Daily Archives

January 13, 2018

ସେଞ୍ଚୁରିଅନ୍‌ ଟେଷ୍ଟ: ଦକ୍ଷିଣ ଆଫ୍ରିକା ୬/୨୬୯, ଅଶ୍ୱିନଙ୍କୁ ୩ ଓ୍ଵିକେଟ୍‌

ସେଞ୍ଚୁରିଅନ୍‌: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ୨ୟ ମୁକାବିଲା ସେଞ୍ଚୁରିଅନ୍‌ର ସୁପରସ୍ପୋଟ୍‌ର୍ସ ପାର୍କ ଷ୍ଟାଡିୟମରେ ଶନିବାର ପ୍ରଥମ ଦିନର ଖେଳ ଶେଷ ହୋଇଛି। ଦକ୍ଷିଣ ଆଫ୍ରିକା ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରି ୬ ଓ୍ଵିକେଟ ହରାଇ ୨୬୯ ରନ୍‌…
ଅଧିକ ଖବର ଦେଖନ୍ତୁ...

ଖୁବ ଶୀଘ୍ର ଭାରତ ଓ ଚୀନ ସେନା ମଧ୍ୟରେ ହଟ୍‌ ଲାଇନ ସେବା

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଦିନକୁ ଦିନ ତୀବ୍ର ହେଉଛି । ପ୍ରାୟ ପ୍ରତି ମାସରେ କୌଣସି ନା କୌଣସି କାରଣକୁ ନେଉ ଉଭୟ ଦେଶର ସେନା ପରସ୍ପରର ମୁହାଁମୁହିଁ ହେଉଛନ୍ତି । ଏହାକୁ ନେଇ ଏସିଆର ଏହି ଦୁଇଟି ମହାଶକ୍ତି ମଧ୍ୟରେ ସଂପର୍କ ଖରାପ ହେଉଛି । ତେବେ ସୀମାରେ ବାରମ୍ବାର…
ଅଧିକ ଖବର ଦେଖନ୍ତୁ...

ପଞ୍ଚମ ଶ୍ରେଣୀ ଛାତ୍ର ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ପ୍ରଥମ ଶ୍ରେଣୀ ଛାତ୍ରୀ: ୨ ଜଣ ଶିକ୍ଷକ ବରଖାସ୍ତ, ୭ ନିଲମ୍ବିତ

ବୁଲନ୍ଦସହର୍‌: ଉତ୍ତରପ୍ରଦେଶଠାରେ ଘଟିଯାଇଛି ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସରକାରୀ ସ୍କୁଲ୍‌ରେ ପଢୁଥିବା ଜନୈକା ପ୍ରଥମ ଶ୍ରେଣୀର ଛାତ୍ରୀ ସେହି ସ୍କୁଲ୍‌ରେ ପଢୁଥିବା ପଞ୍ଚମ ଶ୍ରେଣୀର ଛାତ୍ର ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି। ନିଜ ଦାୟିତ୍ୱହୀନତା ପାଇଁ ସ୍କୁଲ୍‌ ପରିସର ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ପୁଣି ଆରମ୍ଭ ହେଲା କଏନ ଉତ୍ପାଦନ

ନୂଆଦିଲ୍ଲୀ: ଗତ ୧୦ ତାରିଖରୁ ସାମୟିକ ଭାବେ ବନ୍ଦ କରାଯାଇଥିବା ସରକାରୀ ମୁଦ୍ରାଶାଳରୁ ମୁଦ୍ରା ଉତ୍ପାଦନ ଆରମ୍ଭ ହୋଇଛି । ମୁଦ୍ରା ଉତ୍ପାଦନ ବନ୍ଦ ଲାଗି ନିର୍ଦ୍ଦେଶ ଜାରି କରିଥିବା ଭାରତ ସରକାରଙ୍କ ସଂସ୍ଥା ସିକ୍ୟୁରିଟି ପ୍ରିଣ୍ଟିଂ ଏଣ୍ଡ ମିଣ୍ଟିଂ କର୍ପୋରେସନ ଅପ ଇଣ୍ଡିଆ ନିଜର ପୂର୍ବ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆଣିଥିବା ୨ ସୁପ୍ରିମକୋର୍ଟ ବିଚାରପତି କହିଲେ ନ୍ୟାୟିକ ବ୍ୟାବସ୍ଥାରେ କୌଣସି…

କୋଲକାତା: ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ପ୍ରଶାସନିକ କାର୍ଯ୍ୟଶୈଳୀକୁ ଶୁକ୍ରବାର ଗଣମାଧ୍ୟମ ସାମ୍ନାରେ ବିରୋଧ କରିଥିବା ସୁପ୍ରିମ୍‌କୋର୍ଟର ୪ ଜଣ ବରିଷ୍ଠ ବିଚାରପତିଙ୍କ ମଧ୍ୟରୁ ଶନିବାର ୨ ଜଣ ବିଚାରପତି କହିଛନ୍ତି ଯେ, ପ୍ରଧାନ ବିଚାରପତିଙ୍କ କାର୍ଯ୍ୟଶୈଳୀରେ ସେମାନଙ୍କୁ ଅସୁବିଧା…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମକୋର୍ଟ ବିଚାରପତି ବିବାଦର ସମାଧାନ ଲାଗି ୭ ଜଣିଆ କମିଟି ଗଠନ କଲା ବାର୍‌ କାଉନ୍ସିଲ୍‌

ନୂଆଦିଲ୍ଲୀ: ଅତ୍ୟନ୍ତ ଅପ୍ରତ୍ୟାଶିତ ଭାବରେ ଗତକାଲି ଗଣମାଧ୍ୟମକୁ ଡକାଇ ପ୍ରଧାନ ବିଚାରପତିଙ୍କ ବିରୋଧରେ ସୁପ୍ରିମ୍‌କୋର୍ଟର ଚାରି ବରିଷ୍ଠ ବିଚାରପତି ବିଷୋଦ୍‌ଗାର କରିବା ପରେ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଦେଶର ନ୍ୟାୟପାଳିକାରେ ସଙ୍କଟ ଦେଖା ଦେଇଥିଲା। କେନ୍ଦ୍ର ସରକାର ଏହି…
ଅଧିକ ଖବର ଦେଖନ୍ତୁ...

ନିର୍ମାତା ଭଂସାଲୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଆମେ ପ୍ରଥମେ ‘ପଦ୍ମାବତ୍‌’ ଦେଖିବୁ: ରାଜସ୍ଥାନ…

ଜୟପୁର: ରାଜ୍ୟରେ ସଂଜୟଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ପଦ୍ମାବତ୍‌’ ରିଲିଜ୍‌ ଉପରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଚଳଚ୍ଚିତ୍ରଟିକୁ କୋର୍ଟରେ ପ୍ରଦର୍ଶନ କରାଇବା ପାଇଁ ରାଜସ୍ଥାନ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ନିର୍ମାତା ଭଂସାଲୀଙ୍କ ବିରୋଧରେ ରୁଜୁ…
ଅଧିକ ଖବର ଦେଖନ୍ତୁ...