୁ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଦୁଇ ମୃତ

ଛତିଆ : ଆଜି ସଂଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇଜଣ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। ବୈରୀ ଫାଣ୍ଡି ପୁଲିସ ଦୁଇଟିଯାକ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହାଇେଓ୍ଵ ଆମ୍ବୁଲାନ୍ସରେ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦେଇଛି। ଘଟଣା ପରେ ସେଠାରେ ସାମାନ୍ୟ ଉତ୍ତେଜନା…
ଅଧିକ ଖବର ଦେଖନ୍ତୁ...

ଆଇଏନ୍‌ଏକ୍ସ ମିଡିଆ ମାମଲା: କାର୍ତ୍ତିଙ୍କ ଦିଲ୍ଲୀ ଏବଂ ଚେନ୍ନାଇ ଘରେ ଇଡି ଚଢ଼ଉ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦମ୍ବରମଙ୍କ ଦିଲ୍ଲୀ ଏବଂ ଚେନ୍ନାଇ ସ୍ଥିତ ବାସଭବନରେ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଚଢ଼ାଉ କରିଛି। ଦିଲ୍ଲୀର ଗୋଟିଏ ସ୍ଥାନରେ ଏବଂ ଚେନ୍ନାଇର ୪ଟି ସ୍ଥାନରେ ଇଡି…
ଅଧିକ ଖବର ଦେଖନ୍ତୁ...

ଯୁବ ଚାଷୀଙ୍କ ପରଲୋକ

ପାଇକମାଲ : ପାଇକମାଲ ବ୍ଲକ କୋକନରା ଗାଁର ଯୁବ ଚାଷୀ ଲଳିତ ମୋହନ ସାହୁ (୪୬)ଙ୍କ ଶନିବାର ପରଲୋକ ହୋଇଯାଇଛି। ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଗାଁ ନିକଟସ୍ଥ ନିଜ ଜମିକୁ ଯାଇ ବୁଲୁଥିବା ବେଳେ ମୁଣ୍ଡ ବୁଲାଇ ଜମିରେ ଥିବା ବୋରଓ୍ଵଲ୍‌ ନିକଟରେ ପଡ଼ି ଯାଇଥିଲେ। କିଛି ସମୟ ପରେ କାମ କରୁଥିବା…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍‌: ନୀତୀଶଙ୍କୁ ହତ୍ୟା ଧମକ ଦେଇ ଯୁବକ ଗିରଫ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ହତ୍ୟା ଧମକ ଦେଇଥିବା ଜଣେ ଯୁବକକୁ ପାଟ୍‌ନା ପୁଲିସ ଗିରଫ କରିଛି। ପାଟନା ଜିଲ୍ଲାର ପୋୟାମାରୁ ପ୍ରମୋଦ କୁମାର ଓରଫ ପୋୟାମା ନାମକ ଜଣେ ଯୁବକ ନୀତୀଶଙ୍କ ସହ ତାଙ୍କ ସୁରକ୍ଷାକର୍ମୀଙ୍କୁ ହତ୍ୟା ଧମକ ଦେଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ…
ଅଧିକ ଖବର ଦେଖନ୍ତୁ...

ତୁଳସୀ ପାହାଡ଼ରେ ଏନକାଉଣ୍ଟର, ୩ ନକ୍ସଲ ମୃତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଥିବା ତୁଳସୀ ପାହାଡରେ ଆଜି ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳି ବିନିମୟ ଘଟଛି। ଏହି ଏନ୍‌କାଉଣ୍ଟରରେ ୩ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ଏବଂ ବହୁ ପରିମାଣର ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା। ସୂଚନା ମିଳିଛି। ତୁଳସୀ…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପକୁର ଜିଲ୍ଲାରେ ପଞ୍ଚାୟତ ନିର୍ବାଚନରେ ହାରିଯାଇଥିବା ଜଣେ ପ୍ରାର୍ଥିନୀଙ୍କ ସ୍ୱାମୀ ପ୍ରତିଶୋଧ ପରାୟଣ ହୋଇ ସପକ୍ଷରେ ଭୋଟ ଦେଇନଥିବା ସନ୍ଦେହରେ ଜଣଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ନିକଟ ଜଙ୍ଗଲରୁ ନାବାଳିକାର…
ଅଧିକ ଖବର ଦେଖନ୍ତୁ...